କନକ ବ୍ୟୁରୋ : କଳାହାଣ୍ଡିରେ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ୨୦୧୬ରେ ଘୋଷଣା କରିବା ପରେ ୨୦୧୮ରେ ବେଦାନ୍ତ ସହ ଏକ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଥିଲା । ୫ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ପ୍ରାଥମିକ ଆବଶ୍ୟକ ୩୫୦ କୋଟିରୁ ସରକାର ୨୫୦ କୋଟି ତଥା ବେଦାନ୍ତ ୧୦୦ କୋଟି ଟଙ୍କା ପ୍ରଦାନ ପାଇଁ ଚୁକ୍ତି ରହିଥିଲା । ସରକାର ଦେଇଥିବା ଅନୁଦାନରେ ମେଡିକାଲ କଲେଜର ନିର୍ମାଣ ଜାରି ରହିଛି । କିନ୍ତୁContinue reading “ଅନିଶ୍ଚିତା ଭିତରକୁ ଚାଲିଗଲା କଳାହାଣ୍ଡିର ମେଡ଼ିକାଲ କଲେଜ ସ୍ୱପ୍ନ : ବେଦାନ୍ତ ସହ ଚୁକ୍ତି ବାତିଲ ପରେ ଦ୍ୱିତୀୟ ଥର ପାଇଁ ଝଟକା ଖାଇଲେ କଳହାଣ୍ଡିବାସୀ”
Author Archives: Raghaba
ରାଜସ୍ୱ ନିରୀକ୍ଷକଙ୍କ ଉପରେ ଗାଡି ଚଢେଇ ଦେଲେ ବାଲି ମାଫିଆ : ସୁବର୍ଣ୍ଣରେଖାର ବାଲି ଚୋରା ଚାଲଣ ବେଳେ ଅଟକାଇବାକୁ ଆରଆଇ କରୁଥିଲେ ଉଦ୍ୟମ
କନକ ବ୍ୟୁରୋ : ରାଜସ୍ୱ ନିରୀକ୍ଷକଙ୍କ ଉପରକୁ ଗାଡି ଚଢାଇ ଦେଲେ ବାଲି ମାଫିଆ । ଫଳରେ ଗୁରୁତର ଅବସ୍ଥାରେ ଓଲମାରା ଆରଆଇ ଦିଲ୍ଲୀପ ଚାନ୍ଦଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଶାସନର କଡା ଆଭିମୁଖ୍ୟ ପରେ ବି ସୁବର୍ଣ୍ଣରେଖା ନଦୀରୁ ବାଲିଚୋରି କମିବାର ନାଁ ଧରୁନି । ପ୍ରତିଦିନ କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ ହେଉଛି ଆଉ ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର । ଗତକାଲି ରାତିରେ ଜଳେଶ୍ୱରContinue reading “ରାଜସ୍ୱ ନିରୀକ୍ଷକଙ୍କ ଉପରେ ଗାଡି ଚଢେଇ ଦେଲେ ବାଲି ମାଫିଆ : ସୁବର୍ଣ୍ଣରେଖାର ବାଲି ଚୋରା ଚାଲଣ ବେଳେ ଅଟକାଇବାକୁ ଆରଆଇ କରୁଥିଲେ ଉଦ୍ୟମ”
ଚିନ୍ତା ବଢାଉଛି କରୋନା । ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ, ମହାରାଷ୍ଟ୍ରରେ ସର୍ବଧୀକ
ଦେଶରେ ଲଗାତାର ଭାବେ ଦୈନିକ ସଂକ୍ରମଣ ବଢ଼ୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭,୪୦୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୮୯ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୧,୧୧,୫୬,୯୨୩ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧,୫୭,୪୩୫ ରହିଛି। ସେହିପରି ସକ୍ରିୟ ମାମଲା ୧,୭୩,୪୧୩କୁ ବୃଦ୍ଧି ପାଇଛି। ଏହା ମୋଟ୍ ସଂକ୍ରମଣ ମାମଲାର ୧.୫୫ ପ୍ରତିଶତ। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୧,୦୮,୨୬,୦୭୫ ରେ ପହଞ୍ଚିଛି। ଜାତୀୟ ଆରୋଗ୍ୟ ହାର ୯୭.୦୩ ପ୍ରତିଶତ ରହିଛି। ଅନ୍ୟପକ୍ଷେContinue reading “ଚିନ୍ତା ବଢାଉଛି କରୋନା । ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ, ମହାରାଷ୍ଟ୍ରରେ ସର୍ବଧୀକ”
ବିବନ କହିଲା କାଳ ରାତିର କାହାଣୀ : ବାରଙ୍ଗରେ ଘଟଣାସ୍ଥଳକୁ ନେଇ ସିନ୍-ରିକ୍ରିଏସନ୍ କଲା ସିବିଆଇ
କନକ ବ୍ୟୁରୋ : ବିବନ କହିଲା କାଳ ରାତିର କାହାଣୀ । ବାରଙ୍ଗରେ ଘଟଣାସ୍ଥଳକୁ ନେଇ ସିନ୍-ରିକ୍ରିଏସନ୍ କଲା ସିବିଆଇ । କାରରେ ଅପହରଣ କରିବାଠୁ ଆରମ୍ଭ କରି ଲୋମ ଟାଙ୍କୁରା ଅପରାଧ ଘଟାଇବା ଯାଏଁ ସବୁ କିଛି ଗୋଟି ଗୋଟି କରି କହିଛି ଗଣଦୁଷ୍କର୍ମ ମାମଲା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ । ୨୨ ବର୍ଷ ତଳର ଗଣଦୁଷ୍କର୍ମ ଘଟଣାର ଖୋଳତାଡ କରୁଛି ସିବିଆଇ । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨ ଦିନିଆ ରିମାଣ୍ଡରେContinue reading “ବିବନ କହିଲା କାଳ ରାତିର କାହାଣୀ : ବାରଙ୍ଗରେ ଘଟଣାସ୍ଥଳକୁ ନେଇ ସିନ୍-ରିକ୍ରିଏସନ୍ କଲା ସିବିଆଇ”
ବିମାନବନ୍ଦରରେ କରୋନା କଟକଣା କଡାକଡି । ଯାତ୍ରୀଙ୍କ ପଞ୍ଜିକରଣ ବାଧ୍ୟତାମୂଳକ, କରୋନାକୁ ଦୃଷ୍ଟିରେ ରଖି ବିଏମସିର ପଦକ୍ଷେପ
ରାଜଧାନୀରେ ଏବେ କରୋନା ଆକ୍ରାନ୍ତ ସଂଖ୍ୟା ଦିନେ ଦିନେ ହଠାତ୍ ବଢ଼ୁଛି। ଏପରିକି ବାହାର ରାଜ୍ୟରୁ ଆସୁଥିବା କିଛି ଯାତ୍ରୀ କରୋନା ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ସେମାନଙ୍କୁ ଚିହ୍ନଟ କରିବା ବେଳକୁ ସେମାନେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଯାଉଛନ୍ତି । ତେଣୁ ରାଜଧାନୀରେ ଯେପରି କରୋନା ଅଣାୟତ୍ତ ନହେବ ସେଥିପାଇଁ ବିଏମ୍ସି ପକ୍ଷରୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ କଟକଣା କଡ଼ାକଡ଼ି କରାଯାଇଛି। ଏଣିକି ବିମାନରେ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବା ସହ ନାମ, ଠିକଣାContinue reading “ବିମାନବନ୍ଦରରେ କରୋନା କଟକଣା କଡାକଡି । ଯାତ୍ରୀଙ୍କ ପଞ୍ଜିକରଣ ବାଧ୍ୟତାମୂଳକ, କରୋନାକୁ ଦୃଷ୍ଟିରେ ରଖି ବିଏମସିର ପଦକ୍ଷେପ”
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଜେଡିର ସାଇକେଲ ରାଲି : କଟକ ଆନନ୍ଦ ଭବନରୁ ବାହାରିଥିବା ରାଲି ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାଏଁ ଯିବ
କନକ ବ୍ୟୁରୋ : ଆଜି ପ୍ରବାଦ ପୁରୁଷ, ଜନ ନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ସାରା ରାଜ୍ୟରେ ଏହାକୁ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଏ । ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଦିନକୁ ଖୁବ୍ ଉତ୍ସାହର ସହ ପାଳନ କରୁଛି । କଟକ ଆନନ୍ଦ ଭବନରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯାଇଛି । ଏହି ଅବସରରେ ବିଜେଡି ପକ୍ଷରୁ ସାଇକେଲ ରାଲିର ଆୟୋଜନ କରାଯାଇଛିContinue reading “ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଜେଡିର ସାଇକେଲ ରାଲି : କଟକ ଆନନ୍ଦ ଭବନରୁ ବାହାରିଥିବା ରାଲି ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାଏଁ ଯିବ”
ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ : ଟଲ୍ ମ୍ୟାନଙ୍କ ସ୍ମୃତିକୁ ମନେ ପକାଉଛି ସାରା ଓଡିଶା
କନକ ବ୍ୟୁରୋ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓଡ଼ିଆ ଜାତି ତଥା ଓଡ଼ିଶାର ଉତ୍ଥାନ ପାଇଁ ଆଜୀବନ ଉଦ୍ୟମ କରିଥିବା ନେତାଙ୍କ ମଧ୍ୟରେ ଅନ୍ୟତମ। ସେ ଥିଲେ ସାହସୀ, ସ୍ବାଭିମାନୀ, ଯୁଗସ୍ରଷ୍ଟା ଓ ଦୂରଦ୍ରଷ୍ଟା । ୫ ମାର୍ଚ୍ଚ ୧୯୧୬ରେ ଆସିକାରେ ସେ ଜନ୍ମ ହୋଇଥିେଲ । ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟରେ ପରିଣତ କରିବା ପାଇଁ ସ୍ବାଧୀନତା ପରେ ସ୍ବପ୍ନ ଦେଖିଥିଲେ ବିଜୁ। ସେ ଭୁବନେଶ୍ବରରେ ପ୍ରତିଷ୍ଠା କରିଥିଲେ ଆମ ରାଜ୍ୟର ପ୍ରଥମ ଫ୍ଲାଇଙ୍ଗ୍Continue reading “ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ : ଟଲ୍ ମ୍ୟାନଙ୍କ ସ୍ମୃତିକୁ ମନେ ପକାଉଛି ସାରା ଓଡିଶା”
ଅଡୁଆରେ ପାକିସ୍ତାନର ଇମ୍ରାନ ଖାନ ସରକାର । ସିନେଟ ନିର୍ବାଚନରେ ହାରିଗଲେ ଇମ୍ରାନ କ୍ୟାବିନେଟର ଅର୍ଥମନ୍ତ୍ରୀ । ବିରୋଧୀଙ୍କ ଦାବି ପଦ ଛାଡ଼ ଇମ୍ରାନ ।
କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଜନୈତିକ ଅଡୁଆ ବଢ଼ିଛି । ଇମ୍ରାନଙ୍କ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଥିବା ଅବଦୁଲ ହଫିଜ୍ ସେଖ ସିନେଟ୍ ନିର୍ବାଚନରେ ହାରି ଯାଇଛନ୍ତି । ଆଉ ଏହାପରେ ଇମ୍ରାନ ସରକାର ବହୁମତ ହରାଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ଏହାସହ ଇମ୍ରାନ ଖାନ ତୁରନ୍ତ ଇସ୍ତଫା ଦେବାକୁ ବିରୋଧୀ ଦାବି କରିଛନ୍ତି । ଫଳରେ ଇମ୍ରାନ ସରକାର ଖୁବ୍ ଶୀଘ୍ର ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛି । ଆସ୍ଥା ଭୋଟରContinue reading “ଅଡୁଆରେ ପାକିସ୍ତାନର ଇମ୍ରାନ ଖାନ ସରକାର । ସିନେଟ ନିର୍ବାଚନରେ ହାରିଗଲେ ଇମ୍ରାନ କ୍ୟାବିନେଟର ଅର୍ଥମନ୍ତ୍ରୀ । ବିରୋଧୀଙ୍କ ଦାବି ପଦ ଛାଡ଼ ଇମ୍ରାନ ।”
ପେଟ୍ରୋଲ ପମ୍ପରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର । ପେଟ୍ରୋଲ ପମ୍ପ ଡିଲର ଓ ଏଜେନ୍ସିକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ ।
କନକ ବ୍ୟୁରୋ: ପେଟ୍ରୋଲ ପମ୍ପଗୁଡିକରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର । ମୋଦିଙ୍କ ପୋଷ୍ଟର ହଟାଇବା ପାଇଁ ଦେଶର ସମସ୍ତ ପେଟ୍ରୋଲ ପମ୍ପ ଡିଲର ଓ ଅନ୍ୟ ଏଜେନ୍ସିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ୍ । କେନ୍ଦ୍ର ସରକାରଙ୍କ ଯୋଜନା ବାବଦରେ ପେଟ୍ରୋଲ ପମ୍ପ ଗୁଡିକରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଥାଇ ଲଗାଯାଇଥିବା ବିଜ୍ଞାପନ ଗୁଡିକୁ ୭୨ ଘଂଟା ଭିତରେ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରୁଛି ବୋଲି ହୃଦବୋଧContinue reading “ପେଟ୍ରୋଲ ପମ୍ପରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର । ପେଟ୍ରୋଲ ପମ୍ପ ଡିଲର ଓ ଏଜେନ୍ସିକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ ।”
ଓଟିଟି ପ୍ଲାଟଫର୍ମକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କହିଲେ, ୱେବ ସିରିଜ୍ ଓ ସୋ’ ଗୁଡ଼ିକର ସ୍କ୍ରିନିଂ ଜରୁରୀ ।
କନକ ବ୍ୟୁରୋ: ଓଟିଟି ପ୍ଲାଟଫର୍ମ ନେଇ ବଡ଼ କଥା କହିଛନ୍ତି ସୁପ୍ରିମକୋର୍ଟ । ୱେବ ସିରିଜ୍ ଓ ଅନ୍ୟ ସୋ ଗୁଡ଼ିକୁ ସ୍କ୍ରିନିଂ କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ଏନେଇ ନିକଟରେ କେନ୍ଦ୍ର ସରକାର ଜାରି କରିଥିବା ନିୟମକୁ ଆସନ୍ତାକାଲି ସୁଦ୍ଧା କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଓଟିଟି ସମ୍ପର୍କିତ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, କିଛି କଟକଣା ଆବଶ୍ୟକ କାରଣ ଏସବୁ ପ୍ଲାଟଫର୍ମContinue reading “ଓଟିଟି ପ୍ଲାଟଫର୍ମକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କହିଲେ, ୱେବ ସିରିଜ୍ ଓ ସୋ’ ଗୁଡ଼ିକର ସ୍କ୍ରିନିଂ ଜରୁରୀ ।”