କନକ ବ୍ୟୁରୋ : ଟିକିଏ ଅସାବଧାନତା, କେମିତି ମୃତ୍ୟୁକୁ ଡାକିଆଣେ । କେମିତି ଆଖି ପିଛୁଳାକେ ଜଣଙ୍କ ଜୀବନ ନେଇପାରେ, ତାହା ଏହି ସିସିଟିଭି ଫୁଟେଜକୁ ଦେଖିଲେ ଆପଣମାନେ ଜାଣି ପାରିବେ । ଯାହାକୁ ଦେଖିଲେ ଛାତି ଥରିି ଉଠିବ । ସିସିଟିଭିରେ କଏଦ ହୋଇଛି ସମ୍ବଲପୁର ଷ୍ଟେସନ ନିକଟର ଦୃଶ୍ୟ । ଖାମଖିଆଲି ଢଙ୍ଗରେ ଯୁବକ ଜଣଙ୍କ ରେଳ ଧାରଣା ଉପରେ ଚାଲି ଚାଲି ଆସୁଛନ୍ତି । ଆଉ ରେଳ ଧାରଣା ପାର ହେବା ପୂର୍ବରୁContinue reading “ସାମ୍ନାକୁ ଆସିଲା ସମ୍ବଲପୁରରେ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ ବେଳର ଦୃଶ୍ୟ : ଅସାବଧାନତା କାରଣରୁ ଚାଲିଗଲା ଜୀବନ”
Author Archives: Raghaba
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: କଂଗ୍ରେସ, ବାମଦଳ ଓ ଆଇଏସଏଫ୍ ମଧ୍ୟରେ ଛିଡିଲା ଆସନ ବୁଝାମଣା । ପଢନ୍ତୁ କାହାକୁ କେତେ ଆସନ
କନକ ବ୍ୟୁରୋ : ଚଳିତମାସ ଶେଷ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଶାସକ ତୃରମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମିଳିଥିବା ବେଳେ ଉଭୟ ବିଜେପି ଓ ଟିଏମସିକୁ ଟକ୍କର ଦେବାକୁ ମେଣ୍ଟ ବାନ୍ଧିଛନ୍ତି ବାମମୋର୍ଚ୍ଚା, କଂଗ୍ରେସ ଓ ଇଣ୍ଡିଆନ ସେକୁଲାର ପ୍ରଣ୍ଟ । ମେଣ୍ଟ ନେଇ ଉଭୟ ୩ ଦଳଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିଲା । ଯାହାର ପ୍ରତିଫଳନ ଗତ ରବିବାରContinue reading “ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: କଂଗ୍ରେସ, ବାମଦଳ ଓ ଆଇଏସଏଫ୍ ମଧ୍ୟରେ ଛିଡିଲା ଆସନ ବୁଝାମଣା । ପଢନ୍ତୁ କାହାକୁ କେତେ ଆସନ”
୮ଲକ୍ଷ ଟଙ୍କା ପାଇଁ ଯୁବକଙ୍କୁ ପଣବନ୍ଦୀ : ସ୍ତ୍ରୀଙ୍କୁ ପଠାଇଲେ, ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ
କନକ ବ୍ୟୁରୋ : ୮ଲକ୍ଷ ଟଙ୍କା ପାଇଁ ଯୁବକଙ୍କୁ ପଣବନ୍ଦୀ । ଅପହରଣକାରୀ, ଯୁବକଙ୍କ ସ୍ତ୍ରୀଙ୍କୁ ପଠାଇଲେ, ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ । ଅପହରଣ କରାଯାଇଥିବା ନେଇ ସୋର ଥାନାରେ ଲିଖିତ ଅଭିଯୋଗ ହୋଇଛି । ବାଲେଶ୍ୱର ସୋର ଥାନା କେଶପୁର ଗାଁର ତାପସ ମହାନ୍ତିଙ୍କୁ କୋଲକାତାରେ ଭଲ କାମ ଦେବାକୁ କହି କୋଲକାତା ଡାକିବା ପରେ ବନ୍ଧକ ରଖାଯାଇଥିବା ଅଭିଯୋଗ ହୋଇଛି । ଗତ ୨୮ତାରିଖ ଦିନ ତାଙ୍କ ପାଖକୁ ଏକ ଅଜଣାContinue reading “୮ଲକ୍ଷ ଟଙ୍କା ପାଇଁ ଯୁବକଙ୍କୁ ପଣବନ୍ଦୀ : ସ୍ତ୍ରୀଙ୍କୁ ପଠାଇଲେ, ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ”
ମୟୂରଭଞ୍ଜ ଶିମିଳିପାଳ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣା : ନିଆଁ ଲାଗିବା କାରଣ ନେଇ ରିପୋର୍ଟ ମାଗିଲେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ
କନକ ବ୍ୟୁରୋ : ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ନେଇ ସକ୍ରିୟ ହୋଇଉଠିଛନ୍ତି ରାଜ୍ୟ ସରକାର । ରାଜ୍ୟ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ପିସିସିଏଫଙ୍କୁ ଶିମିଳିପାଳ ଗସ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ଆଜି ଶିମିଳିପାଳ ଗସ୍ତ କରି ନିଆଁ ଲାଗିବାର କାରଣ ସମ୍ପର୍କରେ ତଦନ୍ତ କରିବେ । ଏହି ରିପୋର୍ଟ ମିଳିବା ପରେ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ପଦକ୍ଷେପ ନିଆଯିବ ବୋଲି ସେContinue reading “ମୟୂରଭଞ୍ଜ ଶିମିଳିପାଳ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟଣା : ନିଆଁ ଲାଗିବା କାରଣ ନେଇ ରିପୋର୍ଟ ମାଗିଲେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ”
ଇଣ୍ଡିଆ ସ୍କିଲ ରିପୋର୍ଟରେ ଆସିଲା ଉଦବେଗଜନକ ସତ୍ୟ : ରାଜ୍ୟରେ ୩୧ପ୍ରତିଶତ ଛାତ୍ର ନିଯୁକ୍ତି ପାଇଁ ଅଯୋଗ୍ୟ
କନକ ବ୍ୟୁରୋ : ରାଜ୍ୟର ୩୧% ଛାତ୍ରଛାତ୍ରୀ ନିଯୁକ୍ତି ପାଇଁ ଅଯୋଗ୍ୟ । ଅର୍ଥାତ ସେମାନେ ଯେଉଁ ଦକ୍ଷତା ଆହରଣ କରିଛନ୍ତି ତାହା ଭଲ ଚାକିରୀ ପାଇଁ ପର୍ଯାପ୍ତ ନୁହେଁ । ଦି ଇଣ୍ଡିଆ ସ୍କିଲଡ ରିପୋର୍ଟ ୨୦୨୧ରେ ଏଭଳି ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଛି । ଇଂରାଜୀ ଭାଷା ହେଉ କିମ୍ବା କମ୍ୟୁଟର ଦକ୍ଷତା-ଆସାମ ଓ ମଧ୍ୟପ୍ରଦେଶଠାରୁ ଓଡିଶା ପଛରେ ରହିଛି । ଇଂରାଜୀ ଦ୍ୱିତୀୟ ଭାଷା ଭାବେ ପ୍ରଚଳିତ ରାଜ୍ୟଗୁଡିକ ମଧ୍ୟରେ ଓଡିଆଙ୍କ ଦକ୍ଷତାContinue reading “ଇଣ୍ଡିଆ ସ୍କିଲ ରିପୋର୍ଟରେ ଆସିଲା ଉଦବେଗଜନକ ସତ୍ୟ : ରାଜ୍ୟରେ ୩୧ପ୍ରତିଶତ ଛାତ୍ର ନିଯୁକ୍ତି ପାଇଁ ଅଯୋଗ୍ୟ”
ଆଜି ଫାଲଗୁନ କୃଷ୍ଣ ପଚଂମୀ ତିଥୀରେ ହେବ ବଡ ଠାକୁର ବନକଲାଗି ନୀତି : ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ଜଗାଦର୍ଶନ
କନକ ବ୍ୟୁରୋ : ଆଜି ୪ଘଂଟା ବନ୍ଦ ରହିବ ଶ୍ରୀମନ୍ଦିର । ଏହି ସମୟରେ ସାଧାରଣ ଦର୍ଶନ ବି ୪ଘଂଟା ଧରି ବନ୍ଦ ରହିବ । ଆଜି ଫାଲଗୁନ କୃଷ୍ଣ ପଚଂମୀ ତିଥୀରେ ମହାପ୍ରଭୁ ଜଗନ୍ନାଥଙ୍କ ବନକଲାଗି ବା ଶ୍ରୀମୁଖସିଂହାର ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ଡପରେ ଦତ ମହାପାତ୍ର ସେବାୟତ ମାନେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି କରିବେ । ବନକ ଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଂଟ ଚୂଡାନ୍ତContinue reading “ଆଜି ଫାଲଗୁନ କୃଷ୍ଣ ପଚଂମୀ ତିଥୀରେ ହେବ ବଡ ଠାକୁର ବନକଲାଗି ନୀତି : ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ଜଗାଦର୍ଶନ”
୬ବର୍ଷର କୁନି ପିଲା ପାଇଁ କୋଭିଡ୍ ପରୀକ୍ଷା ହେଲା କାଳ… ଆଣ୍ଟିଜେନ୍ ଟେଷ୍ଟ ବେଳେ ଖାଦ୍ୟନଳୀରେ ପଶିଗଲା କିଟ୍…
କୋଭିଡ୍ ପରୀକ୍ଷା କାଳ ହେଲା । କଟକକୁ ଚିକିତ୍ସା ପାଇଁ ଆସିଥିବା ବାଲେଶ୍ବର ଅଞ୍ଚଳର ଏକ ୬ବର୍ଷର ବାଳକର କୋଭିଡ୍ ଆଣ୍ଟିଜେନ୍ ପରୀକ୍ଷା ସମୟରେ କିଟ୍ ସିଧାସଳଖ ଯାଇ ପଶିଯାଇଥିଲା ଖାଦ୍ୟନଳୀରେ। ଗତକାଲି ସଂଧ୍ୟାରେ ଉକ୍ତ ଶିଶୁ ଏସ୍ସିବିକୁ ଚିକିତ୍ସା ପାଇଁ ଆସିଥିବା ବେଳେ ଆଜି ଉକ୍ତ ଶିଶୁର ଖାଦ୍ୟନଳୀରୁ ଉକ୍ତ କୋଭିଡ୍ ଆଣ୍ଟିଜେନ୍ କିଟ୍କୁ ବାହାର କରାଯାଇଛି। ବାହାର କରାଯିବା ପରେ ଶିଶୁଟି ସୁସ୍ଥ ଥିବା ଜଣାପଡିଛି । ସୂଚନା ଅନୁସାରେ, ବାଲେଶ୍ବର ଅଂଚଳର ଏକContinue reading “୬ବର୍ଷର କୁନି ପିଲା ପାଇଁ କୋଭିଡ୍ ପରୀକ୍ଷା ହେଲା କାଳ… ଆଣ୍ଟିଜେନ୍ ଟେଷ୍ଟ ବେଳେ ଖାଦ୍ୟନଳୀରେ ପଶିଗଲା କିଟ୍…”
ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା : ମହାରାଣୀ କହିଲେ, ଗଠନ କରାଯାଉ ବିଭାଗ; ଲୋକଙ୍କୁ କରାଯାଉ ସଚେତନ
କନକ ବ୍ୟୁରୋ : ବିପଦରେ ହୁ ହୁ ହୋଇ ଜଳୁଛି ଜଙ୍ଗଲ । ଦିନେ କି ଦୁଇଦିନ ନୁହେଁ ପ୍ରାୟ ଗୋଟିଏ ସପ୍ତାହ ହେଲାଣି, ଜଙ୍ଗଲ ଭିତରେ ହିଁ ଜଳିଯାଉଛି ଗଛପତ୍ର । ମନ୍ଦ ଉଦ୍ଦେଶ୍ୟ ରଖି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ଏତେ ବଡ଼ ଅଂଚଳରେ ନିଆଁ ଲାଗିଛି ଯେ, ଏହାକୁ କାବୁ କରିବା ପାଇଁ ବନ ବିଭାଗ ନୟାନ୍ତ ହୋଇ ସାରିଲାଣି । ମୟୁରଭଞ୍ଜContinue reading “ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା : ମହାରାଣୀ କହିଲେ, ଗଠନ କରାଯାଉ ବିଭାଗ; ଲୋକଙ୍କୁ କରାଯାଉ ସଚେତନ”
ପିଚୁ ରାସ୍ତାରେ ଷ୍ଟିଲ ରଡ ପିଟି ବାହାର କରୁଛନ୍ତି ସଙ୍ଗୀତ : ଛନ୍ଦହୀନ ବେସୁରା ଜୀବନକୁ ଜିଇଁବାକୁ ଏମିତି ପନ୍ଥା ଆପଣାଇଛନ୍ତି ଦିବ୍ୟାଙ୍ଗ
କନକ ବ୍ୟୁରୋ : ବିଶାଳ ସଂସାରରେ ଜୀବନ ଜୀବିକାର ତାଳଲୟ ଭାଙ୍ଗିଗଲେ ମଣିଷର ଜୀବନ ଦୁର୍ବିଶୟ ହୋଇଯାଏ । ସଂସାରରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି । ଯେଉଁମାନେ ଜନ୍ମରୁ ହେଉ ଅବା ଖୁବ କମ ବୟସରୁ ତାଳହୀନ, ଛନ୍ଦ ହୀନ ଭାବେ ଦୁଃଖୀ ଜୀବନ ବିତାଇଥାନ୍ତି । କିନ୍ତୁ କିଛି ଏଭଳି ବି ବ୍ୟକ୍ତି ଅଛନ୍ତି ଯିଏ ନିଜ ଦୁଃଖୀ ଜୀବନରେ ମଧ୍ୟ ଅଶିଖା ସଙ୍ଗୀତର ତାଳ ଦ୍ୱାରା ଆନନ୍ଦ ଭରିବାକୁ ଚେଷ୍ଟା କରନ୍ତି ।Continue reading “ପିଚୁ ରାସ୍ତାରେ ଷ୍ଟିଲ ରଡ ପିଟି ବାହାର କରୁଛନ୍ତି ସଙ୍ଗୀତ : ଛନ୍ଦହୀନ ବେସୁରା ଜୀବନକୁ ଜିଇଁବାକୁ ଏମିତି ପନ୍ଥା ଆପଣାଇଛନ୍ତି ଦିବ୍ୟାଙ୍ଗ”
ଏସସିବି ନ୍ୟୁ ମେଡିସିନ୍ ବିଭଗରେ ଖୋଲିବ ଅଂଶୁଘାତ ୱାର୍ଡ । ବଢୁଥିବା ତାତିକୁ ଦୃଷ୍ଟିରେ ରଖି ଚାଲିଛି ପ୍ରସ୍ତୁତି
ବଢୁଛି ତାତି । ଏଭଳି ସମୟରେ ଅଂଶୁଘାତ ମୁକାବିଲା ପାଇଁ ଏସ୍ସିବିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍ସିବି ନ୍ୟୁ ମେଡିସିନ୍ ବିଭାଗର ୪ର୍ଥ ଓ ୫ମ ମହଲାରେ ଅଂଶୁଘାତ ୱାର୍ଡ ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ୧୬ଟି ବେଡ୍ର ବ୍ୟବସ୍ଥା କରାଯିବ ଓ ଆବଶ୍ୟକ ହେଲେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବା ସହ ଅଧିକ ୨୦ଟି ଅର୍ଥାତ୍ ୩୬ଟି ବେଡ୍ ପାଇଁ ଯୋଜନା ରଖାଯାଇଛି। ତେବେ ଅଂଶୁଘାତର ଶିକାର ହୋଇ ଏସ୍ସିବିକୁ ଚିକିତ୍ସା ପାଇଁ ଆସୁଥିବାContinue reading “ଏସସିବି ନ୍ୟୁ ମେଡିସିନ୍ ବିଭଗରେ ଖୋଲିବ ଅଂଶୁଘାତ ୱାର୍ଡ । ବଢୁଥିବା ତାତିକୁ ଦୃଷ୍ଟିରେ ରଖି ଚାଲିଛି ପ୍ରସ୍ତୁତି”