କନକ ବ୍ୟୁରୋ : କମିବ ସକାଳୁଆ ସ୍କୁଲ ସମୟ । ଅପରାହ୍ଣ ଗୋଟାଏ ପରିବର୍ତେ ପୂର୍ବାହ୍ନ ୧୧ଟା ୩୦ କିମ୍ବା ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ। କ୍ଲାସ ଆରମ୍ଭ ହେଉଥିବା ସମୟ ସକାଳ ୭ଟାରେ ବି କିଛିଟା ପରିବର୍ତନ କରାଯାଇପାରେ। ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୬ଟା ୩୦ରୁ ଆରମ୍ଭ କରାଯିବ। ପ୍ରାୟ ଦୁଇ ଘଣ୍ଟା ଧରି କ୍ଲାସ ଚାଲିବ। ଏହାପରେ ଦଶମ ଓContinue reading “ମାଡ଼ି ଆସୁଛି ପ୍ରଚଣ୍ଡ ତାତି : ଖରାକୁ ଦୃଷ୍ଟିରେ ରଖି କମିବ ସକାଳୁଆ ସ୍କୁଲ ସମୟ ! ବିଚାରବିମର୍ଶ ଜାରି”
Author Archives: Raghaba
ଭାରସାମ୍ୟ ହରାଇ ଓଲଟିଲା ବସ୍ , ୮ ଗୁରୁତର । ୮ଗୁରୁତରଙ୍କୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି
କନକ ବ୍ୟୁରୋ : କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ କେନ୍ଦ୍ରାପଡ଼ା-ବଢିଇ ରାସ୍ତାର କୁମାରୁଣି ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ । ଏହି ଦୁର୍ଘଟଣାରେ ୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମହାକାଳପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ କେନ୍ଦ୍ରାପଡ଼ା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ଭୋର ସକାଳୁ ଭୁବନେଶ୍ୱର ଯାଉଥିଲା । ଭୋର ପ୍ରାୟ ସାଢେ ୪ଟା ସମୟରେ ଏହିContinue reading “ଭାରସାମ୍ୟ ହରାଇ ଓଲଟିଲା ବସ୍ , ୮ ଗୁରୁତର । ୮ଗୁରୁତରଙ୍କୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି “
ପୁରୀରେ ଭଙ୍ଗା ଚାଲିଛି ରାଧାବଲ୍ଲଭ ମଠ : ଆଜି ବି ଜାରି ରହିବ ଉଚ୍ଛେଦ; ମାଟିରେ ମିଶିଲା ମଠ ପକ୍ଷରୁ ଭଡ଼ାରେ ଲାଗିଥିବା ୧୦ରୁ ଅଧିକା ଦୋକାନ ଘର
କନକ ବ୍ୟୁରୋ : ଶ୍ରୀମନ୍ଦିର ଐତିହ୍ୟ କରିଡରର ବିକାଶ ପାଇଁ କଂସାରିପଟିକୁ ଆଜି ମାଟିରେ ମିଶାଇ ଦିଆଯାଇଛି । ଏହା ସହ ଶ୍ରୀକ୍ଷେତ୍ରର ପଟି ପରମ୍ପରା ବିସ୍ମୃତି ଗର୍ଭକୁ ଚାଲିଯାଇଛି । ଶ୍ରୀକ୍ଷେତ୍ରର ‘ପଟି’ ପରମ୍ପରା ଏକ ସ୍ବତନ୍ତ୍ର ପରିଚୟ ବହନ କରେ । ବର୍ଷ ବର୍ଷ ଧରି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଏହି ‘ପଟି’ ପରମ୍ପରା ଚାଲି ଆସୁଥିଲା । ଯେଉଁଥିରେ ଲୁଗାପଟି, ଚୁଡ଼ାପଟି, ସୁନାପଟି, କଂସାରିପଟି ଅନ୍ୟତମ । ‘ଲୁଗାପଟି’ରେ କେବଳ ଲୁଗା ଦୋକାନ ହିଁContinue reading “ପୁରୀରେ ଭଙ୍ଗା ଚାଲିଛି ରାଧାବଲ୍ଲଭ ମଠ : ଆଜି ବି ଜାରି ରହିବ ଉଚ୍ଛେଦ; ମାଟିରେ ମିଶିଲା ମଠ ପକ୍ଷରୁ ଭଡ଼ାରେ ଲାଗିଥିବା ୧୦ରୁ ଅଧିକା ଦୋକାନ ଘର”
ନାବାଳିକାଙ୍କ ସହ ଦୁଷ୍କର୍ମ କରି ସୁପ୍ରିମକୋର୍ଟ ଯାଇଥିଲେ ସରକାରୀ କର୍ମଚାରୀ : କୋର୍ଟ ପଚାରିଲେ ପୀଡିତାଙ୍କୁ ବିବାହ କରିବାକୁ ରାଜି କି? ବିବାହ କଲେ ଟାଳିଦେଇପାରୁ ଗିରଫଦାରି
କନକ ବ୍ୟୁରୋ : ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ କୋର୍ଟ ପଚାରିଲେ- ପୀଡିତାଙ୍କୁ ବିବାହ କରିବାକୁ ରାଜି କି? ତାହାହେଲେ ଆମେ ଗିରଫଦାରିକୁ ଟାଳି ଦେଇପାରିବୁ । ଗତକାଲି ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ ଭି ସୁବ୍ରମଣିୟନଙ୍କ ଖଣ୍ଡପୀଠ ଅଭିଯୁକ୍ତଙ୍କ ଆଗରେ କିଛି ଏହିଭଳି ସର୍ତ ରଖିଥିଲେ । କଥାହେଲେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ମହାରାଷ୍ଟ୍ରର ଜଣେ ସରକାରୀ କର୍ମଚାରୀଙ୍କContinue reading “ନାବାଳିକାଙ୍କ ସହ ଦୁଷ୍କର୍ମ କରି ସୁପ୍ରିମକୋର୍ଟ ଯାଇଥିଲେ ସରକାରୀ କର୍ମଚାରୀ : କୋର୍ଟ ପଚାରିଲେ ପୀଡିତାଙ୍କୁ ବିବାହ କରିବାକୁ ରାଜି କି? ବିବାହ କଲେ ଟାଳିଦେଇପାରୁ ଗିରଫଦାରି”
ବୀରବଲଙ୍କ ଭଳି ବୁଦ୍ଧି ପାଞ୍ଚିଲେ ସରପଞ୍ଚ, ଚାରି ଦାବିଦାରଙ୍କ ମଧ୍ୟରୁ ପ୍ରକୃତ ମାଲିକକୁ ମିଳିଲା ଘୋଡା ।
କନକ ବ୍ୟୁରୋ : ପିଲାଦିନେ ଆପଣ ଆକବର-ବୀରବଲଙ୍କର କାହାଣୀ ପଢ଼ିଥିବେ । କିଭଳି ବୀରବଲ ନିଜ ବୁଦ୍ଧି ମାଧ୍ୟମରେ ସମସ୍ୟାର ସମାଧାନ କରୁଥିଲେ, ସେହି କାହାଣୀ ଆପଣଙ୍କୁ ଆନନ୍ଦ ଦେଇଥିବ । ଝାଡ଼ଖଣ୍ଡର ଗଢୱାରେ ଏଭଳି ଏକ ନିଆରା ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଗ୍ରାମ ପଞ୍ଚାୟତ ପକ୍ଷରୁ ବୀରବଲଙ୍କ ବୁଦ୍ଧି ପ୍ରୟୋଗ କରି ଅସଲି ମାଲିକକୁ ଖୋଜି ପାଇଛନ୍ତି । ମିଳିଥିବା ସୂଚନା ମୁତାବକ ଗଢୱା ଜିଲ୍ଲାର ସୁଅରଜଂଘାରେ ରହୁଥିବା ମଙ୍ଗଳଙ୍କୁ ଦୁଇ ମାସContinue reading “ବୀରବଲଙ୍କ ଭଳି ବୁଦ୍ଧି ପାଞ୍ଚିଲେ ସରପଞ୍ଚ, ଚାରି ଦାବିଦାରଙ୍କ ମଧ୍ୟରୁ ପ୍ରକୃତ ମାଲିକକୁ ମିଳିଲା ଘୋଡା ।”
ଘର ତିଆରି ପାଇଁ ଡାକରେ ଆସିଲା ଇଟା… ତଦନ୍ତ ବସିଲା । ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କଲାଭଳି ସତ
୧୯୧୬ର କଥା । ଯୁକ୍ତରାଷ୍ଟ୍ର ଆମେରିକାର ୟୁଟ୍ହା ଅନ୍ତର୍ଗତ ଭର୍ନିଏଲ୍ରେ ଥିବା ଏକ ବ୍ୟାଙ୍କ୍ କର୍ତ୍ତୃପକ୍ଷ, ଏକ ସ୍ଥାୟୀ କୋଠାଘର ତିଆରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ, ଭର୍ନିଏଲ୍ରେ ଇଟା ମିଳୁ ନ ଥିଲା । ଇଟା ମିଳୁଥିବା ନିକଟବର୍ତ୍ତୀ ସହର ସଲ୍ଟ ଲେକ୍ ସିଟି ଥିଲା ପ୍ରାୟ ୪୦୭ ମାଇଲ୍ ଦୂରରେ । ସେଠାରୁ ଇଟା ଆଣିବା ଥିଲା ଏକ କଷ୍ଟକର ଓ ଖର୍ଚବହୁଳ ବ୍ୟାପାର । କାରଣ ସେତେ ବେଳେ ଭର୍ନିଏଲ୍ ରେଳପଥContinue reading “ଘର ତିଆରି ପାଇଁ ଡାକରେ ଆସିଲା ଇଟା… ତଦନ୍ତ ବସିଲା । ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କଲାଭଳି ସତ”
ଖଲ୍ଲିକୋଟରେ ଅଘଟଣ : ଚାଉଳବସ୍ତାରେ ପଡିଥିବା ପୋକମରା ଔଷଧ ପ୍ରଭାବରେ ସାନଭାଇର ମୃତ୍ୟୁ, ବଡଭାଇ ଅସୁସ୍ଥ
କନକ ବ୍ୟୁରୋ : ଖଲ୍ଲିକୋଟ ଥାନା ବାକୁଟୁ ଗାଁରେ ଅଘଟଣ । ଘରେ ରଖାଯାଇଥିବା ଚାଉଳରେ ପୋକ ନଲାଗିିବା ପାଇଁ ପକାଯାଇଥିବା ଔଷଧ ଗ୍ୟାସରେ ଶ୍ୱାସରୁଦ୍ଧ ହୋଇ ସାନଭାଇର ମୃତ୍ୟୁ, ବଡଭାଇ ଅସୁସ୍ଥ । ବାକୁଟୁ ଗାଁରେ ଦିଲ୍ଲୀପ ମଳିକ ବିଦେଶ ଯାଇଥିବା ବେଳେ ଘରେ ରୁହନ୍ତି ତାଙ୍କ ପତ୍ନୀ ଏବଂ ଦୁଇ ଶିଶୁ । ଘରେ ଥିବା ୫ବସ୍ତା ଚାଉଳରେ ପୋକ ନ ଲାଗିବା ପାଇଁ ଦୋକାନରୁ ୫ପ୍ୟାକେଟ ଔଷଧ ଆଣି ଚାଉଳ ବସ୍ତା ଉପରେContinue reading “ଖଲ୍ଲିକୋଟରେ ଅଘଟଣ : ଚାଉଳବସ୍ତାରେ ପଡିଥିବା ପୋକମରା ଔଷଧ ପ୍ରଭାବରେ ସାନଭାଇର ମୃତ୍ୟୁ, ବଡଭାଇ ଅସୁସ୍ଥ”
କେନ୍ଦୁଝରରେ ଅଭାବନୀୟ ଘଟଣା : ସାମାଜିକ ବାସନ୍ଦ କାରଣରୁ ୮ ଘଂଟା ଧରି ଗାଁ ଦାଣ୍ଡରେ ପଡ଼ି ରହିଲା ଶବ
କନକ ବ୍ୟୁରୋ : ସାମାଜିକ ବାସନ୍ଦ କାରଣରୁ ଉଠିପାରିଲାନି ମୃତଦେହ । ମଧ୍ୟାହ୍ନ ୧୨ଟାରୁ ମୃତ୍ୟୁ ହୋଇଥିଲେ ବି ରାତି ୮ଟା ଯାଏଁ ଉଠିପାରିଲାନି ଶବ । କେନ୍ଦୁଝର ଧୋବାଡିହା ଗାଁରେ ଏଭଳି ଘଟଣା ଘଟିଛି । ଖବର ଅନୁସାରେ, କେନ୍ଦୁଝର ସହରର ଧୋବାଡିହା ଗାଁରେ ମଧୁସୁଦନ ମୁର୍ମୁ ରହନ୍ତି । ତେବେ ଜମିଜମା ବିବାଦ ପାଇଁ ୨୦୧୩ ମସିହାରୁ ତାଙ୍କୁ ଗାଁ ଲୋକେ ବାସନ୍ଦ କରିଥିଲେ । ଏହି କାରଣ ପାଇଁ ପୂର୍ବରୁ କୌଣସି ପୂଜାପର୍ବରେContinue reading “କେନ୍ଦୁଝରରେ ଅଭାବନୀୟ ଘଟଣା : ସାମାଜିକ ବାସନ୍ଦ କାରଣରୁ ୮ ଘଂଟା ଧରି ଗାଁ ଦାଣ୍ଡରେ ପଡ଼ି ରହିଲା ଶବ”
ରାଜଧାନୀରେ ଟିକା ନେଲେ ୭୮୫ଜଣ । ୨୨ଟି ହସ୍ପିଟାଲରେ ୧୩୨୦ ଜଣଙ୍କୁ ଟିକା ଦେବା ପାଇଁ ହୋଇଥିଲା ଯୋଜନା
ସୋମବାରଠାରୁ ରାଜଧାନୀରେ ବରିଷ୍ଠ ନାଗରିକ ଓ ଜଟିଳ ରୋଗ ତଥା କୋ-ମର୍ବିଡିଟି ଆକ୍ରାନ୍ତ ୪୫ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋଭିଡ ଟିକାଦାନ ଆରମ୍ଭ ହୋଇଛି। ୧୨ଟି ସରକାରୀ ହସ୍ପିଟାଲ ଓ ୧୦ଟି ଘରୋଇ ହସ୍ପିଟାଲରେ ଏହି ଟିକା ଦିଆଯାଉଥିଲେ ହେଁ ସରକାରୀ ହସ୍ପିଟାଲରେ ଅଧିକ ଲୋକ ଟିକା ନେଇଛନ୍ତି। ପ୍ରତି ହସ୍ପିଟାଲରେ ଦିନକୁ ୬୦ଜଣ ହିସାବରେ ମୋଟ୍ ୨୨ଟି ହସ୍ପିଟାଲରେ ୧୩୨୦ ଜଣଙ୍କୁ ଟିକା ଦେବାକୁ ଯୋଜନା ହୋଇଥିବାବେଳେ ମାତ୍ର ୭୮୫ଜଣ ଟିକା ନେଇଛନ୍ତି। ଟିକାଦାନର ପ୍ରଥମContinue reading “ରାଜଧାନୀରେ ଟିକା ନେଲେ ୭୮୫ଜଣ । ୨୨ଟି ହସ୍ପିଟାଲରେ ୧୩୨୦ ଜଣଙ୍କୁ ଟିକା ଦେବା ପାଇଁ ହୋଇଥିଲା ଯୋଜନା”
ସନ୍ଧ୍ୟା ସାଢେ ସାତଟା ସୁଦ୍ଧା ଛାତ୍ରମାନଙ୍କୁ ହଷ୍ଟେଲ ଫେରିବା ପାଇଁ ନିର୍ଦ୍ଦେଶ : କରୋନା ସଂକ୍ରମଣକୁ ଆଖି ଆଗରେ ରଖି ନିର୍ଦ୍ଦେଶନାମା ଜାରି
କନକ ବ୍ୟୁରୋ : କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି କଟକଣା । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସନ୍ଧ୍ୟା ସାଢେ ସାତଟା ସୁଦ୍ଧା ଛାତ୍ରମାନଙ୍କୁ ହଷ୍ଟେଲ ଫେରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ସଂକ୍ରମଣକୁ ଆଖି ସତର୍କତା ମୁଳକ ପଦକ୍ଷେପ ପାଇଁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି କୂଳପତି । ବିଶେଷକରି ଭିସୁଟ ଏବଂ ବୁର୍ଲାରେ କରୋନା ସଂକ୍ରମଣ ବଢିଥିବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଭିସୁଟରେ ଛାତ୍ରମାନେ କରୋନାରେ ସଂକ୍ରମଣ ହେବା ପରେContinue reading “ସନ୍ଧ୍ୟା ସାଢେ ସାତଟା ସୁଦ୍ଧା ଛାତ୍ରମାନଙ୍କୁ ହଷ୍ଟେଲ ଫେରିବା ପାଇଁ ନିର୍ଦ୍ଦେଶ : କରୋନା ସଂକ୍ରମଣକୁ ଆଖି ଆଗରେ ରଖି ନିର୍ଦ୍ଦେଶନାମା ଜାରି”