୧୯୯୯ ମସିହାର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣା : ୨୨ ବର୍ଷ ପରେ କେମିତି ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ ? ପୋଲିସ କମିଶନରଙ୍କ କହିଲେ ପୂରା କାହାଣୀ 

କନକ ବ୍ୟୁରୋ : ୧୯୯୯ ମସିହାରେ ଘଟିଥିବା ଏକ  ବହୁଚର୍ଚ୍ଚିତ ଗଣଦୁ‌ର୍ଷ୍କମ ମାମଲା । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରିଛି କମିସନରେଟ ପୁଲିସ। ଘଟଣାରେ ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବରୁ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମା‌ଇଣ୍ତ କୁହାଯାଉଥିବା ବିବନ ବିଶ୍ବାଳଙ୍କୁ ମୁମ୍ବାଇରୁ କମିସନରେଟ ପୁଲିସ ଗିରଫ କରିଥିବା ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ୧୯୯୯ ମସିହା ଜାନୁଆରୀContinue reading “୧୯୯୯ ମସିହାର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣା : ୨୨ ବର୍ଷ ପରେ କେମିତି ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ ? ପୋଲିସ କମିଶନରଙ୍କ କହିଲେ ପୂରା କାହାଣୀ “

ସବୁଠୁ ଶସ୍ତା ପ୍ଲାନ୍ ଆଣିଲା BSNL । ୪୭ ଟଙ୍କାରେ ମିଳିବ ଅସୀମିତ ଭଏଜ କଲିଂ, ଡାଟା ଏବଂ SMS

ଭାରତର ସବୁଠାରୁ ଶସ୍ତା ପ୍ଲାନ ଭାବେ ଆଜି ବିଏସଏନଏଲ ଏକ ରିଚାର୍ଜ ପ୍ଲାନ ଆରମ୍ଭ କରିଛି | ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ୪୭ ଟଙ୍କା ମୂଲ୍ୟର ଏକ ନୂତନ ରିଚାର୍ଜ ପ୍ଲାନ ଆଣିଛି। ଏହି ରିଚାର୍ଜ ଯୋଜନାରେ ଅସୀମିତ ଭଏସ୍ କଲିଂ (ବିଏସଏନଏଲକୁ ଅସୀମିତ କଲିଂ) ବ୍ୟତୀତ ଡାଟା ଏବଂ ଏସଏମଏସ ଭଳି ସୁବିଧା ପ୍ରଦାନ କରୁଛି | ବଡ କଥା ଯେ ଦେଶରେ ଉଭୟ ଡାଟା ଓ କଲିଂContinue reading “ସବୁଠୁ ଶସ୍ତା ପ୍ଲାନ୍ ଆଣିଲା BSNL । ୪୭ ଟଙ୍କାରେ ମିଳିବ ଅସୀମିତ ଭଏଜ କଲିଂ, ଡାଟା ଏବଂ SMS”

ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର । ସଂଖ୍ୟା ଗରିଷ୍ଠତା ପ୍ରମାଣରେ ଫେଲ୍ ମାରିଲେ ଭି.ନାରାୟଣସ୍ୱାମୀ ।

ଆଜି ବିଧାନସଭାରେ ଅନୁଷ୍ଠିତ ଫ୍ଲୋର୍‌ ଟେଷ୍ଟ୍‍ରେ ନାରାୟଣସାମୀ ଭି ନାରାୟଣସ୍ୱାମୀ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ଅସମର୍ଥ ହେବାରୁ ପୁଡୁଚେରୀରେ କଂଗ୍ରେସ ସରକାରର ପତନ ଘଟିଛି। ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହୋଇଥିବା କଥା ବାଚସ୍ପତି ଭିପି ସିବକୋଲୁନ୍ଧୁ ଘୋଷଣା କରିବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି। ରବିବାର ସନ୍ଧ୍ୟାସୁଦ୍ଧା ପୁଡୁଚେରୀ ସରକାରଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ସଂଖ୍ୟା ଥିଲା ମାତ୍ର ୧୧। ଏହି କଥା ପ୍ରସଙ୍ଗରେ ଆଜିContinue reading “ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର । ସଂଖ୍ୟା ଗରିଷ୍ଠତା ପ୍ରମାଣରେ ଫେଲ୍ ମାରିଲେ ଭି.ନାରାୟଣସ୍ୱାମୀ ।”

କମିଶନରେଟ ପୋଲିସର ଅପରେସନ ‘ସାଇଲେଣ୍ଟ ଭାଇପର’ । ୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ ।

କନକ ବ୍ୟୁରୋ : ଅପରେସନ ସାଇଲେଣ୍ଟ ଭାଇପରକୁ ବଡ ସଫଳତା । ୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଦୀର୍ଘ ୨୨ ବର୍ଷ ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ପାତାଳରୁ ଖୋଜି ବାହାର କରିଛୁ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଏ ବାବଦରେ ପ୍ରେସମିଟରେ ପୂରା ସୂଚନା ଦେଇଛନ୍ତି ପୋଲିସ କମିଶନରContinue reading “କମିଶନରେଟ ପୋଲିସର ଅପରେସନ ‘ସାଇଲେଣ୍ଟ ଭାଇପର’ । ୧୯୯୯ ମସିହା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୋଲିସ ।”

ନବରଙ୍ଗପୁର ପୁଲିସ ହାତରେ ୭୦ ପ୍ୟାକେଟ୍ ଗଞ୍ଜେଇ : ବାହାର ରାଜ୍ୟକୁ ଚୋରାଚାଲାଣ ବେଳେ ଧରିଲା ପୋଲିସ୍

କନକ ବ୍ୟୁରୋ : ନବରଙ୍ଗପୁର ପୋଲିସକୁ ପୁଣି ମିଳିଛି ବଡ଼ ସଫଳତା । ବାହାର ରାଜ୍ୟକୁ ଗଂଜେଇ ଚୋରା ଚାଲାଣ ବେଳେ ୭୦ ପ୍ୟାକେଟ ଗଂଜେଇ ଜବତ କଲା ସଦର ପୁଲିସ । ଜବତ ଗଂଜେଇ ୩ କ୍ୱିଂଟାଲ ୫୨ କିଲେ ଥିବା ଜଣାପଡ଼ିଛି । ମାଲକାନଗିରିରୁ ବିହାର ଯାଉଥିବା ଏକ ପିକଅପ ଭ୍ୟାନରେ ଚାଲଣ ହେଉଥିଲା । କୌଣସି ବିଶ୍ୱସ୍ତ ସ୍ୱତ୍ରରୁ ଖବର ପାଇଁ ଇନ୍ଦ୍ରାବତୀ ପୋଲ ନିକଟରେ ଜଗି ରହିଥିଲା ପୋଲିସ । ପିକଅପContinue reading “ନବରଙ୍ଗପୁର ପୁଲିସ ହାତରେ ୭୦ ପ୍ୟାକେଟ୍ ଗଞ୍ଜେଇ : ବାହାର ରାଜ୍ୟକୁ ଚୋରାଚାଲାଣ ବେଳେ ଧରିଲା ପୋଲିସ୍”

କଟକ ଚୌଦ୍ୱାର ବଡପଦା ଗାଁରେ ରେଳରୋକ : ଦୁର୍ଗ-ପୁରୀ ଏକ୍ସପେସକୁ ଅଟକାଇଲେ ବିକ୍ଷୋଭକାରୀ; ଘଟଣାସ୍ଥଳରେ ଜିଆରପି ଓ ଚୌଦ୍ୱାର ପୋଲିସ ମୁତୟନ

କନକ ବ୍ୟୁରୋ : ଚୌଦ୍ବାର ବଡ଼ପଦା ଗ୍ରାମ ବଡ଼ସାଆନ୍ତରାପୁର ପଞ୍ଚାୟତ ଠାରେ କୃଷକ ସୁରକ୍ଷା ମଞ୍ଚ ପକ୍ଷରୁ ରେଳ ରୋକ । ଏଠାରେ ବ୍ରିଜ ଅଣ୍ଡର ପାସ ରୋଡ ନିର୍ମାଣ ଦାବି କରି ଶତାଧିକ ପୁରୁଷ ଓ ମହିଳାଙ୍କ ଦ୍ୱାରା ରେଳ ରୋକ କରାଯାଇଛି । ବାରମ୍ବାର ରେଳବାଇ କର୍ତ୍ତୃପକ୍ଷଙ୍କୁ ଦାବି କରିବା‌ ପରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଆଜି ରେଳ ରୋକ କରାଯାଇଛି । ଘଟଣାସ୍ଥଳରେ ଜିଆରପିଏଫ ଓ ଚୌଦ୍ୱାର ପୁଲିସ ମୁତୟନ ରହିଛନ୍ତିContinue reading “କଟକ ଚୌଦ୍ୱାର ବଡପଦା ଗାଁରେ ରେଳରୋକ : ଦୁର୍ଗ-ପୁରୀ ଏକ୍ସପେସକୁ ଅଟକାଇଲେ ବିକ୍ଷୋଭକାରୀ; ଘଟଣାସ୍ଥଳରେ ଜିଆରପି ଓ ଚୌଦ୍ୱାର ପୋଲିସ ମୁତୟନ”

ଲୋୟର ପିଏମଜିରେ ଧାରଣାରେ ଯାତ୍ରା କଳାକାର : ୨ ହଜାର ଦର୍ଶକରେ ଯାତ୍ରା କରିବାକୁ ଅନୁମତି ଦେବାକୁ ଦାବି

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ଦୀର୍ଘ ୧୧ ମାସ ହେବ ଯାତ୍ରା ବନ୍ଦ ରହିଥିବା ବେଳେ ୨ ହଜାର ଦର୍ଶକରେ ଯାତ୍ରା କରିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଓଡିଶା । ଆଜି ଲୋୟର ପିଏମଜିରେ ଆମରଣ ଅନଶନ ଓ ଧାରଣାରେ ବସିଛନ୍ତି ଯାତ୍ରା କଳାକାର । ଯାତ୍ରା ନଚାଲିଲେ କଳାକାର କେମିତି ବଂଚିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏମିତି ବଂଚିବା ଅପେକ୍ଷା ଆତ୍ମହୁତିContinue reading “ଲୋୟର ପିଏମଜିରେ ଧାରଣାରେ ଯାତ୍ରା କଳାକାର : ୨ ହଜାର ଦର୍ଶକରେ ଯାତ୍ରା କରିବାକୁ ଅନୁମତି ଦେବାକୁ ଦାବି”

ଟୋଲ ଗେଟରେ ୨ଗୁଣା ଫାଇନ ଆଦାୟକୁ ବିରୋଧ : ବରଯାତ୍ରୀ ଗାଡ଼ିରେ ଲାଗି ନଥିଲା ଫାସ୍ ଟ୍ୟାଗ

କନକ ବ୍ୟୁରୋ : ଟୋଲ ଗେଟରେ ୨ଗୁଣା ଫାଇନ ଆଦାୟକୁ ବିରୋଧ । ବରଯାତ୍ରୀ ଗାଡ଼ିରେ ଲାଗି ନଥିଲା ଫାସ୍ ଟ୍ୟାଗ । ନିୟମ ଅନୁଯାୟୀ ୨ଗୁଣା ଟୋଲ ଆଦାୟ କରିବାରୁ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି ବରଯାତ୍ରୀ । ଫେବ୍ରୁଆରୀ ୧୫ ତାରିଖରୁ ଦେଶର ସମସ୍ତ ଟୋଲଗେଟରେ ଫାସ୍ ଟ୍ୟାଗ ବାଧ୍ୟତାମୂଳକ ହୋଇଛି । ଗାଡ଼ିଗୁଡ଼ିକରେ ଫାସ୍ ଟ୍ୟାଗ ନଥିଲେ ୨ଗୁଣା ଟୋଲ ଆଦାୟ ନେଇ ନିୟମ କରାଯାଇଛି । ଗତକାଲି ରାତିରେ ଖଲ୍ଲିକୋଟ ଗୁରାପଲ୍ଲୀ ଟୋଲଗେଟରେContinue reading “ଟୋଲ ଗେଟରେ ୨ଗୁଣା ଫାଇନ ଆଦାୟକୁ ବିରୋଧ : ବରଯାତ୍ରୀ ଗାଡ଼ିରେ ଲାଗି ନଥିଲା ଫାସ୍ ଟ୍ୟାଗ”

କାୟା ମେଲାଉଛି କରୋନା । ସ୍କୁଲରେ କୋଭିଡ-୧୯ ଗାଇଡଲାଇନ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ, ନିୟମ ନ ମାନିଲେ ହେବେ ଦଣ୍ଡିତ ।

କନକ ବ୍ୟୁରୋ : ପୁଣିଥରେ କରୋନା କାୟା ମେଲାଉଥିବା ବେଳେ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସମସ୍ତ ଡିଇଓଙ୍କୁ ଚିଠି ଲେଖିଛନ୍ତି । ଏବେ ସ୍କୁଲ ଗୁଡିକରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପାଠ ପଢା ଚାଲିଥିବାରୁ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ସ୍କୁଲ ଚାଲିଥିବା ସମୟରେ କୋଭିଡ କଟକଣା ପାଳନ କରିବାକୁ ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକContinue reading “କାୟା ମେଲାଉଛି କରୋନା । ସ୍କୁଲରେ କୋଭିଡ-୧୯ ଗାଇଡଲାଇନ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ, ନିୟମ ନ ମାନିଲେ ହେବେ ଦଣ୍ଡିତ ।”

ପିପିଲି ଉପନିର୍ବାଚନ : ମାର୍ଚ୍ଚ ପ୍ରଥମ ସପ୍ତାହରେ ହୋଇପାରେ ତାରିଖ ଘୋଷଣା ।

କନକ ବ୍ୟୁରୋ : ଆଗାମୀ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ନିର୍ବାଚନ କମିସନ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି। ସେହି ସମୟରେ ମଧ୍ୟ ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ତେବେ, ନିର୍ବାଚନ କମିସନଙ୍କ ଘୋଷଣା ପରେ ଏହା ସ୍ପଷ୍ଟ ହେବ। ଦେଶର ପାଞ୍ଚଟି ରାଜ୍ୟ ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏକ ନିର୍ଭର‌ଯୋଗ୍ୟContinue reading “ପିପିଲି ଉପନିର୍ବାଚନ : ମାର୍ଚ୍ଚ ପ୍ରଥମ ସପ୍ତାହରେ ହୋଇପାରେ ତାରିଖ ଘୋଷଣା ।”

Design a site like this with WordPress.com
Get started