ପଶ୍ଚିମବଙ୍ଗ ନିର୍ବାଚନରେ ରାମ ବନାମ ଶିବ । ଶିବରାତ୍ରି ଦିନ ନନ୍ଦୀଗ୍ରାମରୁ ପ୍ରାର୍ଥୀପତ୍ର ଦାଖଲ କରିବେ ମମତା ବାନାର୍ଜୀ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ରାଜ୍ୟରେ ହିନ୍ଦୁତ୍ୱକୁ ନେଇ ଲଢେଇ ଜୋରଦାର ହୋଇଛି । ବିଜେପିର ‘ଜୟ ଶ୍ରୀରାମ’ ନାରାକୁ ନେଇ ମମତା ବାନାର୍ଜୀ ଅସନ୍ତୁଷ୍ଟ ଥିବା ବେଳେ ସଫ୍ଟ ହିନ୍ଦୁତ୍ୱ ରାଜନୀତି ଆପଣାଇଛନ୍ତି ମମତା । କୁହାଯାଉଛି କି ଏହି କାରଣରୁ ମମତା ବାନାର୍ଜୀ ଶିବରାତ୍ରି ଦିନ ନାମାଙ୍କନ ଦାଖଲ କରିବେ । ଜୟ ଶ୍ରୀରାମ ହେଉ କି ଜୟ ସିୟାରାମ ନାରା ଏସବୁକୁ ନେଇ ତୃଣମୂଳ କଂଗ୍ରେସ ବିଜେପି ଉପରେ ସବୁବେଳେContinue reading “ପଶ୍ଚିମବଙ୍ଗ ନିର୍ବାଚନରେ ରାମ ବନାମ ଶିବ । ଶିବରାତ୍ରି ଦିନ ନନ୍ଦୀଗ୍ରାମରୁ ପ୍ରାର୍ଥୀପତ୍ର ଦାଖଲ କରିବେ ମମତା ବାନାର୍ଜୀ”

ଯୁବରାଜ ସିଂହଙ୍କ ରେକର୍ଡର ସମକକ୍ଷ ହେଲେ ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରଣ ପୋଲାର୍ଡ : ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଓଭରରେ ମାରିଲେ ୬ଟି ଛକା

କନକ ବ୍ୟୁରୋ : ଗୋଟିଏ ଓଭର୍‌ରେ ୬ଟି ଛକା ମାରି ରେକର୍ଡ ସୃଷ୍ଟି କରିଛନ୍ତି କିରଣ ପୋଲାର୍ଡ । ଆଣ୍ଟିଗୁଆର କୁଲିଗ୍‌ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ୱେଷ୍ଟଇଣ୍ଡିଜ୍‌ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି । ସାର୍‌ ଗ୍ୟାରି ସୋବର୍ସଙ୍କ ପରେ ଗୋଟିଏ ଓଭର୍‌ରେ ୬ଟି ଛକା ମାରିବାରେ ସେ କ୍ୟାରିବୀୟ ଅଞ୍ଚଳର ଦ୍ୱିତୀୟ ଖେଳାଳି ହେବାର ମର୍ଯ୍ୟାଦା ପାଇଛନ୍ତି । ଷଷ୍ଠ ଓଭର୍‌ରେ ଶ୍ରୀଲଙ୍କାର ଅଫ୍‌-ସ୍ପିନର୍‌ ଅକିଲା ଧନଞ୍ଜୟଙ୍କ ବୋଲିଙ୍ଗ୍‌Continue reading “ଯୁବରାଜ ସିଂହଙ୍କ ରେକର୍ଡର ସମକକ୍ଷ ହେଲେ ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରଣ ପୋଲାର୍ଡ : ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଓଭରରେ ମାରିଲେ ୬ଟି ଛକା”

ଭୁବନେଶ୍ୱର ଝାରପଡା ଜେଲରୁ ବିବନ ବିଶ୍ୱାଳକୁ ନେଲା ସିବିଆଇ : କ୍ୟାପିଟାଲ ହସ୍ପିଟାଲରେ ହେଲା ସ୍ୱାସ୍ଥ୍ୟ ପରୀକ୍ଷା; ସିବିଆଇ କାର୍ଯ୍ୟାଳୟରେ ହେବ ଜେରା

କନକ ବ୍ୟୁରୋ : ୧୯୯୯ ଗଣଦୁଷ୍କର୍ମ ମାମଲାରେ ଆଜି ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ରିମାଣ୍ଡରେ ନେଇଛି ସିବିଆଇ । ଆଜି ଠାରୁ ବିବନକୁ ସିବିଆଇ ୨ ଦିନିଆ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି । ସିବିଆଇର ତଦନ୍ତକାରୀ ଟିମ୍ ମୁଖ୍ୟ ଅଭିଯୁକ୍ତ ବିବନକୁ ଝାରପଡା ଜେଲରୁ ନେଇ ଘଟଣା ସ୍ଥଳକୁ ଯିବେ । ଏହି ସମୟରେ ବାରଙ୍ଗର ଘଟଣାସ୍ଥଳରେ ବିବନକୁ ନେଇ ପୁରା ଘଟଣାକ୍ରମର ସିନ୍ ରି କ୍ରିଏସନ୍ କରାଇପାରେ ସିବିଆଇ ।Continue reading “ଭୁବନେଶ୍ୱର ଝାରପଡା ଜେଲରୁ ବିବନ ବିଶ୍ୱାଳକୁ ନେଲା ସିବିଆଇ : କ୍ୟାପିଟାଲ ହସ୍ପିଟାଲରେ ହେଲା ସ୍ୱାସ୍ଥ୍ୟ ପରୀକ୍ଷା; ସିବିଆଇ କାର୍ଯ୍ୟାଳୟରେ ହେବ ଜେରା”

ସତର୍କ କରାଇଲେ ସରକାର : ଜାଲ ସାର୍ଟିଫିକେଟ ଦେଲେ ହେବ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ : ଜାଲ ସାର୍ଟିଫିକେଟ ଦେଇ ଟିକା ନେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଜଟିଳ ରୋଗ ଥିବା ୪୫ବର୍ଷରୁ ଅଧିକ ଓ ୬୦ବର୍ଷରୁ କମ୍ ବ୍ୟକ୍ତିଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ କରୋନା ଟିକା ଦିଆଯାଉଛି । ହେଲେ ତାଲିକାରେ ଥିବା ରୋଗ ସମ୍ପର୍କରେ ସ୍ୱିକୃତିପ୍ରାପ୍ତ ଡାକ୍ତରଙ୍କଠାରୁ ପ୍ରମାଣ ଦେବା ବାଧ୍ୟତାମୂଳକ କରାଯାଇଛି । ତେଣୁ ସ୍ୱିକୃତିପ୍ରାପ୍ତ ଡାକ୍ତରଙ୍କ ପ୍ରମାଣ ପତ୍ରକୁ ଜାଲି କରି ଟିକା ନେବାକୁ ପ୍ରୟାସ କରି ଧରାପଡିଲେ କଡା ପରିଣାମ ଭୋଗିବେ ବୋଲିContinue reading “ସତର୍କ କରାଇଲେ ସରକାର : ଜାଲ ସାର୍ଟିଫିକେଟ ଦେଲେ ହେବ କାର୍ଯ୍ୟାନୁଷ୍ଠାନ”

ପାକିସ୍ତାନ ସିନ୍ଧ ବିଧାନସଭାରେ ହଟ୍ଟଗୋଳ : ଲାତ ଓ ମୁଥ ମାଡରେ ଥରିଲା ବିଧାନସଭା ଅଂଚଳ

କନକ ବ୍ୟୁରୋ : ପାକିସ୍ତାନ ସିନ୍ଧ ପ୍ରଦେଶର ବିଧାନସଭାରେ ଜୋରଦାର ଗଣ୍ଡଗୋଳ । ମୁଥ ମାଡରୁ ଗୋଇଠା, ଧକ୍କାରେ କମ୍ପିଲା ପୁରା ବିଧାନସଭା । ସ୍ଥିତି ଅତି ଭୟଙ୍କର ହୋଇଯାଇଥିଲା । ଏହି ଗଣ୍ଡଗୋଳ ହୋଇଛି ପାକିସ୍ତାନର ସିନ୍ଧ୍ ବିଧାନସଭା ଭିତରେ । ବିଧାନସଭା ପରିବେଶ ଏତେ ଭୟଙ୍କର ହୋଇଯାଇଥିଲା ଯେ ମହିଳା ସଦସ୍ୟମାନେ ବିଧାନସଭା ଭିତରୁ ଜୀବନ ବଂଚାଇ ଚାଲି ଯାଇଥିଲେ । ପାକିସ୍ତାନର ସିନ୍ଧ ପ୍ରଦେଶର ବିଧାନସଭା ଚାଲିଥିବା ବେଳେ ଏହି ଘଟଣା ଦେଖିବାକୁContinue reading “ପାକିସ୍ତାନ ସିନ୍ଧ ବିଧାନସଭାରେ ହଟ୍ଟଗୋଳ : ଲାତ ଓ ମୁଥ ମାଡରେ ଥରିଲା ବିଧାନସଭା ଅଂଚଳ”

ଆଗ୍ରା ତାଜମହଲରେ ବୋମା ଗୁଜବ : ପୋଲିସ ଆଇଜିଙ୍କୁ ଅଜଣା ଫୋନ୍ କଲ ଆସିବା ପରେ ଖାଲି କରାଗଲା ପୁରା ଅଂଚଳ

କନକ ବ୍ୟୁରୋ : ଆଗ୍ରା ତାଜମହଲରେ ବୋମା ଗୁଜବ । ବୋମା ଫୁଟିବ ବୋଲି କେହି ଜଣେ ପୁଲିସକୁ ଫୋନ୍‌ କରିବାରୁ ପ୍ରାୟ ୧୦୦୦ ପର୍ଯ୍ୟଟକଙ୍କୁ ତାଜମହଲ ପରିସରରୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ, ଏହି ଫୋନ୍‌କଲ୍‌ ମିଛ ଧମକାଣ ବୋଲି ପରେ ଜଣାପଡ଼ିଛି । ତାଜମହଲ ପରିସରରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନ ଥିବା କଥା ଆଗ୍ରା ଜୋନ୍‌ ଏଡିଜି ରାଜୀବ କୃଷ୍ଣ କହିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ତାଜମହଲ ମଧ୍ୟରେ ବୋମାContinue reading “ଆଗ୍ରା ତାଜମହଲରେ ବୋମା ଗୁଜବ : ପୋଲିସ ଆଇଜିଙ୍କୁ ଅଜଣା ଫୋନ୍ କଲ ଆସିବା ପରେ ଖାଲି କରାଗଲା ପୁରା ଅଂଚଳ”

ଖରା ଆରମ୍ଭରୁ ଜଳକଷ୍ଟ : ପୁରୀ ଜିଲ୍ଲା କଣାସ ବ୍ଲକରେ ଲୋକଙ୍କ ଭରସା ଚୂଆପଣି

କନକ ବ୍ୟୁରୋ : ହାତରେ ଗରା ବାଲଟି । ଗାଁ ଦାଣ୍ଡରେ ପାଣି ପାଇଁ ବାହାରିଛନ୍ତି ମହିଳା । ପୁରୀ ଜିଲ୍ଲା କଣାସ ବ୍ଲକର ବଡାସ ପଂଚାୟତର ଅଠରବାଟିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପ୍ରତ୍ୟକ ଦିନ ପିଇବା ପାଣି ମୁନ୍ଦାଏ ସଂଗ୍ରହ କରିବା ପାଇଁ ଏହି ପରି ବାଟ ଚାଲୁଛନ୍ତି ମହିଳାମାନେ । ଏମିତି ଖରାଦିନ ଆସିଲେ ଅଠରବାଟିଆ ଗାଁ ଲୋକଙ୍କ ଭରସା ପାଲଟିଥାଏ , ମଲାଗୁଣି ନଦୀ । ଲୋକେ ଗାଁContinue reading “ଖରା ଆରମ୍ଭରୁ ଜଳକଷ୍ଟ : ପୁରୀ ଜିଲ୍ଲା କଣାସ ବ୍ଲକରେ ଲୋକଙ୍କ ଭରସା ଚୂଆପଣି”

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନେଲେ କୋଭିଡ ଟିକା । ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ନେଲେ  କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ କୋଭିଡ ଟିକାର ପ୍ରଥମ ଡୋଜ ନେଇଛନ୍ତି । ସେ ଦିଲ୍ଲୀ ସ୍ଥିତ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ନେଇଥିବା ସୂଚନା ମିଳିଛି । କେଜ୍ରିୱାଲଙ୍କ ସହିତ ତାଙ୍କ ବାପା ଓ ମା’ ବି ଟିକା ନେଇଛନ୍ତି । କହିରଖୁ କି ଅରବିନ୍ଦ କେଜ୍ରିୱାଲଙ୍କ ବୟସ ୫୨ ବର୍ଷ ହୋଇଥିଲେ ବି ସେ ଡାଇବେଟିସ୍ ରୋଗରେ ପୀଡିତ ଥିବାରୁ ତାଙ୍କୁ ଟିକାContinue reading “ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନେଲେ କୋଭିଡ ଟିକା । ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ନେଲେ  କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍”

ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ପ୍ରାରମ୍ଭିକ ଝଟକା : ପ୍ରଥମ ଘଂଟାରେ ଇଂଲଣ୍ଡର ତିନି ଶୀର୍ଷ ଖେଳାଳି ଆଉଟ୍

କନକ ବ୍ୟୁରୋ : ଭାରତ ଇଂଲଣ୍ଡ ମଧ୍ୟରେ ଆଜି ଠାରୁ ଖେଳାଯାଉଛି ଚତୁର୍ଥ ଟେଷ୍ଟ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରୁଛି । ଇଂଲଣ୍ଡ ଟିମକୁ ପ୍ରଥମରୁ ଝଟକା ଲାଗିଛି । ଅକ୍ଷର ପଟେଲ ପ୍ରଥମ ଦୁଇ ୱିକେଟ ହାସଲ କରି ଇଂଲଣ୍ଡ ଦଳକୁ ଶକ୍ତ ଝଟକା ଦେଇଛନ୍ତି । ଡମ୍ ସିବଲେ ୨ ଏବଂ ଜ୍ୟାକ୍ କ୍ରଲି ୯ ରନ୍ ତାଙ୍କର ଶିକାର ବନିଛନ୍ତି । ଏହାContinue reading “ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ପ୍ରାରମ୍ଭିକ ଝଟକା : ପ୍ରଥମ ଘଂଟାରେ ଇଂଲଣ୍ଡର ତିନି ଶୀର୍ଷ ଖେଳାଳି ଆଉଟ୍”

ରାଜ୍ୟ ସରକାରଙ୍କ ଓବିସି କାର୍ଡକୁ କେନ୍ଦ୍ରମନ୍ତ୍ରୀଙ୍କ ଜୋରଦାର କାଉଂଟର : ଧର୍ମେନ୍ଦ୍ର କହିଲେ, ତିନି ଦଶନ୍ଧି ଧରି ଓବିସି ଓ ଏସଇବିସିଙ୍କୁ ୨୭% ସଂରକ୍ଷଣ ଦେଉନାହିଁ ରାଜ୍ୟ

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଓବିସି କାର୍ଡକୁ ଜୋରଦାର କାଉଂଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେଉଥିବା ଅଭିଯୋଗ ବାଢିଛନ୍ତି କେନ୍ଦ୍ରମନ୍ତ୍ରୀ । ମଣ୍ଡଳ କମିଶନଙ୍କ ସୁପାରିଶ ପରେ ଦେଶର ବିଭିନ୍ନ ରାଜ୍ୟରେ ଓବିସି ଏବଂ ଏସଇବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉଥିଲେ ମଧ୍ୟ ଓଡିଶା ସରକାର ଏହାକୁ ଲାଗୁContinue reading “ରାଜ୍ୟ ସରକାରଙ୍କ ଓବିସି କାର୍ଡକୁ କେନ୍ଦ୍ରମନ୍ତ୍ରୀଙ୍କ ଜୋରଦାର କାଉଂଟର : ଧର୍ମେନ୍ଦ୍ର କହିଲେ, ତିନି ଦଶନ୍ଧି ଧରି ଓବିସି ଓ ଏସଇବିସିଙ୍କୁ ୨୭% ସଂରକ୍ଷଣ ଦେଉନାହିଁ ରାଜ୍ୟ”

Design a site like this with WordPress.com
Get started