ଯାଜପୁର ଧର୍ମଶାଳାରେ ଚାଲିଛି ମାଫିଆଙ୍କ ଲୁଟତରାଜ । ବେଆଇନ୍ ଭାବେ ଲିଜ ବାହାର ସ୍ଥାନରୁ ଖୋଳି ନେଉଛନ୍ତି ମୋରମ୍ ଓ କଳା ପଥର, ସତ ଜଣାପଡିବା ପରେ ନୋଟିସ୍ କଲେ ଲୋକାୟୁକ୍ତ ।

କନକ ବ୍ୟୁରୋ: ଯାଜପୁର ଜିଲ୍ଳା ଧର୍ମଶାଳା ଓ ଦର୍ପଣ ତହସିଲରେ ମାଫିଆଙ୍କ ଲୁଟତରାଜ । ପ୍ରତିଦିନ ଲୁଟ ହେଉଛି କୋଟି କୋଟି ଟଙ୍କାର ମୋରମ, ବାଲି, କଳାପଥର । ଲିଜ ଏରିଆର ସୀମା ନିର୍ଦ୍ଧାରଣରେ ମିଥ୍ୟା ଖର୍ଚ ହୋଇଥିବା ନେଇ ସୂଚନା ଆଇନ ଖୋଲିଲା ଗୁମର । ଜିଲ୍ଳାପାଳଙ୍କ ରିପୋର୍ଟରେ ଅସନ୍ତୋଷ ପ୍ରକାଶ କରି ଭର୍ତ୍ସନା କଲେ ଲୋକାୟୁକ୍ତ । ଯାଜପୁର ଜିଲ୍ଳାର ଧର୍ମଶାଳା ଓ ଦର୍ପଣ ତହସିଲରେ ମାଇନସ୍ ଆକ୍ଟର ଉଲଂଘନ କରି ମାଫିଆମାନେ ଲୁଟିContinue reading “ଯାଜପୁର ଧର୍ମଶାଳାରେ ଚାଲିଛି ମାଫିଆଙ୍କ ଲୁଟତରାଜ । ବେଆଇନ୍ ଭାବେ ଲିଜ ବାହାର ସ୍ଥାନରୁ ଖୋଳି ନେଉଛନ୍ତି ମୋରମ୍ ଓ କଳା ପଥର, ସତ ଜଣାପଡିବା ପରେ ନୋଟିସ୍ କଲେ ଲୋକାୟୁକ୍ତ ।”

କେନ୍ଦ୍ରାପଡାରୁ ସାମ୍ନାକୁ ଆସିଛି ମଣ୍ଡି ଦୁର୍ନୀତିର ଭିତିରି କଥା । ବିକ୍ରି ହୋଇନି ଚାଷୀ ଧାନ, କିନ୍ତୁ ଆକାଉଣ୍ଟକୁ ଆସୁଛି ଟଙ୍କା, ଚଞ୍ଚକତା କରି ଉଠାଇ ନେଇଛନ୍ତି ସମବାୟ ସମିତି କର୍ତୃପକ୍ଷ ।

କନକ ବ୍ୟୁରୋ: ଚାଷୀ ନିଜର ହକ ପାଇଁ ଦିର୍ଘନିନ ହେବେ ଲଢେଇ ଜାରି ରଖିଛି । ବାଦ ବିବାଦରେ କମ୍ପୁଛି ସାରା ରାଜ୍ୟ । କିନ୍ତୁ କେନ୍ଦ୍ରାପଡା ଜିଲ୍ଲରେ ଧାନ ନଦେଇ ଚାଷୀ ପାଇଛନ୍ତି ନ୍ତି ଟଙ୍କା । ସମବାୟ ସଂସ୍ଥା କର୍ମଚାରୀମାନେ ଅର୍ଥ ହଡପ କରିବା ପାଇଁ ଚାଷୀଙ୍କୁ ମୋହରା ବନେଇଛନ୍ତି । ଟୋକନ ପାଇ ବି ଚାଷି ଧାନ ବିକ୍ରି କରି ପାରିନାହାନ୍ତି । ପ୍ରତିବାଦରେ ଚାଷୀ ଆନ୍ଦୋଳନ କରିବା ସହ ରାସ୍ତାରୋକ କରୁଛନ୍ତି,Continue reading “କେନ୍ଦ୍ରାପଡାରୁ ସାମ୍ନାକୁ ଆସିଛି ମଣ୍ଡି ଦୁର୍ନୀତିର ଭିତିରି କଥା । ବିକ୍ରି ହୋଇନି ଚାଷୀ ଧାନ, କିନ୍ତୁ ଆକାଉଣ୍ଟକୁ ଆସୁଛି ଟଙ୍କା, ଚଞ୍ଚକତା କରି ଉଠାଇ ନେଇଛନ୍ତି ସମବାୟ ସମିତି କର୍ତୃପକ୍ଷ ।”

ଦେଶରେ ଥିବା ବିଭିନ୍ନ ବନ୍ଦରର ବିକାଶ ପାଇଁ ସରକାର ଖର୍ଚ୍ଚ କରିବେ ୮୨୦ କୋଟି ଡଲାର । ସୂଚନା ଦେଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରିଟାଇମ୍ ଇଣ୍ଡିଆ ସିମିଟ୍-୨୦୨୧ କୁ ଭିଡିଓକନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି   । ସିମିଟ୍ କୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି କି ସାମୁଦ୍ରିକ ଅର୍ଥବ୍ୟବସ୍ଥାର ବିକାଶ ହୋଇପାରିଲେ ଦେଶରେ ବିକାଶର ଗତି ଦ୍ରୁତ ହେବ । ଏହି କାର୍ଯ୍ୟକ୍ରମରେ ଭାରତ ସହ ଅନ୍ୟକିଛି ଦେଶର ସଦସ୍ୟମାନେ ଯୋଗ ଦେଇଥିଲେ । ଏହାସହ ୫୦ ଦେଶରୁ ୧ ଲକ୍ଷରୁ ଅଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅନଲାଇନ୍ ମାଧ୍ୟମରେ ଯୋଗ ଦେଇଥିଲେContinue reading “ଦେଶରେ ଥିବା ବିଭିନ୍ନ ବନ୍ଦରର ବିକାଶ ପାଇଁ ସରକାର ଖର୍ଚ୍ଚ କରିବେ ୮୨୦ କୋଟି ଡଲାର । ସୂଚନା ଦେଲେ ପ୍ରଧାନମନ୍ତ୍ରୀ”

ମାଡ଼ି ଆସୁଛି ପ୍ରଚଣ୍ଡ ତାତି: ମାର୍ଚ୍ଚରୁ ମେ ଯାଏଁ ସନ୍ତୁଳି ହେବ ଓଡ଼ିଶା, ସ୍ୱାଭାବିକ ତାପମାତ୍ରା ଠାରୁ ଢ଼େର ଉପରେ ରହିବ ପାରଦ: ପାଣିପାଗ ବିଶେଷଜ୍ଞ

କନକ ବ୍ୟୁରୋ: ମାଡ଼ି ଆସୁଛି ପ୍ରଚଣ୍ଡ ତାତି । ଚଳିତ ବର୍ଷ ଅତ୍ୟଧିକ ଗ୍ରୀଷ୍ମ ଲହରି ପ୍ରଭାବରେ ସନ୍ତୁଳିତ ହେବ ଓଡ଼ିଶା । ପ୍ରଚଣ୍ଡ ତାତି ପାଇଁ ସତର୍କ କଲା ପାଣିପାଗ ବିଭାଗ । ଚଳିତ ବର୍ଷ ମାର୍ଚ୍ଚରୁ ମେ ମାସ ମଧ୍ୟରେ ସୂର୍ଯ୍ୟଙ୍କ ପ୍ରକୋପ ଓଡ଼ିଶା ଉପରେ ଅଧିକା ରହିବ । ଏହି ତିନି ମାସରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକା ରହିବ । ମେ ମାସ ପର୍ଯ୍ୟନ୍ତ ତାପମାତ୍ରାକୁ ନେଇ ଏଭଳି ପୂର୍ବାନୁମାନContinue reading “ମାଡ଼ି ଆସୁଛି ପ୍ରଚଣ୍ଡ ତାତି: ମାର୍ଚ୍ଚରୁ ମେ ଯାଏଁ ସନ୍ତୁଳି ହେବ ଓଡ଼ିଶା, ସ୍ୱାଭାବିକ ତାପମାତ୍ରା ଠାରୁ ଢ଼େର ଉପରେ ରହିବ ପାରଦ: ପାଣିପାଗ ବିଶେଷଜ୍ଞ”

ହୋମନିଆଁକୁ ସାକ୍ଷୀ ରଖି ସ୍ୱାମୀ-ସ୍ତ୍ରୀ ସାଜିଲେ ସରୋଜ- ପ୍ରମୋଦିନୀ । ଏସିଡ ଆକ୍ରମଣର ୧୨ ବର୍ଷ ପରେ ପ୍ରମୋଦିନୀଙ୍କ ମୁହଁରେ ଫୁଟିଲା ହସ

କନକ ବ୍ୟୁରୋ: ଏ ହସ ହୃଦୟର ହସ, ଏ ହସ ହଜାରେ ହରାଇବା ପରେ ଲକ୍ଷେ ପାଇବାର ହସ, ହାରି ହାରି ଜିତିବାର ହସ… କେଉଁ ହାଟରେ ଖୋଜିଲେ ବି ମିଳିବନି ଏ ହସ, ଯାହା ପ୍ରମୋଦିନୀଙ୍କ ମୁହଁରେ ପସରା ମେଲାଇଛି । ହଁ ଆଜି ସରୋଜଙ୍କୁ ପାଇ ବେଶ ଖୁସି ଅଛନ୍ତି ପ୍ରମୋଦିନୀ । ଏସିଡ ଆକ୍ରମଣ ପରେ ଯନ୍ତ୍ରଣାର ଯଖମରେ ମନର ମଲମ ମାରି ସରୋଜ ପ୍ରମୋଦିନୀଙ୍କର ଯେଉଁ ପ୍ରେମଭରା ଯତ୍ନ ନେଇଥିଲେ ଆଜିContinue reading “ହୋମନିଆଁକୁ ସାକ୍ଷୀ ରଖି ସ୍ୱାମୀ-ସ୍ତ୍ରୀ ସାଜିଲେ ସରୋଜ- ପ୍ରମୋଦିନୀ । ଏସିଡ ଆକ୍ରମଣର ୧୨ ବର୍ଷ ପରେ ପ୍ରମୋଦିନୀଙ୍କ ମୁହଁରେ ଫୁଟିଲା ହସ”

କଳା ପାଇଁ କାଲିମେଳାରୁ କାଳିଆଧାମ । ସ୍ୱାଭିମାନ ଅଞ୍ଚଳରୁ ଶ୍ରୀକ୍ଷେତ୍ର ଆସି ଗାଈ ଚରାଳିରୁ ସଫଳ ବାଲୁକା ଶିଳ୍ପୀ ବନିଲେ କୋୟା ଜନଜାତିର ଯୁବକ ।

କନକ ବ୍ୟୁରୋ: ମୁଁ ବନ୍ଧୁକ ଧରିବିନି, ମାଓବାଦୀ ହେବନି… ଭୋକରେ ମିରିଯିବି ପଛେ, ମାଓ ସଙ୍ଗଠନରେ ମିଶିବିନି, ଗରିବ ହୋଇ ରହିବି ପଛେ ସ୍ୱାଭିମାନକୁ ହରାଇବିନି… ଏମିତି କିଛି ଝୁଙ୍କ ନେଇ ଗାଈ ଚରାଳିରୁ ପ୍ରସିଦ୍ଧ ବାଲୁକାଶିଳ୍ପୀ ବନିପାରିଛନ୍ତି ସ୍ୱାଭିମାନ ଅଞ୍ଚଳରୁ ଶ୍ରୀକ୍ଷେତ୍ର ଆସିଥିବା ମୁକା କବାସୀ । କଳା ପାଇଁ ସେ କାଲିମେଳାରୁ କାଳିଆଧାମକୁ ଆସିଛନ୍ତି । ନିଜ ଭିତରେ ଚିତ୍ରକୁ ନେଇଥିବା ନିଶାକୁ ନିଖୁଣ କଳାରେ ପ୍ରଦର୍ଶନ କରିବାକୁ ସେ ମାଲକାନଗିରିରୁ ଆସି ପୁରୀରେContinue reading “କଳା ପାଇଁ କାଲିମେଳାରୁ କାଳିଆଧାମ । ସ୍ୱାଭିମାନ ଅଞ୍ଚଳରୁ ଶ୍ରୀକ୍ଷେତ୍ର ଆସି ଗାଈ ଚରାଳିରୁ ସଫଳ ବାଲୁକା ଶିଳ୍ପୀ ବନିଲେ କୋୟା ଜନଜାତିର ଯୁବକ ।”

ହୁରୁନ ଗ୍ଲୋବାଲ ରିଚ୍ ଲିଷ୍ଟ ୨୦୨୧ : ବିଶ୍ୱର ଟପ୍-୧୦ ଧନୀଙ୍କ ମଧ୍ୟରୁ ଅଷ୍ଟମ ସ୍ଥାନରେ ଅମ୍ବାନୀ ।

କନକ ବ୍ୟୁରୋ : ଏସିଆର ୧ନଂ ଧନୀ ମାନ୍ୟତା ପାଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ ୨୦୨୧ରେ ଅଷ୍ଟମ ସ୍ଥାନରେ ରହିଛନ୍ତି। ଆଜି ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକା ହୁରୁନ୍ ପକ୍ଷରୁ ପ୍ରକାଶ କରାଯାଇଥିବା ବେଳେ ପ୍ରଥମ ସ୍ଥାନରେ ରହିଛି ବିଶ୍ୱର ୧ନଂ ଧନୀ ବ୍ୟବସାୟୀ ପାଲଟିଛନ୍ତି ଟେସଲା ମୋଟର୍ସର ସିଇଓ ଏଲୋନ୍ ମସ୍କ। ଅନ୍ୟପକ୍ଷରେ ଟେସଲା ମୋଟର୍ସର ସିଇଓ ଏଲୋନ୍ ମସ୍କଙ୍କର ସମ୍ପତ୍ତି ଚଳିତ ବର୍ଷ ୧୫୧ ବିଲିୟନContinue reading “ହୁରୁନ ଗ୍ଲୋବାଲ ରିଚ୍ ଲିଷ୍ଟ ୨୦୨୧ : ବିଶ୍ୱର ଟପ୍-୧୦ ଧନୀଙ୍କ ମଧ୍ୟରୁ ଅଷ୍ଟମ ସ୍ଥାନରେ ଅମ୍ବାନୀ ।”

ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ ୨୦୨୧: ବିଶ୍ବର ୧ନଂ ଧନୀ ଏଲୋନ୍ ମସ୍କ, ଅଷ୍ଟମ ସ୍ଥାନରେ ମୁକେଶ ଅମ୍ବାନୀ

କନକ ବ୍ୟୁରୋ : ଏସିଆର ୧ନଂ ଧନୀ ମାନ୍ୟତା ପାଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ ୨୦୨୧ରେ ଅଷ୍ଟମ ସ୍ଥାନରେ ରହିଛନ୍ତି। ଆଜି ବିଶ୍ବର ଧନୀ ବ୍ୟକ୍ତିଙ୍କ ତାଲିକା ହୁରୁନ୍ ପକ୍ଷରୁ ପ୍ରକାଶ କରାଯାଇଥିବା ବେଳେ ପ୍ରଥମ ସ୍ଥାନରେ ରହି ବିଶ୍ବର ୧ନଂ ଧନୀ ବ୍ୟବସାୟୀ ପାଲଟିଛନ୍ତି ଟେସଲା ମୋଟର୍ସର ସିଇଓ ଏଲୋନ୍ ମସ୍କ। ଅନ୍ୟପକ୍ଷରେ ଟେସଲା ମୋଟର୍ସର ସିଇଓ ଏଲୋନ୍ ମସ୍କଙ୍କର ସମ୍ପତ୍ତି ଚଳିତ ବର୍ଷ ୧୫୧ ବିଲିୟନContinue reading “ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ ୨୦୨୧: ବିଶ୍ବର ୧ନଂ ଧନୀ ଏଲୋନ୍ ମସ୍କ, ଅଷ୍ଟମ ସ୍ଥାନରେ ମୁକେଶ ଅମ୍ବାନୀ”

୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ପ୍ରବାସୀ ଭାରତୀୟ । ନିର୍ବାଚନ କମିଶନ ଜାରିକଲେ ଗାଇଡ ଲାଇନ୍

କନକ ବ୍ୟୁରୋ : ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ପ୍ରବାସୀ ଭାରତୀୟ । ପ୍ରବାସୀ ଭାରତୀୟ ମତଦାତାଙ୍କୁ ଇଲୋକ୍ଟ୍ରୁନିକ୍ ଟ୍ରାନ୍ସମିଟେଡ ପୋଷ୍ଟାଲ ବାଲାଟ ସିଷ୍ଟମର ସୁବିଧା ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନେ ଭୋଟ ଦେବାର ସୁଯୋଗ ମିଳିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଆରୋଡା କହିଛନ୍ତି । ନିର୍ବାଚନ କମିଶନଙ୍କ ଏଭଳି ନିଷ୍ପତ୍ତିକୁ ନେଇContinue reading “୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ପ୍ରବାସୀ ଭାରତୀୟ । ନିର୍ବାଚନ କମିଶନ ଜାରିକଲେ ଗାଇଡ ଲାଇନ୍”

ଆହୁରି ଜୋରଦାର ହେବ କରୋନା ଟିକାକରଣ । ଅଧିକ ଟିକା କେନ୍ଦ୍ର ଖୋଲିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ।

କନକ ବ୍ୟୁରୋ : କରୋନା ଟିକା କରଣ ଆହୁରି ଜୋରଦାର କରିବେ ରାଜ୍ୟ ସରକାର । ଏଥିପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ । ଏଥିରେ ଅଧିକ ଟିକା କେନ୍ଦ୍ର ଖୋଲିବା ପାଇଁ ଲେଖାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିୟମ ଅନୁସାରେ ଘରୋଇ ହସ୍ପିଟାଲରେ ଆବଶ୍ୟକ ସୁବିଧା ଥିଲେ ଜଣାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଆବଶ୍ୟକ କୋଲ୍ଡ ଚେନ, ଟିକା କେନ୍ଦ୍ର କରିବା ପାଇଁContinue reading “ଆହୁରି ଜୋରଦାର ହେବ କରୋନା ଟିକାକରଣ । ଅଧିକ ଟିକା କେନ୍ଦ୍ର ଖୋଲିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ।”

Design a site like this with WordPress.com
Get started