କନକ ବ୍ୟୁରୋ : ସୂଚନା ପ୍ରଯୁକ୍ତି ଉଦ୍ୟୋଗ ଇନଫୋସିସ୍ ଲିମିଟେଡ ଓ କନସଲଟାଣ୍ଟ ଆଉଟ ସୋର୍ସିଂ କମ୍ପାନୀ ଆସେଞ୍ଚର ଘୋଷଣା କରିଛନ୍ତି କି ଭାରତରେ ଥିବା ସେମାନଙ୍କ କର୍ମଚାରୀଙ୍କ କୋଭିଡ-୧୯ ଟିକା ଖର୍ଚ୍ଚ କମ୍ପାନୀ ତରଫରୁ ବହନ କରାଯିବ । କହିରଖୁ କି ମାର୍ଚ୍ଚ ପହିଲାରୁ ଭାରତରେ ଟିକାକରଣର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏଥିରେ ୬୦ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ (ବ୍ୟାଧି ପୀଡିତ) ଲୋକମାନଙ୍କୁ ଟିକା ଦିଆଯାଉଛି । ଏହାସହContinue reading “ଇନଫୋସିସ୍ ଓ ଆସେଞ୍ଚର କମ୍ପାନୀର ବଡ ଘୋଷଣା । ଭାରତରେ ଥିବା ନିଜ କର୍ମଚାରୀଙ୍କ କୋଭିଡ ଟିକା ଖର୍ଚ୍ଚ ବହନ କରିବେ ଏହି ଦୁଇ କମ୍ପାନୀ”
Author Archives: Raghaba
ଅନୁରାଗ କଶ୍ୟପ ଓ ତାପସୀ ପନ୍ନୁଙ୍କ ଘରେ ଆୟକର ବିଭାଗର ଚଢାଉକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲେ ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ । କହିଲେ ଏଭଳି କଥା
କନକ ବ୍ୟୁରୋ: ଗତକାଲି ଚଳଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ବାସଭବନରେ ଆୟକର ବିଭାଗ ଚଢାଉ କରିବା ପରେ ଏହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଏହି କ୍ରମରେ ଆରଜେଡି ନେତା ତେଜସ୍ୱୀ ଯାଦବ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି କି ପ୍ରଥମେ ଆଇଟି, ସିବିଆଇ ଓ ଇଡିକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବାକୁ ସରକାର ପ୍ରସ୍ତୁତ କରିଛନ୍ତି ।Continue reading “ଅନୁରାଗ କଶ୍ୟପ ଓ ତାପସୀ ପନ୍ନୁଙ୍କ ଘରେ ଆୟକର ବିଭାଗର ଚଢାଉକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲେ ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ । କହିଲେ ଏଭଳି କଥା”
ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଶଶିକଳାଙ୍କ ବଡ ଘୋଷଣା । ରାଜନୀତିରୁ ସନ୍ୟାସ ନେବାକୁ ଘୋଷଣା କଲେ ଜୟଲଳିତାଙ୍କ ବାନ୍ଧବୀ ।
କନକ ବ୍ୟୁରୋ: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ବଡ ଓଲଟ ପାଲଟ ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବିଶ୍ୱସ୍ଥ କୁହାଯାଉଥିବା ଶଶିକଳା ରାଜନୀତିରୁ ଅବସର ନେବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି କି ତାମିଲନାଡୁରେ ଏଆଇଏଡିଏମକେ ର ସରକାର ଗଠନ ହେବା ପାଇଁ ସେ ରାଜନୀତିରୁ ସନ୍ୟାସ ନେଉଛନ୍ତି । ଏହାସହ ସେ କହିଛନ୍ତି କି ଏଆଇଏଡିଏମକେ ର ବିଜୟ ପାଇଁ ସେ ଭଗବାନ ଓ ଭଉଣୀ ଜୟଲଳିତାଙ୍କContinue reading “ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଶଶିକଳାଙ୍କ ବଡ ଘୋଷଣା । ରାଜନୀତିରୁ ସନ୍ୟାସ ନେବାକୁ ଘୋଷଣା କଲେ ଜୟଲଳିତାଙ୍କ ବାନ୍ଧବୀ ।”
ବେଦାନ୍ତ ସହ ଚୁକ୍ତି ବାତିଲ କଲେ ରାଜ୍ୟ ସରକାର : ଭବାନୀପାଟଣାରେ ୫ଶହ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ନିର୍ମାଣ ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି
କନକ ବ୍ୟୁରୋ : ବେଦାନ୍ତ ସହ ଚୁକ୍ତି ବାତିଲ କଲେ ରାଜ୍ୟ ସରକାର । ଭବାନୀପାଟଣାରେ ୫ଶହ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ନିର୍ମାଣ ପ୍ରସଙ୍ଗରେ ଏଭଳି ନିଷ୍ପତି ନେଇଛନ୍ତି ସରକାର । ମେଡିକାଲ କଲେଜ ନିର୍ମାଣ କାମ ଆରମ୍ଭରେ ମାତ୍ରାଧିକ ବିଳମ୍ବ ହୋଇଥିବାରୁ ରାଜ୍ୟ ସରକାର ଏହି ଏମଓୟୁ ବାତିଲ କରିଦେଇଛନ୍ତି । ଗତ ୨୦୧୮ ମାର୍ଚ୍ଚ ୨୭ ତାରିଖରେ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁContinue reading “ବେଦାନ୍ତ ସହ ଚୁକ୍ତି ବାତିଲ କଲେ ରାଜ୍ୟ ସରକାର : ଭବାନୀପାଟଣାରେ ୫ଶହ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ନିର୍ମାଣ ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି”
ସୁନ୍ଦରଗଡରେ ଇବ୍ ନଦୀରୁ ମିଳିଲା ଯୁବକଙ୍କ କଟାମୁଣ୍ଡ, ଗୋଡ ଓ ଶରୀରର ବିଭିନ୍ନ ଅଂଶ : ହତ୍ୟା କରି କେହି ବନ୍ଧପାଲି ନିକଟ ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ
କନକ ବ୍ୟୁରୋ : ସୁନ୍ଦରଗଡରେ ନଦୀ ପଠାରୁ ମିଳିଲା ଯୁବକଙ୍କ କଟା ମୁଣ୍ଡ । ଘଟଣାକୁ ନେଇ ଚାଂଚଲ୍ୟ । ସୁନ୍ଦରଗଡରେ ପୁଣି ବିଭତ୍ସ ହତ୍ୟା । ଇବ ନଦୀ ପଠାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ସୁନ୍ଦରଗଡ ସଦର ଥାନା ବନ୍ଧପାଲି ନିକଟ ଇବନଦୀ ପଠାରୁ ଜଣେ ଯୁବକର କଟାମୁଣ୍ଡ, ଗୋଟିଏ ଗୋଡ ଏବଂ ଶରୀରର ଅନ୍ୟ ଅଂଶ ମିଳିଛି । ଗତକାଲି ରାତିରେ ପୋଲିସ ଏହାକୁ ଜବତ କରି ତଦନ୍ତ ଆରମ୍ଭ କରିଛିContinue reading “ସୁନ୍ଦରଗଡରେ ଇବ୍ ନଦୀରୁ ମିଳିଲା ଯୁବକଙ୍କ କଟାମୁଣ୍ଡ, ଗୋଡ ଓ ଶରୀରର ବିଭିନ୍ନ ଅଂଶ : ହତ୍ୟା କରି କେହି ବନ୍ଧପାଲି ନିକଟ ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ”
ପେଟ୍ରୋଲ ପମ୍ପରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର : ଆଦର୍ଶ ଆଚରଣବିଦ୍ଧିର ଉଲଂଘନ କରିଥିବା କହି ନିର୍ଦ୍ଦେଶ ଦେଲେ ଭାରତୀୟ ନିର୍ବାଚନ କମିଶନ
କନକ ବ୍ୟୁରୋ : ପେଟ୍ରୋଲ ପମ୍ପଗୁଡିକରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର । ମୋଦିଙ୍କ ପୋଷ୍ଟର ହଟାଇବା ପାଇଁ ଦେଶର ସମସ୍ତ ପେଟ୍ରୋଲ ପମ୍ପ ଡିଲର ଓ ଅନ୍ୟ ଏଜେନ୍ସିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ୍ । କେନ୍ଦ୍ର ସରକାରଙ୍କ ଯୋଜନା ବାବଦରେ ପେଟ୍ରୋଲ ପମ୍ପ ଗୁଡିକରେ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର ଥାଇ ଲଗାଯାଇଥିବା ବିଜ୍ଞାପନ ଗୁଡିକୁ ୭୨ ଘଂଟା ଭିତରେ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରୁଛି ବୋଲିContinue reading “ପେଟ୍ରୋଲ ପମ୍ପରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର : ଆଦର୍ଶ ଆଚରଣବିଦ୍ଧିର ଉଲଂଘନ କରିଥିବା କହି ନିର୍ଦ୍ଦେଶ ଦେଲେ ଭାରତୀୟ ନିର୍ବାଚନ କମିଶନ”
ସାରାଦେଶରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ନୂଆ ନିର୍ଦ୍ଦେଶନାମା : ଏଣିକି ଯେ କୌଣସି ସମୟରେ ନେଇପାରିବେ କରୋନା ଟିକା
କନକ ବ୍ୟୁରୋ : ଏଣିକି ଦିନର ଯେକୌଣସି ସମୟରେ କରୋନା ଟିକା ନେଇପାରିବେ । ପୂର୍ବରୁ ସକାଳ ୯ଟାରୁ ସଂଧ୍ୟା ୫ଟା ମଧ୍ୟରେ ଟିକାକରଣ ହେବ ବୋଲି ସମୟ ଧାର୍ଯ୍ୟ କରିଥିଲେ କେନ୍ଦ୍ର ସରକାର । ହେଲେ ଟିକାକେନ୍ଦ୍ରରେ ଲୋକଙ୍କ ଭିଡ କମାଇବାକୁ ଏବଂ ବୟସ୍କ ନାଗରିକଙ୍କୁ ସୁବିଧାରେ ଟିକାଦାନ ପାଇଁ ଏହି କଟକଣାକୁ କୋହଳ କରାଯାଇଛି । ଏଣିକି ହସ୍ପିଟାଲଗୁଡିକ ଯେତେ ସମୟ ପର୍ଯ୍ୟନ୍ତ ଚାହିଁବେ ଟିକାକରଣ କାର୍ଯ୍ୟ କରିପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟContinue reading “ସାରାଦେଶରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ନୂଆ ନିର୍ଦ୍ଦେଶନାମା : ଏଣିକି ଯେ କୌଣସି ସମୟରେ ନେଇପାରିବେ କରୋନା ଟିକା “
ରାଜଧାନୀରେ ପୁଣି ମାତିଲେ ଲୁଟେରା : କାର କାଚ ଭାଙ୍ଗି ଲୁଟିନେଲେ ଲକ୍ଷେ ୨୦ ହଜାର; ଖାରବେଳନଗର ଥାନା ପୋଲିସର ତଦନ୍ତ
କନକ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ଲୁଟେରା । ଆପଣ କୌଣସି ସ୍ଥାନରେ ଗାଡି ଛାଡିଯାଉଛନ୍ତି କି, ଯଦି ଆପଣଙ୍କ ଗାଡିରେ କୌଣସି ମୂଲ୍ୟବାନ ବସ୍ତୁ ରଖୁଛନ୍ତି , ତେବେ ଆପଣ ସାବଧାନ ହୋଇଯାଅନ୍ତୁ । କାରଣ କୌଣସି ସମୟରେ ଆପଣଙ୍କ ଲୁଟେରା ଚୂନ ଲଗାଇ ପାରନ୍ତି । ଭୁବନେଶ୍ୱରରେ କାର କାଚ ଭାଙ୍ଗି ଲୁଟିନେଲେ ଲକ୍ଷେ କୋଡିଏ ହଜାର ଟଙ୍କା । ବ୍ୟାଙ୍କରୁ ଟଙ୍କା ଉଠାଇ ସମସ୍ତ ଟଙ୍କା ଗାଡିରେ ରଖି ଯାଇଥିଲେ ମହିଳା ଜଣକContinue reading “ରାଜଧାନୀରେ ପୁଣି ମାତିଲେ ଲୁଟେରା : କାର କାଚ ଭାଙ୍ଗି ଲୁଟିନେଲେ ଲକ୍ଷେ ୨୦ ହଜାର; ଖାରବେଳନଗର ଥାନା ପୋଲିସର ତଦନ୍ତ”
ଆୟକର ବିଭାଗ ସ୍କାନରରେ ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁ : କ୍ରମାଗତ ଦ୍ୱିତୀୟ ଦିନରେ ଉଭୟଙ୍କୁ ହେବ ଜେରା
କନକ ବ୍ୟୁରୋ : ଆୟକର ବିଭାଗ ସ୍କାନରରେ ଅନୁରାଗ କାଶ୍ୟପ ଏବଂ ତାପସୀ ପନ୍ନୁ । ପ୍ରଯୋଜନା ସଂସ୍ଥା ଫାଂଟମ୍ ବିରୋଧରେ ଆସିଥିବା ଆୟକର ଫାଙ୍କି ଅଭିଯୋଗରେ , ଦୁଇ କଳାକାରଙ୍କୁ ପଚରା ଉଚରା କରୁଛି ଆୟକର ବିଭାଗ । ଗତକାଲି ମୁମ୍ୱାଇ ଓ ପୁଣେର ୨୨ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଅଧିକାରୀ ଚଢାଉ କରଥିଲେ । ବୁଧବାର ରାତି ୧୧ଟା ଯାଏଁ ଅନୁରାଗ କାଶ୍ୟପ ଏବଂ ତାପସୀ ପନ୍ନୁଙ୍କ ଘରେ ଚଢାଉ ସହିତ ପଚରାଉଚରାContinue reading “ଆୟକର ବିଭାଗ ସ୍କାନରରେ ବଲିଉଡ୍ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁ : କ୍ରମାଗତ ଦ୍ୱିତୀୟ ଦିନରେ ଉଭୟଙ୍କୁ ହେବ ଜେରା”
୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ : ଆଜି ଝାରପଡା ଜେଲରୁ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
କନକ ବ୍ୟୁରୋ : ୧୯୯୯ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ରିମାଣ୍ଡରେ ନେବ ସିବିଆଇ । ଆଜି ଠାରୁ ବିବନକୁ ସିବିଆଇ ୨ ଦିନିଆ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି । ସିବିଆଇର ତଦନ୍ତକାରୀ ଟିମ୍ ମୁଖ୍ୟ ଅଭିଯୁକ୍ତ ବିବନକୁ ଝାରପଡା ଜେଲରୁ ନେଇ ଘଟଣା ସ୍ଥଳକୁ ଯିବେ । ଏହି ସମୟରେ ବାରଙ୍ଗର ଘଟଣାସ୍ଥଳରେ ବିବନକୁ ନେଇ ପୁରା ଘଟଣାକ୍ରମର ସିନ୍ ରି କ୍ରିଏସନ୍ କରାଇପାରେ ସିବିଆଇ । ବିବନକୁ ନେଇContinue reading “୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ : ଆଜି ଝାରପଡା ଜେଲରୁ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ”