ଅଧରାତିରେ ବାହାରକୁ ବାହାରୁଥିଲେ ସାବଧାନ ! ଅନ୍ଧାରୀ ଇଲାକାରେ ଛକୁଛନ୍ତି ଲୁଟେରା । ବନ୍ଧୁକ ଲଗାଇ, ନିଶା ଦେଇ କରୁଛନ୍ତି ଲୁଟପାଟ ।

କନକ ବ୍ୟୁରୋ: ଲୁଟ… ଲୁଟ… ଲୁଟ… ବସରୁ ଲୁଟ୍, ବାଟ ମଝିରୁ ଲୁଟ୍, ଘର ଭିତରୁ ଲୁଟ୍ । କିଏ ଚା ପିଆଇ ଲୁଟୁଛି, କିଏ ନିଶା ମିଶା ମିଠା ଖୁଆଇ ଲୁଟୁଛି ତ ପୁଣି କିଏ ବନ୍ଧୁ ମୁନରେ ଲୁଟିନେଉଛି ଲକ୍ଷ ଲକ୍ଷ ଟଙ୍କା । ରାତି ବଢିଲେ ବଢୁଛି ଲୁଟେରାଙ୍କ ଉତ୍ପାତ । ଛକ ଛକ, ଗଳି କନ୍ଦିରେ ମାତୁଛନ୍ତି ଲୁଟେରା । ଧମକ, ଚମକ ଦେଇ ଲୋକଙ୍କୁ ଲୁଟପାଟ କରି ଆତଙ୍କ ରଚୁଛନ୍ତିContinue reading “ଅଧରାତିରେ ବାହାରକୁ ବାହାରୁଥିଲେ ସାବଧାନ ! ଅନ୍ଧାରୀ ଇଲାକାରେ ଛକୁଛନ୍ତି ଲୁଟେରା । ବନ୍ଧୁକ ଲଗାଇ, ନିଶା ଦେଇ କରୁଛନ୍ତି ଲୁଟପାଟ ।”

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ କିଏ ଲେଖନ୍ତି? ପିଏମଓରୁ ମିଳିଲା ଉତ୍ତର

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦି ନିଜର ଦମଦାର ଭାଷଣ ବଳରେ ସମସ୍ତଙ୍କୁ ବାନ୍ଧି ରଖିବାର କ୍ଷମତା ରଖିଛନ୍ତି । ଘଣ୍ଟା ଘଣ୍ଟା ଧରି ଭାଷଣ ଦେବାରେ ମାହିର ମୋଦି । ସେ ମନ କି ବାତ କାର୍ଯ୍ୟକ୍ରମ ହେଉ କି ନିର୍ବାଚନୀ ସଭା । ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି କାର୍ଯ୍ୟକ୍ରମରେ ମୋଦିଙ୍କ ଭାଷଣ ଶୁଣିବାକୁ ମିଳେ । ଘଣ୍ଟା ଘଣ୍ଟା ଧରି ମୋଦି ଭାଷଣ ଦେଉଥିବା ବେଳେ ଆଦୌ କେବେ ଥକନ୍ତିContinue reading “ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ କିଏ ଲେଖନ୍ତି? ପିଏମଓରୁ ମିଳିଲା ଉତ୍ତର”

ଟଳମଳ ଇମ୍ରାନ ଖାନଙ୍କ ସରକାର । ମାରିୟମ ଆଣିବେ ଅବିଶ୍ୱାସ ପ୍ରସ୍ତାବ

କନକ ବ୍ୟୁରୋ : ପାକିସ୍ତାନର ଇମ୍ରାନ ଖାନଙ୍କ ସରକାର ଉପରେ ଏବେ ବିପଦର କଳାବାଦଲ ଛାଇ ହୋଇଯାଇଛି । ପାକିସ୍ତାନ ସିନେଟ୍ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିପିପି ପାର୍ଟିର ବରିଷ୍ଠ ନେତା ୟୁସୁଫ୍ ରାଜା ଗିଲାନୀ ଇସଲାମାବାଦରୁ ବିଜୟୀ ହୋଇଛନ୍ତି । ସେଠାରେ ତାଙ୍କୁ ୧୬୯ ଟି ଭୋଟ ମିଳିଥିବା ବେଳେ ଇମ୍ରାନଖାନଙ୍କ ପାର୍ଟି ପିଟିଆଇ ପରାଜୟ ବରଣ କରିଛି । ଅନ୍ୟପଟେ ପିଡିଏସ୍ ନେତା ମାରିୟମ ନୱାଜ ବି ଇମ୍ରାନଖାନ ସରକାର ଉପରେ ଚାପContinue reading “ଟଳମଳ ଇମ୍ରାନ ଖାନଙ୍କ ସରକାର । ମାରିୟମ ଆଣିବେ ଅବିଶ୍ୱାସ ପ୍ରସ୍ତାବ”

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ । ପ୍ରଥମ ଇଂନିସରେ ଇଂଲଣ୍ଡ ଦଳ ୨୦୫ରେ ଅଲଆଉଟ୍ । ଅକ୍ଷରଙ୍କୁ ୪ ଏବଂ ଅଶ୍ୱିନଙ୍କୁ ୩ ୱିକେଟ୍ ସଫଳତା ।

କନକ ବ୍ୟୁରୋ: ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ଦମଦାର ବୋଲିଂ କରିଛି ଟିମ୍ ଇଣ୍ଡିଆ । ଯାହା ଫଳରେ ଖେଳର ପ୍ରଥମ ଇଂନିସରେ ଇଂଲଣ୍ଡ ଦଳ ମାତ୍ର ୨୦୫ ରନରେ ଅଲଆଉଟ୍ ହୋଇଯାଇଛି । ଭାରତ ପକ୍ଷରୁ ଦୁଇ ସ୍ପିନର ଅକ୍ଷର ପଟେଲ ଓ ଆର ଅଶ୍ୱିନଙ୍କୁ ଯଥାକ୍ରମେ ୪ଟି ଓ ୩ଟି ୱିକେଟ୍ ସଫଳତା ମିଳିଛି । ଗୁରୁବାର ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂContinue reading “ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ । ପ୍ରଥମ ଇଂନିସରେ ଇଂଲଣ୍ଡ ଦଳ ୨୦୫ରେ ଅଲଆଉଟ୍ । ଅକ୍ଷରଙ୍କୁ ୪ ଏବଂ ଅଶ୍ୱିନଙ୍କୁ ୩ ୱିକେଟ୍ ସଫଳତା ।”

କେରଳ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ମେଟ୍ରୋ ମ୍ୟାନ୍ ଇ.ଶ୍ରୀଧରନ୍ । ସୂଚନା ଦେଲେ କେରଳ ବିଜେପି ମୁଖ୍ୟ

କନକ ବ୍ୟୁରୋ: ଦେଶରେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ନିର୍ବାଚନ ତାରିଖ ଘୋଷଣା କରିସାରିଛନ୍ତି । ତାରିଖ ଘୋଷଣା ପରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ତରଫରୁ ନିର୍ବାଚନ ପାଇଁ ପ୍ରସ୍ତୁତି , ପ୍ରାର୍ଥୀ ତାଲିକା ଓ ରଣନୀତି ଜୋର ଧରିଛି । ଏହାରି ମଧ୍ୟରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଏବେ କେରଳରେ ନିଜର ସ୍ଥିତି ଦୃଢ କରିବାକୁ ମେଟ୍ରୋମ୍ୟାନ ଇ.ଶ୍ରୀଧରନଙ୍କ ଉପରେ ଭରଶା କରିଛି । ଶ୍ରୀଧରନଙ୍କୁ ଦଳContinue reading “କେରଳ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ମେଟ୍ରୋ ମ୍ୟାନ୍ ଇ.ଶ୍ରୀଧରନ୍ । ସୂଚନା ଦେଲେ କେରଳ ବିଜେପି ମୁଖ୍ୟ”

ଦେଶର ଆଗାମୀ ଭବିଷ୍ୟତଙ୍କୁ ଆତ୍ମସୁରକ୍ଷା କୌଶଳ ଶିଖାଉଛନ୍ତି କରାଟେ ମାଷ୍ଟର, କେନ୍ଦ୍ରାପଡ଼ା ନାରାୟଣଙ୍କ କରାଟେ କ୍ଲାସକୁ ନେଇ ଚାରିଆଡ଼େ ଚର୍ଚ୍ଚା ।

କନକ ବ୍ୟୁରୋ: ପେଶାରେ ଗୁପଚୁପ୍ ବିକାଳୀ, ନିଶାରେ କରାଟେ ମାଷ୍ଟର । ‘ଟାଇକୋଣ୍ଡ’ ବ୍ଲାକ୍ ବେଲ୍ଟ ମାଷ୍ଟରଙ୍କ ମଣିଷ ତିଆରି କାରଖାନାରେ ଗଢ଼ା ହେଉଛନ୍ତି ଦେଶର ଆଗାମୀ ଭବିଷ୍ୟତ । ଶାରୀରିକ ଅକ୍ଷମତାକୁ ଆତ୍ମବିଶ୍ୱାସ ବଳରେ ହରାଇ ଦେଇଛନ୍ତି ଡେରାବିଶ ବ୍ଲକର ଗୁପଚୁପ୍ ବିକାଳୀ ନାରାୟଣ ସାହୁ । ନା ସାଥ୍ ଦେଇଛନ୍ତି ସରକାରୀ ନା ତାଙ୍କ ପାଖରେ ପହଁଚିଛି ପ୍ରଶାସନ, ହେଲେ ହାର ନମାନି ବାଣ୍ଟିଚାଲିଛନ୍ତି ବଞ୍ଚିବାର ମନ୍ତ୍ର । ନାଁ ନାରାୟଣ ସାହୁ, ଏବେContinue reading “ଦେଶର ଆଗାମୀ ଭବିଷ୍ୟତଙ୍କୁ ଆତ୍ମସୁରକ୍ଷା କୌଶଳ ଶିଖାଉଛନ୍ତି କରାଟେ ମାଷ୍ଟର, କେନ୍ଦ୍ରାପଡ଼ା ନାରାୟଣଙ୍କ କରାଟେ କ୍ଲାସକୁ ନେଇ ଚାରିଆଡ଼େ ଚର୍ଚ୍ଚା ।”

କେନ୍ଦ୍ରାପଡ଼ାରେ ହେବ ବୃହତ ଷ୍ଟିଲ ପ୍ଲାଣ୍ଟ । ୫୦ ହଜାର କୋଟି ଟଙ୍କା ନିବେଶ କରିବ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ, ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷରିତ ।

କନକ ବ୍ୟୁରୋ : କେନ୍ଦ୍ରାପଡ଼ାବାସୀଙ୍କ ପାଇଁ ଖୁସିଖବର । ବିକାଶପଥରେ ଆଉ ପାଦେ ଆଗେଇବ କେନ୍ଦ୍ରାପଡା । କାରଣ କେନ୍ଦ୍ରାପଡାରେ ହେବ ବୃହତ ଷ୍ଟିଲ ପ୍ଲାଣ୍ଟ । ଆର୍ସେଲର ମିତ୍ତଲ କରିବ କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ । ଏନେଇ ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ କମ୍ପାନି ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ସ୍ୱାକ୍ଷରିତ ହୋଇଥିବା ଏମଓୟୁ ଅନୁସାରେ କେନ୍ଦ୍ରାପଡାରେ ବାର୍ଷିକ ୧୨ମିଲିୟନ ଉତ୍ପାଦନ କ୍ଷମତା ସମ୍ପନ୍ନ ଏକ ଷ୍ଟିଲ କାରଖାନା ପ୍ରତଷ୍ଠା କରିବ ଆର୍ସେଲରContinue reading “କେନ୍ଦ୍ରାପଡ଼ାରେ ହେବ ବୃହତ ଷ୍ଟିଲ ପ୍ଲାଣ୍ଟ । ୫୦ ହଜାର କୋଟି ଟଙ୍କା ନିବେଶ କରିବ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ, ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷରିତ ।”

ସିଏମସି ବିକାଶ ଭବନରେ ଅଗ୍ନିକାଣ୍ଡ : ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା; ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା ଉଦ୍ୟମ ଜାରି

କନକ ବ୍ୟୁରୋ : କଟକର ସିଏମସି ‌ ବିକାଶ ଭବନରେ ଅଗ୍ନିକାଣ୍ଡ ଘଟିଛି । ବିକାଶ ଭବନରେ ଥିବା ଷ୍ଟୋର ରୁମରେ ଲାଗିଛି ନିଆଁ । ଖବର ପାଇ ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି । ତେବେ‌ ଏହି ନିଆଁ ବିକାଶ ଭବନ ପଛପଟେ ଥିବା ଅଳିଆ ଗଦାରୁ ବ୍ୟାପିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ସିଏମସି ବିକାଶ ଭବନ ‌ଷ୍ଟୋର ରୁମରେ ଅଗ୍ନିକାଣ୍ତ ଘଟିଛି । ବିକାଶ ଭବନ ପଛContinue reading “ସିଏମସି ବିକାଶ ଭବନରେ ଅଗ୍ନିକାଣ୍ଡ : ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା; ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭା ଉଦ୍ୟମ ଜାରି”

ସରକାରଙ୍କ ଓବିସି କାର୍ଡ ପ୍ରସଙ୍ଗ : ଧର୍ମେନ୍ଦ୍ର କହିଲେ ପଛୁଆ ବର୍ଗଙ୍କୁ ରାଜ୍ୟରେ ମିଳୁନି ୨୭ ପ୍ରତିଶତ ସଂରକ୍ଷଣ; ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଆରମ୍ଭ ହୋଇଛି ଚିହ୍ନଟ ପ୍ରକ୍ରିୟା

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଓବିସି କାର୍ଡକୁ ଜୋରଦାର କାଉଂଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେଉଥିବା ଅଭିଯୋଗ ବାଢିଛନ୍ତି କେନ୍ଦ୍ରମନ୍ତ୍ରୀ । ମଣ୍ଡଳ କମିଶନଙ୍କ ସୁପାରିଶ ପରେ ଦେଶର ବିଭିନ୍ନ ରାଜ୍ୟରେ ଓବିସି ଏବଂ ଏସଇବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉଥିଲେ ମଧ୍ୟ ଓଡିଶା ସରକାର ଏହାକୁ ଲାଗୁContinue reading “ସରକାରଙ୍କ ଓବିସି କାର୍ଡ ପ୍ରସଙ୍ଗ : ଧର୍ମେନ୍ଦ୍ର କହିଲେ ପଛୁଆ ବର୍ଗଙ୍କୁ ରାଜ୍ୟରେ ମିଳୁନି ୨୭ ପ୍ରତିଶତ ସଂରକ୍ଷଣ; ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଆରମ୍ଭ ହୋଇଛି ଚିହ୍ନଟ ପ୍ରକ୍ରିୟା”

ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରୁ ଆସିଲା ଚକିତ କଲା ଭଳି ଖବର : ମାଲିକକୁ ମାରି ଥାନାରେ ବନ୍ଧା ପଡିଛି କୁକୁଡା

କନକ ବ୍ୟୁରୋ : ମାଲିକକୁ ହତ୍ୟା କଲଶ କୁକୁଡା । ଏଭଳି କଣ ସମ୍ଭବ ବୋଲି  ଆପଣଙ୍କ ମନରେ ପ୍ରଶ୍ନ ଉଠୁଥାଇପାରେ । ହେଲେ ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରୁ ଆସିଛି ଏଭଳି ଚମକାଇ ଦେଲା ଭଳି ଖବର । ଲଢୁଆ କୁକୁଡା ଏବେ ଥାନାରେ ଅଟକ ରହିଛି । ଲଢେଇ ପାଇଁ କୁକୁଡା ଗୋଡରେ ଧାରୁଆ ଛୁରି ବାନ୍ଧି ଥିଲେ ମାଲିକ । ଆଉ କୁକୁଡା ଟି ରାଗି ଯାଇ ନିଜ ମାଲିକ କୁ ହିଁ ଆକ୍ରମଣContinue reading “ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରୁ ଆସିଲା ଚକିତ କଲା ଭଳି ଖବର : ମାଲିକକୁ ମାରି ଥାନାରେ ବନ୍ଧା ପଡିଛି କୁକୁଡା”

Design a site like this with WordPress.com
Get started