ଲୋକଙ୍କ ପଥର ମାଡ଼ରେ ୭ ପୋଲିସ କନେଷ୍ଟବଳ ଓ ଅଫିସର ଗୁରୁତର : ସୋର ଅଙ୍ଗୁଳା ଦୁର୍ଘଟଣା ପରେ ତାତିଲେ ଲୋକେ

କନକ ବ୍ୟୁରୋ : ବାଲେଶ୍ୱର ସୋର-ମଙ୍ଗଳପୁର ରାସ୍ତା ଅଙ୍ଗୁଳା ଛକରେ ଦୁର୍ଘଟଣା ପରେ ତାତିଲେ ଲୋକ । ଉତ୍ୟକ୍ତ ଲୋକ ରାସ୍ତାରୋକ କରିବା ସହ ପୁଲିସ ଉପରକୁ ଢେଲା ପଥର ମାଡ଼ କରିଛନ୍ତି । ପଥର ମାଡ଼ରେ ୭ ଜଣ ପୁଲିସ କନେଷ୍ଟବଳ ଓ ଅଫିସର ଗୁୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପରେ ପୁଲିସ ଲାଠି ମାଡ଼ରେ ମଧ୍ୟ ୩ ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଅଙ୍ଗୁଳା ଛକରେ ଡମ୍ପରContinue reading “ଲୋକଙ୍କ ପଥର ମାଡ଼ରେ ୭ ପୋଲିସ କନେଷ୍ଟବଳ ଓ ଅଫିସର ଗୁରୁତର : ସୋର ଅଙ୍ଗୁଳା ଦୁର୍ଘଟଣା ପରେ ତାତିଲେ ଲୋକେ”

ଭୁବନେଶ୍ୱରରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା : ଗିରଫ ୨ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ, ରିମାଣ୍ଡ ଆବେଦନ କରିପାରେ ପୋଲିସ

କନକ ବ୍ୟୁରୋ : ଭୁବନେଶ୍ୱରରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ ହତ୍ୟାକାରୀଙ୍କୁ ଗିରଫ କରିଛି ପୋଲିସ । ଏଥିସହ ଖୋଲିଛି କଟାମୁଣ୍ଡ ପଛର ରହସ୍ୟ । ଅଭିଯୁକ୍ତମାନେ ପୁଷ୍ପଲତାଙ୍କୁ କେମିତି ହତ୍ୟା କରିଥିଲେ ପରେ କେମିତି ମୁଣ୍ଡକୁ କାଟିଥିଲେ , ପୋଲିସ ଆଗରେ ଏସବୁର ସତ ମାନିଛନ୍ତି ଅଭିଯୁକ୍ତ । କେଉଁ ବିବାଦ ପାଇଁ ହୋଇଥିଲା ଏହି ହତ୍ୟା ଷଡଯନ୍ତ୍ର ତାର ମଧ୍ୟ ସତ ଓଗାଳିଛି ଅଭିଯୁକ୍ତ । ଆଜି ୨ ଅଭିଯୁକ୍ତଙ୍କୁ କୋର୍ଟରେContinue reading “ଭୁବନେଶ୍ୱରରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣା : ଗିରଫ ୨ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରାଯିବ, ରିମାଣ୍ଡ ଆବେଦନ କରିପାରେ ପୋଲିସ”

ଗୁଲାମ ନବୀ ଆଜାଦଙ୍କ ପରେ ରାଜ୍ୟସଭାରେ ବିରୋଧୀଦଳର ନେତା ହେବେ ମଲ୍ଲିକାର୍ଜୁନ ଖଡଗେ । ସୂଚନା ଦେଲେ କଂଗ୍ରେସ ମହାସଚିବ ବେଣୁଗୋପାଳ

କନକ ବ୍ୟୁରୋ : ରାଜ୍ୟସଭାରେ ବିରୋଧୀଦଳ ନେତା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏହା ପରେ ରାଜ୍ୟସଭାରେ ବିରୋଧିଦଳ ନେତା ଭାବେ କଂଗ୍ରେସ ପକ୍ଷରୁ ଲୋକସଭାରେ ବିରୋଧୀଦଳ ନେତା ଭୁମିକା ତୁଲାଇଥିବା ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଏହି ପଦରେ ଅବସ୍ଥାପିତ କରାଯିବ ବୋଲି କୁହାଯାଇଛି । ଏନେଇ କଂଗ୍ରେସର ମହାସଚିବ ବେଣୁଗୋପାଳ ରାଓ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଏନେଇ ରାଜ୍ୟସଭାର ସଭାପତି ଭେଙ୍କେୟା ନାଇଡୁଙ୍କୁ ସୂଚନା ଦିଆଯାଇଛିContinue reading “ଗୁଲାମ ନବୀ ଆଜାଦଙ୍କ ପରେ ରାଜ୍ୟସଭାରେ ବିରୋଧୀଦଳର ନେତା ହେବେ ମଲ୍ଲିକାର୍ଜୁନ ଖଡଗେ । ସୂଚନା ଦେଲେ କଂଗ୍ରେସ ମହାସଚିବ ବେଣୁଗୋପାଳ”

ଅନୁଗୁଳରେ ଶ୍ୱାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ : କଣିହାଁ ଥାନା ସାନଜରଡ଼ା ଗାଁରେ ଅଘଟଣ

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାର ବିକ୍ରମପୁର ଥାନା ସାନ ଜରଡ଼ା ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଘରେ ଶୋଇଥିବା ବେଳେ ଶ୍ୱାସ ରୁଦ୍ଧ ହୋଇ ବୃଦ୍ଧ ଦମ୍ପତିଙ୍କର ମୃତ୍ୟୁ ହୋଇଛି । ସେମାନେ ହେଲେ, ଦୁଖବନ୍ଧୁ ସାହୁ ଏବଂ ପଂଚାଳି ସାହୁ । ଗତକାଲି ରାତିରେ ଶୋଇଥିଲେ । ଆଜି ସକାଳୁ ଦେଖିଲା ବେଳକୁ ଘର ଭିତରେ ଉଭୟ ମରି ଶୋଇଥିଲେ । ମୃତ୍ୟୁର କାରଣ ଯଦିଓ ସ୍ପଷ୍ଟContinue reading “ଅନୁଗୁଳରେ ଶ୍ୱାସରୁଦ୍ଧ ହୋଇ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ : କଣିହାଁ ଥାନା ସାନଜରଡ଼ା ଗାଁରେ ଅଘଟଣ”

ହଠାତ୍ କରୋନା ଟିକା କେନ୍ଦ୍ରରେ ପହଂଚିଗଲେ ଯମରାଜ । କହିଲେ ମୃତ୍ୟୁକୁ ନୁହେଁ ମୋର କରୋନାକୁ ଭାରି ଡର । ଉପସ୍ଥିତ ଲୋକ ଚକିତ ।

କନକ ବ୍ୟୁରୋ : ଦେଶରେ ଏବେ କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ଚାଲିଛି । କରୋନାକୁ ଶେଷ କରିବା ଲାଗି ଦେଶରେ ଚାଲିଛି ବିଶ୍ୱର ସବୁଠାରୁ ବୃହତ ଟିକାକରଣ କାର୍ଯ୍ୟକ୍ରମ । ଦେଶରେ ଏପର୍ଯ୍ୟନ୍ତ ୬୬ ଲକ୍ଷରୁ ଅଧିକ ଲୋକ ଟିକା ନେଇ ସାରିଲେଣି । ହେଲେ କିଛି ଲୋକ ଏହି ଟିକା ନେବାକୁ ଭୟ କରୁଥିବା ଦେଖି ଖୋଦ ଯମରାଜ ଟିକା କେନ୍ଦ୍ରରେ ପହଂଚି ଟିକା ନେଇଛନ୍ତି । ବାସ୍ତବରେ ଯମରାଜ କ’ଣ ସ୍ୱର୍ଗରୁ ଆସିContinue reading “ହଠାତ୍ କରୋନା ଟିକା କେନ୍ଦ୍ରରେ ପହଂଚିଗଲେ ଯମରାଜ । କହିଲେ ମୃତ୍ୟୁକୁ ନୁହେଁ ମୋର କରୋନାକୁ ଭାରି ଡର । ଉପସ୍ଥିତ ଲୋକ ଚକିତ ।”

ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବିଜେପିରେ ଯୋଗଦେବା ନେଇ ଉଠୁଥିବା ଗୁଜବର ଜବାବ ଦେଲେ ଆଜାଦ୍ । କହିଲେ ଯେବେ କାଶ୍ମୀରରେ କଳାବରଫ ପଡିବ ତେବେ ମୁଁ ବିଜେପିରେ ଯୋଗ ଦେବି

କନକ ବ୍ୟୁରୋ : ରାଜ୍ୟସଭା ସଂସଦରେ କଂଗ୍ରେସର ବରିଷ୍ଠ ନେତା ଗୋଲାବ ନବୀ ଆଜାଦଙ୍କ କାର୍ଯ୍ୟକାଳ ସରିବା ଦିନ ପ୍ରଧାନମନ୍ତ୍ରୀ ମୋଦି ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ । ତାଙ୍କର ଏଭଳି ଭାବପ୍ରବଣାତା ଦେଖି ଦେଶର ବୁଦ୍ଧିଜୀବୀ ଓ ଗଣମାଧ୍ୟମ ଆଶଙ୍କା କରୁଛନ୍ତି କି ଆଜାଦ ଏବେ ବିଜେପିରେ ଯୋଗ ଦେଇ ପାରନ୍ତି । ଏନେଇ ଆଲୋଚନା ହେବା ସହ ବିଭିନ୍ନ ଗଣମାଧ୍ୟମରେ ବି ଖବର ପ୍ରକାଶ ପାଇଛି । ହେଲେ ଏହାର ଜବାବ୍ ରଖିଛନ୍ତି ଗୁଲାମContinue reading “ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ବିଜେପିରେ ଯୋଗଦେବା ନେଇ ଉଠୁଥିବା ଗୁଜବର ଜବାବ ଦେଲେ ଆଜାଦ୍ । କହିଲେ ଯେବେ କାଶ୍ମୀରରେ କଳାବରଫ ପଡିବ ତେବେ ମୁଁ ବିଜେପିରେ ଯୋଗ ଦେବି”

ସରକାରଙ୍କ ଟାର୍ଗେଟରେ ଆମେରିକୀୟ କମ୍ପାନୀ ଟ୍ୱିଟର : ବିବାଦ ପରେ ଦେଶୀ ମାଇକ୍ରୋ ବ୍ଲଗିଂ ସାଇଟ ‘କୁ’ ବ୍ୟବହାର କରିବାକୁ ପ୍ରୋତ୍ସାହନ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ପୀଉଷ ଗୋଏଲ ଟ୍ୱିଟ କରି ସେ ‘କୁ’ ଆପ ବ୍ୟବହାର କରୁଥିବା ଲେଖିଛନ୍ତି । ଏପରିକି ଏହି ଭାରତୀୟ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ତାଙ୍କ ସହ ଯୋଡି ହେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆମେରିକା କମ୍ପାନି ଟ୍ୱିଟର ସହିତ ବିବାଦ ପରେ କେବଳ କେନ୍ଦ୍ରମନ୍ତ୍ରୀ ପୀଉଷ ଗୋଏଲ କାହିଁକି ଏକାଧିକ ମନ୍ତ୍ରୀ ଓ ସାଂସଦ ଏହି ଦେଶୀ ଆପକୁ ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି । ଆତ୍ମନିର୍ଭର ଭାରତ ପ୍ରତିଯୋଦିତାରେContinue reading “ସରକାରଙ୍କ ଟାର୍ଗେଟରେ ଆମେରିକୀୟ କମ୍ପାନୀ ଟ୍ୱିଟର : ବିବାଦ ପରେ ଦେଶୀ ମାଇକ୍ରୋ ବ୍ଲଗିଂ ସାଇଟ ‘କୁ’ ବ୍ୟବହାର କରିବାକୁ ପ୍ରୋତ୍ସାହନ”

ଚାଷୀଙ୍କ ହକ୍ ପାଇଁ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଆଉ ପାଦେ ଆଗେଇବ ବିଜେପି : ଆସନ୍ତାକାଲି ପଶ୍ଚିମ ଓଡ଼ିଶାରେ ୩ ଘଂଟିଆ ଚକାଜାମ୍ କରିବ ଦଳ

କନକ ବ୍ୟୁରୋ : ଆସନ୍ତାକାଲି ପଶ୍ଚିମ ଓଡିଶାରେ ୩ ଘଂଟିଆ ଚକାଜାମ୍ କରିବ ବିଜେପି । ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଆଉପାଦେ ଆଗେଇ ନେବ ରାଜ୍ୟ ବିଜେପି । ଏଥିପାଇଁ ଆସନ୍ତାକାଲି ପଶ୍ଚିମ ଓଡିଶାର ୫ଟି ଲୋକସଭା ଓ ୩୭ଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥରେ ୩ ଘଂଟା ଚକାଜାମ ଆନ୍ଦୋଳନ କରିବ ବୋଲି ଦଳ ଘୋଷଣା କରିଛି । ଏନେଇ ଗୁରୁବାର ସମ୍ବଲପୁର ଜିଲ୍ଲା ବିଜେପିContinue reading “ଚାଷୀଙ୍କ ହକ୍ ପାଇଁ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଆଉ ପାଦେ ଆଗେଇବ ବିଜେପି : ଆସନ୍ତାକାଲି ପଶ୍ଚିମ ଓଡ଼ିଶାରେ ୩ ଘଂଟିଆ ଚକାଜାମ୍ କରିବ ଦଳ”

ବିବିସିର ୱାର୍ଲଡ ନ୍ୟୁଜ୍ ପ୍ରସାରଣ ଉପରେ ରୋକ୍ ଲଗାଇଲେ ଚୀନ ସରକାର । ଚୀନ ସରକାରୀ ଗଣମାଧ୍ୟମ ପ୍ରସାରଣ ଉପରେ ବ୍ରିଟେନ୍ ରୋକ ଲଗାଇବା ପରେ ଏମିତି କଲା ଚୀନ

କନକ ବ୍ୟୁରୋ : ଦେଶ ଦେଶ ମଧ୍ୟରେ ବିଭିନ୍ନ ସମସ୍ୟାକୁ ନେଇ ଅନେକ ତିକ୍ତ ସଂପର୍କର ଅନୁଭୁତି ଆମେ ପାଇଛୁ । ହେଲେ ଦେଶ ଦେଶ ମଧ୍ୟରେ ଗଣମାଧ୍ୟମ ପ୍ରସାରଣକୁ ନେଇ ବିବାଦ ଦେଖାଦେବା ଏକ ବିରଳ ଘଟଣା । ଯାହାକି ଏବେ ଚୀନ ଓ ବ୍ରିଟେନ ମଧ୍ୟରେ ଦେଖିବାକୁ ମିଳିଛି । ବିବିସି ୱାର୍ଲଡ ନ୍ୟୁଜ୍ ପ୍ରସାରଣ ଉପରେ ଚୀନର ଜାତୀୟ ବେତାର ଓ ଟେଲିଭିଜନ ଆଡମିନେଷ୍ଟେସନ(ସିଏନଆରଟି) ଗୁରୁବାର ଦିନ କଟକଣା ଜାରି କରିଛନ୍ତି ।Continue reading “ବିବିସିର ୱାର୍ଲଡ ନ୍ୟୁଜ୍ ପ୍ରସାରଣ ଉପରେ ରୋକ୍ ଲଗାଇଲେ ଚୀନ ସରକାର । ଚୀନ ସରକାରୀ ଗଣମାଧ୍ୟମ ପ୍ରସାରଣ ଉପରେ ବ୍ରିଟେନ୍ ରୋକ ଲଗାଇବା ପରେ ଏମିତି କଲା ଚୀନ”

ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ମରାମତି କାମ ଆରମ୍ଭ : ରାମଦୟା ପରିଷଦ ପାଖକୁ ଲାଗି ମେଘନାଦ ପାଚେରୀରେ ବହୁ ଦିନରୁ ଥିଲା ଫାଟ

କନକ ବ୍ୟୁରୋ : ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ମରାମତି କାମ ଆରମ୍ଭ ହୋଇଛି । ସେହିଭଳି ଶ୍ରୀମନ୍ଦିର ଭିତରେ ବି ମରାମତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ନାଟମଣ୍ଡପ-ଜଗମୋହନ ସଂଯୋଗ ସ୍ଥଳରେ ଲୁହାର ଭାରା ମଧ୍ୟ ବନ୍ଧାଯାଇଛି । ସେପଟେ ସିଂହଦ୍ବାର ନିକଟ ରାମଦୟା ପରିଷଦ ଘର ପାଖକୁ ଲାଗି ରହିଥିବା ମେଘନାଦ ପ୍ରାଚୀର ମରାମତି ପାଇଁ ବି ଭାରା ବନ୍ଧା ହୋଇଛି । ବହୁଦିନରୁ ରାମଦୟା ପରିଷଦ ପାଖକୁ ଲାଗି ମେଘନାଦ ପ୍ରାଚୀରରେ ଫାଟContinue reading “ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ମରାମତି କାମ ଆରମ୍ଭ : ରାମଦୟା ପରିଷଦ ପାଖକୁ ଲାଗି ମେଘନାଦ ପାଚେରୀରେ ବହୁ ଦିନରୁ ଥିଲା ଫାଟ”

Design a site like this with WordPress.com
Get started