କନକ ବ୍ୟୁରୋ: ଆର ଅଶ୍ୱିନୀଙ୍କ ସ୍ପିନ ବୋଲିଂ ଆଗରେ ଆଣ୍ଠେଇଛି ଇଂଲଣ୍ଡ ଦଳ । ଯାହା ଫଳରେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇଂନିସରେ ଇଂଲଣ୍ଡ ମାତ୍ର୍ ୧୩୪ ରନ କରି ଅଲଆଉଟ୍ ହୋଇଯାଇଛି । ଦଳ ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ଛାଡିଦେଲେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ବି ଛୁଇଁପାରିନାହାନ୍ତି । ରବିବାର ଭାରତୀୟ ଦଳ ନିଜ ବ୍ୟାଟିଂ ଜାରି ରଖିବା ସହିତ ପ୍ରଥମ ଇଂନିସରେ ୩୨୯ ରନ କରି ଅଲଆଉଟ୍ ହୋଇଥିଲା । ଦଳContinue reading “ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଅଶ୍ୱିନୀଙ୍କ ଯାଦୁଗରୀ ବୋଲିଂ ଆଗରେ ଆଣ୍ଠେଇଲା ବ୍ରିଟିଶ ଦଳ । ପ୍ରଥମ ଇଂନିସରେ ୧୩୪ ରନରେ ଅଲଆଉଟ୍ ।”
Author Archives: Raghaba
ଦୁଇ ଭାରତୀୟ ବଂଶୋଦ୍ଭବଙ୍କୁ ମୁଖ୍ୟ ପଦବୀରେ ନିଯୁକ୍ତି ଦେଲା ବାଇଡେନ୍ ପ୍ରଶାସନ
କନକ ବ୍ୟୁରୋ : ସ୍ୱେଚ୍ଛାସେବକ ଏବଂ ସେବା କ୍ଷେତ୍ର ନିମନ୍ତେ ଉଦ୍ଦିଷ୍ଟ ଫେଡେରାଲ୍ ଏଜେନ୍ସି ‘ଆମେରିକର୍ପସ୍’ର ମୁଖ୍ୟ ପଦବୀରେ ବାଇଡେନ୍ ପ୍ରଶାସନ ‘ସାଧାରଣ ସେବାରେ ପ୍ରବୀଣ’ ଦୁଇଜଣ ଭାରତୀୟ ବଂଶୋଦ୍ଭବଙ୍କୁ ନିଯୁକ୍ତ କରିଛି। ସେ ଦୁଇଜଣ ହେଉଛନ୍ତି ସୋନାଲୀ ନିଜ୍ହଓ୍ଵାନ୍ ଏବଂ ପ୍ରିଷ୍ଟୋନ୍ କୁଲକର୍ଣ୍ଣି। ସୋନାଲୀଙ୍କୁ ‘ଡାଇରେକ୍ଟର୍ ଅଫ୍ ଆମେରିକର୍ପସ୍ ଷ୍ଟେଟ୍ ଆଣ୍ଡ୍ ନ୍ୟାସ୍ନାଲ୍’ର ନିର୍ଦେଶକ ଏବଂ ପ୍ରିଷ୍ଟନ୍ଙ୍କୁ ‘ଏକ୍ଷ୍ଟର୍ନାଲ୍ ଆଫେୟାର୍ସ’ର ନୂତନ ମୁଖ୍ୟ ଭାବେ ମନୋନୀତ କରାଯାଇଛି। କଂଗ୍ରେସ ପାଇଁ ଟେକ୍ସାସ୍ରୁ ଦୁଇ ଥର ପ୍ରତିଦ୍ୱନ୍ଦ୍ୱିତାContinue reading ” ଦୁଇ ଭାରତୀୟ ବଂଶୋଦ୍ଭବଙ୍କୁ ମୁଖ୍ୟ ପଦବୀରେ ନିଯୁକ୍ତି ଦେଲା ବାଇଡେନ୍ ପ୍ରଶାସନ”
ଓଡିଶାରେ ଆନ୍ଧ୍ର ନିର୍ବାଚନ: ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ । କହିଲେ, ନୈତିକ ଦାୟିତ୍ୱ ନିଅନ୍ତୁ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ: ଓଡିଶା ଗାଁରେ ଆନ୍ଧ୍ର ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ ଟୁଇଟ କରି ଲେଖିଛନ୍ତି, ଆମ ସୀମାକୁ ସୁରକ୍ଷିତ ରଖିବାରେ ସରକାର ବିଫଳ ହୋଇଛନ୍ତି । ସାଢେ ୪ କୋଟି ଓଡିଆଙ୍କ ଭାବାବେଗକୁ ଆଘାତ କରିବାର ନୈତିକ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଅନ୍ତୁ । ସରକାର ଓ ପ୍ରଶାସନ କାହିଁକି ଆମ ଲୋକଙ୍କୁ ବୁଝାଇବାରେ ବିଫଳ ହେଲେ ବୋଲି ପ୍ରଶ୍ନ କରିବା ସହ ଘଟଣାସ୍ଥଳକୁ କାହିଁକContinue reading “ଓଡିଶାରେ ଆନ୍ଧ୍ର ନିର୍ବାଚନ: ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ । କହିଲେ, ନୈତିକ ଦାୟିତ୍ୱ ନିଅନ୍ତୁ ମୁଖ୍ୟମନ୍ତ୍ରୀ ।”
କର୍ଲାପାଟ ଜଙ୍ଗଲରେ ପୁଣି ଏକ ମାଇ ହାତୀର ମୃତ୍ୟୁ । ୧୪ ଦିନରେ ଆଖି ବୁଜିଲେଣି ୬ ଗଜରାଜ ।
କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଜଙ୍ଗଲରେ ଆଜି ଆଉ ଏକ ମାଇ ହାତୀ ମୃତ୍ୟୁ । ଆଜି ଆଖି ବୁଜିଥିବା ହାତୀଟି ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏଥିସହିତ ଗତ ୧୪ ଦିନ ଭିତରେ କର୍ଲାପାଟ ଜଙ୍ଗଲରେ ଆଖିବୁଜିଛନ୍ତି ମୋଟ ୬ଟି ହାତୀ । ହାତୀ ମୃତ୍ୟୁ ପରେ ବନ ବିଭାଗ ପାଇଁ ଏହା ଏକ ଚିନ୍ତାର କାରଣ ହୋଇଛି । ଅନ୍ୟପଟେ ଶନିବାର ସେଠାରେ ଭୁବନେଶ୍ୱର ଓୟୁଏଟିର ଦୁଇ ଜଣିଆContinue reading “କର୍ଲାପାଟ ଜଙ୍ଗଲରେ ପୁଣି ଏକ ମାଇ ହାତୀର ମୃତ୍ୟୁ । ୧୪ ଦିନରେ ଆଖି ବୁଜିଲେଣି ୬ ଗଜରାଜ ।”
ନନ୍ଦନକାନନ ନିକଟସ୍ଥ ବଟାନିକାଲ ଗାର୍ଡେନ ପରିସରରେ ଭୟାବହ ଅଗ୍ନିକାଣ୍ଡ । ୨ ଏକର ଜମିରେ ନିଆଁ ଲାଗିଥିବା ସୂଚନା।
କନକ ବ୍ୟୁରୋ: ନନ୍ଦନକାନନ ବଟାନିକାଲ ଗାର୍ଡେନ ପରିସରରେ ଭୟାବହ ଅଗ୍ନିକାଣ୍ଡ । ୨ ଏକର ଜମିରେ ନିଆଁ ଲାଗିଥିବା ସୂଚନା । ନିଆଁ ଲଗାଇବାକୁ ଲାଗିଛନ୍ତି ଅଗ୍ନିଶମ କର୍ମଚାରୀ । ଆଜି ନନ୍ଦନକାନନ ନିକଟରେ ଥିବା ବଟାନିକାଲ ଗାର୍ଡେନ ପରିସରରେ ହଠାତ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଏହାପରେ ନିଆଁର ମାତ୍ରା ବଢିବାକୁ ଲାଗିଥିଲା । ଏହାପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ଗାଡି ପହଞ୍ଚି ସେଠାରେ ନିଆଁ ଲିଭା କାମରେ ଲାଗିଛି । ଆହୁରିContinue reading “ନନ୍ଦନକାନନ ନିକଟସ୍ଥ ବଟାନିକାଲ ଗାର୍ଡେନ ପରିସରରେ ଭୟାବହ ଅଗ୍ନିକାଣ୍ଡ । ୨ ଏକର ଜମିରେ ନିଆଁ ଲାଗିଥିବା ସୂଚନା।”
ଜମ୍ମୁ ବସ ଷ୍ଟାଣ୍ଡରୁ ଜବତ୍ ହେଲା ୭ କେ.ଜି ବିସ୍ଫୋରକ । ପୁଲୱାମା ଆକ୍ରମଣର ଦ୍ୱିତୀୟ ବାର୍ଷିକୀରେ ଆତଙ୍କବାଦୀଙ୍କ ଯୋଜନା ପଣ୍ଡ
କନକ ବ୍ୟୁରୋ : ଆଜିର ଦିନରେ ଆତଙ୍କବାଦୀ ମାନେ ଜମ୍ମୁର ପୁଲୱାମା ଠାରେ ବିସ୍ଫୋରକ କରି ଭାରତର ୪୦ ଯବାନଙ୍କ ଜୀବନ ନେଇଥିଲେ । ଠିକ୍ ଯେତେବେଳେ ଭାରତୀୟ ସେନା ଆଜି ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ପ୍ରସ୍ତୁତ ହେଉଛି ସେତିକି ବେଳେ ଜମ୍ମୁର ଏକ ବସ ଷ୍ଟାଣ୍ଡରୁ ୭ କେ.ଜି ବିସ୍ଫୋରକ ଜବତ କରାଯାଉଛି । ସୂଚନା ମୁତାବକ ପୁଲୱାମା ଆକ୍ରମଣର ଦ୍ୱିତୀୟ ବାର୍ଷିକୀରେ ଆତଙ୍କବାଦୀ ମାନେ ପୁଣି ବିସ୍ଫୋରଣ କରିବାକୁ ଯୋଜନା କରିଥିଲେContinue reading “ଜମ୍ମୁ ବସ ଷ୍ଟାଣ୍ଡରୁ ଜବତ୍ ହେଲା ୭ କେ.ଜି ବିସ୍ଫୋରକ । ପୁଲୱାମା ଆକ୍ରମଣର ଦ୍ୱିତୀୟ ବାର୍ଷିକୀରେ ଆତଙ୍କବାଦୀଙ୍କ ଯୋଜନା ପଣ୍ଡ”
ଆସନ୍ତା ୨ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । କଂଗ୍ରେସର ଓଡିଶା ବନ୍ଦ ଡାକରା ପରେ ନିଷ୍ପତ୍ତି ନେଲେ ଗଣଶିକ୍ଷା ମନ୍ତ୍ରୀ ।
କନକ ବ୍ୟୁରୋ: ଆସନ୍ତା ୨ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ ଘୋଷଣା କରିବା ପରେ ଏନେଇ ଆଜି ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି । ଆସନ୍ତାକାଲି ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଛି । କାଲିContinue reading “ଆସନ୍ତା ୨ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । କଂଗ୍ରେସର ଓଡିଶା ବନ୍ଦ ଡାକରା ପରେ ନିଷ୍ପତ୍ତି ନେଲେ ଗଣଶିକ୍ଷା ମନ୍ତ୍ରୀ ।”
ପୁରୀ ଭଳି ଲିଙ୍ଗରାଜରୁ ମଧ୍ୟ ପ୍ରତ୍ୟାହୃତ ହେବ ବାଇ-ଲ । ବିବାଦ ଭିତରେ ବଡ଼ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।
କନକ ବ୍ୟୁରୋ: ବାଇ-ଲ ପ୍ରସଙ୍ଗକୁ ନେଇ ବିବାଦ ଥମୁନଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ସେ କହିଛନ୍ତି ଏହା ଏକ ଚିଠା ଅଧିନିୟମ । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛୁ । ପୁରୀ ଶ୍ରୀମନ୍ଦିରରୁ ଏହି ବାଇ-ଲ’ ପ୍ରତ୍ୟାହୃତ ହୋଇଛି । ଲିଙ୍ଗରାଜରୁ ମଧ୍ୟ ପ୍ରତ୍ୟାହୃତ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଅନ୍ୟପଟେ ଏ ସମ୍ପର୍କରେ ଆଜିContinue reading “ପୁରୀ ଭଳି ଲିଙ୍ଗରାଜରୁ ମଧ୍ୟ ପ୍ରତ୍ୟାହୃତ ହେବ ବାଇ-ଲ । ବିବାଦ ଭିତରେ ବଡ଼ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।”
ନିର୍ବାଚନ ପୂର୍ବରୁ କେରଳରେ ନାଗରିକତା ସଂଶୋଧନ ଆଇନକୁ ନେଇ ଜୋର ଧରୁଛି ରାଜନୀତି । ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଲେ ଲାଗୁ ହେବନାହିଁ ସିଏଏ
କନକ ବ୍ୟୁରୋ : କରୋନା ଟିକାକରଣ ପରେ ଦେଶରେ ସିଏଏ ଲାଗୁହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା କହିବା ପରେ କେରଳରେ ଏହାକୁ ନେଇ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ଏବେ ଦେଶରେ ଗୋଟିଏ ମାତ୍ର ବାମସରକାର ଥିବା କେରଳର ମୁଖ୍ୟମନ୍ତ୍ରୀ ଏନେଇ ଜବାବ୍ ରଖିଛନ୍ତି । ସେ କହିଛନ୍ତି କି କେରଳରେ କୌଣସି ପରିସ୍ଥିତିରେ ସିଏଏ ଲାଗୁ ହୋଇ ପାରିବ ନାହିଁ । ଗୃହମନ୍ତ୍ରୀ ସିଏଏ ଲାଗୁ କରିବା ନେଇ କହିବାର ଗୋଟିଏContinue reading “ନିର୍ବାଚନ ପୂର୍ବରୁ କେରଳରେ ନାଗରିକତା ସଂଶୋଧନ ଆଇନକୁ ନେଇ ଜୋର ଧରୁଛି ରାଜନୀତି । ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଲେ ଲାଗୁ ହେବନାହିଁ ସିଏଏ”
ଚାଷୀ ଘରେ ଥିଲେ ବି ମରିଥାନ୍ତେ । କୃଷକ ଆନ୍ଦୋଳନରେ ଚାଷୀ ମୃତ୍ୟୁକୁ ନେଇ ଏଭଳି ବୟାନ ରଖିଲେ ହରିୟାଣାର ମନ୍ତ୍ରୀ ।
କନକ ବ୍ୟୁରୋ: କୃଷକ ଆନ୍ଦୋଳନକୁ ନେଇ ହରିୟାଣା ମନ୍ତ୍ରୀଙ୍କ ବିବାଦୀୟ ବୟାନ । ଆନ୍ଦୋଳନ ସ୍ଥଳରେ ଚାଷୀଙ୍କ ମୃତ୍ୟୁକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ହରିୟାଣା କୃଷିମନ୍ତ୍ରୀ ଜେପି ଦଲାଲ । ସେ କହିଛନ୍ତି, ଚାଷୀ ଘରେ ରହିଥିଲେ ମଧ୍ୟ ମରିଥାନ୍ତେ । କୃଷକ ଆନ୍ଦୋଳନ ସମୟରେ ଧାରଣାସ୍ଥଳରେ ୨ଶହ ଚାଷୀଙ୍କ ମୃତ୍ୟୁ ହୋଇଥିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହା କହିଥିଲେ ଜେପି ଦଲାଲ । आंदोलन में संघर्षरत अन्नदाताओं केContinue reading “ଚାଷୀ ଘରେ ଥିଲେ ବି ମରିଥାନ୍ତେ । କୃଷକ ଆନ୍ଦୋଳନରେ ଚାଷୀ ମୃତ୍ୟୁକୁ ନେଇ ଏଭଳି ବୟାନ ରଖିଲେ ହରିୟାଣାର ମନ୍ତ୍ରୀ ।”