‘ଏଏନଏମ’ଙ୍କୁ ନେଇ ବଡ଼ ନିଷ୍ପତ୍ତି : ବିଧାନସଭାରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଯୋଗ୍ୟତା ଭିତିରେ ଆନ୍ଦୋଳନରତ ‘ଏଏନଏମ’ଙ୍କୁ ଦିଆଯିବ ନିଯୁକ୍ତି

କନକ ବ୍ୟୁରୋ : ‘ଏଏନଏମ’ଙ୍କୁ ନେଇ ବଡ଼ ନିଷ୍ପତ୍ତି । ବିଧାନସଭାରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯୋଗ୍ୟତା ଭିତିରେ ଆନ୍ଦୋଳନରତ ଏଏନଏମଙ୍କୁ ଦିଆଯିବ ନିଯୁକ୍ତି । ରାଜ୍ୟରେ ଖାଲି ରହିଛି ୧ ହଜାର ୯୯ ପଦବୀ । ପୂର୍ବରୁ କରୋନା ମହାମାରୀକୁ ଦେଖି ଏଏନଏମଙ୍କୁ ସର୍ତମୂଳକ ନିଯୁକ୍ତି ଦିଆଯାଇଥିଲା । ତେବେ ୯୦ ଦିନ ପାଇଁ ଏହି ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିବା ବେଳେ, କରୋନା କମିଯିବା ପରେ ସେମାନଙ୍କୁ ଛଟେଇ କରାଯାଇଛି । ଏହାର ପ୍ରତିବାଦContinue reading “‘ଏଏନଏମ’ଙ୍କୁ ନେଇ ବଡ଼ ନିଷ୍ପତ୍ତି : ବିଧାନସଭାରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଯୋଗ୍ୟତା ଭିତିରେ ଆନ୍ଦୋଳନରତ ‘ଏଏନଏମ’ଙ୍କୁ ଦିଆଯିବ ନିଯୁକ୍ତି”

ବଜାର ବନ୍ଦ ଚାଲିଛି ଖେଳ : ଭୁବନେଶ୍ୱର ବାପୁଜି ନଗରରୁ ଆସିଲା ବଜାର ଭିତରେ କ୍ରିକେଟ ଖେଳର ଚିତ୍ର

କନକ ବ୍ୟୁରୋ : ବନ୍ଦ ପାଳନ ବେଳେ ଭିନ୍ନ ଦୃଶ୍ୟ । ରାଜଧାନୀରୁ ଆସିଛି ଓଡିଶା ବନ୍ଦ ବେଳରେ ନିଆରା ଚିତ୍ର । ବ୍ୟବସାୟୀକ ପ୍ରତିଷ୍ଠାନ ସମ୍ମୁଖରେ ଚାଲିଛି କ୍ରିକେଟ୍ ଖେଳ । ଜିଏସଟିର ସରଳିକରଣ ଦାବି କରି ବ୍ୟବସାୟିକ ପ୍ରତିଷ୍ଠାନ ଏହି ବନ୍ଦ ଡାକରା ଦେଇଛି । ସାରା ରାଜ୍ୟରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଭୁବନେଶ୍ୱର ବାପୁଜିନଗରରେ କ୍ରିକେଟ୍ ଖେଳ ଚାଲିଥିବା ଦେଖିବାକୁ ମିଳିଛି । ଦୋକାନ ବନ୍ଦ ଥିବାରୁ ବ୍ୟବସାୟୀମାନେ କ୍ରିକେଟ୍Continue reading “ବଜାର ବନ୍ଦ ଚାଲିଛି ଖେଳ : ଭୁବନେଶ୍ୱର ବାପୁଜି ନଗରରୁ ଆସିଲା ବଜାର ଭିତରେ କ୍ରିକେଟ ଖେଳର ଚିତ୍ର”

ଆଜି ସାଢେ ୪ଟାରେ ନିର୍ବାଚନ ଆୟୋଗ କରିବେ ପ୍ରେସମିଟ୍ : ଦେଶର ୫ଟି ରାଜ୍ୟର ନିର୍ବାଚନ ତାରିଖ ହୋଇପାରେ ଘୋଷଣା

କନକ ବ୍ୟୁରୋ : ଆଜି ସାଢେ ୪ଟାରେ ନିର୍ବାଚନ ଆୟୋଗ କରିବେ ପ୍ରେସମିଟ୍ ।  ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ନିମନ୍ତେ ତାରିଖ ଘୋଷଣା କରିବେ । ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଓ ପଶ୍ଚିମବଙ୍ଗ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ନିର୍ବଚନ କମିସନ୍‌ ତରଫରୁ ଦିଆଯାଇଥିବା ବିବୃତିରୁ ଜଣାପଡ଼ିଛି । ଆଗାମୀ ଏପ୍ରିଲ୍‌ ଓ ମେ ମାସରେ ଉପରୋକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ କରାଯିବ। ଏଥିନିମନ୍ତେContinue reading “ଆଜି ସାଢେ ୪ଟାରେ ନିର୍ବାଚନ ଆୟୋଗ କରିବେ ପ୍ରେସମିଟ୍ : ଦେଶର ୫ଟି ରାଜ୍ୟର ନିର୍ବାଚନ ତାରିଖ ହୋଇପାରେ ଘୋଷଣା”

ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ୬୪ ତମ ଜନ୍ମ ଦିବସ । ଭାରତୀୟ ପ୍ରଶାସନିକ ସେବାରୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଏକ ଲମ୍ବା କାହାଣୀ

କନକ ବ୍ୟୁରୋ: ଆଜି ଭାରତୀୟ ରିଜର୍ଭବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ୬୪ ତମ ଜନ୍ମ ଦିବସ । ଏହି ଅବସରରେ ସାରା ଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ । ଶକ୍ତିକାନ୍ତ ଦାସଙ୍କ ଜନ୍ମ ଓଡିଶାରେ । ସେ ୨୬ ଫେବୃଆରୀ ୧୯ ୧୯୫୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ପ୍ରାଥମିକ ଶିକ୍ଷା ପରେ ଏସ୍.ଟି ଷ୍ଟିଫେନ କଲେଜ ଓ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ଏହାପରେ ୧୯୮୦ ମହିହାରେContinue reading “ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ୬୪ ତମ ଜନ୍ମ ଦିବସ । ଭାରତୀୟ ପ୍ରଶାସନିକ ସେବାରୁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଏକ ଲମ୍ବା କାହାଣୀ”

ଦେଶରେ ଉପରମୁହାଁ କରୋନା ମିଟର : ଗତ ୨୪ ଘଂଟାରେ ୧୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ, ୧୨୦ଜଣ ମୃତ

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ୧୬,୫୭୭ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ୧୨୦ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୫୭୭ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୧୨୦ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୦,୬୩,୪୯୧ରେ ପହଞ୍ଚିଛି । ଗତ ୨୪Continue reading “ଦେଶରେ ଉପରମୁହାଁ କରୋନା ମିଟର : ଗତ ୨୪ ଘଂଟାରେ ୧୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ, ୧୨୦ଜଣ ମୃତ”

ପଲିଥିନ୍ ଟଙ୍ଗା ଚାଳିଆରେ ବ୍ଲକ ଅଧ୍ୟକ୍ଷଙ୍କ ପରିବାର : ୪ବର୍ଷ ତଳୁ ରାଜନୀତିକୁ ଆସିି ଆଜି ବି ମୂଲ ଲାଗି ପୋଷୁଛନ୍ତି ପେଟ

କନକ ବ୍ୟୁରୋ : କୋରେଇ ବ୍ଲକ୍ ଅଧ୍ୟକ୍ଷା ମାଳତୀ ଟୁଡୁଙ୍କ ଦସ୍ତଖତରେ ଲକ୍ଷଲକ୍ଷ ଟଙ୍କାର ବିଲ୍‌ ଉଠୁଛି । କିନ୍ତୁ ସେ ରହନ୍ତି ଏକ ପଲିଥିନ ଛପରଯୁକ୍ତ ଝାଟିମାଟି ଭଙ୍ଗା କୁଡ଼ିଆରେ । ଏହା କୋରେଇ ବ୍ଲକ ତଥା ତମାମ ପ୍ରଶାସନର ମର୍ଯ୍ୟାଦା ବଢ଼ାଉଛି ! କିନ୍ତୁ ବର୍ତ୍ତମାନ ଅର୍ଥାତ ତାଙ୍କ କାର୍ଯ୍ୟକାଳ ସମୟରେ ତାଙ୍କୁ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଏ ତେବେ ତାହା କାଳେ କ୍ଷମତାର ଅପବ୍ୟବହାର ହେବ । ତେଣୁ କ୍ଷମତାରୁ ଯିବାContinue reading “ପଲିଥିନ୍ ଟଙ୍ଗା ଚାଳିଆରେ ବ୍ଲକ ଅଧ୍ୟକ୍ଷଙ୍କ ପରିବାର : ୪ବର୍ଷ ତଳୁ ରାଜନୀତିକୁ ଆସିି ଆଜି ବି ମୂଲ ଲାଗି ପୋଷୁଛନ୍ତି ପେଟ”

ଦେଶରେ ଦୃତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ପୁଣି ବିଶ୍ୱର ଚତୁର୍ଥ ସ୍ଥାନରେ ଭାରତ । ଗୋଟିଏ ସପ୍ତାହ ତଳେ ୧୧ ନମ୍ବର ସ୍ଥାନରେ ଥିଲା ଦେଶ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ ଭାବେ ମହାରାଷ୍ଟ୍ରରେ ପୁଣି ରେକର୍ଡ କରିଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ମହାରାଷ୍ଟ୍ରରେ ୮.୭୦୦ ଲୋକ କରୋନା ସଂକ୍ରମଣରେ ଶିକାର ହୋଇଛନ୍ତି   । ୪ ମାସ ପରେ ମହାରାଷ୍ଟ୍ରରେ ଗୋଟିଏ ଦିନରେ ଏହା ସବୁଠାରୁ ଅଧିକ ସଂକ୍ରମଣ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ମୋଟ ୧୬,୫୭୭Continue reading “ଦେଶରେ ଦୃତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ପୁଣି ବିଶ୍ୱର ଚତୁର୍ଥ ସ୍ଥାନରେ ଭାରତ । ଗୋଟିଏ ସପ୍ତାହ ତଳେ ୧୧ ନମ୍ବର ସ୍ଥାନରେ ଥିଲା ଦେଶ”

ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁରରେ ଶେଷ ହେଲା ଅପରେସନ୍ ସଙ୍ଗମ୍ : ବିଏସଏଫ ଓ ଆଇଟିବିପିର ମିଳିତ ଅପରେସନ୍, ଧ୍ୱଂସ ହେଲା ୭ ମାଓ କ୍ୟାମ୍ପ

କନକ ବ୍ୟୁରୋ : ସାତ ମାଓ କ୍ୟାମ୍ପ ଧ୍ୱସ୍ତ। ସୁରକ୍ଷା କର୍ମୀଙ୍କ ଲଗାତାର ତିନି ଦିନର ଅପରେସନରେ ସାତଟି ମାଓ ଶିବିର ଧ୍ୱସ୍ତ ହୋଇଥିବା ଜଣାଯାଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଏବଂ କାଙ୍କେର ଅଞ୍ଚଳରେ ଏହି ଅପରେସନ ଚାଲିଥିଲା । ଘଟଣାସ୍ଥଳରୁ ମାଓବାଦୀଙ୍କ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୁଲିସ । ଏହି ଅପରେସନରେ କିଛି ମାଓବାଦୀ ମୃତାହତ ହୋଇଥିବା ସୂଚନା ଦେଇଛି ପୁଲିସ । ଏସଟିଏଫ୍, ଡିଆରଜି,Continue reading “ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁରରେ ଶେଷ ହେଲା ଅପରେସନ୍ ସଙ୍ଗମ୍ : ବିଏସଏଫ ଓ ଆଇଟିବିପିର ମିଳିତ ଅପରେସନ୍, ଧ୍ୱଂସ ହେଲା ୭ ମାଓ କ୍ୟାମ୍ପ”

ରାହୁଲ ଗାନ୍ଧୀଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ସହ ତୁଳନା କଲେ ପିନାରାଇ ବିଜୟନ । ଏମାନଙ୍କ ଦଳ ଅଲଗା କିନ୍ତୁ ଚିନ୍ତାଧାରା ଗୋଟିଏ ।

କନକ ବ୍ୟୁରୋ : କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗୁରୁବାର ଦିନ କଂଗ୍ରେସ ନେତା ତଥା ୱାଇନାଡୁ ସାଂସଦ ରାହୁଲ ଗାନ୍ଧୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି କି ‘କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ କେରଳକୁ ନେଇ ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀ ରଖୁଥିଲେ ବି ସେମାନଙ୍କର ଚିନ୍ତାଧାରା ଗୋଟିଏ ’ । ଏହାସହ ରାହୁଲ ଗାନ୍ଧୀ କେରଳ ଆସି କିଛିContinue reading “ରାହୁଲ ଗାନ୍ଧୀଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ସହ ତୁଳନା କଲେ ପିନାରାଇ ବିଜୟନ । ଏମାନଙ୍କ ଦଳ ଅଲଗା କିନ୍ତୁ ଚିନ୍ତାଧାରା ଗୋଟିଏ ।”

ଟ୍ରେନରୁ ମିଳିଲା ୧୦୦ ରୁ ଅଧିକ ଜିଲୋଟିନ ଷ୍ଟିକ, ୩୫୦ ଡିଟୋନେଟର ଜବତ । ପୋଲିସର ତଦନ୍ତ ଜାରି

କନକ ବ୍ୟୁରୋ : ମୁକେଶ ଆମ୍ବାନୀଙ୍କ ଘର ନିକଟରେ ଥିବା ଏକ ସନ୍ଦିଗ୍ଧ କାରରୁ ଜିଲୋଟିନର ଛଡ ମିଳିବା ପରେ ଆଜି କରେଳର କୋଝିକୋଡ ଷ୍ଟେସନରେ ଏକ ଟ୍ରେନରୁ ୧୦୦ ରୁ ଅଧିକ ଜିଲୋଟିନ୍ ଷ୍ଟିକ ଓ ୩୫୦ ରୁ ଅଧିକ ଡିଟୋନେଟର ଜବତ ହୋଇଛି । ସୂଚନା ମୁତାବକ କୋଝିକୋଡ ରେଳଷ୍ଟେସନରେ ଚେନ୍ନାଇ- ମଙ୍ଗଳପୁର ଏକ୍ସପ୍ରେସ ଟ୍ରେନ ନଂ-୦୨୬୮୫ ରୁ ବିପୁଳ ପରିମାଣର ବିସ୍ଫୋଟକ ସାମଗ୍ରୀ ଜବତ କରାଯାଇଛି । ରେଲୱେ ସୁରକ୍ଷା ବଳ ତରଫରୁContinue reading “ଟ୍ରେନରୁ ମିଳିଲା ୧୦୦ ରୁ ଅଧିକ ଜିଲୋଟିନ ଷ୍ଟିକ, ୩୫୦ ଡିଟୋନେଟର ଜବତ । ପୋଲିସର ତଦନ୍ତ ଜାରି”

Design a site like this with WordPress.com
Get started