କନକ ବ୍ୟୁରୋ: ଓଡ଼ିଶା ଇତିହାସର ସବୁଠାରୁ କଳଙ୍କିତ ଅପରାଧ କାହାଣୀ ପୁଣି ଥରେ ଦୃଶ୍ୟପଟ୍ଟକୁ ଫେରି ଆସିଛି । ଯେତେବେଳେ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଛି କମିଶନରେଟ୍ ପୁଲିସ୍ । ଦୀର୍ଘ ୨୨ ବର୍ଷ ପରେ ପୁରୁଣା ଫାଇଲକୁ ଏଭଳି ଢ଼ଙ୍ଗରେ ଓଲଟାଇ ସାମ୍ନାକୁ ଆଣିଛି ପୁଲିସ୍, ଯାହା ଅପରାଧର ଶେଷ ଫର୍ଦ୍ଦ ଲେଖିବାର ସୁଯୋଗ ଆଣିଛି । ପୁଲିସ୍ ଓ ସିବିଆଇକୁ ଚକମା ଦେଇ ଦୀର୍ଘ ୨୨Continue reading “୧୯୯୯ ମସିହାର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣା । ମୁଖ୍ୟ ଅଭିଯୁକ୍ତ ବିବନକୁ ୨୨ ବର୍ଷ ପରେ ଗିରଫ କଲା କମିଶନରେଟ୍ ପୋଲିସ ।”
Author Archives: Raghaba
ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଓଡିଶାରେ ସଂକ୍ରମଣ ଆଶଙ୍କା ବଢିଲା । ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ସ୍ଥିତି ବିଗିଡିଲେ ଲକଡାଉନ୍ ।
କନକ ବ୍ୟୁରୋ: ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ହେଲେ, ୫ ଦିନ ପରେ ପୁଣି ଥରେ ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ହୋଇଛି । ରବିବାର ଥିଲେ ମଧ୍ୟ ଶେଷ ୨୪ ଘଂଟାରେ ରାଜ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଭୟ ବଢ଼ାଇ ଦେଇଛି । ପରିସ୍ଥିତିକୁ ଦେଖି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ କହିଛନ୍ତି, ଲୋକଙ୍କୁ ସଚେତନ କରାଯାଉଛି । ସ୍ଥିତି ବିଗିଡିଲେ ରାଜ୍ୟରେContinue reading “ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଓଡିଶାରେ ସଂକ୍ରମଣ ଆଶଙ୍କା ବଢିଲା । ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ସ୍ଥିତି ବିଗିଡିଲେ ଲକଡାଉନ୍ ।”
ରାଜ୍ୟ ଅର୍ଥନୀତିରେ ସଞ୍ଜିବନୀ ଭରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ । ୧ ଲକ୍ଷ ୭୦ ହଜାର କୋଟିର ବଜେଟ୍ ଆଗତ । ସ୍ୱାସ୍ଥ୍ୟ ବିଭାଗକୁ ଫୋକସ୍ ।
କନକ ବ୍ୟୁରୋ: କରୋନା ମାଡ଼ରେ ବେହାଲ ହୋଇଥିବା ଓଡ଼ିଶାର ଅର୍ଥନୀତିକୁ ପୁଣି ଥରେ ସଜାଡିବା ପାଇଁ ଜୀବିକା, ଅର୍ଥନୈତିକ ଅଭିବୃଦ୍ଧି ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଜୋର ଦେଇଛନ୍ତି ସରକାର । ସରକାର ବିଶ୍ୱାସ କରୁଛନ୍ତି, ଶିଳ୍ପ ଏବଂ ଭିତିଭୂମି କ୍ଷେତ୍ରରେ ବିନିଯୋଗ ବଢ଼ିଲେ, ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ଲୋକଙ୍କ ପକେଟକୁ ଟଙ୍କା ଆସିବ । ପର୍ଯ୍ୟଟନ ଓ କ୍ରୀଡ଼ା କ୍ଷେତ୍ରରେ ଅଧିକ ଆବଂଟନ କରି ସରକାର ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁContinue reading “ରାଜ୍ୟ ଅର୍ଥନୀତିରେ ସଞ୍ଜିବନୀ ଭରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ । ୧ ଲକ୍ଷ ୭୦ ହଜାର କୋଟିର ବଜେଟ୍ ଆଗତ । ସ୍ୱାସ୍ଥ୍ୟ ବିଭାଗକୁ ଫୋକସ୍ ।”
ବିଧାନସଭାରେ ଆଗତ ହେଲା ବଜେଟ୍ । ଜାଣନ୍ତୁ, କାହାକୁ ମିଳିଲା କେତେ?
କନକ ବ୍ୟୁରୋ: ଓଡିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି । ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟକୁ ବିଧାନସଭାରେ ଉପସ୍ଥାପିତ କରାଯାଇଛି । ତେବେ ନଜର ପକାନ୍ତୁ ରାଜ୍ୟ ବଜେଟର ପ୍ରମୁଖ ଦିଗଗୁଡିକ ଉପରେ… ରାଜ୍ୟ ବଜେଟ୍ ୨୦୨୧-୨୨ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରଶାସନିକ ବ୍ୟୟ ପାଇଁ ୮୫ ହଜାର କୋଟି କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫Continue reading “ବିଧାନସଭାରେ ଆଗତ ହେଲା ବଜେଟ୍ । ଜାଣନ୍ତୁ, କାହାକୁ ମିଳିଲା କେତେ?”
ସ୍ୱାସ୍ଥ୍ୟସେବା ଲାଗି ୯,୧୬୪ କୋଟି ଟଙ୍କାର ବ୍ୟୟବରାଦ । ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଗତ ହେଲା ରାଜ୍ୟ ବଜେଟ୍ ।
କନକ ବ୍ୟୁରୋ : ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ଲାଗି ସର୍ବମୋଟ୍ ୯,୧୬୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଯାହା ବିଗତ ବର୍ଷ ତୁଳନାରେ ୧୯ ପ୍ରତିଶତ ଅଧିକ । ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ୧,୩୫୩ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ମାଧ୍ୟମରେ ସ୍ୱାସ୍ଥ୍ୟକ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ଓ ସେବା ପାଇଁ ୧,୫୭୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ୧,୭୫୫Continue reading “ସ୍ୱାସ୍ଥ୍ୟସେବା ଲାଗି ୯,୧୬୪ କୋଟି ଟଙ୍କାର ବ୍ୟୟବରାଦ । ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଗତ ହେଲା ରାଜ୍ୟ ବଜେଟ୍ ।”
ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍ । କୃଷି ପାଇଁ ୧୭ ହଜାର ୪୬୮ କୋଟି ଟଙ୍କାର ବ୍ୟୟବରାଦ ।
କନକ ବ୍ୟୁରୋ : ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧-୨୨ ପାଇଁ ବ୍ୟୟ ଅଟକଳ ରହିଛି ୧ ଲକ୍ଷ ୭୦ ହଜାର କୋଟି ଟଙ୍କା । ତେବେ ଚଳିତ ବଜେଟରେ କୃଷି ପାଇଁ ୧୭ ହଜାର ୪୬୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଥିବା ବଜେଟ୍ ଅନୁଯାୟୀ, କାଳିଆ ଯୋଜନା ଅଧୀନରେ ୫୦ ହଜାର ଯାଏଁContinue reading “ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍ । କୃଷି ପାଇଁ ୧୭ ହଜାର ୪୬୮ କୋଟି ଟଙ୍କାର ବ୍ୟୟବରାଦ ।”
ଟୁଲକିଟ୍ ମାମଲାରେ ଦିନିକିଆ ରିମାଣ୍ଡରେ ଯିବେ ଦିଶା ରବି । ନିକିତା ଜାକବ, ଶାନ୍ତନୁ ଓ ଦିଶା ରବିଙ୍କୁ ଏକାଠି ପଚାରଉଚୁରା କରିବ ଦିଲ୍ଲୀ ପୋଲିସ ।
କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ସହ ଜଡିତ ଟୁଲକିଟ୍ ମାମଲାକୁ ନେଇ ସୋମବାର ଦିଶା ରବିଙ୍କୁ କୋର୍ଟରେ ହାଜର କରାଯାଇଛି । ଯେଉଁଠି କୋର୍ଟ ତାଙ୍କୁ ଦିନିକିଆ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି । ଦିଲ୍ଲୀ ପୋଲିସ ତାଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଦାବି କରିଥିଲା । ହେଲେ ଦିଲ୍ଲୀ ପଟିୟାଲା ହାଉସ୍ କୋର୍ଟ କେବଳ ଗୋଟିଏ ଦିନ ପାଇଁ ଦିଶା ରବିଙ୍କୁ ରିମାଣ୍ଡରେ ଛାଡିଛନ୍ତି । ରିମାଣ୍ଡ ଆବେଦନର ଶୁଣାଣି ସମୟରେ ଦିଶାContinue reading “ଟୁଲକିଟ୍ ମାମଲାରେ ଦିନିକିଆ ରିମାଣ୍ଡରେ ଯିବେ ଦିଶା ରବି । ନିକିତା ଜାକବ, ଶାନ୍ତନୁ ଓ ଦିଶା ରବିଙ୍କୁ ଏକାଠି ପଚାରଉଚୁରା କରିବ ଦିଲ୍ଲୀ ପୋଲିସ ।”
ପେନସନ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଧାରଣାରେ ବସିଲେ ନାବାର୍ଡ ବ୍ୟାଙ୍କର କର୍ମଚାରୀ । ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବି ।
କନକ ବ୍ୟୁରୋ: ପେନସନ୍ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଧାରଣାରେ ବସିଲେ ନାବାର୍ଡ ବ୍ୟାଙ୍କର କର୍ମଚାରୀ । ୟୁନାଇଟେଡ୍ ଫୋରମ୍ ଅଫ୍ ଅଫିସର ଏବଂ ନାବାର୍ଡ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ଏହି ଧାରଣାରେ ବସିଛନ୍ତି । ଯଦି ସେମାନଙ୍କର ସମସ୍ୟା ତୁରନ୍ତ ସମାଧାନ ନହୁଏ ତେବେ ସେ ମାର୍ଚ୍ଚ ୩୦ ତାରିଖ ଯାଏଁ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ତାଙ୍କ କହିବା ମୁତାବକ, ୧୯୯୩ ମସିହାରେ ନାବାର୍ଡ ବ୍ୟାଙ୍କ ପାଇଁ ଆରମ୍ଭ ହୋଇଥିବା ପେନସନ ସ୍କିମକୁContinue reading “ପେନସନ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଧାରଣାରେ ବସିଲେ ନାବାର୍ଡ ବ୍ୟାଙ୍କର କର୍ମଚାରୀ । ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବି ।”
ବିଧାନସଭାରେ ରାଜ୍ୟ ବଜେଟ୍ ୨୦୨୧-୨୨ ଆଗତ । ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟବରାଦ ।
କନକ ବ୍ୟୁରୋ : ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରୁଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧାନସଭାରେ ବଜେଟ ଉପସ୍ଥାପନ କରୁଛନ୍ତି । ନୂଆ ଆର୍ଥିକ ବର୍ଷ ପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ କରାଯାଇଛି । ଚଳିତ ବଜେଟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ପ୍ରଶାସନିକ ବ୍ୟୟContinue reading “ବିଧାନସଭାରେ ରାଜ୍ୟ ବଜେଟ୍ ୨୦୨୧-୨୨ ଆଗତ । ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟବରାଦ ।”
ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । କହିଲେ, କୋଭିଡ ସମୟରେ ବାଉଁଶ ପାଇଁ ଖର୍ଚ୍ଚ ହୋଇଛି ୨୧.୯୦ ଲକ୍ଷ ଟଙ୍କା
କନକ ବ୍ୟୁରୋ : ଗୃହରେ ଉତ୍ତର ରଖିଲେ ନିର୍ମାଣ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ରାଜ୍ୟରେ କୋଭିଡ ବେଳେ ୪୦୬ଟି ଜାଗାରେ କଣ୍ଟେନମେଣ୍ଟ ଜୋନ ହୋଇଥିଲା । ପିଡବ୍ଲୁଡି ଦ୍ୱାରା କଣ୍ଟେନମେଣ୍ଟ ଜୋନ ବ୍ୟବସ୍ଥା ହୋଇଥିଲା । ଏଥିପାଇଁ ୬୩୫୨୬ ଖଣ୍ଡ ବାଉଁଶ ବ୍ୟବହାର ହୋଇଥିଲା । ଏହି ବାଉଁଶ ଭଡା ସୂତ୍ରରେ ଅଣାଯାଇଥିଲା । ଏଥିପାଇଁ ୯୨.୬୯ ଲକ୍ଷ ଟଙ୍କାର ବ୍ୟୟରେ ଅଟକଳ ହୋଇଥିଲା । ଏଯାଏଁ ୨୧.୯୦ ଲକ୍ଷ ଟଙ୍କାContinue reading “ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । କହିଲେ, କୋଭିଡ ସମୟରେ ବାଉଁଶ ପାଇଁ ଖର୍ଚ୍ଚ ହୋଇଛି ୨୧.୯୦ ଲକ୍ଷ ଟଙ୍କା”