କନକ ବ୍ୟୁରୋ : ମଣ୍ଡିରୁ ଉଠୁନି ମାଣ୍ଡିଆ । ମଣ୍ଡିରେ ଅବ୍ୟବସ୍ଥା ନେଇ ଚାରିଆଡୁ ଖବର ଭିତରେ କୋରାପୁଟ ଜିଲ୍ଲା ପଟାଙ୍ଗୀରୁ ଆସିଛି ଏହିଭଳି ଖବର । ଚାଷୀଙ୍କଠାରୁ ସରକାରୀ ଦରରେ ମାଣ୍ଡିଆ କିଣିବା ପାଇଁ ଏଠାରେ ଜାନୁଆରୀ ୨୧ ତାରିଖରୁ ମଣ୍ଡି ଖୋଲା ଯାଇଥିଲା । ମଣ୍ଡି ଜିରଆରେ ଚାଷୀଙ୍କଠାରୁ ୪ ହଜାର କ୍ୱିଂଟାଲ ମାଣ୍ଡିଆ କିଣିବା ପାଇଁ ପଟାଙ୍ଗୀ ଲ୍ୟାମ୍ପ୍ସକୁ ଟାର୍ଗେଟ୍ ଦିଆଯାଇଥିଲା । ହେଲେ ଏହାରି ଭିତରେ କେବଳ ୨୭ଶହ କ୍ୱିଂଟାଲ ମାଣ୍ଡିଆContinue reading “କୋରାପୁଟ ପଟାଙ୍ଗି ମଣ୍ଡିରୁ ଉଠୁନି ମାଣ୍ଡିଆ : ୪ହଜାର କ୍ୱିଂଟାଲ ମାଣ୍ଡିଆ କିଣିବା ପାଇଁ ଲ୍ୟାମ୍ପ୍ସକୁ ଦିଆଯାଇଥିଲା ଟାର୍ଗେଟ”
Author Archives: Raghaba
ରାସ୍ତାରୁ ଉଠିଲା ଗଂଜାମ ହୁମାରେ ଓଲଟି ପଡ଼ିିଥିବା ଗ୍ୟାସ ଟ୍ୟାଙ୍କର : ଯାଂଚ କରୁଛନ୍ତି ପାରାଦୀପରୁ ଯାଇଥିବା ବିଶେଷଜ୍ଞ ଦଳ
କନକ ବ୍ୟୁରୋ : କ୍ରେନ୍ ସାହାଯ୍ୟରେ ଉଠାଗଲା ଗଂଜାମ ହୁମାରେ ଓଲଟିପଡ଼ିଥିବା ଗ୍ୟାସ ଟ୍ୟାଙ୍କର । ଆମୋନିଆ ରେସ୍କୁ କିଟ୍ ପିନ୍ଧି ପାରାଦୀପରୁ ଆସିଥିବା ୪ଜଣିଆ ଟିମ୍ ଟ୍ୟାଙ୍କର ରେସ୍କ୍ୟୁ କରିଛନ୍ତି । ଗତକାଲିଠାରୁ ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିପଡିଲା ଆମୋନି଼ଆ ଟ୍ୟାଙ୍କର । ୧୬ ଘଂଟା ପରେ ଓଲଟିପଡ଼ିଥିବା ଟ୍ୟାଙ୍କରକୁ ପ୍ରଶାସନର ତତ୍ୱାବଧାନରେ ଉଠାଯାଇଛି । ଗଞ୍ଜାମ ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ହୁମା ନିକଟରେ ଏହି ଘଟଣା ଘଟିଥିଲା । ଟ୍ୟାଙ୍କରରେ ଆମୋନିଆContinue reading “ରାସ୍ତାରୁ ଉଠିଲା ଗଂଜାମ ହୁମାରେ ଓଲଟି ପଡ଼ିିଥିବା ଗ୍ୟାସ ଟ୍ୟାଙ୍କର : ଯାଂଚ କରୁଛନ୍ତି ପାରାଦୀପରୁ ଯାଇଥିବା ବିଶେଷଜ୍ଞ ଦଳ”
ଗୋଟିଏ ହେଲା ଲୋକସଭା ଓ ରାଜ୍ୟସଭା ଟିଭି । ସଂସଦ ଟିଭି ନାମରେ ହେଲା ନାମିତ । ଗୋଟିଏ ଚ୍ୟାନେଲରେ ଦେଖିପାରିବେ ଉଭୟ ସଦନର କାର୍ଯ୍ୟକ୍ରମ ।
କନକ ବ୍ୟୁରୋ : ଦେଶର ସଂସଦର କାର୍ଯ୍ୟକ୍ରମ ଦେଖିବା ପାଇଁ ଆଉ ଆପଣଙ୍କୁ ଦୁଇଟି ଟିଭି ଚ୍ୟାନେଲ ଖୋଲିବାକୁ ପଡିବ ନାହିଁ । ଏବେ ଉଭୟ ଲୋକସଭା ଓ ରାଜ୍ୟସଭା ଟିଭିକୁ ମିଶ୍ରଣ କରାଯାଇ ସଂସଦ ଟିଭି ନାମରେ ନାମିତ କରାଯାଇଛି । ଉଭୟ ସଂସଦର କାର୍ଯ୍ୟକ୍ରମ ଏହି ସଂସଦ ଟିଭି ମାଧ୍ୟମରେ ପ୍ରସାରଣ କରାଯିବ । ସୂଚନା ମୁତାବକ ଲୋକସଭା ଅଧ୍ୟକ୍ଷ ଓ ରାଜ୍ୟସଭା ସଭାପତିଙ୍କ ମିଳିତ ନିଷ୍ପତ୍ତି ପରେ ଏଭଳି ପଦକ୍ଷେପ ନିଆଯାଇଛି ।Continue reading “ଗୋଟିଏ ହେଲା ଲୋକସଭା ଓ ରାଜ୍ୟସଭା ଟିଭି । ସଂସଦ ଟିଭି ନାମରେ ହେଲା ନାମିତ । ଗୋଟିଏ ଚ୍ୟାନେଲରେ ଦେଖିପାରିବେ ଉଭୟ ସଦନର କାର୍ଯ୍ୟକ୍ରମ ।”
ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଦିନରେ ଏକ ଲକ୍ଷ ୨୮ହଜାର ଲୋକଙ୍କୁ ଦିଆଗଲା କରୋନା ଟିକା : କୋ -ୱିନ୍ ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିଛନ୍ତି ୨୫ ଲକ୍ଷ
କନକ ବ୍ୟୁରୋ : ସାରା ଦେଶରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ । ପ୍ରଥମ ଦିନରେ ଟିକା ନେଇଛନ୍ତି ୧ ଲକ୍ଷ ୪୭ ହଜାର ଲୋକ । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବ୍ୟକ୍ତି ଏବଂ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଥିବା ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି । ତେବେ ଗତକାଲି ଟିକାକରଣ ଆରମ୍ଭ ହେବାପରେ ପ୍ରଥମରୁ କିଛି ସମୟ ପଞ୍ଜିକରଣ ପାଇଁ ସମସ୍ୟା ଦେଖା ଦେଇଥିଲା । ଏହାପରେContinue reading “ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଦିନରେ ଏକ ଲକ୍ଷ ୨୮ହଜାର ଲୋକଙ୍କୁ ଦିଆଗଲା କରୋନା ଟିକା : କୋ -ୱିନ୍ ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିଛନ୍ତି ୨୫ ଲକ୍ଷ”
ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ : ବଜେଟ ଅଧିବେଶନ ପୂର୍ବରୁ ଟିକା ନେଇପାରନ୍ତି ଅଧା ସାଂସଦ
କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ପୂର୍ବରୁ ଉଭୟ ଲୋକସଭା ଓ ରାଜ୍ୟସଭାର ପ୍ରାୟ ଅଧା ସାଂସଦଙ୍କୁ ଟିକା ଦିଆଯିବ ବୋଲି ସୂଚନା ମିଳୁଛି । ସଂସଦର ଦୁଇ ସଦନର ୭୭୭ ସାଂସଦଙ୍କ ମଧ୍ୟରୁ ୩୬୬ ଜଣ ସାଂସଦଙ୍କ ବୟସ ୬୦ ବର୍ଷରୁ ଅଧିକ ରହିଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୬୦ ବର୍ଷରୁ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯାଉଥିବାରୁ ମାର୍ଚ୍ଚ ୮ରେ ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁContinue reading “ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ : ବଜେଟ ଅଧିବେଶନ ପୂର୍ବରୁ ଟିକା ନେଇପାରନ୍ତି ଅଧା ସାଂସଦ”
ଦଳ ଗୋଟିଏ, ମତ ଅଲଗା! ରାଜ୍ୟ ବିଜେପି ନେତାଙ୍କ ବୟାନକୁ ନେଇ ଦ୍ୱନ୍ଦ୍ୱର୍ରେ କର୍ମୀ ।
କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ବିଜେପି ଯେବେ କମ୍ପମାନ କରୁଥିଲା, ସେବେ ସମୁଦାୟ ପ୍ରସଙ୍ଗରୁ ଆଶ୍ଚର୍ଯ୍ୟଜନକ ଭାବେ ଦୂରେଇ ରହିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଉଁ କି ଚୁଁ କିଛି କହିନାହାନ୍ତି। ଭୁବନେଶ୍ବର ବିନ୍ଦୁ ସାଗର ପ୍ରକଳ୍ପ ବିକାଶ କାର୍ଯ୍ୟକ୍ରମରେ ସାଂସଦ ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଅସ୍ତବ୍ୟସ୍ତ କରିଦେଲେ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହିତ ତାଙ୍କର ମୁହାଁମୁହିଁ ହେଲା ମଞ୍ଚରେ। ସେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନContinue reading “ଦଳ ଗୋଟିଏ, ମତ ଅଲଗା! ରାଜ୍ୟ ବିଜେପି ନେତାଙ୍କ ବୟାନକୁ ନେଇ ଦ୍ୱନ୍ଦ୍ୱର୍ରେ କର୍ମୀ ।”
ଆଜି କରୋନା ଟିକା ନେବେ ସୁପ୍ରିମକୋର୍ଟର ବିଚାରପତି : କେବଳ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ଛାଡ଼ି ୨୯ଟି ବିଚାରପତିଙ୍କ ବୟସ ୬୦ ବର୍ଷରୁ ଅଧିକ
କନକ ବ୍ୟୁରୋ : କରୋନା ଟିକା ନେବେ ସୁପ୍ରିମକୋର୍ଟର ସମସ୍ତ ବିଚାରପତି । ସାରାଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାର ଦିନକ ପରେ ସୁପ୍ରିମକୋର୍ଟ ବିଚାରପତି ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆଜିଠାରୁ କରୋନା ଟିକା ଦିଆଯିବ ବୋଲି ଜଣାପଡିଛି । ଏପରିକି ସୁପ୍ରିମକୋର୍ଟର ପୁର୍ବତନ ବିଚାରପତିଙ୍କୁ ମଧ୍ୟ ଟିକା ଦିଆଯିବ । ମିଳିଥିବା ସୂଚନା ଅନୁସାରେ କେବଳ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଛାଡି ସୁପ୍ରିମକୋର୍ଟରେ ବର୍ତମାନ କାର୍ଯ୍ୟରତ ୨୯ଜଣ ବିଚାରପତିଙ୍କ ବୟସ ୬୦ ବର୍ଷରୁ ଅଧିକContinue reading “ଆଜି କରୋନା ଟିକା ନେବେ ସୁପ୍ରିମକୋର୍ଟର ବିଚାରପତି : କେବଳ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ଛାଡ଼ି ୨୯ଟି ବିଚାରପତିଙ୍କ ବୟସ ୬୦ ବର୍ଷରୁ ଅଧିକ”
ରାୟଗଡ଼ ବ୍ଲକ ଜେଇଙ୍କ ଘରେ ଭିଜିଲାନ୍ସ : ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚଢାଉ
କନକ ବ୍ୟୁରୋ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ବର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ଭିଜିଲାନ୍ସର ମିଳିତ ଚଢାଉ ଜାରି ରହିଛି । ଭିଜିଲାନ୍ସ ବିଭାଗର ୬ଟି ଟିମ୍ ପାରଳାଖେମୁଣ୍ଡିସ୍ଥିତ ଜଗନ୍ନାଥ ବିହାରରେ ଥିବା କେ.ନାଗେଶ୍ବର ସେନାପତିଙ୍କ ବାସଭବନ, ବ୍ରହ୍ମପୁରସ୍ଥିତ ତାଙ୍କ ଶାଳକଙ୍କ ଘର, ଆସିକାସ୍ଥିତ ପୈତୃକ ବାସଭବନ, ରାୟଗଡ଼ ଅଫିସ ଓ ଛଅ ମାଇଲଠାରେ ପାର୍ଟନରସିପରେContinue reading “ରାୟଗଡ଼ ବ୍ଲକ ଜେଇଙ୍କ ଘରେ ଭିଜିଲାନ୍ସ : ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚଢାଉ “
୨୦୫୦ ସୁଦ୍ଧା ପ୍ରତି ୪ ଜଣରେ ଜଣଙ୍କର ଦେଖାଦେବ ଶ୍ରବଣ ସମସ୍ୟା । ଚେତାଇ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।
କନକ ବ୍ୟୁରୋ : ୨୦୫୦ ମସିହା ସୁଦ୍ଧା ପ୍ରତି ୪ ଜଣରୁ ଜଣଙ୍କର ଶ୍ରବଣ ସମସ୍ୟା ଉପୁଜିବ ବୋଲି ନିକଟରେ ଏକ ଗବେଷଣା କରି ମଙ୍ଗଳବାର ଏପରି ଭାବେ ଚେତାଇ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଏହାର ସମାଧାନ ପାଇଁ ନିରାକରଣ ଏବଂ ଚିକିତ୍ସାରେ ଅତିରିକ୍ତ ପୁଞ୍ଜି ବିନିଯୋଗ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଆହୁରି ବି କୁହାଯାଇଛି ଯେ ସଂକ୍ରମଣ, ରୋଗ, ଜନ୍ମContinue reading “୨୦୫୦ ସୁଦ୍ଧା ପ୍ରତି ୪ ଜଣରେ ଜଣଙ୍କର ଦେଖାଦେବ ଶ୍ରବଣ ସମସ୍ୟା । ଚେତାଇ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।”
ଓଲଟିଥିବା ଟ୍ୟାଙ୍କରରୁ ଗ୍ୟାସ କାଢିବା ପାଇଁ ଆସିଲା ସ୍ୱତନ୍ତ୍ର ପୋଷାକ : ଆମୋନିଆ ରେସ୍କ୍ୟୁ କିଟ୍ ପିନ୍ଧି ଗ୍ୟାସ ଖାଲି କରିବେ ପାରାଦୀପରୁ ଆସିଥିବା ୪ଜଣିଆ ଟିମ୍
କନକ ବ୍ୟୁରୋ : ଗଂଜାମ ହୁମାରେ ଓଲଟିଥିବା ଟ୍ୟାଙ୍କରରୁ ଗ୍ୟାସ କାଢିବା ପାଇଁ ଆସିଲା ସ୍ୱତନ୍ତ୍ର ପୋଷାକ । ଆମୋନିଆ ରେସ୍କୁ କିଟ୍ ପିନ୍ଧି ଗ୍ୟାସ ଖାଲିକରିବେ ପାରାଦୀପରୁ ଆସିଥିବା ୪ଜଣିଆ ଟିମ୍ । ଗତକାଲିଠାରୁ ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିପଡ଼ିଛି ଆମୋନି଼ଆ ଟ୍ୟାଙ୍କର । ୧୬ ଘଂଟା ପରେ ଓଲଟିପଡ଼ିଥିବା ଟ୍ୟାଙ୍କରରୁ ଗ୍ୟାସ ଖାଲି କରିବା କାମ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ୧୬ ହୁମା ନିକଟରେ ଏହି ଘଟଣାContinue reading “ଓଲଟିଥିବା ଟ୍ୟାଙ୍କରରୁ ଗ୍ୟାସ କାଢିବା ପାଇଁ ଆସିଲା ସ୍ୱତନ୍ତ୍ର ପୋଷାକ : ଆମୋନିଆ ରେସ୍କ୍ୟୁ କିଟ୍ ପିନ୍ଧି ଗ୍ୟାସ ଖାଲି କରିବେ ପାରାଦୀପରୁ ଆସିଥିବା ୪ଜଣିଆ ଟିମ୍”