ପାଠକ ବାପା-ପୁଅଙ୍କୁ ମିଳିଲା ଜାମିନ୍ । ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ଜାମିନ୍ ଦେଲେ ହାଇକୋର୍ଟ।

କନକ ବ୍ୟୁରୋ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲରେ ଥିବା ପାଠକ ବାପା-ପୁଅଙ୍କୁ ମିଳିଲା ଜାମିନ । ଟ୍ରାଭେଲ୍ସ ବିଲ୍ ଠକେଇ ମାମଲରେ ହାଇକୋର୍ଟ ଆଜି ଦୁହିଁଙ୍କୁ ଜାମିନ ପ୍ରଦାନ କରିଛି । ୨ ଲକ୍ଷ ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ଦୁଇ ବାପା-ପୁଅଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଏହାପୂର୍ବରୁ ଦୁଇ ବାପା-ପୁଅଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମଧ୍ୟ ଜାମିନ୍ ପ୍ରଦାନ କରିଥିଲା । ଆଇଏଫ୍ଏସ ଅଭୟକାନ୍ତ ପାଠକContinue reading “ପାଠକ ବାପା-ପୁଅଙ୍କୁ ମିଳିଲା ଜାମିନ୍ । ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ଜାମିନ୍ ଦେଲେ ହାଇକୋର୍ଟ।”

ଦଳରୁ ମିଳିଲା ନିର୍ଦ୍ଦେଶ । ନିଜ ନିଜ କ୍ଷେତ୍ରରେ ଟଙ୍କାଦେଇ ଟିକା ନେବେ ବିଜେପିର ବିଧାୟକ ଓ ସାଂସଦ

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଭାରତର ପ୍ରଦର୍ଶନ ସବୁଠାରୁ ଆଗରେ ରହିଛି  । ଏନେଇ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଆଜିଠାରୁ ୬୦ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ (ବ୍ୟାଧି ପୀଡିତ)ଙ୍କୁ ଟିକା ଦିଆଯାଉଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇ ଟିକାକୁ ନେଇ ଲୋକମାନଙ୍କ ମଧ୍ୟରେ ଥିବା ସନ୍ଦେହ ଦୂର କରିବାକୁContinue reading “ଦଳରୁ ମିଳିଲା ନିର୍ଦ୍ଦେଶ । ନିଜ ନିଜ କ୍ଷେତ୍ରରେ ଟଙ୍କାଦେଇ ଟିକା ନେବେ ବିଜେପିର ବିଧାୟକ ଓ ସାଂସଦ”

ଅପରାଜିତାଙ୍କ ଅସନ୍ତୋଷ : ଦଳ ବାହାରେ କି ଭୁବନେଶ୍ୱର ସାଂସଦ? 

କନକ ବ୍ୟୁରୋ : ପ୍ରଥମେ ଶ୍ରୀମନ୍ଦିରରୁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର , ପରେ ଶ୍ରୀମନ୍ଦିରର ବିକାଶ ମୂଳକ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ  । ଏହି ଦୁଇଟି ଘଟଣାରେ ଅପରାଜିତାଙ୍କ ଆଭିମୁଖ୍ୟ ଏବେ ବିଜେପି ପାଇଁ ଅଡୁଆ ସୃଷ୍ଟି କରିଛି । ପ୍ରଥମେ ବାଇ-ଲ ଉଚ୍ଛେଦକୁ ଆଇନର ପାଠ ପଢାଇଥିବା ଅପରାଜିତା ଶନିବାର ଶ୍ରୀମନ୍ଦିର ବିକାଶମୂଳକ କାର୍ଯ୍ୟକୁ ପରୋକ୍ଷରେ ବେଆଇନ ବୋଲି ରାଜ୍ୟବାସୀଙ୍କ ଆଗରେ ଚିତ୍ରଣ କରିବାକୁ ପଛାଇ ନାହାନ୍ତି । ଆଉ ଏସବୁContinue reading “ଅପରାଜିତାଙ୍କ ଅସନ୍ତୋଷ : ଦଳ ବାହାରେ କି ଭୁବନେଶ୍ୱର ସାଂସଦ? “

ତିରୁପତି ସହରରେ ପ୍ରବେଶ ପୂର୍ବରୁ ବିମାନବନ୍ଦରରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଅଟକାଇଲା ପୋଲିସ । ଧାରଣାରେ ବସିଗଲେ ଚନ୍ଦ୍ରବାବୁ 

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ବିଧାନସଭାର ବିରୋଧିଦଳ ନେତା ଏନ୍ ଚନ୍ଦ୍ରବାବୁ ନାଇଡୁ ସୋମବାରଦିନ ତିରୁପତି ବିମାନବନ୍ଦର ଭିତରେ ଧାରଣାରେ ବସିଥିବା ଦେଖିବାକୁ  ମିଳିଛି । ସେ ସେଠାରୁ ତିରୁପତି ଓ ଚିତ୍ତୁର ସହର ଯାତ୍ରା କରିବାକୁ ଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ଏହା ପରେ ପୋଲିସଙ୍କ ସହ ଯୁକ୍ତିତର୍କ କରି ଶ୍ରୀ ନାଇଡୁ ସେହିଠାରେ ହିଁ ଧାରଣାରେ ବସିଯାଇଥିଲେ । ସୂଚନା ମୁତାବକ ଶ୍ରୀ ନାଇଡୁ ତିରୁପତିରେ ଏକ ବିରୋଧ କାର୍ଯ୍ୟକ୍ରମରେ ଯୋଗContinue reading “ତିରୁପତି ସହରରେ ପ୍ରବେଶ ପୂର୍ବରୁ ବିମାନବନ୍ଦରରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଅଟକାଇଲା ପୋଲିସ । ଧାରଣାରେ ବସିଗଲେ ଚନ୍ଦ୍ରବାବୁ “

ଚେନ ଲୁଟି ଖସି ଯାଉଥିବା ଦୁର୍ଦ୍ଦାନ୍ତ ଅପରାଧିକୁ ଧରିଲେ ଗାଁ ଲୋକ : ପୋଲିସକୁ ହସ୍ତାନ୍ତର କରିବା ପୂର୍ବରୁ ନିର୍ଦ୍ଧୁମ ଛେଚିଲେ

କନକ ବ୍ୟୁରୋ : ନୟାଗଡ଼ ଅଂଚଳରେ ଏକାଧିକ ଚୋରୀ ଓ ରାହାଜାନୀ ଘଟଣାରେ ସମ୍ପୃକ୍ତ ଥିବା ପଙ୍ଗା ଓରଫ ପ୍ରଭାତ ରାଉତକୁ ପିଟି ପିଟି ମାରିଦେଲେ ଲୋକେ । ସୁନା ଚେନ୍ ଲୁଟ କରି ଖସିଯିବାକୁ ଚେଷ୍ଟା କଲା ବେଳେ ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲୋକେ । ନୟାଗଡ଼ ବାରବାଟି ଗାଁର ବ୍ୟକ୍ତି ଅରକ୍ଷିତ ପ୍ରାତଃ ଭମଣ କରୁଥିବା ବେଳେ ସମ୍ପୃକ୍ତ ଡ଼କାୟତ ତାଙ୍କ ଠାରୁ ସୁନା ଚେନ ଓ ମୋବାଇଲ ଲୁଟି ନେଇ ଫେରାରContinue reading “ଚେନ ଲୁଟି ଖସି ଯାଉଥିବା ଦୁର୍ଦ୍ଦାନ୍ତ ଅପରାଧିକୁ ଧରିଲେ ଗାଁ ଲୋକ : ପୋଲିସକୁ ହସ୍ତାନ୍ତର କରିବା ପୂର୍ବରୁ ନିର୍ଦ୍ଧୁମ ଛେଚିଲେ”

ଆଉ କେଉ ଘଂଟା ପରେ ରିଅଲ ଲାଇଫରେ ଯୋଡ଼ି ହୋଇଯିବେ ରିଲ୍ ଲାଇଫର ସୁପରହିଟ ଯୋଡ଼ି : ହଳଦି ଲଗେଇ ସାରିଛନ୍ତି ସବ୍ୟ – ଅର୍ଚ୍ଚିତା; ଏବେ ବିବାହକୁ ଅପେକ୍ଷା

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେବେ ସବ୍ୟସାଚୀ ଓ ଅର୍ଚ୍ଚିତା । ବିବାହ ପୂର୍ବରୁ ଏହି ଯୋଡ଼ିଙ୍କୁ ହଳଦି ଲଗାଉଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଫଟୋରେ ଉଭୟ ସମାନ ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି । ଅର୍ଚ୍ଚିତା ରାନି ଓ ହଳଦି ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ସବ୍ୟସାଚୀ ମଧ୍ୟ ହଳଦିଆ ରଙ୍ଗର କୁର୍ତା ଉପରେ ରାନୀ ରଙ୍ଗର ଜ୍ୟାକେଟ ପିନ୍ଧିଛନ୍ତି । ଆଉ କେଇ ଘଂଟା ଭିତରେContinue reading “ଆଉ କେଉ ଘଂଟା ପରେ ରିଅଲ ଲାଇଫରେ ଯୋଡ଼ି ହୋଇଯିବେ ରିଲ୍ ଲାଇଫର ସୁପରହିଟ ଯୋଡ଼ି : ହଳଦି ଲଗେଇ ସାରିଛନ୍ତି ସବ୍ୟ – ଅର୍ଚ୍ଚିତା; ଏବେ ବିବାହକୁ ଅପେକ୍ଷା”

ପ୍ରଧାନମନ୍ତ୍ରୀ ନେଲେ କରୋନା ଟିକା : ଟିକା ନେଇ ସିଷ୍ଟର ନିଭେଦାଙ୍କ ସହ ହାଲୁକା କଥା ହେଲେ ମୋଦି; କହିଲେ, ଟିକା ଦେଇଦେଲେ, ଜଣା ବି ପଡ଼ିଲାନି

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି ସକାଳେ ଦିଲ୍ଲୀ ଏମ୍ସରେ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି । ଟୁଇଟ କରି ସେ ନିଜେ ଏହି ସୁଚନା ଦେବା ପରେ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ମଧ୍ୟ ଟିକା ନେବା ସମୟର ଭିଡିଓ ଜାରି କରିଛି । ପୁଡ଼ୁଚେରୀର ସିଷ୍ଟର ପି.ନିଭେଦା ପ୍ରଧାନମନ୍ତ୍ରୀଙ୍କୁ ଟିକା ଦେଇଛନ୍ତି । ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ନେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ପ୍ରଧାନମନ୍ତ୍ରୀଙ୍କୁ ଟିକା ଦେବାContinue reading “ପ୍ରଧାନମନ୍ତ୍ରୀ ନେଲେ କରୋନା ଟିକା : ଟିକା ନେଇ ସିଷ୍ଟର ନିଭେଦାଙ୍କ ସହ ହାଲୁକା କଥା ହେଲେ ମୋଦି; କହିଲେ, ଟିକା ଦେଇଦେଲେ, ଜଣା ବି ପଡ଼ିଲାନି”

ଏକ୍ରାମ କ୍ଷେତ୍ର ବୁଲି ଦେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ :  ଭାଙ୍ଗିଥିବା ପୁରାତନ କୀର୍ତିରାଜି ଗୁଡିକୁ ଦେଖାଇଲେ ଏଏସଆଇ ନିର୍ଦ୍ଦେଶକ

କନକ ବ୍ୟୁରୋ : ଲିଙ୍ଗରାଜ ମନ୍ଦିର ଓ ପରିପାଶ୍ୱର୍ରେ ଥିବା ମନ୍ଦିର କୀର୍ତିରାଜି ବୁଲି ଦେଖିଲେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ । ପ୍ରତ୍ନତତ୍ୱ ବିଭାଗ ନିର୍ଦ୍ଦେଶକଙ୍କ ଆଗ୍ରହ କ୍ରମେ ଆଜି ଏକାମ୍ର କ୍ଷେତ୍ର ବୁଲି ଦେଖିଛନ୍ତି ଭୁବନେଶ୍ୱର ସାଂସଦ । ରାଜ୍ୟ ସରକାର କିପରି ନିଷିଦ୍ଧାଂଚଳରେ ନିୟମ ଭଙ୍ଗ କରି ପୁରାତନ କୀର୍ତିରାଜି ଗୁଡିକର କ୍ଷତି କରିଛନ୍ତି, ତାହା ଗୋଟି ଗୋଟି କରି ସାଂସଦଙ୍କୁ ବୁଲି ଦେଖାଇଛନ୍ତି ଏଏସଆଇ ନିର୍ଦ୍ଦେଶକContinue reading “ଏକ୍ରାମ କ୍ଷେତ୍ର ବୁଲି ଦେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ :  ଭାଙ୍ଗିଥିବା ପୁରାତନ କୀର୍ତିରାଜି ଗୁଡିକୁ ଦେଖାଇଲେ ଏଏସଆଇ ନିର୍ଦ୍ଦେଶକ”

ନୂଆ କୃଷିବିଲ୍ କୁ ନେଇ ମତ ରଖିଲେ ପ୍ରଧାନମନ୍ତ୍ରୀ । କହିଲେ ବ୍ୟବସାୟରେ ସୀମିତ ନ ରହୁ କଣ୍ଟାକ୍ଟ ଫାର୍ମିଂ

କନକ ବ୍ୟୁରୋ : ନୂତନ କୃଷିବିଲ୍ କୁ ବିରୋଧ କରି ଗୋଟିଏ ପଟେ ୩ ମାସରୁ ଉର୍ଦ୍ଧ ହେବ କୃଷକ ମାନେ ଆନ୍ଦୋଳନ ଚଳାଇଥିବା ବେଳେ ଏନେଇ ଏକ ଅନଲାଇନ୍ କାର୍ଯ୍ୟକ୍ରମରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି କି ଦେଶରେ କୃଷିକ୍ଷେତ୍ର ଓ କୃଷକଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଅବ୍ୟାହତ ରହିଛି । କୃଷକ ମାନେ କିଭଳି ସେମାନଙ୍କର ଉତ୍ପାଦନ ବୃଦ୍ଧି କରିବେ ଓ ସେସବୁ କୁ ଠିକରେContinue reading “ନୂଆ କୃଷିବିଲ୍ କୁ ନେଇ ମତ ରଖିଲେ ପ୍ରଧାନମନ୍ତ୍ରୀ । କହିଲେ ବ୍ୟବସାୟରେ ସୀମିତ ନ ରହୁ କଣ୍ଟାକ୍ଟ ଫାର୍ମିଂ”

ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି । ୧୯୮୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ୍ କାଲି ପୋଲିସ ସେବାରୁ ଅବସର ନେଇଥିଲେ 

କନକ ବ୍ୟୁରୋ : ଆଜି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଡକ୍ଟର ସତ୍ୟଜିତ ମହାନ୍ତି । ଗତିକାଲି ପୋଲିସ ସେବାରୁ ଅବସର ନେଇଥିଲେ । ତେବେ ୧୯୮୮ ମସିହାରେ ଭାରତୀୟ ପୋଲିସ ସେବାରେ ଯୋଗଦେଇଥିଲେ । ତାଙ୍କର ଏହି ତେତିଶ ବର୍ଷ ବୃତ୍ତିଗତ ଜୀବନ କାଳ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ତଥା ରେଞ୍ଜମାନଙ୍କରେ ଯଥାକ୍ରମେ ଆରକ୍ଷୀ ଅଧୀକ୍ଷକ, ଆରକ୍ଷୀ ଉପ-ମହାନିରୀକ୍ଷକ ଏବଂ ଆରକ୍ଷୀ ମହାନିରୀକ୍ଷକ ଭାବରେ ଅବସ୍ଥାପିତ ହୋଇ ଦକ୍ଷତାପୂର୍ଣ୍ଣ, କୃତିତ୍ବ ଓ ସଫଳତାରContinue reading “ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି । ୧୯୮୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ୍ କାଲି ପୋଲିସ ସେବାରୁ ଅବସର ନେଇଥିଲେ “

Design a site like this with WordPress.com
Get started