ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ଆଜି ହେବ ଟିଆଇ ପରେଡ : ଜଳନ୍ଧର ହିଁ ବିବନ ବୋଲି ଚିହ୍ନଟ କରିବେ ପୀଡିତା ଓ ସହଯୋଗୀ ଅପରାଧି

କନକ ବ୍ୟୁରୋ : ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ଆଜି ହେବ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆର ପରେଡ । ଭୁବନେଶ୍ୱର ଝାଡପଡା ଜେଲରେ ଏହି ଟିଆଇ ପରେଡ ହେବ । ଜେଲରେ ଥିବା ବିବନର ଟିଆଇ ପରେଡ ମାଜିଷ୍ଟ୍ରେଟଙ୍କ ସାମ୍ନାରେ କରିବ ସିବିଆଇ । ପ୍ରକୃତରେ ଜଳନ୍ଧର ହିଁ ବିବନ ବୋଲି ଚିହ୍ନଟ କରିବେ ପୀଡିତା ଓ ସହଯୋଗୀ ଅପରାଧି । ଘଟଣାର ୨୨ବର୍ଷ ପରେ ବିବନକୁ ଚିହ୍ନଟ କରିବା ସବୁଠାରୁ ବଡ ଚ୍ୟାଲେଂଜ ହୋଇପାରେContinue reading “ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ଆଜି ହେବ ଟିଆଇ ପରେଡ : ଜଳନ୍ଧର ହିଁ ବିବନ ବୋଲି ଚିହ୍ନଟ କରିବେ ପୀଡିତା ଓ ସହଯୋଗୀ ଅପରାଧି”

ସମ୍ବଲପୁର ବରେଇପାଲି ଛକ ନିକଟରେ ସଡକ ଦୁର୍ଘଟଣା : ଅଜଣା ଗାଡି ଧକ୍କାରେ ୩ବାଇକ ଆରୋହୀଙ୍କ ମୃତ୍ୟୁ

କନକ ବ୍ୟୁରୋ : ସମ୍ବଲପୁର ବରେଇପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ୩ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ୨ଟି ବାଇକରେ ୪ଜଣ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଜଣେ ଗୁରୁତର ଆହତଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ୪ଜଣ ଯାକ ହିରାକୁଦ ଅଂଚଳର ବୋଲି ଜଣାପଡିଛି । ଦୁର୍ଘଟଣାସ୍ଥଳରେ ହିଁ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।Continue reading “ସମ୍ବଲପୁର ବରେଇପାଲି ଛକ ନିକଟରେ ସଡକ ଦୁର୍ଘଟଣା : ଅଜଣା ଗାଡି ଧକ୍କାରେ ୩ବାଇକ ଆରୋହୀଙ୍କ ମୃତ୍ୟୁ”

ଚୀନ୍ ହ୍ୟାକର୍ସଙ୍କ ଟାର୍ଗେଟରେ ଭାରତୀୟ ଟିକା ପ୍ରସ୍ତୁତକାରୀ କମ୍ପାନୀ । ତଥ୍ୟ ଚୋରୀ କରିବା ପାଇଁ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଉପରେ ସାଇବର ଆଟାକ କରିଥିଲେ ଚୀନ୍ ହ୍ୟାକର୍ସ

ଚୀନ୍ ହ୍ୟାକର୍ସଙ୍କ ଟାର୍ଗେଟରେ ଭାରତୀୟ ଟିକା ପ୍ରସ୍ତୁତକାରୀ କମ୍ପାନୀ  । କରୋନା ଟିକା ପ୍ରସ୍ତୁତି ସମ୍ପର୍କିତ ତଥ୍ୟ ଚୋରୀ କରିବା ପାଇଁ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଉପରେ ସାଇବର ଆଟାକ କରିଥିଲେ ଚୀନ୍ ହ୍ୟାକର୍ସ  । ସାଇବର ଗୁଇନ୍ଦା ସଂସ୍ଥା ସାଇଫାର୍ମା ଦେଇଥିବା ରିପୋର୍ଟକୁ ଭିତି କରି ଖବର ପ୍ରକାଶ କରିଛି ନ୍ୟୁଜ ଏଜେନ୍ସି ରଏଟର୍ସ  । ସେପଟେ ଗତ ବର୍ଷ ଅକ୍ଟୋବର ମାସରେ ଭାରତର ବିଦ୍ୟୁତ୍‌ ପ୍ରତିଷ୍ଠାନ ଉପରେ ଚୀନ୍‌ ସାଇବର ଆକ୍ରମଣContinue reading “ଚୀନ୍ ହ୍ୟାକର୍ସଙ୍କ ଟାର୍ଗେଟରେ ଭାରତୀୟ ଟିକା ପ୍ରସ୍ତୁତକାରୀ କମ୍ପାନୀ । ତଥ୍ୟ ଚୋରୀ କରିବା ପାଇଁ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ ଉପରେ ସାଇବର ଆଟାକ କରିଥିଲେ ଚୀନ୍ ହ୍ୟାକର୍ସ”

ଆଜି ପ୍ରଥମ ଡୋଜ୍ କରୋନା ଟିକା ନେବେ ମହାମହିମ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନୂଆଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲରେ ନେବେ ଟିକା

ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀସ୍ଥିତ ‘ଆର୍ମି ହସ୍ପିଟାଲ୍‌’ରେ (ରିସର୍ଚ ଆଣ୍ଡ୍‌ ରେଫେରାଲ୍‌) ସ୍ୱଦେଶୀ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେବେ। ମାର୍ଚ ପହିଲାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍‌-୧୯ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ । ଅଧିକ ବ୍ୟାପକ କରାଯାଇଥିବା ଏହି ଟିକାକରଣ ଅଭିଯାନରେ ୬୦ରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ବିଭିନ୍ନ ଶାରୀରିକ ସମସ୍ୟା ଥିବା ୪୫ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କୁ କୋଭିଡ୍‌-୧୯ ଟିକା ଦିଆଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା,Continue reading “ଆଜି ପ୍ରଥମ ଡୋଜ୍ କରୋନା ଟିକା ନେବେ ମହାମହିମ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନୂଆଦିଲ୍ଲୀସ୍ଥିତ ଆର୍ମି ହସ୍ପିଟାଲରେ ନେବେ ଟିକା”

ଆଜିଠୁ ପରିବର୍ତ୍ତନ ହେଲା ସକାଳୁଆ ସ୍କୁଲ ସମୟ : ଏଣିକି ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ୮ରୁ ୧୨ଟା ଯାଏଁ ଖୋଲିବ ସ୍କୁଲ

କନକ ବ୍ୟୁରୋ : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଦଳିଲା ସକାଳୁଆ ସ୍କୁଲ ସମୟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗତକାଲି ଏ ସମ୍ପର୍କରେ ସୂଚନା ଦେବାର ୨୪ ଘଣ୍ଟା ମଧ୍ୟରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସକାଳ ୭ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ହେଉଥିବା ସ୍କୁଲ ସମୟ ଏଣିକି ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ । ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ପୂର୍ବଭଳି ସକାଳContinue reading “ଆଜିଠୁ ପରିବର୍ତ୍ତନ ହେଲା ସକାଳୁଆ ସ୍କୁଲ ସମୟ : ଏଣିକି ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ୮ରୁ ୧୨ଟା ଯାଏଁ ଖୋଲିବ ସ୍କୁଲ”

କମିବ ପେଟ୍ରୋଲ ଦର ! ଟିକସ କମାଇବା ନେଇ ବିଚାର କରୁଛନ୍ତି କେନ୍ଦ୍ର ସରକାର

ପେଟ୍ରୋଲ ଏବଂ ଡିଜେଲ ଦରବୃଦ୍ଧି ନେଇ ଲୋକଙ୍କ ମନରେ ତୀବ୍ର ଅ‌ସନ୍ତୋଷ ସୃଷ୍ଟି ହେଲାଣି। ଦର ଲୋକଙ୍କ ପାଇଁ ଅସହ୍ୟ ‌େହାଇଥିବା ସରକାର ଜାଣିପାରିଛନ୍ତି । ଏହାକୁ ନେଇ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷକୁ ଗମ୍ଭୀରତାର ସହ ନେଇଛନ୍ତି କେନ୍ଦ୍ର ସରକାର । ନିଜ ସାଂସଦ ସୁବ୍ରମଣ୍ୟମ୍ ସ୍ବାମୀଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ ସବୁ ମହଲରେ ସମାଲେ‌ାଚିତ ହୋଇଛନ୍ତି ସରକାର । ତେଣୁ ତେଲରୁ ଅସୁଲ କରାଯାଉଥିବା ଟିକସ ହ୍ରାସContinue reading “କମିବ ପେଟ୍ରୋଲ ଦର ! ଟିକସ କମାଇବା ନେଇ ବିଚାର କରୁଛନ୍ତି କେନ୍ଦ୍ର ସରକାର”

କୋଭିଡ ସାର୍ଟିଫିକେଟରେ ମୋଦିଙ୍କ ଫଟୋକୁ ନେଇ ନୂଆ ବିବାଦ : ଆପତ୍ତି ଉଠାଇଲା ଟିଏମସି, କହିଲା ଏହା ପବ୍ଲିସିଟି ଷ୍ଟଂଟ

କନକ ବ୍ୟୁରୋ : କୋଭିଡ ସାର୍ଟିଫିକେଟରେ ମୋଦିଙ୍କ ଫଟୋକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । ସାରା ଦେଶରେ କୋଭିଡ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଥିବା ବେଳେ ଟିକା ନେଉଥିବା ବ୍ୟକ୍ତିମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି । ଏହି ପ୍ରମାଣ ପତ୍ରରେ ମୋଦିଙ୍କ ଏକ ଫଟୋ ରହିଛି । ଏଥିରେ ଲେଖାଅଛି ଏକାଠି ଲଢିଲେ ଭାରତ କରୋନା ବିରୋଧି ଲଢେଇରେ ଜିତିବ । ସେହିପରି ଟିକା ସହ ସତର୍କତା ମଧ୍ୟ ଜରୁରୀ ବୋଲିContinue reading “କୋଭିଡ ସାର୍ଟିଫିକେଟରେ ମୋଦିଙ୍କ ଫଟୋକୁ ନେଇ ନୂଆ ବିବାଦ : ଆପତ୍ତି ଉଠାଇଲା ଟିଏମସି, କହିଲା ଏହା ପବ୍ଲିସିଟି ଷ୍ଟଂଟ”

ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ରର ବଡ ନିଷ୍ପତ୍ତି : ଏଣିକି ଦେଶର ସବୁ ଘରୋଇ ହସ୍ପିଟାଲରେ ମିଳିବ କରୋନା ଟିକା; ସବୁ ରାଜ୍ୟକୁ ଜଣାଇଲା କେନ୍ଦ୍ର

କନକ ବ୍ୟୁରୋ : ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ରର ବଡ ନିଷ୍ପତ୍ତି । ଏଣିକି ଦେଶର ସବୁ ଘରୋଇ ହସ୍ପିଟାଲରେ ମିଳିବ କରୋନା ଟିକା । ଏ ନେଇ କେନ୍ଦ୍ର ସରକାର ସବୁ ରାଜ୍ୟଗୁଡିକୁ ଜଣାଇଦେଇଛନ୍ତି । ତେବେ ଟିକାକରଣ ପାଇଁ ଘରୋଇ ହସ୍ପିଟାଲରେ ଆବଶ୍ୟକ ସୁବିଧା ଥିବା ଦରକାର । ଘରୋଇ ହସ୍ପିଟାଲ ଗୁଡିକ କିପରି ଶତପ୍ରତିଶତ କୋଭିଡ ଟିକାକରଣ ସେଂଟର ଭାବେ କାମ କରିବ ସେଦିଗରେ ଯତ୍ନବାନ ହେବା ପାଇଁ କେନ୍ଦ୍ର ସରକାର ପରାମର୍ଶContinue reading “ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ରର ବଡ ନିଷ୍ପତ୍ତି : ଏଣିକି ଦେଶର ସବୁ ଘରୋଇ ହସ୍ପିଟାଲରେ ମିଳିବ କରୋନା ଟିକା; ସବୁ ରାଜ୍ୟକୁ ଜଣାଇଲା କେନ୍ଦ୍ର”

KBCରେ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି କହି ଲୁଟ୍ । ଦିନ ମଜୁରିଆଙ୍କ ଠାରୁ ୧ ଲକ୍ଷ ୬୯ ହଜାର ଟଙ୍କାର ସାଇବର ଠକେଇ ।

କନକ ବ୍ୟୁରୋ: କୌନ ବନେଗା କରୋଡପତିରେ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି କହି ବେଲପାହାଡ ଗାନ୍ଧିନଗରର ଜଣେ ଦିନ ମଜୁରିଆଙ୍କଠାରୁ ୧ ଲକ୍ଷ ୬୯ ହଜାର ଟଙ୍କାର ସାଇବର ଠକେଇ ହୋଇଛି । ଠକେଇର ଶିକାର ହୋଇଥିବା ଯୁବତୀ ଜଣକ ଗାନ୍ଧୀନଗରର ନିତା ଛତର ବୋଲି ଜଣା ପଡିଛି । ଖବର ଅନୁସାରେ, ଗତ ୨୩ ତାରିଖ ରାତିରେ ଏକ ଅଜଣା ନମ୍ବରରୁ ନିତାଙ୍କ ପାଖକୁ ଫୋନ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ଜଣକContinue reading “KBCରେ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି କହି ଲୁଟ୍ । ଦିନ ମଜୁରିଆଙ୍କ ଠାରୁ ୧ ଲକ୍ଷ ୬୯ ହଜାର ଟଙ୍କାର ସାଇବର ଠକେଇ ।”

କୋଭିଡ ସାର୍ଟିଫିକେଟରେ ମୋଦିଙ୍କ ଫଟୋକୁ ନେଇ ନୂଆ ବିବାଦ ! ଫଟୋକୁ ନେଇ ଆପତ୍ତି ଉଠାଇଲା ଟିଏମସି, କହିଲା ଏହା ପବ୍ଲିସିଟି ଷ୍ଟଣ୍ଟ୍ ।

କନକ ବ୍ୟୁରୋ: କୋଭିଡ ସାର୍ଟିଫିକେଟରେ ମୋଦିଙ୍କ ଫଟୋକୁ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । ସାରା ଦେଶରେ କୋଭିଜ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଥିବା ବେଳେ ଟିକା ନେଉଥିବା ବ୍ୟକ୍ତିମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଉଛି । ଏହି ପ୍ରମାଣ ପତ୍ରରେ ମୋଦିଙ୍କ ଏକ ଫଟୋ ରହିଛି । ଏଥିରେ ଲେଖାଅଛି ଏକାଠି ଲଢିଲେ ଭାରତ କରୋନା ବିରୋଧି ଲଢେଇରେ ଜିତିବ । ସେହିପରି ଟିକା ସହ ସତର୍କତା ମଧ୍ୟ ଜରୁରୀ ବୋଲି ଲେଖାଅଛିContinue reading “କୋଭିଡ ସାର୍ଟିଫିକେଟରେ ମୋଦିଙ୍କ ଫଟୋକୁ ନେଇ ନୂଆ ବିବାଦ ! ଫଟୋକୁ ନେଇ ଆପତ୍ତି ଉଠାଇଲା ଟିଏମସି, କହିଲା ଏହା ପବ୍ଲିସିଟି ଷ୍ଟଣ୍ଟ୍ ।”

Design a site like this with WordPress.com
Get started