କନକ ବ୍ୟୁରୋ: ନିଆରା ମଣିଷଙ୍କ ନିଆରା ପରମ୍ପରା । ପ୍ରକୃତି ଚଳଣିରେ ବନ୍ଧା ରାୟଗଡ଼ା ଜିଲ୍ଲାର ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ସମାଜ । ସେ ମେରିଆ ପର୍ବ ହେଉ ବା ନିୟମ ରାଜାର ପୂଜା । ସୁବୁଠି ବାରି ହୋଇପଡେ ପ୍ରକୃତି ଉପାସକଙ୍କର ନିଆରା ପୂଜାର ଝଲକ । କଥାରେ ଅଛି, ଯେଉଁ ଜନଜାତି ଯେତେ ପୁରୁଣା ତାର କଳା ସଂସ୍କୃତି ସେତେ ମହାନ । ହେଲେ ସମୟ ବଦଳିିବା ସହ ବଦଳିବାରେ ଲାଗିଛି ଆଦିମContinue reading “ପ୍ରକୃତି ପୂଜାର ପରମ୍ପରାକୁ ଆଜି ବି ବଜାୟ ରଖିଛନ୍ତି ଡଙ୍ଗରିଆ କନ୍ଧ ଜନଜାତି । ନିୟମଗିରିରେ କଲେ ନିୟମରାଜାଙ୍କ ପୂଜା ।”
Author Archives: Raghaba
କାରୋନଦୀର ଜଳ ଏବେ ଜହର । କଳକାରଖାନା ଯୋଗୁ ସତ୍ତା ହରାଉଛି ବଡବିଲର ଜୀବନରେଖା ।
କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ବଡବିଲର ଜୀବନ ରେଖା ଭାବେ ପରିଚିତ କାରୋନଦୀ ଏବେ ସତ୍ତା ହରାଇବାକୁ ବସିଛି । ସେବେକାର ନଦୀ ଏବେ ନଦୀ ନୁହେଁ ବଂର ଗୋଟିଏ ନାଳ ଭଳି ଦେଖାଯାଉଛି । ଦିନ ଥିଲା ଏହି ନଦୀ କୂଳ ଖାଉଥିଲା ଏବଂ ଏହାର ଜଳ କାଚକେନ୍ଦୁ ଭଳି ସ୍ୱଚ୍ଛ ଥିଲା । ହେଲେ ଏବେ ନଦୀ ଗର୍ଭ ପୋତି ହୋଇଯିବା ସହ ଦୂଷିତ ହୋଇଯାଇଛି ନଦୀ ଜଳ । ଆଗରୁ ଜୀବନ ରେଖାContinue reading “କାରୋନଦୀର ଜଳ ଏବେ ଜହର । କଳକାରଖାନା ଯୋଗୁ ସତ୍ତା ହରାଉଛି ବଡବିଲର ଜୀବନରେଖା ।”
ବାଲେଶ୍ୱରରେ ବେଙ୍ଗଲ ମାଫିଆଙ୍କ ରାଜ । ସୁବର୍ଣ୍ଣରେଖା ନଦୀ ନିକଟରୁ ଲୁଟି ନେଉଛନ୍ତି ଉର୍ବର ମାଟି । ପ୍ରତିବାଦ କଲେ କରୁଛନ୍ତି ମରଣାନ୍ତକ ଆକ୍ରମଣ ।
କନକ ବ୍ୟୁରୋ: ଉତ୍ତର ବାଲେଶ୍ୱରର ଲାଇଫ ଲାଇନ କୁହାଯାଉଥିବା ସୁବର୍ଣ୍ଣରେଖା ନଦୀ ନିକଟସ୍ଥ ମାଟି ଉପରେ ପଶ୍ଚିମବଙ୍ଗର ମାଫିଆଙ୍କ ଲୋଲୁପ ଦୃଷ୍ଟି । ସୁବର୍ଣ୍ଣରେଖା ନଦୀର ବାଲି ପରେ ଏବେ ଓଡିଶା ମାଟି ଉପରେ ନଜର ପକାଇଛନ୍ତି ବଙ୍ଗ ମାଫିଆ । ପ୍ରତିଦିନ ଜେସିବିରେ ଖୋଳି ଟ୍ରାକ୍ଟର ଲଗାଇ ଲୁଟି ନେଉଛନ୍ତି କୋଟି କୋଟି ଟଙ୍କାର ଉର୍ବର ମାଟି । ଘୁ ଘୁ ଗର୍ଜନ କରି ମାଟି ଖୋଳୁଛି ଜେସିବି ଆଉ ବୋହି ନେଉଛି ଟ୍ରାକ୍ଟର ।Continue reading “ବାଲେଶ୍ୱରରେ ବେଙ୍ଗଲ ମାଫିଆଙ୍କ ରାଜ । ସୁବର୍ଣ୍ଣରେଖା ନଦୀ ନିକଟରୁ ଲୁଟି ନେଉଛନ୍ତି ଉର୍ବର ମାଟି । ପ୍ରତିବାଦ କଲେ କରୁଛନ୍ତି ମରଣାନ୍ତକ ଆକ୍ରମଣ ।”
ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନେଲେ କୋଭିଡ୍ ଟିକା । ଟିକାକରଣ ପ୍ରକ୍ରିୟାକୁ ଆଗକୁ ନେବାକୁ ଜନସାଧାରଣଙ୍କୁ କଲେ ଅପିଲ୍ ।
କନକ ବ୍ୟୁରୋ: ସାରା ଦେଶରେ କୋଭିଡ୍ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରିରହିଛି । ଏଥିରେ ୬୦ ବର୍ଷରୁ ଅଧିକ ବୟସ୍କ ଓ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ଗୁରୁତର ରୋଗରେ ପୀଡିତ ସେମାନଙ୍କୁ ଟିକା ଦିଆଯାଉଛି । ଏହି କ୍ରମରେ ଆଜି ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କୋଭିଡ୍ ଟିକା ନେଇଛନ୍ତି । କୋଭିଡ୍ ଟିକା ନେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ରାଜଭବନ ସ୍ଥିତ ହସ୍ପିଟାଲରେ ସେ ଆଜିContinue reading “ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନେଲେ କୋଭିଡ୍ ଟିକା । ଟିକାକରଣ ପ୍ରକ୍ରିୟାକୁ ଆଗକୁ ନେବାକୁ ଜନସାଧାରଣଙ୍କୁ କଲେ ଅପିଲ୍ । “
ସୀମାନ୍ତ ଅଞ୍ଚଳରେ ଆଜି ବି ନାହିଁ ମୌଳିକ ସୁବିଧା । ଛତିଶଗଡରେ ମିଶିବାକୁ ଇଚ୍ଛା କରୁଛନ୍ତି ଓଡିଆ ଲୋକ ।
କନକ ବ୍ୟୁରୋ: ଓଡିଶାର ସୀମାନ୍ତବର୍ତ୍ତୀ ଅଂଚଳକୁ କବଜା କରିବା ପାଇଁ ଉଦ୍ୟମ କରୁଛନ୍ତି ପଡୋଶୀ ରାଜ୍ୟ । ବିଭିନ୍ନ ଯୋଜନା ଜରିଆରେ ପ୍ରଲୋଭନ ଦେଖାଇ ଓଡିଶା ଲୋକଙ୍କୁ ମତାଉଛନ୍ତି ଆଉ ଓଡିଶା ସରକାରଙ୍କ ଯୋଜନାର ସୁଫଳ ପାଉନଥିବା ସୀମାନ୍ତବର୍ତ୍ତୀ ଗ୍ରାମବାସୀ ନିଜ ରାଜ୍ୟ ଛାଡି ପଡୋଶୀ ରାଜ୍ୟରେ ମିଶିବା ପାଇଁ ମନ ବଳାଉଛନ୍ତି । ଏପରି କିଛି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ । ସେଠାକାର ଲୋକେ ଛତିଶଗଡ ସହ ମିଶିିବା ପାଇଁContinue reading “ସୀମାନ୍ତ ଅଞ୍ଚଳରେ ଆଜି ବି ନାହିଁ ମୌଳିକ ସୁବିଧା । ଛତିଶଗଡରେ ମିଶିବାକୁ ଇଚ୍ଛା କରୁଛନ୍ତି ଓଡିଆ ଲୋକ ।”
ପୁଣି ସୀମାରେ ଆନ୍ଧ୍ରର ଦାଦାଗିରି । ଓଡ଼ିଶା ଜମିରେ ଜୋର ଜବରଦସ୍ତ ବନୀକରଣ କରିଛି ପଡୋଶୀ ।
କନକ ବ୍ୟୁରୋ: ଓଡିଶା–ଆନ୍ଧ୍ରପ୍ରଦେଶ ଭିତରେ ବିଭିନ୍ନ ସମୟରେ ବିବାଦ ଘନେଇବାରେ ଲାଗିଛି। କେତେବେଳେ ସୀମାକୁ ନେଇ ବିବାଦ ତ ଆଉ କେତେବେଳେ ନଦୀର ପାଣିକୁ ନେଇ ବିବାଦ ଦେଖାଦେଇଛି। ପଡୋଶୀ ଆନ୍ଧ୍ରପ୍ରଦେଶର ବିସ୍ତାରବାଦୀ ନୀତି ଧିରେ ଧିରେ ଉପାନ୍ତ ଅଂଚଳର ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେଲାଣି। ଆଉ ଏହାର ପ୍ରଭାବରେ ସୀମାନ୍ତ ଅଂଚଳର ଓଡିଆ ନାହିଁନଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ରାୟଗଡା ସଦର ମହକୁମା ଠାରୁ ୨୫ କୁଲୋମିଟର ଦୂରରେ ରହିଛି ମାମିଡିଗୁଡାContinue reading “ପୁଣି ସୀମାରେ ଆନ୍ଧ୍ରର ଦାଦାଗିରି । ଓଡ଼ିଶା ଜମିରେ ଜୋର ଜବରଦସ୍ତ ବନୀକରଣ କରିଛି ପଡୋଶୀ ।”
ରାଜ୍ୟରେ ପୁଣି ବଢିଲା ବସ ଭଡା । କେଉଁ ବସ ପିଛା ବଢିଲା କେତେ ? ଜାଣନ୍ତୁ…
କନକ ବ୍ୟୁରୋ: ରାଜ୍ୟରେ ତେଲଦର ହୁ ହୁ ହୋଇ ବଢୁଥିବା ବେଳେ ଏବେ ଯାତ୍ରୀଙ୍କୁ ପୁଣି ପଡିଛି ମହଙ୍ଗା ମାଡ । ରାଜ୍ୟରେ ବସ ଭଡା ପୁଣି ଥରେ ବୃଦ୍ଧି ପାଇଛି । ସାଧାରଣ ଓ ଏକ୍ସପ୍ରେସ ବସ ଭଡା କିଲୋମିଟର ପିଛା ୫ ପଇସା ବୃଦ୍ଧି କରାଯାଇଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡା କିଲୋମିଟର ପିଛା ୧୦ ପଇସା ବୃଦ୍ଧି କରାଯାଇଛି । ତେବେ ତେଲ ଦର ବୃଦ୍ଧି ପାଇବା କାରଣରୁ ରାଜ୍ୟରେContinue reading “ରାଜ୍ୟରେ ପୁଣି ବଢିଲା ବସ ଭଡା । କେଉଁ ବସ ପିଛା ବଢିଲା କେତେ ? ଜାଣନ୍ତୁ…”
ଉଜ୍ଜ୍ୱଳା ଗ୍ରାହକଙ୍କ ପାଇଁ କେନ୍ଦ୍ରର ନୂଆ ନିଷ୍ପତ୍ତି: ଏଣିକି ଏକାଥରେ ୩ଟି ଡିଲରଙ୍କ ପାଖରେ କରିପାରିବେ ସିଲିଣ୍ଡର ବୁକିଂ ।
କନକ ବ୍ୟୁରୋ: ଦିନକୁ ଦିନ ଗ୍ୟାସ୍ ଦର ବଢୁଥିବାବେଳେ ଉଜ୍ଜ୍ୱଳା ଯୋଜନା ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଘରେ ଘରେ ପହଞ୍ଚିବ ରୋଷେଇ ଗ୍ୟାସ୍ । ଆଉ କୋଟିଏ ଲୋକଙ୍କୁ ମିଳିବ ମାଗଣା ଗ୍ୟାସ୍ କନେକସନ୍ । ଦିନକୁ ଦିନ ଗ୍ୟାସ ଦର ବଢୁଥିବା ବେଳେ ଉଜ୍ଜଳା ଯୋଜନାରେ କେନ୍ଦ୍ର ସରକାର ଲୋକଙ୍କ ପାଖରେ ଅଧିକରୁ ଅଧିକ ଗ୍ୟାସ କନେକସନ୍ ବଢାଇବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । କେନ୍ଦ୍ର ତୈଳ ସଚିବ କହିଛନ୍ତି, ଆସନ୍ତାContinue reading “ଉଜ୍ଜ୍ୱଳା ଗ୍ରାହକଙ୍କ ପାଇଁ କେନ୍ଦ୍ରର ନୂଆ ନିଷ୍ପତ୍ତି: ଏଣିକି ଏକାଥରେ ୩ଟି ଡିଲରଙ୍କ ପାଖରେ କରିପାରିବେ ସିଲିଣ୍ଡର ବୁକିଂ ।”
୨୭୪୫ ବର୍ଗ କିଲୋମିଟର ଅଂଚଳରେ ବ୍ୟାପିଛି ଶିମିଳିପାଳ । ବିଶେଷଜ୍ଞ କହିଲେ, ହଜାରେ କି ଦୁଇ ହଜାର କର୍ମଚାରୀରେ ନିଆଁ ଲିଭାଇବା ସହଜ ନୁହେଁ ।
କନକ ବ୍ୟୁରୋ: ଓଡିଶାର ୨୧୪ ସ୍ଥାନରେ ଏବେ ବି ଜଳୁଛି ଜଙ୍ଗଲ । ଯାହା ଭିତରେ ରହିଛି ଶିମିଳିପାଳ । କୁହାଯାଉଛି ଯେ, ଶିମିଳିପାଳ ଜଙ୍ଗଲରେ ନିଆଁ ଭୟଙ୍କର ରୂପ ଗ୍ରହଣ କରିଥିଲେ ମଧ୍ୟ ଏହାକୁ ରୋକିବା ଦିଗରେ ରାଜ୍ୟ କିମ୍ବା ଜିଲ୍ଲା ପ୍ରଶାସନ କିଛି ଠୋସ୍ ପଦକ୍ଷେପ ନେଇନାହାନ୍ତି । ଯେଉଁ କାରଣରୁ ଏସିଆର ଦ୍ୱିତୀୟ ବୃହତମ ଜୈବ ମଣ୍ଡଳର ସ୍ଥିତି ସଂଗୀନ ହୋଇପଡିଛି । ବ୍ରହ୍ମପୁର ଓ ବାରିପଦା ସର୍କଲର ଅଧିକାଂଶ ସ୍ଥାନରେ ଦୁଇରୁContinue reading “୨୭୪୫ ବର୍ଗ କିଲୋମିଟର ଅଂଚଳରେ ବ୍ୟାପିଛି ଶିମିଳିପାଳ । ବିଶେଷଜ୍ଞ କହିଲେ, ହଜାରେ କି ଦୁଇ ହଜାର କର୍ମଚାରୀରେ ନିଆଁ ଲିଭାଇବା ସହଜ ନୁହେଁ ।”
ସୁଖଦ ଜୀବନଯାପନ ସହର ତାଲିକାର ଶୀର୍ଷରେ ବେଙ୍ଗାଲୁରୁ । କ୍ଷୁଦ୍ର ସହରମାନଙ୍କ ଭିତରେ ଭୁବନେଶ୍ୱର ଦ୍ୱିତୀୟ ସର୍ବୋତ୍ତମ।
କନକ ବ୍ୟୁରୋ: ୪୯ ନିୟୁତରୁ ଅଧିକ ଜନସଂଖ୍ୟା ଥିବା ବେଙ୍ଗାଲୁରୁ ସୁଖଦ ଜୀବନଯାପନ ଭାରତୀୟ ସହର ତାଲିକାର ଶୀର୍ଷରେ ରହିଛି। ବର୍ଷ ୨୦୨୦ ପାଇଁ ପ୍ରସ୍ତୁତ ହୋଇଥିବା ଏହି ତାଲିକାରେ ପୂର୍ବ ବର୍ଷ ଶୀର୍ଷରେ ଥିବା ପୁଣେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ସେହିଭଳି ଏକ ନିୟୁତରୁ କମ୍ ଜନସଂଖ୍ୟା ଥିବା ୬୨ଟି ସହର ମଧ୍ୟରେ ଶିମ୍ଲା ଶୀର୍ଷରେ ଥିବା ବେଳେ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ସହର ଦ୍ବିତୀୟ ସ୍ଥାନରେ ରହିଥିବା ନେଇ କେନ୍ଦ୍ର ଗୃହ ଓContinue reading “ସୁଖଦ ଜୀବନଯାପନ ସହର ତାଲିକାର ଶୀର୍ଷରେ ବେଙ୍ଗାଲୁରୁ । କ୍ଷୁଦ୍ର ସହରମାନଙ୍କ ଭିତରେ ଭୁବନେଶ୍ୱର ଦ୍ୱିତୀୟ ସର୍ବୋତ୍ତମ।”