ଦାଦ୍ରା ଓ ନଗର ହବେଳୀର ସାଂସଦ ମୋହନ ଡେଲକରଙ୍କ ମୃତ୍ୟୁ । ମୁମ୍ବାଇ ସ୍ଥିତ ଏକ ହୋଟେଲରେ ଆତ୍ମହତ୍ୟା କରିଥିବା ସନ୍ଦେହ ।

କନକ ବ୍ୟୁରୋ: ଦାଦ୍ରା ଓ ନଗର ହବେଳୀ ଲୋକସଭା କ୍ଷେତ୍ରର ସାଂସଦ ମୋହନ ଡେଲକରଙ୍କ ମୃତ୍ୟୁ । ସୋମବାର ମୁମ୍ବାଇ ସ୍ଥିତ ଏକ ହୋଟଲରୁ ପୋଲିସ ତାଙ୍କ ମୃତଦେହକୁ ଉଦ୍ଧାର କରିଥିବାବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହୋଟେଲରୁ ତାଙ୍କ ହାତଲେଖା ଏକ ସୁଇସାଇଡ୍ ନୋଟ ମଧ୍ୟ ଜବତ କରାଯାଇଛି । ଯାହାଫଳରେ ପୋଲିସ ଏହାକୁ ନେଇ ଛାନଭିନ୍ ଜାରି ରଖିଛି । ମୋହନ ଡେଲକରଙ୍କ ବୟସ ୫୮ ବର୍ଷ । ସେ ଦାଦ୍ରାContinue reading “ଦାଦ୍ରା ଓ ନଗର ହବେଳୀର ସାଂସଦ ମୋହନ ଡେଲକରଙ୍କ ମୃତ୍ୟୁ । ମୁମ୍ବାଇ ସ୍ଥିତ ଏକ ହୋଟେଲରେ ଆତ୍ମହତ୍ୟା କରିଥିବା ସନ୍ଦେହ ।”

ନିଆଳିର ପ୍ରସିଦ୍ଧ ମାଧବାନନ୍ଦ ଜିୟୁ ମନ୍ଦିରରେ ୧୪୪ ଧାରା । ୨୨ ତାରିଖ ସନ୍ଧ୍ୟା ୫ଟାରୁ ୨୪ ତାରିଖ ସନ୍ଧ୍ୟା ୫ଟା ଯାଏଁ ବଳବତ୍ତର ରହିବ କଟକଣା ।

କନକ ବ୍ୟୁରୋ : ନିଆଳିରେ ପ୍ରସିଦ୍ଧ ମାଧବାନନ୍ଦ ଜିୟୁ ମନ୍ଦିରରେ ୧୪୪ ଧାରା । ମାଧବାନନ୍ଦଜିୟୁ ମନ୍ଦିରରେ ଭୈମ ଏକାଦଶୀ ମେଳା ଅନୁଷ୍ଠିତ ହେବାକୁ ଆଉ ଗୋଟିଏ ଦିନ ଅଛି । ହେଲେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ଏହି କଟକଣା ୨୨ ତାରିଖ ସନ୍ଧ୍ୟା ୫ଟାରୁ ୨୪ ତାରିଖ ସନ୍ଧ୍ୟା ୫ଟା ଯାଏଁ ବଳବତ୍ତର ରହିବ । ମନ୍ଦିରର ୨୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ବଳବତରContinue reading “ନିଆଳିର ପ୍ରସିଦ୍ଧ ମାଧବାନନ୍ଦ ଜିୟୁ ମନ୍ଦିରରେ ୧୪୪ ଧାରା । ୨୨ ତାରିଖ ସନ୍ଧ୍ୟା ୫ଟାରୁ ୨୪ ତାରିଖ ସନ୍ଧ୍ୟା ୫ଟା ଯାଏଁ ବଳବତ୍ତର ରହିବ କଟକଣା ।”

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହେଲେ ୬୯ ନୂଆ କରୋନା ପଜିଟିଭ୍ । ୩ଲକ୍ଷ ୩୬ହଜାର ୭୦୫ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ।

କନକ ବ୍ୟୁରୋ : ରାଜ୍ୟରେ ପୁଣି ୬୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୨୮ ଜଣ ସ୍ଥାନୀୟ ସଂକ୍ରମିତ । ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୭୦୫ରେ ପହଞ୍ଚିିଛି । ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୪ ହଜାର ୧୦୭ ଜଣ ଓ ଏବେ ବି ସକ୍ରିୟ ଅଛନ୍ତିContinue reading “ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହେଲେ ୬୯ ନୂଆ କରୋନା ପଜିଟିଭ୍ । ୩ଲକ୍ଷ ୩୬ହଜାର ୭୦୫ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ।”

ଚାଷୀ ଆନ୍ଦୋଳନରେ ଭାଷଣ ଦେଉଥିଲେ । ଏହା ମୋର ଶେଷ ଭାଷଣ କହି ସେହି ଠାରେ ହିଁ ଟଳିପଡିଲେ ଚାଷୀ ନେତା ।

କନକ ବ୍ୟୁରୋ : ଭାଷଣ ଦେଉଥିବା ବେଳେ ଟଳିପଡ଼ିଲେ ଚାଷୀ ନେତା। କୃଷି ଆଇନକୁ ବିରୋଧ କରି ନିଜର ଭାଷଣ ରଖିବା ପରେ ଏବେ ମୋର ସମୟ ଶେଷ ବୋଲି କହିଥିଲେ ଚାଷୀ। ଏହା ପରେ ପରେ ସେ ଷ୍ଟେଜ ଉପରେ ଟଳିପଡ଼ିଥିଲେ। ‌ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର। ମୃତ ଚାଷୀଜଣକ ହେଲେ କୀର୍ତ୍ତି କିଷାନ ୟୁନିୟନର ମୁଖ୍ୟ ମାଷ୍ଟର ଦାତାର ସିଂହ। ସ୍ୱାଧୀନତା ସଂଗ୍ରାମୀ ଉଜାଗରContinue reading “ଚାଷୀ ଆନ୍ଦୋଳନରେ ଭାଷଣ ଦେଉଥିଲେ । ଏହା ମୋର ଶେଷ ଭାଷଣ କହି ସେହି ଠାରେ ହିଁ ଟଳିପଡିଲେ ଚାଷୀ ନେତା ।”

ସାପଠୁ କେମିତି ରହିବେ ସତର୍କ : ଭୁବନେଶ୍ୱର ଭେଟନାରୀ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ଦିଆଗଲା ଟ୍ରେନିଂ

କନକ ବ୍ୟୁରୋ : ସାପକୁ ଧରିଲେ ସାପ ସହ ଖେଳିଲେ । ଭୁବନେଶ୍ୱର ଭେଟନାରୀ କ୍ୟାମ୍ବସରେ ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଏଗ୍ରି କଲଚର ସହ ଭେଟନାରୀ ବିଭାଗର ଏନ ସିପି କ୍ୟାଡର ଛାତ୍ରଛାତ୍ରୀଙ୍କୁ ସାପ ଠୁ କେମିତି ସତର୍କତା ଅବଲମ୍ବନ କରିବେ ସେ ନେଇ ଟ୍ରେନିଂ ଦିଆଯାଇଛି । ଏହା ସହ ସାପ କାମୁଡିଲେ ମେଡିକାଲ ନିଆଯିବା ପୂର୍ବରୁ କେମିତି ପ୍ରାଥମିକ ଚିକିତ୍ସା କରାଯିବ ସେନେଇ ଟ୍ରେନିଂ ଦିଆଯାଇଥିଲା । ଛାତ୍ରଛାତ୍ରୀଙ୍କContinue reading “ସାପଠୁ କେମିତି ରହିବେ ସତର୍କ : ଭୁବନେଶ୍ୱର ଭେଟନାରୀ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ଦିଆଗଲା ଟ୍ରେନିଂ”

୨୨ ବର୍ଷ ପରେ ଗିରଫ ହେଲା ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ : ପୀଡିତା କହିଲେ, ଅଭିଯୁକ୍ତକୁ ଦିଆଯାଉ ଫାଶୀ, ନହେଲେ ଆଜୀବନ କାରାଦଣ୍ଡ

କନକ ବ୍ୟୁରୋ : ୨୨ ବର୍ଷ ତଳର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ବଡ଼ ସଫଳତା । ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳକୁ ଗିରଫ କରିଛି ପୋଲିସ । ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ବାରଙ୍ଗ ଥାନା ଅଂଚଳରେ ହୋଇଥିଲା ବିଭତ୍ସ ଗଣଦୁଷ୍କର୍ମ । ଏହି ମାମଲାରେ ୨ଜଣ ଅଭିଯୁକ୍ତ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତି ଗିରଫ ହୋଇଥିଲେ । ଉଭୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ କରିଥିଲେ ତତ୍କାଳୀନ ଭୁବନେଶ୍ୱରContinue reading “୨୨ ବର୍ଷ ପରେ ଗିରଫ ହେଲା ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ : ପୀଡିତା କହିଲେ, ଅଭିଯୁକ୍ତକୁ ଦିଆଯାଉ ଫାଶୀ, ନହେଲେ ଆଜୀବନ କାରାଦଣ୍ଡ”

ସତର୍କ କରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ : ସଂକ୍ରମଣ ନେଇ ପରିସ୍ଥିତି ବିଗିଡିଲେ ପୁଣି ହୋଇପାରେ ଲକଡାଉନ୍ 

କନକ ବ୍ୟୁରୋ : କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ପରିସ୍ଥିତି ବିଗିଡିଲେ ହୋଇପାରେ ଲକଡାଉନ୍ । ପରିସ୍ଥିତି ଉପରେ କଡା ନଜର ରଖିଛନ୍ତି ରାଜ୍ୟ ସରକାର । ଲୋକଙ୍କୁ ସଚେତନ କରାଯାଉଛି । ଜିଲ୍ଲାପାଳ ଓ ଏସପିଙ୍କୁ ସଜାଗ ରଖାଯାଇଛି । କୋଭିଡ୍ ନିୟମ ମାନିବାକୁ ଅନୁରୋଧ କଲେ ମନ୍ତ୍ରୀ । ଟେଷ୍ଟିଂ ବଢାଇବାକୁ ଦେଲେ ସୂଚନା । ଦେଶର ୫ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବା ପରେ ଓଡିଶାରେ ଚିନ୍ତାContinue reading “ସତର୍କ କରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ : ସଂକ୍ରମଣ ନେଇ ପରିସ୍ଥିତି ବିଗିଡିଲେ ପୁଣି ହୋଇପାରେ ଲକଡାଉନ୍ “

ବିଧାନସଭାରେ ମଣ୍ଡି ଅବ୍ୟବସ୍ଥା ନେଇ ଆଲୋଚନା : ରାଜ୍ୟ ସରକାରଙ୍କୁ ବିଜେପିର ଟାଗେର୍ଟ; ସେପଟେ ଏଫସିଆଇ ଧାନ ଉଠାଉ ନଥିବା ଅଭିଯୋଗ କଲା ବିଜେଡ଼ି

କନକ ବ୍ୟୁରୋ : ଚାଷୀ ସମସ୍ୟା ଓ ମଣ୍ଡି ଅବ୍ୟବସ୍ଥା ନେଇ ବିଧାନସଭାରେ ବିରୋଧୀଙ୍କ ହୋହାଲ୍ଲା ପରେ ପରେ ଆଜି ଗୃହରେ ମଣ୍ଡି ଅବ୍ୟବସ୍ଥା ନେଇ ଆଲୋଚନା ଚାଲିଛି । ମଣ୍ଡି ଅବ୍ୟବସ୍ଥା ନେଇ ରାଜ୍ୟସରକାରଙ୍କୁ ବିଜେପିର ଟାର୍ଗେଟ । ଟୋକନ ବ୍ୟବସ୍ଥା ସଂପୂର୍ଣ୍ଣ ଉଚ୍ଚେଦ ହେଉ ନହେଲେ ସୋସାଇଟି ମାଧ୍ୟମରେ ଟୋକନ ଦେବାକୁ ଦାବି କରିଛନ୍ତି । ଭୁବନେଶ୍ୱରରେ ଟୋକନ ବ୍ୟବସ୍ଥା ନିୟନ୍ତ୍ରିତ ନହେଉ । ଗୋଟିଏ କ୍ୱିଂଟାଲରେ ୧୨ କିଲୋ କଟାଯାଉଛି । ସୋସାଇଟି,Continue reading “ବିଧାନସଭାରେ ମଣ୍ଡି ଅବ୍ୟବସ୍ଥା ନେଇ ଆଲୋଚନା : ରାଜ୍ୟ ସରକାରଙ୍କୁ ବିଜେପିର ଟାଗେର୍ଟ; ସେପଟେ ଏଫସିଆଇ ଧାନ ଉଠାଉ ନଥିବା ଅଭିଯୋଗ କଲା ବିଜେଡ଼ି”

ରାଜଧାନୀ ଶିକ୍ଷକଙ୍କ ଠାରେ କରୋନା ଚିହ୍ନଟ ଘଟଣା ପରେ ବଢିଲା ଚିନ୍ତା । ପ୍ରତିକ୍ରିୟା ରଖିଲେ ବିଏମସି କମିସନର, ସ୍କୁଲ ବନ୍ଦ ନେଇ କଣ କହିଲେ ପଢନ୍ତୁ…

ଗତ ସପ୍ତାହ ରାଜଧାନୀର ଏକ ସ୍କୁଲରେ ଜଣେ ଶିକ୍ଷକଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ତାଙ୍କର କରୋନା ପରୀକ୍ଷା କରିବାରୁ ଜଣାପଡ଼ିଲା ଯେ, ସେ କରୋନା ଆକ୍ରାନ୍ତ ହୋଇଛନ୍ତି। ଯେହେତୁ ସେ ପାଠ ପଢ଼ାଇବା ସମୟରେ ପିଲାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେଥିପାଇଁ ସ୍କୁଲକୁ ୨ଦିନ ଛୁଟି କରାଯାଇ ବିଶୋଧନ କାର୍ଯ୍ୟ କରାଯାଉଛି। ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ବି.ଏମ.ସି କମିସନର କହିଛନ୍ତି ଯେ, ସେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଡିଇଓଙ୍କ ସହ ସମ୍ପର୍କରେ ଅଛନ୍ତି।Continue reading “ରାଜଧାନୀ ଶିକ୍ଷକଙ୍କ ଠାରେ କରୋନା ଚିହ୍ନଟ ଘଟଣା ପରେ ବଢିଲା ଚିନ୍ତା । ପ୍ରତିକ୍ରିୟା ରଖିଲେ ବିଏମସି କମିସନର, ସ୍କୁଲ ବନ୍ଦ ନେଇ କଣ କହିଲେ ପଢନ୍ତୁ…”

ରାଜ୍ୟରେ ବଢୁଛି ସାଇବର ଅପରାଧ, ୩ ବର୍ଷରେ ୯୭୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗୃହରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ।

କନକ ବ୍ୟୁରୋ : ବିଧାନସଭାର ବଜେଟ ଅଧିବେଶନରେ ଲଗାତାର ହଟ୍ଟଗୋଳ ଓ ମୁଲତବୀ ପରେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି । ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଏହି କ୍ରମରେ କରୋନା ଲକଡାଉନ ସମୟରେ ରାଜ୍ୟରେ କେତେ ଅପରାଧ ଘଟିଛି ସେ ନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ଦେଇ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଗତ କରୋନାContinue reading “ରାଜ୍ୟରେ ବଢୁଛି ସାଇବର ଅପରାଧ, ୩ ବର୍ଷରେ ୯୭୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗୃହରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ।”

Design a site like this with WordPress.com
Get started