ବିଶ୍ୱର ସବୁଠୁ ମହଙ୍ଗା ବିରିୟାନି । ଗୋଟିଏ ପ୍ଲେଟର ଦାମ୍ ୧୯ ହଜାର ଟଙ୍କା । ବିରିୟାନିରେ ବ୍ୟବହାର ହୋଇଛି ୨୩ କ୍ୟାରେଟ୍ ସୁନା । ଜାଣନ୍ତୁ କେଉଁଠି ମିଳୁଛି ଏହି ସ୍ୱତନ୍ତ୍ର ବିରିୟାନି ।

କନକ ବ୍ୟୁରୋ : ବିରିୟାନି । ପ୍ରାୟ ସବୁ ଲୋକଙ୍କର ଏହା ପ୍ରିୟ ଖାଦ୍ୟ । ବଜାରରେ ଆପଣ ଅନେକ ଥର ବିରିୟାନି ଖାଇଥିବେ । ତେବେ ବିରିୟାନିର ଦର ସାଧାରଣତଃ ୧୦୦ ଟଙ୍କାରୁ ୨୦୦ ଟଙ୍କା ଭିତରେ ଥାଏ । ଆଉ ଯଦି ଆପଣ କୌଣସି ବିଳାସପୂର୍ଣ୍ଣ ରେଷ୍ଟ୍ରୁରାଂଟରେ ଖାଉଛନ୍ତି ତେବେ, ଏହାର ଦର ୫୦୦ରୁ ୬୦୦ ଟଙ୍କା ବି ରହିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ବିରିୟାନି ପ୍ଲେଟ୍ ବିଷୟରେ କହିବୁ,Continue reading “ବିଶ୍ୱର ସବୁଠୁ ମହଙ୍ଗା ବିରିୟାନି । ଗୋଟିଏ ପ୍ଲେଟର ଦାମ୍ ୧୯ ହଜାର ଟଙ୍କା । ବିରିୟାନିରେ ବ୍ୟବହାର ହୋଇଛି ୨୩ କ୍ୟାରେଟ୍ ସୁନା । ଜାଣନ୍ତୁ କେଉଁଠି ମିଳୁଛି ଏହି ସ୍ୱତନ୍ତ୍ର ବିରିୟାନି ।”

ଘରୋଇ ହସ୍ପିଟାଲରେ ଟୀକା ପାଇଁ କେତେ ଟଙ୍କା ଦେବେ, ନିଷ୍ପତ୍ତି ନେବେ କେନ୍ଦ୍ର ସରକାର ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ।

କନକ ବ୍ୟୁରୋ: ରାଜ୍ୟର ଘରୋଇ ହସ୍ପିଟାଲରେ ତୃତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ଦ୍ୱନ୍ଦ୍ୱ ବଢିଛି । ଆୟୁଷ୍ମାନ ଯୋଜନାରେ ସାମିଲ ଘରୋଇ ହସ୍ପିଟାଲଗୁଡିକରେ କରୋନା ଟିକାକେନ୍ଦ୍ର କରିବାକୁ କେନ୍ଦ୍ର ସରକାର ତାଲିକା କରିଛନ୍ତି । ଏପଟେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହୋଇନଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏନେଇ ପ୍ରତିକ୍ରିୟା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଅଧିନରେ ଥିବା ୧୮୩ଟି ହସ୍ପିଟାଲକୁContinue reading “ଘରୋଇ ହସ୍ପିଟାଲରେ ଟୀକା ପାଇଁ କେତେ ଟଙ୍କା ଦେବେ, ନିଷ୍ପତ୍ତି ନେବେ କେନ୍ଦ୍ର ସରକାର ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା ।”

ଚାଷୀଙ୍କ ପାଇଁ ଚରମ ଚେତାବନୀ ଦେଲେ ବିଜେପି ବିଧାୟକ । କହିଲେ, ମଣ୍ଡିରୁଧାନ ନଉଠିଲେ ଗୃହରେ କରିବେ ଆତ୍ମହତ୍ୟା ଏପଟେ ବିଧାନସଭା ମଝିକୁ ଆସି କଂଗ୍ରେସ ବିଧାୟକ ଦଳ ନେତାଙ୍କ ଧାରଣା ।

କନକ ବ୍ୟୁରୋ: ମଣ୍ଡିରୁ ଧାନ ଉଠାଇବାକୁ ନେଇ ବିଜେପି ବିଧାୟକଙ୍କ ହୋହାଲ୍ଲା । ମଣ୍ଡିରୁ ତୁରନ୍ତ ଧାନ ନଉଠାଇଲେ ଗୃହରେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ । ସେହିପରି ବିଜେପିର ଅନ୍ୟ ବିଧାୟକ ମାନେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିବା ସହ ମଣ୍ଡି ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ । କଂଗ୍ରେସରContinue reading “ଚାଷୀଙ୍କ ପାଇଁ ଚରମ ଚେତାବନୀ ଦେଲେ ବିଜେପି ବିଧାୟକ । କହିଲେ, ମଣ୍ଡିରୁଧାନ ନଉଠିଲେ ଗୃହରେ କରିବେ ଆତ୍ମହତ୍ୟା ଏପଟେ ବିଧାନସଭା ମଝିକୁ ଆସି କଂଗ୍ରେସ ବିଧାୟକ ଦଳ ନେତାଙ୍କ ଧାରଣା ।”

ଘରୋଇ ହସ୍ପିଟାଲରେ ଟୀକାକରଣକୁ ନେଇ ବଢିଲା ଦ୍ୱନ୍ଦ୍ୱ ! BSKY ଯୋଜନା ଚାଲିଥିବା ୧୮୩ ହସ୍ପିଟାଲକୁ ସାମିଲ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର ।  

କନକ ବ୍ୟୁରୋ: କୋଭିଡ୍ ଟୀକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାରେ ସାମିଲ ଘରୋଇ ହସ୍ପିଟାଲରେ ହେବ ଟିକାକରଣ । ରାଜ୍ୟର ୧୮୩ ଘରୋଇ ହସ୍ପିଟାଲ ବାଦ୍ ପଡିଯିବା ଆଶଙ୍କା । ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚାଲିଥିବା ୧୮୩ ହସ୍ପିଟାଲକୁ ସାମିଲ କରିବା ପାଇଁ ଚିଠି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବContinue reading “ଘରୋଇ ହସ୍ପିଟାଲରେ ଟୀକାକରଣକୁ ନେଇ ବଢିଲା ଦ୍ୱନ୍ଦ୍ୱ ! BSKY ଯୋଜନା ଚାଲିଥିବା ୧୮୩ ହସ୍ପିଟାଲକୁ ସାମିଲ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର ।  “

ମୁକେଶ ଅମ୍ବାନୀଙ୍କ ବଙ୍ଗଳା ବାହାରେ ବିସ୍ଫୋଟକ ସହ ଜବତ ହୋଇଥିବା ଗାଡିର ମିଳିଲା ପରିଚୟ । ଗାଡିରେ ଲାଗିଥିଲା ନକଲି ନମ୍ବର । କିଛିଦିନ ଆଗରୁ ମୁମ୍ବାଇରୁ ହୋଇଥିଲା ଚୋରୀ ।

କନକ ବ୍ୟୁରୋ : ଗତକାଲି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋଟକ ଭର୍ତ୍ତି କାର ମିଳିବା ପରେ କ୍ରାଇମବ୍ରାଞ୍ଚ ତରଫରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ସଦ୍ୟ ମିଳିଥିବା ସୂଚନା ମୁତାବକ କାରର ପରିଚୟ ପାଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ କହିଛି କି କାରରେ ଲାଗିଥିବା ନମ୍ବର ପ୍ଲେଟ ଜାଲ୍ ଅଟେ । ମୁମ୍ବାଇର ବିକ୍ରୋଲି ଅଞ୍ଚଳରୁ ଏହି କାରଟି କିଛିଦିନ ପୂର୍ବରୁ ଚୋରୀ ହୋଇଥିଲା । ଚୋରୀ ହେବା ପରେ କାରରContinue reading “ମୁକେଶ ଅମ୍ବାନୀଙ୍କ ବଙ୍ଗଳା ବାହାରେ ବିସ୍ଫୋଟକ ସହ ଜବତ ହୋଇଥିବା ଗାଡିର ମିଳିଲା ପରିଚୟ । ଗାଡିରେ ଲାଗିଥିଲା ନକଲି ନମ୍ବର । କିଛିଦିନ ଆଗରୁ ମୁମ୍ବାଇରୁ ହୋଇଥିଲା ଚୋରୀ ।”

ବିଧାନସଭାରେ ମଣ୍ଡି ସମସ୍ୟାକୁ ନେଇ ହଙ୍ଗାମା : ମଣ୍ଡିରୁ ତୁରନ୍ତ ଧାନ ନଉଠିଲେ ଗୃହରେ ଆତ୍ମହତ୍ୟା କରିବାକୁ ଧମକ ଦେଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ

କନକ ବ୍ୟୁରୋ : ମଣ୍ଡିରୁ ଧାନ ଉଠାଇବାକୁ ନେଇ ବିଜେପି ବିଧାୟକଙ୍କ ହୋହାଲ୍ଲା । ମଣ୍ଡିରୁ ତୁରନ୍ତ ଧାନ ନଉଠାଇଲେ ଗୃହରେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସେହିପରି ବିଜେପିର ଅନ୍ୟ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିବା ସହ ମଣ୍ଡି ପ୍ରସଙ୍ଗରେ ମନ୍ତ୍ରୀଙ୍କ ବିବୃତି ଦାବି କରିଛନ୍ତି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହର ମଧ୍ୟଭାଗରେ ଧାରଣା ଦେଇଥିଲେ । କଂଗ୍ରେସରContinue reading “ବିଧାନସଭାରେ ମଣ୍ଡି ସମସ୍ୟାକୁ ନେଇ ହଙ୍ଗାମା : ମଣ୍ଡିରୁ ତୁରନ୍ତ ଧାନ ନଉଠିଲେ ଗୃହରେ ଆତ୍ମହତ୍ୟା କରିବାକୁ ଧମକ ଦେଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ”

ଜୟପୁରରେ ଭଗବାନ ଗଣେଷଙ୍କ ଦର୍ଶନ ପରେ ଗାନ୍ଧୀ ପରିବାରର ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଘୋଷଣା । କହିଲେ ଖୁବଶୀଘ୍ର ରାଜନୀତିରେ ଯୋଗ ଦେବି

କନକ ବ୍ୟୁରୋ : ରାଜସ୍ଥାନ ପହଂଚିବା ପରେ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ‘ମୁଁ ଖୁବ୍ ଶୀଘ୍ର ରାଜନୀତିରେ ଯୋଗ ଦେବି’ । ଶୁକ୍ରବାର ଦିନ ଶ୍ରୀ ଭଦ୍ରା ରାଜସ୍ଥାନରେ ପହଂଚିବା ପରେ ସେଠାରେ ଭଗବାନ ଗଣେଷଙ୍କୁ ଦର୍ଶନ କରିଥିଲେ । ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ କି ଲୋକଙ୍କContinue reading “ଜୟପୁରରେ ଭଗବାନ ଗଣେଷଙ୍କ ଦର୍ଶନ ପରେ ଗାନ୍ଧୀ ପରିବାରର ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଘୋଷଣା । କହିଲେ ଖୁବଶୀଘ୍ର ରାଜନୀତିରେ ଯୋଗ ଦେବି”

କେଜ୍ରିୱାଲଙ୍କ ଐତିହାସିକ ଘୋଷଣା । ୬ ମାସ ମଧ୍ୟରେ ରାଜ୍ୟରେ ସବୁ ସରକାରୀ ଗାଡି ହେବ ଇଲେକ୍ଟ୍ରିକ୍

କନକ ବ୍ୟୁରୋ : ଦିଲ୍ଲୀ ସରକାରଙ୍କ ସବୁ ବିଭାଗରେ ଏବେ କେବଳ ଇଲେକ୍ଟ୍ରିକ୍ ଗାଡିର ବ୍ୟବହାର କରାଯିବ । ଏନେଇ କେଜ୍ରିୱାଲ ସରକାର ଏକ ଐତିହାସିକ ଘୋଷଣା କରିଛନ୍ତି । ଏହା ଲାଗୁ ହେବା ପରେ ଦିଲ୍ଲୀ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହେବ । ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଶ ସିଶୋଦିଆ ଆଶା କରିଛନ୍ତି କି ଦିଲ୍ଲୀ ସରକାରଙ୍କ ଏଭଳି ପଦକ୍ଷେରୁ ପ୍ରେରଣା ପାଇ କେବଳ ଭାରତ ନୁହେଁ ସାରାContinue reading “କେଜ୍ରିୱାଲଙ୍କ ଐତିହାସିକ ଘୋଷଣା । ୬ ମାସ ମଧ୍ୟରେ ରାଜ୍ୟରେ ସବୁ ସରକାରୀ ଗାଡି ହେବ ଇଲେକ୍ଟ୍ରିକ୍”

ବନ୍ଦର୍ ମାରା ଗେୟା… ବାଲାକୋଟ୍ ଆକ୍ରମଣ ପରେ ଡୋଭାଲଙ୍କ ପାଖକୁ ଆସିଥିଲା ଫୋନ୍ କଲ୍ । ଜାଣନ୍ତୁ, କଣ ଥିଲା ଏହାର ଅର୍ଥ ଓ ଏହା ପଛର ପ୍ରକୃତ କାରଣ

୨୦୧୯ ଫେବ୍ରୁଆରି ୨୬ ତାରିଖ ପାହାନ୍ତା ୩:୪୫ରେ ବାଲାକୋଟ୍‌ ବିମାନ ଆକ୍ରମଣ ପରେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌ଙ୍କ ପାଖକୁ ଫୋନରେ ବାର୍ତ୍ତା‌ ଆସିଲା- ମାଙ୍କଡ଼ ମରା ହେଲା । ସ୍ୱତନ୍ତ୍ର ‘ଆର୍‌ଏଏକ୍ସ’ ନମ୍ବରରେ ଡୋଭାଲ୍‌ଙ୍କ ପାଖକୁ ଏହି କଲ୍‌ କରିଥିଲେ ତତ୍‌କାଳୀନ ବାୟୁସେନା ମୁଖ୍ୟ ବିଏସ୍‌ ଧାନ୍‌ଓ୍ଵା। ‘ଆର୍‌ଏଏକ୍ସ’ ହେଉଛି ଅତି ସୁରକ୍ଷିତ ଫିକ୍ସଡ୍‌-ଲାଇନ୍‌ ନେଟ୍‌ଓ୍ଵାର୍କ। ଧାନ୍‌ଓ୍ଵା ହୀନ୍ଦି ଭାଷାରେ କହିଥିଲେ- ‘ବନ୍ଦର୍‌ ମାରା ଗୟା’ । ଏହି ବାର୍ତ୍ତାର ଅର୍ଥ, ସୀମାପାରି ଦୁଃସାହସିକContinue reading “ବନ୍ଦର୍ ମାରା ଗେୟା… ବାଲାକୋଟ୍ ଆକ୍ରମଣ ପରେ ଡୋଭାଲଙ୍କ ପାଖକୁ ଆସିଥିଲା ଫୋନ୍ କଲ୍ । ଜାଣନ୍ତୁ, କଣ ଥିଲା ଏହାର ଅର୍ଥ ଓ ଏହା ପଛର ପ୍ରକୃତ କାରଣ”

ବିଧାନସଭା ପ୍ରଶ୍ନ କାଳରେ ବାଲି ତାତି : ତିନି ବର୍ଷ ହେଲା ଓଡ଼ିଶା ବାଲି ନୀତି ଚିଠା ପ୍ରସ୍ତାବ ପଡ଼ି ରହିଥିବା କହି ଘେରିଲେ ବିରୋଧୀ

କନକ ବ୍ୟୁରୋ : ବିଧାନସଭାରେ ବାଲିନୀତିକୁ ନେଇ ସରଗରମ ଆଲୋଚନା । ବାଲି ନୀତି କରିବାକୁ ଗୃହରେ ବିରୋଧୀ ଦାବି କରିଛନ୍ତି । ବିରୋଧୀଙ୍କ କହିବା କଥା ବାଲି ନୀତି ନହେବା ଯୋଗୁଁ ଓଡିଶା ବାଲି ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଛି । ବାଲି ଚୋରା ଚାଲଣା ପାଇଁ ରାଜ୍ୟ ବର୍ଷକୁ ପ୍ରାୟ ୫ ହଜାର କୋଟି ରାଜସ୍ୱ ହରାଉଛନ୍ତି ବୋଲି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।Continue reading “ବିଧାନସଭା ପ୍ରଶ୍ନ କାଳରେ ବାଲି ତାତି : ତିନି ବର୍ଷ ହେଲା ଓଡ଼ିଶା ବାଲି ନୀତି ଚିଠା ପ୍ରସ୍ତାବ ପଡ଼ି ରହିଥିବା କହି ଘେରିଲେ ବିରୋଧୀ”

Design a site like this with WordPress.com
Get started