ସେକ୍ସ ସିଡି କାଣ୍ଡକୁ ନେଇ ବିବାଦରେ କର୍ଣ୍ଣାଟକ ମନ୍ତ୍ରୀ ରମେଶ ଜାରକୋହଲି : ବିବାଦ ପରେ ଜଳସମ୍ପଦ ମନ୍ତ୍ରୀ ପଦରୁ ଦେଲେ ଇସ୍ତଫା 

କନକ ବ୍ୟୁରୋ : ସେକ୍ସ ସିଡି କାଣ୍ଡକୁ ନେଇ ବିବାଦରେ କର୍ଣ୍ଣାଟକ ମନ୍ତ୍ରୀ ରମେଶ ଜାରକୋହଲି । ଏହାକୁ ନେଇ ବିବାଦ ଘନେଇବା ପରେ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଛି । ନିଜର ଇସ୍ତଫା ପତ୍ରକୁ ସେ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପାଙ୍କୁ ପଠାଇ ଦେଇଛନ୍ତି । ରମେଶ ଜାରକୋହଲି ନିଜର ଇସ୍ତଫା ପତ୍ରରେ ଲେଖିଛନ୍ତି, ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ମିଥ୍ୟା, ସେ ଥିରେ ନିର୍ଦ୍ଦୋଶ ପ୍ରମାଣ ହେବେ ବୋଲି ତାଙ୍କର ଦୃଢContinue reading “ସେକ୍ସ ସିଡି କାଣ୍ଡକୁ ନେଇ ବିବାଦରେ କର୍ଣ୍ଣାଟକ ମନ୍ତ୍ରୀ ରମେଶ ଜାରକୋହଲି : ବିବାଦ ପରେ ଜଳସମ୍ପଦ ମନ୍ତ୍ରୀ ପଦରୁ ଦେଲେ ଇସ୍ତଫା “

ଆଜିଠାରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ : ଆଉ ଏକ ସ୍ପିନ୍ ଟ୍ରାକରେ ଇଂଲଣ୍ଡକୁ ଘାଇଲା କରିବାକୁ ରଣନୀତି

କନକ ବ୍ୟୁରୋ : ଆଜିଠାରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଭାରତ- ଇଂଲଣ୍ଡ ଚତୁର୍ଥ ତଥା ଶେଷ ଟେଷ୍ଟ । ଗୋଲାପୀ ବଲରେ ଖେଳାଯାଇଥିବା ତୃତୀୟ ଟେଷ୍ଟକୁ ଦୁଇ ଦିନ ଭିତରେ ଚମତ୍କାର ଢଙ୍ଗରେ ଜିତି ନେଇଥିଲା ଭାରତ । ଏବେ ନଜର ରହିଛି ଚତୁର୍ଥ ଟେଷ୍ଟ ଉପରେ । ଏ ମ୍ୟାଚ ଜିତିଲେ ବା ଡ୍ର ରଖିଲେ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ଖେଳିବା ଟିକେଟ ପକ୍କା । ରବିଚନ୍ଦ୍ରନ୍ ଅଶ୍ୱିନ୍Continue reading “ଆଜିଠାରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ : ଆଉ ଏକ ସ୍ପିନ୍ ଟ୍ରାକରେ ଇଂଲଣ୍ଡକୁ ଘାଇଲା କରିବାକୁ ରଣନୀତି”

ଲଗାତାର ଭାବେ ଖସିଚାଲିଛି ସୁନା ଦର : ୪ ମାସରେ ଶସ୍ତା ହେଲାଣି ୧୧ ହଜାର ଟଙ୍କା

କନକ ବ୍ୟୁରୋ : ଦେଶରେ ଦରଦାମ୍ ହୁ ହୁ ହୋଇ ବଢିଚାଲିଥିବା ବେଳେ ସୁନା ଦର କିନ୍ତୁ ଲଗାତର ଭାବେ ହ୍ରାସ ପାଉଛି । ଅକ୍ଟୋବର ଶେଷ ବେଳକୁ ୧୦ ଗ୍ରାମ ପିଛା ୫୬ ହଜାର ଟଙ୍କା ଥିଲା ସୁନା ଦର । ଏବେ ପାଖାପାଖି ୧୧ ହଜାର ଟଙ୍କା ଖସି ୪୪ ହଜାର ୮୦୦ ଟଙ୍କାରେ ପହଁଚିଛି । ଗତକାଲି ଅପେକ୍ଷା ଆଜି ଭିତରେ ଦିନକରେ ୭୦୦ ଟଙ୍କା ଶସ୍ତା ହୋଇଛି ସୁନା । ଅନ୍ତର୍ଜାତୀୟContinue reading “ଲଗାତାର ଭାବେ ଖସିଚାଲିଛି ସୁନା ଦର : ୪ ମାସରେ ଶସ୍ତା ହେଲାଣି ୧୧ ହଜାର ଟଙ୍କା”

ତେଲକୁ ନେଇ ଉତ୍ତେଜନା : ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ପେଟ୍ରୋଲ ପମ୍ପର ପେଟ୍ରୋଲରେ ପାଣି, ଜେଲି ଭଳି ସାମଗ୍ରୀ ମିଶିଥିବା ନେଇ ଅଭିଯୋଗ

କନକ ବ୍ୟୁରୋ : ପେଟ୍ରୋଲ ପମ୍ପରେ ଅପମିଶ୍ରିତ ତେଲ ଦିଆଯିବାକୁ ନେଇ ଉତ୍ତେଜନା । ଭୁବନେଶ୍ୱର ବରମୁଣ୍ଡା ପେଟ୍ରୋଲ ପମ୍ପରେ ଘଟିଛି ଏହି ଘଟଣା । ଗ୍ରାହକଙ୍କ ଅଭିଯୋଗ, ପେଟ୍ରୋଲରେ ପାଣି କିମ୍ବା ଜେଲ ଭଳି କିଛି ସାମଗ୍ରୀ ମିଶିଛି । ଅଧିକାଂଶ ଗ୍ରାହକ ଏହି ଟାଙ୍କିରୁ ତେଲ ପକାଇ ହଇରାଣ ହୋଇଥିବା ଅଭିଯୋଗ ଆଣିଛନ୍ତି । ଏହି ଅସନ୍ତୁଷ୍ଟ ଗ୍ରାହକମାନେ କିଛି ସମୟ ପାଇଁ ପେଟ୍ରୋଲ ପମ୍ପରେ ପାଟିତୁଣ୍ଡ କରିଥିଲେ । ସେମାନଙ୍କ କହିବା ହେଲା,Continue reading “ତେଲକୁ ନେଇ ଉତ୍ତେଜନା : ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ପେଟ୍ରୋଲ ପମ୍ପର ପେଟ୍ରୋଲରେ ପାଣି, ଜେଲି ଭଳି ସାମଗ୍ରୀ ମିଶିଥିବା ନେଇ ଅଭିଯୋଗ”

ନୟାଗଡ ପରୀ ହତ୍ୟା ଘଟଣା: ଏସଆଇଟି ଚାର୍ଜସିଟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହେଲା ନାବାଳକ ଅଭିଯୁକ୍ତ ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ପରୀ ହତ୍ୟା ଘଟଣାର ଅଭିଯୁକ୍ତ ନାବାଳକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ନିମ୍ନ ଅଦାଲତରେ ଅଭିଯୁକ୍ତ ବିରୋଧରେ ଏସଆଇଟି ଦାଖଲ କରିଥିବା ଚାର୍ଜସିଟକୁ ଚାଲେଞ୍ଜ କରି ଏହି ମାମଲା ରୁଜୁ ହୋଇଛି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ରହିଛି, ଉପଯୁକ୍ତ ତଥ୍ୟ ପ୍ରମାଣ ନ ଥାଇ ଚାର୍ଜସିଟ ଦାଖଲ କରାଯାଇଛି। ମୃତ ଶିଶୁର ବାପା-ମା ନିର୍ଦ୍ଦିଷ୍ଟ ଲୋକଙ୍କ ବିରୋଧରେ ଅଭିଯୋଗ କରିଥିବା ବେଳେ ତଦନ୍ତକାରୀ ସଂସ୍ଥା ଏଭଳି ଅଭିଯୋଗରContinue reading “ନୟାଗଡ ପରୀ ହତ୍ୟା ଘଟଣା: ଏସଆଇଟି ଚାର୍ଜସିଟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହେଲା ନାବାଳକ ଅଭିଯୁକ୍ତ ।”

ମୋବାଇଲରେ କଥା ହୋଇ ବାଇକ୍ ଚଲାଇବା ପଡିିଲା ମହଙ୍ଗା । ଯୁବକକୁ ୬ ହଜାର ଟଙ୍କା ଫାଇନ୍ କଲା ଭଦ୍ରକ ପୋଲିସ ।

କନକ ବ୍ୟୁରୋ: ବାଇକ ଚଲାଇବା ବେଳେ ମହଙ୍ଗା ପଡିଲା ମୋବାଇଲରେ କଥା ହେବା । ଫଳରେ ବାଇକ ଚାଳକଙ୍କୁ ୬ ହଜାର ଟଙ୍କାର ଫାଇନ୍ ଦେବାକୁ ପଡ଼ିଛି । ଆଉ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଭଦ୍ରକ ଟାଉନ ପୁଲିସ । ଭଦ୍ରକ ସହରର ବନ୍ତ ଛକ ନିକଟରେ ଟାଉନ ପୁଲିସ ଚେକିଂ କରୁଥିବା ବେଳେ କଳାହାଣ୍ଡିଆ ଗ୍ରାମର ଚନ୍ଦ୍ରକାନ୍ତ ମଲ୍ଲିକ ନାମକ ଜଣେ ଯୁବକ ବାଇକ ଚଳାଉଥିବା ବେଳେ ମୋବାଇଲରେ କଥା ହେଉଥିଲେ, ଯାହା ପୁଲିସ୍ ନଜରରେContinue reading “ମୋବାଇଲରେ କଥା ହୋଇ ବାଇକ୍ ଚଲାଇବା ପଡିିଲା ମହଙ୍ଗା । ଯୁବକକୁ ୬ ହଜାର ଟଙ୍କା ଫାଇନ୍ କଲା ଭଦ୍ରକ ପୋଲିସ ।”

ପଶ୍ଚିମବଙ୍ଗରେ ଗାଙ୍ଗୁଲି ହେବେ କି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ମୋଦିଙ୍କ ରାଲିକୁ ଗାଙ୍ଗୁଲିଙ୍କୁ ନିମନ୍ତ୍ରଣ ପରେ ବଢିଲା ଆକଳନ ।

କନକ ବ୍ୟୁରୋ: ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହେଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏତିକି ବେଳେ ବେଙ୍ଗଲ ପାଇଁ ବିଜେପିର କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା ସେନେଇ ଦଳକୁୁ ଚିନ୍ତା ଘାରିଛି । ତେବେ ଏହାରି ଭିତରେ ଜାତୀୟ ଗଣମାଧ୍ୟମରେ ଗାଙ୍ଗୁଲିଙ୍କୁ ନେଇ ଏକ ଚର୍ଚ୍ଚା ଜୋର ଧରିଛି । ପ୍ରଧାନମନ୍ତ୍ରୀଙ୍କ ରାଲିକୁ ଗାଙ୍ଗୁଲିଙ୍କୁ ବିଜେପି ନିମନ୍ତ୍ରଣ କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ମାର୍ଚ୍ଚର୍ ୭ ତାରିଖରେ କୋଲକାତାରେ ପ୍ରଧାନମନ୍ତ୍ରୀ ମୋଦିଙ୍କContinue reading “ପଶ୍ଚିମବଙ୍ଗରେ ଗାଙ୍ଗୁଲି ହେବେ କି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ମୋଦିଙ୍କ ରାଲିକୁ ଗାଙ୍ଗୁଲିଙ୍କୁ ନିମନ୍ତ୍ରଣ ପରେ ବଢିଲା ଆକଳନ ।”

ଦେଶରେ ଜରୁରୀକାଳୀନ ସ୍ଥିତି ନିଷ୍ପତ୍ତି ଭୁଲ୍ ଥିଲା । ରାହୁଲଙ୍କ ଏଭଳି ବୟାନ ପରେ ଅଡୁଆରେ କଂଗ୍ରେସ । ବିିଜେପି କହିଲା ସାମ୍ନାକୁ ଆସୁଛି କଂଗ୍ରେସର ଅସଲ ମୁଖା ।

କନକ ବ୍ୟୁରୋ: ଦେଶରେ ୧୯୭୫ ମସିହାର ଜରୁରୀକାଳୀନ ସ୍ଥିତି ଜାରି କରିବା , ସେତେବେଳେର କଂଗ୍ରେସ ସରକାରର ଥିଲା ବଡ ତ୍ରୁଟି । ଏପରି ମତ ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଆଉ ତାଙ୍କର ଏଭଳି ବୟାନ ଏବେ କଂଗ୍ରେସ ପାଇଁ ତିଆରି କରିଛି ଅଡୁଆଜନକ ସ୍ଥିତି । ଆମେରିକାର କର୍ଣ୍ଣାଲ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଭାରତ ସରକାରଙ୍କ ପୂର୍ବତନ ଆର୍ଥିକ ପରାମର୍ଶଦାତା କୌସିକ ବସୁଙ୍କ ସହିତ କଥାବାର୍ତା ସମୟରେ ରାହୁଲ କହିଛନ୍ତି ଦେଶରେContinue reading “ଦେଶରେ ଜରୁରୀକାଳୀନ ସ୍ଥିତି ନିଷ୍ପତ୍ତି ଭୁଲ୍ ଥିଲା । ରାହୁଲଙ୍କ ଏଭଳି ବୟାନ ପରେ ଅଡୁଆରେ କଂଗ୍ରେସ । ବିିଜେପି କହିଲା ସାମ୍ନାକୁ ଆସୁଛି କଂଗ୍ରେସର ଅସଲ ମୁଖା ।”

ସେକ୍ସ ସ୍କାଣ୍ଡାଲ ଅଭିଯୋଗ ପରେ କର୍ଣ୍ଣାଟକ ରାଜନୀତିରେ ଭୂକମ୍ପ । ବିରୋଧ ତେଜିବା ପରେ ପଦ ଛାଡିଲେ ମନ୍ତ୍ରୀ ରମେଶ ଜାରକୋହଲି ।

କନକ ବ୍ୟୁରୋ: ସେକ୍ସ ସିଡି କାଣ୍ଡକୁ ନେଇ ବିବାଦରେ କର୍ଣ୍ଣାଟକ ମନ୍ତ୍ରୀ ରମେଶ ଜାରକୋହଲି । ଏହାକୁ ନେଇ ବିବାଦ ଘନେଇବା ପରେ ଆଜି ତାଙ୍କୁ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଛି । ନିଜର ଇସ୍ତଫା ପତ୍ରକୁ ସେ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପାଙ୍କୁ ପଠାଇ ଦେଇଛନ୍ତି । ରମେଶ ଜାରକୋହଲି ନିଜର ଇସ୍ତଫା ପତ୍ରରେ ଲେଖିଛନ୍ତି, ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ମିଥ୍ୟା, ସେ ଥରେ ନିର୍ଦ୍ଦୋଶ ପ୍ରମାଣ ହେବେ ବୋଲି ତାଙ୍କରContinue reading “ସେକ୍ସ ସ୍କାଣ୍ଡାଲ ଅଭିଯୋଗ ପରେ କର୍ଣ୍ଣାଟକ ରାଜନୀତିରେ ଭୂକମ୍ପ । ବିରୋଧ ତେଜିବା ପରେ ପଦ ଛାଡିଲେ ମନ୍ତ୍ରୀ ରମେଶ ଜାରକୋହଲି ।”

ଦେଶରେ ଜରୁରୀକାଳୀନ ସ୍ଥିତି ନିଷ୍ପତ୍ତି ଭୁଲ୍ ଥିଲା , ରାହୁଲଙ୍କ ବୟାନ ପରେ ଅଡୁଆରେ କଂଗ୍ରେସ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଲେ, ପଶ୍ଚାତାପ ନୁହେଁ ଲୋକଙ୍କ ଦ୍ୱାରା ପ୍ରତ୍ୟାଖାନ ହେବା ପରେ ଛଳନା କରୁଛି କଂଗ୍ରେସ ।

କନକ ବ୍ୟୁରୋ: ଭାରତରେ ୧୯୭୫ ମସିହାରେ ଲାଗୁ ହୋଇଥିଲା ଜରୁରୀକାଳୀନ ସ୍ଥିତି । ସେତେବେଳେ ଏହା ରହିଥିଲା ୨୧ ମାସ । ତେବେ ଦେଶରେ ୭୫ ମସିହାର ଜରୁରୀକାଳୀନ ସ୍ଥିତି ଲାଗୁ କରିବା ନେଇ ଇନ୍ଦିରା ଗାନ୍ଧିଙ୍କ ନିଷ୍ପତ୍ତି ଏକ ଭୁଲ୍ ଥିଲା ବୋଲି ମତ ରଖିଛନ୍ତି ରାହୁଲ ଗାନ୍ଧି । ଏହା ସହିତ ବର୍ତମାନର ମୋଦି ଶାସନ , ସେତେବେଳର ଜରୁରୀକାଳୀନ ସ୍ଥିତି ଠାରୁ କମ୍ ନୁହଁ ବୋଲି କହିଛନ୍ତି ରାହୁଲ । ଏହାକୁ ନେଇContinue reading “ଦେଶରେ ଜରୁରୀକାଳୀନ ସ୍ଥିତି ନିଷ୍ପତ୍ତି ଭୁଲ୍ ଥିଲା , ରାହୁଲଙ୍କ ବୟାନ ପରେ ଅଡୁଆରେ କଂଗ୍ରେସ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଲେ, ପଶ୍ଚାତାପ ନୁହେଁ ଲୋକଙ୍କ ଦ୍ୱାରା ପ୍ରତ୍ୟାଖାନ ହେବା ପରେ ଛଳନା କରୁଛି କଂଗ୍ରେସ ।”

Design a site like this with WordPress.com
Get started