କନକ ବ୍ୟୁରୋ: ଆଜି ମାୟାନଗରୀ ମୁମ୍ୱାଇରେ ଆୟକର ବିଭାଗ ବଡ ଧରଣର ଚଢଉ କରିଛି । ବଲିଉଡର ନାଁ କରା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁ, ନିର୍ଦ୍ଦେଶକ ବିକାଶ ବେହଲ, ବିକ୍ରମାଦିତ୍ୟ ମୋଟୱାନୀ, ମଧୁ ମଟେଂନା ପ୍ରମୁଖଙ୍କ ବାସଭବନରେ ଏହି ଚଢାଉ ହୋଇଛି । ସୂଚନା ଅନୁସାରେ ମହାରାଷ୍ଟ୍ରର ୨୨ଟି ଠିକଣା ଉପରେ ଏହି ଚଢାଉ ହୋଇଛି । ଫାଣ୍ଟମ ପ୍ରଯୋଜନା ସଂସ୍ଥା ଉପରେ ଟିକସ ଚୋରି ଅଭିଯୋଗ ଲିଙ୍କରେ ଆୟକର ବିଭାଗ ଏହିContinue reading “ଆଜି ମୁମ୍ୱାଇ-ପୁଣେରେ ୨୨ଟି ସ୍ଥାନରେ ଆୟକର ଚଢାଉ । ଅନୁରାଗ କାଶ୍ୟପ, ତାପସୀ ପନ୍ନୁଙ୍କ ସମେତ ଅନେକ କଳାକାରଙ୍କ ଘର ହେଲା ଯାଞ୍ଚ।”
Author Archives: Raghaba
ଭବାନୀପାଟଣାରେ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ନିର୍ମାଣ ପ୍ରସଙ୍ଗ । ବେଦାନ୍ତ ସହ ଏମ୍ଓୟୁ ବାତିଲ କଲେ ରାଜ୍ୟ ସରକାର ।
କନକ ବ୍ୟୁରୋ : ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ନିର୍ମାଣ ନେଇ ବେଦାନ୍ତ ସହ ହୋଇଥିବା ଏମ୍ଓୟୁକୁ ରାଜ୍ୟ ସରକାର ବାତିଲ କରି ଦେଇଛନ୍ତି । ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭରେ ମାତ୍ରାଧିକ ବିଳମ୍ବ ହୋଇଥିବାରୁ ରାଜ୍ୟ ସରକାର ଏହି ଏମ୍ଓୟକୁ ବାତିଲ କରିଦେଇଛନ୍ତି । ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ବେଦାନ୍ତ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ୨୦୧୮ ମାର୍ଚ୍ଚ ୨୭ରେContinue reading “ଭବାନୀପାଟଣାରେ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ନିର୍ମାଣ ପ୍ରସଙ୍ଗ । ବେଦାନ୍ତ ସହ ଏମ୍ଓୟୁ ବାତିଲ କଲେ ରାଜ୍ୟ ସରକାର ।”
ପିଏମ କିଷାନ ଯୋଜନା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଚିଠି ଲେଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ୪.୫୨ ଲକ୍ଷ ଚାଷୀଙ୍କୁ ପିଏମ୍ କିଷାନ ଯୋଜନାରେ ସାମିଲ କରିବାକୁ ଦାବି ।
କନକ ବ୍ୟୁରୋ: ପିଏମ୍ କିଷାନ ଯୋଜନା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ଏହି ଚିଠିରେ ସେ ପିଏମ୍ କିଷାନ ଯୋଜନାରେ ହିତାଧିକାରୀ ସଂଖ୍ୟା ବଢାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ଦାବି ରଖିଛନ୍ତି । ଏଥିସହିତ ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆମ ରାଜ୍ୟରେ ଏବେ ମୋଟ ୪୩.୧୭ ଲକ୍ଷ ପଞ୍ଜୀକୃତ ଚାଷୀ ରହିଛନ୍ତି । ହେଲେ ସେମାନଙ୍କ ଭିତରୁ କେବଳ ୩୮.୬୫ ଲକ୍ଷ ଚାଷୀ ପିଏମ କିଷାନର ସୁବିଧାContinue reading “ପିଏମ କିଷାନ ଯୋଜନା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଚିଠି ଲେଖିଲେ କୃଷି ମନ୍ତ୍ରୀ ଅରୁଣ ସାହୁ । ୪.୫୨ ଲକ୍ଷ ଚାଷୀଙ୍କୁ ପିଏମ୍ କିଷାନ ଯୋଜନାରେ ସାମିଲ କରିବାକୁ ଦାବି ।”
୧୯୯୯ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା । ଝାରପଡା ଜେଲରେ ୧୦ ମିିନିଟ୍ ଧରି ହେଲା ଟିଆଇ ପରେଡ୍ । ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳକୁ ଚିହ୍ନିଲେ ପୀଡିତା ।
କନକ ବ୍ୟୁରୋ: ୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ପୋଲିସ ହାତରେ ଧରାପଡିବା ଯେତିକି ଗୁରୁତ୍ୱପୂର୍ଣ୍ଣ , ସେତିକି ଗୁରୁତ୍ୱପୂର୍ଣ୍ଣ ହେଉଛି ୨୨ ବର୍ଷ ପରେ ବିବନ ବିଶ୍ୱାଳକୁ ପୀଡିତା ଜଣକ ଚିହ୍ନିବା । ଆଜି ଯେତେବେଳେ ଝାରପଡା ଜେଲ ପରିସରରେ ବିବନ ବିଶ୍ୱାଳର ଟିଆଇ ପରେଡ ଆରମ୍ଭ ହୋଇଥିଲା ସେତେବେଳେ ବିବନ ବିଶ୍ୱାଳ ସମେତ ୧୦ରୁ ୧୨ଜଣ ଅଭିଯୁକ୍ତଙ୍କୁ ଧାଡିରେ ଛିଡା କରାଯାଇଥିଲା । ଆଉ ଏହାପରେContinue reading “୧୯୯୯ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା । ଝାରପଡା ଜେଲରେ ୧୦ ମିିନିଟ୍ ଧରି ହେଲା ଟିଆଇ ପରେଡ୍ । ମୁଖ୍ୟ ଅଭିଯୁକ୍ତ ବିବନ୍ ବିଶ୍ୱାଳକୁ ଚିହ୍ନିଲେ ପୀଡିତା ।”
ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣା । ସମୀକ୍ଷା ବୈଠକ ପରେ ନିଆଁ ନିୟନ୍ତ୍ରଣାଧୀନ ଥିବା କହିଲେ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ: ଶିମିଳିପାଳରେ ଲାଗିଥିବା ନିଆଁ ଏବେ ନିୟନ୍ତ୍ରଣାଧୀନ ଅଛି । ଏଥିସହିତ ନିଆଁ ପ୍ରତି ସତର୍କ ରହିବା ସହିତ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ଆଜି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା ବୈଠକ କରିଥିଲେ , ଯାହାପରେ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଶିମିଳିପାଳ କେବଳ ଓଡିଶା ବା ଭାରତର ନୁହେଁContinue reading “ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣା । ସମୀକ୍ଷା ବୈଠକ ପରେ ନିଆଁ ନିୟନ୍ତ୍ରଣାଧୀନ ଥିବା କହିଲେ ମୁଖ୍ୟମନ୍ତ୍ରୀ ।”
ଦମ୍ ଦେଖାଇଲା ଦେଶୀ ଟିକା । ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋଭାକ୍ସିନର ପ୍ରଭାବ ହାର ୮୧ ପ୍ରତିଶତ । କୋଭିସିଲ୍ଡ ଠାରୁ ଅଧିକ ପ୍ରଭାବି ହେଲା ମୋଦି ଓ ନବୀନ ନେଇଥିବା କୋଭାକ୍ସିନ୍ ।
କନକ ବ୍ୟୁରୋ : ଦମ ଦେଖାଇଲା ଦେଶୀ ଟିକା । ଯେଉଁ ଟିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଛନ୍ତି, ଯେଉଁ ଟିକାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ସେହି ଟିକାର ଆଜି ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଆସିଛି । ଏହାର ସଫଳତା ହାର ବା ପ୍ରଭାବ ହାର ୮୧ ପ୍ରତିଶତ ରହିଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୨୫ହଜାର ୮୦୦ଜଣଙ୍କ ଠାରେ ଏହି ପରୀକ୍ଷଣ କରାଯାଇଥିଲା । ଭାରତରେ ପ୍ରସ୍ତୁତ ଭାରତ ବାୟୋଟେକର ଏହି ଦେଶୀContinue reading “ଦମ୍ ଦେଖାଇଲା ଦେଶୀ ଟିକା । ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋଭାକ୍ସିନର ପ୍ରଭାବ ହାର ୮୧ ପ୍ରତିଶତ । କୋଭିସିଲ୍ଡ ଠାରୁ ଅଧିକ ପ୍ରଭାବି ହେଲା ମୋଦି ଓ ନବୀନ ନେଇଥିବା କୋଭାକ୍ସିନ୍ ।”
ଚିନ୍ତା ବଢ଼ାଇଲା ଶିମିିଳିପାଳ ନିଆଁ । ପାଦଦେଶ ଓ କୋର୍ ଅଂଚଳର କିଛି ଜଙ୍ଗଲରେ ଲାଗିଛି ସାଂଘାତିକ ନିଆଁ । କାଲି ସୁଦ୍ଧା ରିପୋର୍ଟ ଦେବାକୁ ସରକାରଙ୍କ ନିର୍ଦ୍ଦେଶ ।
କନକ ବ୍ୟୁରୋ: ଶିମିଳିପାଳ ଜଙ୍ଗଲରେ ଲାଗିଛି ନିଆଁ । ଶିମିଳିପାଳ ପାଦଦେଶ ଏବଂ କୋର୍ ଅଂଚଳରେ ଏବେ ନିଆଁ ମାଡିଚାଲିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ନିଆଁର କିଛି କିଲୋମିଟର ଦୂରରେ ରହିଛି ଶିମିଳିପାଳ ଅଭୟାରଣ୍ୟ । ୨୭୫୦ ବର୍ଗ କିଲୋମିଟର ଅଂଚଳରେ ପରିବ୍ୟାପ୍ତ ଏହି ଅଭୟାରଣ୍ୟରେ ୧୩ଟି ନଦୀ, ୪ କିସମର ଜଙ୍ଗଲ, ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୯ ପ୍ରଜାତିର ସରୀସୃପ ଏବଂ ୨୩୧ ପ୍ରଜାତିର ପକ୍ଷୀ ବସବାସ କରନ୍ତି ।Continue reading “ଚିନ୍ତା ବଢ଼ାଇଲା ଶିମିିଳିପାଳ ନିଆଁ । ପାଦଦେଶ ଓ କୋର୍ ଅଂଚଳର କିଛି ଜଙ୍ଗଲରେ ଲାଗିଛି ସାଂଘାତିକ ନିଆଁ । କାଲି ସୁଦ୍ଧା ରିପୋର୍ଟ ଦେବାକୁ ସରକାରଙ୍କ ନିର୍ଦ୍ଦେଶ ।”
ତାମିଲନାଡୁରେ ଆସନ ବଣ୍ଟନକୁ ନେଇ ଡିଏମକେ ଓ କଂଗ୍ରେସ ମଧ୍ୟରେ ବଢ଼ିଲା ବିବାଦ । ମିଳିତ ମଞ୍ଚରୁ ଓହରିବାକୁ କଂଗ୍ରେସର ଧମକ
କନକ ବ୍ୟୁରୋ : ତାମିଲନାଡୁରେ ଏଆଇଏଡିଏମ୍କେ ଓ ବିଜେପି ମେଣ୍ଟକୁ ଶାସନ କ୍ଷମତାରୁ ଦୂରେଇ ରଖିବା ପାଇଁ ଡିଏମକେ ନେତୃତ୍ୱରେ ଗଠିତ ହୋଇଥିଲା ମିଳିତ ମଞ୍ଚ । ଏହି ମିଳିତ ମଞ୍ଚରେ ଡିଏମକେ ସହ ଏକାଠି ହୋଇଥିଲେ କଂଗ୍ରେସ ସମେତ ଦୁଇ କମ୍ୟୁନିଷ୍ଟ ଦଳ, ତିନି ଆଞ୍ଚଳିକ ଦଳ ଓ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ । ୨୩୪ ଆସନ ବଶିଷ୍ଟ ବିଧାନସଭା ନିର୍ବାଚନରେ ଆସନ ସବୁକୁ ପରସ୍ପର ମଧ୍ୟରେ ଭାଗବଣ୍ଟା କରି ଏକାଠି ନିର୍ବାଚନ ଲଢ଼ିଥାନ୍ତେContinue reading “ତାମିଲନାଡୁରେ ଆସନ ବଣ୍ଟନକୁ ନେଇ ଡିଏମକେ ଓ କଂଗ୍ରେସ ମଧ୍ୟରେ ବଢ଼ିଲା ବିବାଦ । ମିଳିତ ମଞ୍ଚରୁ ଓହରିବାକୁ କଂଗ୍ରେସର ଧମକ”
ବୁର୍ଲା ଭିସୁଟ୍ ପରିସରରୁ ଉଠିଲା କଣ୍ଟେନମେଣ୍ଟ । ଟେଷ୍ଟିଂ ଓ ସର୍ଭେ ଶେଷ ହେବା ପରେ କଟକଣା ଉଠାଇଲା ଜିଲ୍ଲା ପ୍ରଶାସନ । ୭ ଦିନ ଯାଏଁ ଜାରି ରହିବ ଆକ୍ଟିଭ୍ ସର୍ଭେଲାନ୍ସ।
କନକ ବ୍ୟୁରୋ: ବୁର୍ଲାସ୍ଥିତ ଭିସୁଟ୍ ପରିସରରୁ କଣ୍ଟେନ୍ମେଣ୍ଟ କଟକଣା ଉଠିଛି । ଟେଷ୍ଟିଂ ଓ ସର୍ଭେ ଶେଷ ହେବା ପରେ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ କଟକଣା ଉଠାଇଛି । କିନ୍ତୁ ପ୍ରଶାସନ କହିଛି ଯେ, କଣ୍ଟେନମେଣ୍ଟ କଟକଣା ହଟିବା ପରେ ବି ଆଗାମୀ ୭ ଦିନ ଯାଏଁ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ । ଭିସୁଟ୍ ପରିସରରୁ କଣ୍ଟେନମେଣ୍ଟ କଟକଣା ଉଠିବା ନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତିContinue reading “ବୁର୍ଲା ଭିସୁଟ୍ ପରିସରରୁ ଉଠିଲା କଣ୍ଟେନମେଣ୍ଟ । ଟେଷ୍ଟିଂ ଓ ସର୍ଭେ ଶେଷ ହେବା ପରେ କଟକଣା ଉଠାଇଲା ଜିଲ୍ଲା ପ୍ରଶାସନ । ୭ ଦିନ ଯାଏଁ ଜାରି ରହିବ ଆକ୍ଟିଭ୍ ସର୍ଭେଲାନ୍ସ।”
ଆସିଲା କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ରିପୋର୍ଟ । ଜାଣନ୍ତୁ କେତେ ସୁରକ୍ଷିତ ଏହି ଟିକା
କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇ ଭିତରେ ଆସିଲା କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟରେ କୋଭାକ୍ସିନ ଟିକା ୮୧ ପ୍ରତିଶତ ପ୍ରଭାବଶାଳୀ ବୋଲି କୁହାଯାଇଛି । କୋଭାକ୍ସିନ ପ୍ରସ୍ତୁତ କରିଥିବା କମ୍ପାନୀ ଭାରତ ବାୟୋଟେକ୍ କହିଛି କି ଦେଶରେ ୨୫.୮୦୦ ଲୋକଙ୍କ ଉପରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିଲା । ଯାହାକି ଆଇସିଏମଆର ଭାଗିଦାରିରେ ଏହା ସବୁଠାରୁ ବଡ ପରୀକ୍ଷଣ ।Continue reading “ଆସିଲା କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ରିପୋର୍ଟ । ଜାଣନ୍ତୁ କେତେ ସୁରକ୍ଷିତ ଏହି ଟିକା”