କନକ ବ୍ୟୁରୋ : ଦିନ ଦ୍ୱିପହରରେ ରାଜଧାନୀରେ ଲୁଟ । ଚା’ରେ ନିଶା ଦେଇ ଯୁବକଙ୍କଠାରୁ ଟଙ୍କା ସହ ସୁନା ମୁଦି ଲୁଟି ନେଲେ ଦୁର୍ବୃତ୍ତ । ଲୁଟ କରିବା ପରେ ଭରତପୁର ଜଙ୍ଗଲରେ ଫୋପାଡ଼ି ଦେଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ବ୍ରହ୍ମପୁରରୁ ବସ ଧରି ଭୁବନେଶ୍ୱର ଆସିଥିଲେ ଗଙ୍ଗାଧର ସାହୁ । ବସରେ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଦେଖା ସାକ୍ଷାତ ହୋଇଥିଲା । ବରମୁଣ୍ଡା ବସଷ୍ଟାଣ୍ଡରେ ପହଂଚିବା ପରେ ସେହି ବ୍ୟକ୍ତି ଜଣଙ୍କContinue reading “ଦିନ ଦ୍ୱିପହରରେ ରାଜଧାନୀରେ ଲୁଟ : ଚା’ରେ ନିଶା ଦେଇ ଟଙ୍କା ସହ ସୁନା ମୁଦି ଲୁଟି ନେଲେ ଦୁର୍ବୃତ୍ତ”
Author Archives: Raghaba
ରାଜଧାନୀର ଘରୋଇ ହସ୍ପିଟାଲରେ ଚାଲିଛି ଟିକାଦାନ : ବିଏମସି ଅଧିନରେ ଥିବା ୧୫ଟି ଘରୋଇ ହସ୍ପିଟାଲରେ ହେଉଛି କରୋନା ଟିକାକରଣ
କନକ ବ୍ୟୁରୋ : ସାରାଦେଶରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆଜି ମଧ୍ୟ ଜାରି ରହିଛି । ତେବେ ଭୁବନେଶ୍ୱରରେ ଆଜିଠାରୁ ଘରୋଇ ହସ୍ପିଟାଲରେ ଟିକାଦାନ ଆରମ୍ଭ କରାଯାଇଛି । ରାଜଧାନୀରେ ବିଏମସି ଅଧିନରେ ଥିବା ୧୫ଟି ଘରୋଇ ହସ୍ପିଟାଲରେ କରୋନା ଟିକା ଦିଆଯାଉଛି । ସମ, କିମ୍ସ, କଳିଙ୍ଗ ହସ୍ପିଟାଲ ସମେତ ବ୍ଲୁ-ହ୍ୱିଲ, ଆଦିତ୍ୟ ଅଶ୍ୱିନୀ, ଆମ୍ରି, ଉତ୍କଳ ହସ୍ପିଟାଲରେ ଟିକା ଦିଆଯାଉଛି । ସେହିପରି ନିଳାଚଳ, ହାଇଟେକ୍, କେୟାର, ଏଲContinue reading “ରାଜଧାନୀର ଘରୋଇ ହସ୍ପିଟାଲରେ ଚାଲିଛି ଟିକାଦାନ : ବିଏମସି ଅଧିନରେ ଥିବା ୧୫ଟି ଘରୋଇ ହସ୍ପିଟାଲରେ ହେଉଛି କରୋନା ଟିକାକରଣ”
ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣର ଦ୍ୱିତୀୟ ଦିନ : ଟିକା ନେଲେ ଚିହ୍ନା ଚେହେରା
କନକ ବ୍ୟୁରୋ : ରାଜ୍ୟରେ ଟିକା କରଣ ପ୍ରକ୍ରିୟା ଭଲ ଭାବରେ ଚାଲିଛି । ଟିକା ନେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତ ରାୟ । କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ବିଧାନସଭା ଡିସପେନସାରୀରେ ଟିକା ନେଇଛନ୍ତି ସୁର । ସୁରଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନା ଟିକା ନେଇଛନ୍ତି । ସେପଟେ ଆଜି ଦିଲ୍ଲୀରେ କରୋନା ଟିକା ନେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହଷବର୍ଦ୍ଧନ । ଦିଲ୍ଲୀ ସ୍ଥିତ ହାର୍ଟ ଆଣ୍ଡContinue reading “ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣର ଦ୍ୱିତୀୟ ଦିନ : ଟିକା ନେଲେ ଚିହ୍ନା ଚେହେରା”
ଉଡ଼ନ୍ତା ବିମାନରେ ବିଗିଡ଼ିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା; କରାଚିଠାରେ ଜରୁରିକାଳୀନ ଅବତରଣ କଲା ଇଣ୍ଡିଗୋ, ଅସୁସ୍ଥ ଯାତ୍ରୀ ମୃତ ।
କନକ ବ୍ୟୁରୋ : ମଙ୍ଗଳବାର ସକାଳେ ସରଜାହାରୁ ଲକ୍ଷ୍ମୌ ଅଭିମୁଖେ ଯାତ୍ରା କରୁଥିବା ଏକ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀ ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ବିମାନଟିକୁ ପାକିସ୍ତାନର କରାଚିଠାରେ ଜରୁରିକାଳୀନ ଅବତରଣ କରାଯାଇଥିଲା। ପରେ ଯାତ୍ରୀ ଜଣଙ୍କୁ ମୃତ ଘୋଷଣା କରାଯାଇଛି। ଇଣ୍ଡିଗୋ ଏୟାର୍ଲାଇନ୍ସର ୬ଇ୧୪୧୨ ବିମାନଟି ସରଜାହାରୁ ଲକ୍ଷ୍ମୌ ଉଡ଼ାଣ ଭରିଥିବା ବେଳେ ସେଥିରେ ଉପସ୍ଥିତ ଥିବା ଜଣେ ଯାତ୍ରୀ ହୃଦ୍ଘାତର ଶିକାର ହୋଇଥିଲେ। ଯାତ୍ରୀ ଜଣକ ଅଚାନକ ଏପରି ଅସୁସ୍ଥ ହୋଇ ପଡ଼ିବାରୁ ବିମାନଟିକୁContinue reading ” ଉଡ଼ନ୍ତା ବିମାନରେ ବିଗିଡ଼ିଲା ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା; କରାଚିଠାରେ ଜରୁରିକାଳୀନ ଅବତରଣ କଲା ଇଣ୍ଡିଗୋ, ଅସୁସ୍ଥ ଯାତ୍ରୀ ମୃତ ।”
ଘର ମାଲିକଙ୍କୁ ମିଠା ଖୁଆଇ ସୁନା ଲୁଟିନେଲେ ଭଡ଼ାଟିଆ : ସୁନା ବ୍ୟବସାୟୀଙ୍କ ପରିବାରକୁ ମିଠାରେ ନିଶା ଦେଇ କଳାକନା ବୁଲାଇଲେ ଆନ୍ଧ୍ର ଦମ୍ପତି
କନକ ବ୍ୟୁରୋ : ଘର ମାଲିକଙ୍କୁ ମିଠା ଖୁଆଇ ସୁନା ଲୁଟିନେଲେ ଭଡ଼ାଟିଆ । ଏଭଳି ଅଭାବନୀୟ ଖବର ଆସିଛି ମାଲକାନଗିରି ସଦର ମହକୁମାରୁ । ସହରର ଡିଏନକେ ସ୍ଥିତ ସୁନା ବ୍ୟବସାୟୀ ସୁବାଷ ପଟେଲଙ୍କ ଘରେ ଭଡ଼ାରେ ରହୁଥିଲେ ଆନ୍ଧ୍ରପ୍ରଦେଶ ଗୁଂଟୁର ଜିଲ୍ଲାର ଜଗଦିଶ ଓ ତାଙ୍କ ସ୍ତ୍ରୀ ଅର୍ଚ୍ଚନା । ଗତକାଲି ଲୁଟ କରିବା ଉଦ୍ଦେଶ୍ୟରେ ଘର ମାଲିକଙ୍କ ସହିତ ସାହି ବାସିନ୍ଦାଙ୍କୁ ଲଡ଼ୁରେ ନିଶା ମିଶାଇ ଖୁଆଇ ଥିଲେ ଏହି ଦମ୍ପତି ।Continue reading “ଘର ମାଲିକଙ୍କୁ ମିଠା ଖୁଆଇ ସୁନା ଲୁଟିନେଲେ ଭଡ଼ାଟିଆ : ସୁନା ବ୍ୟବସାୟୀଙ୍କ ପରିବାରକୁ ମିଠାରେ ନିଶା ଦେଇ କଳାକନା ବୁଲାଇଲେ ଆନ୍ଧ୍ର ଦମ୍ପତି”
ତୈଳଦର ବୃଦ୍ଧି ପରେ ବେହାଲ ସାଧାରଣ ଜନତା । ସେପଟେ ଦାମ୍ କମାଇବାକୁ ସରକାର କରୁଛନ୍ତି ଯୋଜନା । ରାଜ୍ୟ ସରକାର ଓ ତୈଳ କମ୍ପାନୀ ମାନଙ୍କ ସହ ଚାଲିଛି ଆଲୋଚନା
କନକ ବ୍ୟୁରୋ : ଦେଶରେ ତୈଳଦର ଏବେ ଆକାଶଛୁଆଁ । କରୋନା ମହାମାରୀ ବେଳେ ତୈଳଦର ୩୦ ପ୍ରତିଶତ ବୃଦ୍ଧି ପାଇବା ଫଳରେ ସାଧାରଣ ଲୋକମାନେ ଏବେ ମହଙ୍ଗାମାଡରେ ଶିକାର ହେଉଛନ୍ତି । ଏହାକୁ ନେଇ ଚାରିଆଡେ ଜନଅସନ୍ତୁଷ ଦେଖା ଦେଉଛି । ଏହାସହ ବିରୋଧୀଦଳ ମାନେ ବି ରାଜରାସ୍ତାରେ ସରକାରଙ୍କ ବିରୋଧରେ ନାରାବାଜି କରୁଛନ୍ତି । ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ତୈଳମୂଲ୍ୟ କଭଳି ହ୍ରାସ କରାଯାଇପାରିବ ସେ ନେଇ ଚିନ୍ତା କରୁଛନ୍ତି । କହିରଖୁContinue reading “ତୈଳଦର ବୃଦ୍ଧି ପରେ ବେହାଲ ସାଧାରଣ ଜନତା । ସେପଟେ ଦାମ୍ କମାଇବାକୁ ସରକାର କରୁଛନ୍ତି ଯୋଜନା । ରାଜ୍ୟ ସରକାର ଓ ତୈଳ କମ୍ପାନୀ ମାନଙ୍କ ସହ ଚାଲିଛି ଆଲୋଚନା”
ବୁର୍ଲା ଭିସୁଟର କୌଣସି ଛାତ୍ରଛାତ୍ରୀଙ୍କୁ ହୋଇନାହିଁ କରୋନା, କିଟ୍ ଖରାପ ଥିବାରୁ ରିପୋର୍ଟ ଆସିଥିଲା ପଜିଟିଭ୍ ।
କନକ ବ୍ୟୁରୋ : ବୁର୍ଲା ଭିସୁଟର କୌଣସି ଛାତ୍ରଛାତ୍ରୀଙ୍କୁ ହୋଇନାହିଁ କରୋନା । କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଆଣ୍ଟିଜେନ କିଟ୍ ଖରାପ ଥିବାରୁ ଏଭଳି ରିପୋର୍ଟ ଆସିଥିବା ବେଳେ ଆରଟି-ପିସିଆର ଟେଷ୍ଟରେ ସମସ୍ତ ଛାତ୍ରଛାତ୍ରୀଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହାପୂର୍ବରୁ ବୁର୍ଲା ଭିସୁଟର ୨୫ ଜଣ ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ କରୋନା ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲାContinue reading “ବୁର୍ଲା ଭିସୁଟର କୌଣସି ଛାତ୍ରଛାତ୍ରୀଙ୍କୁ ହୋଇନାହିଁ କରୋନା, କିଟ୍ ଖରାପ ଥିବାରୁ ରିପୋର୍ଟ ଆସିଥିଲା ପଜିଟିଭ୍ ।”
ଗାଡ଼ିରୁ ଧରାପଡ଼ିଲା ନକଲି ନୋଟର ପାହାଡ଼ : ୭କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ ଜବତ କଲା କୋରାପୁଟ ପୁଲିସ
କନକ ବ୍ୟୁରୋ : ୭କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ ଜବତ । କୋରାପୁଟ ଶୁଙ୍କି ଫାଣ୍ଡି ପୋଲିସ ଓ ପଟାଙ୍ଗି ପୋଲିସ ଦ୍ୱାରା ଜାଲ ନୋଟ ଜବତ ହୋଇଛି । ଛତିଶଗଡ଼ ରାୟପୁରରୁ ବିଶାଖପାଟଣା ଚାଲାଣ କରାଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି ନକଲି ନୋଟ ଚାଲାଣକାରୀ । ସମସ୍ତ ନକଲି ନୋଟ ୫ଶହ ଟଙ୍କିଆ ହୋଇଥିବା ସୂଚନା ଦେଇଛନ୍ତି ସୁନାବେଡ଼ା ଏସଡ଼ିପିଓ ନିରଂଜନ ବେହେରା । ନକଲି ନୋଟ ଚାଲାଣ ହେଉଥିବା ଗାଡ଼ିକୁContinue reading “ଗାଡ଼ିରୁ ଧରାପଡ଼ିଲା ନକଲି ନୋଟର ପାହାଡ଼ : ୭କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ ଜବତ କଲା କୋରାପୁଟ ପୁଲିସ”
ପୁଣି ଲେଉଟିଲାଣି କରୋନା । ଦେଶରେ ୨୪ ଘଣ୍ଟାରେ ୧୨ ହଜାର ୨୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ।
କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୧୨ ହଜାର ୨୮୬ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ଦିନକ ମଧ୍ୟରେ ୧୨ ହଜାର ୪୬୪ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୯୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏବେ ସୁଦ୍ଧା ଦେଶରେ ସମୁଦାୟ ୧ କୋଟି ୧୧ ଲକ୍ଷ ୨୪ ହଜାର ୫୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇContinue reading “ପୁଣି ଲେଉଟିଲାଣି କରୋନା । ଦେଶରେ ୨୪ ଘଣ୍ଟାରେ ୧୨ ହଜାର ୨୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ।”
ଆସାମ ଆଶାରେ ପ୍ରିୟଙ୍କା ଗାନ୍ଧୀ । ଚା’ ବଗିଚାରେ ଶ୍ରମିକଙ୍କ ସହ ମିଶି ଚା ପତି ତୋଳିଲେ ଗାନ୍ଧୀ ପରିବାରର ଲଳନା
କନକ ବ୍ୟୁରୋ : ଆସାମକୁ ନିଜ ଅକ୍ତିଆରକୁ ଆଣିବାକୁ ଅଣ୍ଟା ଭଡିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏନେଇ ସେ ଦୁଇଦିନିଆ ଆସାମ ଗସ୍ତରେ ଥିବା ବେଳେ ଆଜି ଗସ୍ତର ଦ୍ୱିତୀୟ ଦିନ । ଗତକାଲି ସେ ଆସାମରେ ମହିଳା ମାନଙ୍କ ସହ ମିଶି ନାଚୁଥିବାର ଦୃଶ୍ୟ ବେଶ୍ ଭାଇରାଲ ହୋଇଥିବା ବେଳେ ଆଜି ଚା ବାଗନା ଶ୍ରମିକ ମାନଙ୍କ ସହ ମିଶି ଚା ପତ୍ର ତୋଳୁଥିବାର ଚିତ୍ର ବି ବେଶ୍ ଚିତାକର୍ଷକ ହୋଇଛି ।Continue reading “ଆସାମ ଆଶାରେ ପ୍ରିୟଙ୍କା ଗାନ୍ଧୀ । ଚା’ ବଗିଚାରେ ଶ୍ରମିକଙ୍କ ସହ ମିଶି ଚା ପତି ତୋଳିଲେ ଗାନ୍ଧୀ ପରିବାରର ଲଳନା”