କନକ ବ୍ୟୁରୋ : ଆସନ୍ତାକାଲି ରାଜ୍ୟବ୍ୟାପୀ ଗୋଟିଏ ଦିନ ବିଦ୍ୟାଳୟରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନେଇ ବୈଠକ କରାଯିବ । ପ୍ରତ୍ୟକ ବିଦ୍ୟାଳୟରେ ଏହି ବୈଠକ କରାଯିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ । ସରକାରୀ ବିଦ୍ୟାଳୟ ଗୁଡିକରେ ଅଭିଭାବକମାନେ କିପରି ନିଜ ପିଲାମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବେ ସେ ନେଇ ଆଲୋଚନା କରାଯିବ । ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷା ବିଭାଗର ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହିବେContinue reading “ଆସନ୍ତାକାଲି ସବୁ ସ୍କୁଲରେ ବସିବ ଅଭିଭାବକଙ୍କ ବୈଠକ : ଛାତ୍ରଛାତ୍ରୀଙ୍କ ପାଠପଢା ନେଇ ଚାଲିବ ବିଚାରବିମର୍ଷ”
Author Archives: Raghaba
ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଆଇଏସଆଇକୁ ଦେଉଥିବା ଅଭିଯୋଗରେ ଆସିଲା ଦଣ୍ଡାଦେଶ : ଫଟୋଗ୍ରାଫର ଈଶ୍ୱର ବେହେରାଙ୍କୁ ଆଜୀବନ ଜେଲ ଦଣ୍ଡ
କନକ ବ୍ୟୁରୋ : ପାକିସ୍ତାନ ଆଇଏସଆଇ ପାଇଁ ଗୁଇନ୍ଦାଗିରି କରି ଧରାପଡି ଜେଲରେ ଥିବା ଇଶ୍ୱର ବେହେରାକୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି । ବାଲେଶ୍ୱର ଏଡିସନାଲ ସେସନଜଜ କୋର୍ଟ ଇଶ୍ୱର ବେହେରା ବିରୋଧରେ ଲାଗିଥିବା ଦେଶଦ୍ରୋହ ମାମଲାର ଶୁଣାଣି କରି ବଡ ରାୟ ଶୁଣାଇଛନ୍ତି ବିଚାରପତି । ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ଇଶ୍ୱରକୁ ଦୋଷୀ ସାବ୍ୟସ୍ତ କରି ଖଣ୍ଡପୀଠ ଆଜୀବନ କାରଦଣ୍ଡ ସହ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତିContinue reading “ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଆଇଏସଆଇକୁ ଦେଉଥିବା ଅଭିଯୋଗରେ ଆସିଲା ଦଣ୍ଡାଦେଶ : ଫଟୋଗ୍ରାଫର ଈଶ୍ୱର ବେହେରାଙ୍କୁ ଆଜୀବନ ଜେଲ ଦଣ୍ଡ”
ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ : ଓଡିଶା ଦାଏର କରିଥିବା ଅଦାଲତ ଅବମାନନା ପିଟିସନର ଆଜି ହେବ ଶୁଣାଣି
କନକ ବ୍ୟୁରୋ : ଆଜି ସୁପ୍ରିମକୋର୍ଟରେ ହେବ କୋଟିଆ ମାମଲାର ଶୁଣାଣି । ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା କରିଛି ଓଡିଶା । ସୁପ୍ରିମକୋର୍ଟଙ୍କ ୧୯୬୮ ଓ ୨୦୦୬ର ନିର୍ଦ୍ଦେଶକୁ ଆନ୍ଧ୍ର ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି । କୋଟିଆରେ ଆନ୍ଧ୍ର ସରକାର ପଂଚାୟତ ନିର୍ବାଚନ କରୁଥିବାରୁ ଏହାକୁ ବିରୋଧ କରି ଓଡିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଏକ ଆଇନଜୀବୀ ଦଳ ଓଡିଶା ପକ୍ଷରୁ ମାମଲା ପରିଚାଳନା କରିବେ । ଆସନ୍ତାContinue reading “ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗ : ଓଡିଶା ଦାଏର କରିଥିବା ଅଦାଲତ ଅବମାନନା ପିଟିସନର ଆଜି ହେବ ଶୁଣାଣି”
ଆମେରିକୀୟ ଟିକଟକ୍ ଷ୍ଟାର ଡଜାହାରିଆ କ୍ୱିଣ୍ଟଙ୍କ ଆତ୍ମହତ୍ୟା । ଇନଷ୍ଟାଗ୍ରାମରେ ଷ୍ଟୋରୀ ସେଆର କରି ଲେଖିଥିଲେ ‘ଏହା ମୋର ଶେଷ ପୋଷ୍ଟ’
କନକ ବ୍ୟୁରୋ: ଆମେରିକାର ଜଣାଶୁଣା ଟିକଟକ୍ ଷ୍ଟାର ଡଜାହାରିଆ କ୍ୱିଣ୍ଟ ନୋୟାସଙ୍କ ଆତ୍ମହତ୍ୟା । ସୋମବାର ମାତ୍ର ୧୮ ବର୍ଷ ବୟସରେ ଏହି ଟିକଟକ୍ ଷ୍ଟାର ଜଣକ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟା କରିବା ପୂର୍ବରୁ ସେ ତାଙ୍କର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେଆର୍ କରିଥିଲେ ଯାହା ତାଙ୍କର ଶେଷ ପୋଷ୍ଟ ବୋଲି ସେ ଉଲ୍ଲେଖ କରିଥିଲେ । ହେଲେ ସେତେବେଳେ ସେ ମଜାକ୍ କରୁଛନ୍ତି ବୋଲି ତାଙ୍କ ଫ୍ୟାନମାନେ ଭାବିନେଇଥିଲେ । ହେଲେ ତାଙ୍କରContinue reading “ଆମେରିକୀୟ ଟିକଟକ୍ ଷ୍ଟାର ଡଜାହାରିଆ କ୍ୱିଣ୍ଟଙ୍କ ଆତ୍ମହତ୍ୟା । ଇନଷ୍ଟାଗ୍ରାମରେ ଷ୍ଟୋରୀ ସେଆର କରି ଲେଖିଥିଲେ ‘ଏହା ମୋର ଶେଷ ପୋଷ୍ଟ’ “
କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ କଥା ହେଲେ ମୋଦୀ । କରୋନା ଟିକା ଯୋଗାଇବା ପାଇଁ ରାଜି ହେଲା ଭାରତ ।
କନକ ବ୍ୟୁରୋ: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଥିବା ବେଳେ ଭାରତ ମିତ୍ର ରାଷ୍ଟ୍ର ଗୁଡିକୁ କରୋନା ଟିକା ଯୋଗାଇ ଦେଉଛି । ଏହି ପରିପ୍ରେକ୍ଷୀରେ କାନାଡାକୁ ମଧ୍ୟ କୋଭିଡ ଟିକା ଯୋଗାଇବ ଭାରତ । ତେବେ ଏହା ଏକ ବ୍ୟବସାୟିକ ବିକ୍ରୟ ହେବ ବୋଲି ସୂଚନା ମିଳିଛି । ଏଥିପାଇଁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଷ୍ଟିନ ଟ୍ରୁଡୋଙ୍କ ଫୋନ୍Continue reading “କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ କଥା ହେଲେ ମୋଦୀ । କରୋନା ଟିକା ଯୋଗାଇବା ପାଇଁ ରାଜି ହେଲା ଭାରତ ।”
ପଶ୍ଚିମବଙ୍ଗରେ ଦିଦିଙ୍କୁ ଘେରିଲେ ଶାହା । ଜୟ ଶ୍ରୀ ରାମ ନାରାକୁ ନେଇ ଜୋର ଧରିଲା ରାଜନୀତି ।
କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଯାଇଛି ଜୟ ଶ୍ରୀରାମ ନାରା । ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଯଦି ପଶ୍ଚିମବଙ୍ଗରେ ନୁହେଁ ତେବେ କଣ ପାକିସ୍ତାନରେ ଜୟ ଶ୍ରୀ ରାମ ନାରା ଦିଆଯିବ କି ବୋଲି ପ୍ରଶ୍ନ କରିଛନ୍ତି । କୁଚContinue reading “ପଶ୍ଚିମବଙ୍ଗରେ ଦିଦିଙ୍କୁ ଘେରିଲେ ଶାହା । ଜୟ ଶ୍ରୀ ରାମ ନାରାକୁ ନେଇ ଜୋର ଧରିଲା ରାଜନୀତି ।”
ଚୀନ୍ ଓ ଭାରତ ସୀମା ବିବାଦରେ ବଡ ସଫଳତା । ବିବାଦୀୟ ପେଙ୍ଗଙ୍ଗ ହ୍ରଦରୁ ପଛକୁ ହଟିବା ପାଇଁ ରାଜି ହେଲେ ଉଭୟ ଦେଶର ସେନା ।
କନକ ବ୍ୟୁରୋ: ଭାରତ ସୀମା ଭିତରକୁ ଜୋରଜବରଦସ୍ତ ପସି ଆସିଥିବା ଚୀନ୍ ଶେଷରେ ପଛକୁ ଫେରିଛି । ଭାରତ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ସମାଧାନ ଆଡକୁ ଗତି କରୁଛି । ଉଭୟ ରାଷ୍ଟ୍ର ମଧ୍ୟରେ ବୁଝାମଣା ପରେ ଗୁରୁବାର ଦିନ ଭାରତ ଓ ଚୀନର ଟ୍ୟାଙ୍କର ବିବାଦୀୟ ଅଂଚଳରୁ ପଛକୁ ଫେରିଛନ୍ତି । ଗତ ବର୍ଷ ଜୁନ୍ ମାସରୁ ଏହି ଅଂଚଳରେ ସୀମା ବିବାଦ ଆରମ୍ଭ ହୋଇଥିଲା । ଜାନୁୟାରୀ ୨୪ତାରିଖରେ ବୈଠକContinue reading “ଚୀନ୍ ଓ ଭାରତ ସୀମା ବିବାଦରେ ବଡ ସଫଳତା । ବିବାଦୀୟ ପେଙ୍ଗଙ୍ଗ ହ୍ରଦରୁ ପଛକୁ ହଟିବା ପାଇଁ ରାଜି ହେଲେ ଉଭୟ ଦେଶର ସେନା ।”
ଟ୍ୱିଟର ଓ ଫେସବୁକକୁ ଭାରତ ସରକାରଙ୍କ କଡା ଚେତାବନୀ । ବ୍ୟବସାୟ କରିବାକୁ ହେଲେ ମାନିବାକୁ ପଡିବ ନିୟମ ।
କନକ ବ୍ୟୁରୋ: ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଭାରତ ସରକାରଙ୍କ କଡା ଚେତାବନୀ । ଭାରତରେ ରହି ବ୍ୟବସାୟ କଲେ ଭାରତୀୟ ନିୟମ ମାନିବାକୁ ପଡିବ ବୋଲି ରାଜ୍ୟସଭାରେ କହିଛନ୍ତି କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଆମେରିକାର କ୍ୟାପିଟଲ ହିଲ ଆକ୍ରମଣ ଘଟଣାରେ ଟ୍ୱିଟର କମ୍ପାନୀର ଭିନ୍ନ ଆଭିମୁଖ୍ୟ ଥିବା ବେଳେ ଦିଲ୍ଲୀର ଲାଲକିଲ୍ଲା ହିଂସାକାଣ୍ଡ ଘଟଣାରେ ଟ୍ୱିଟରର ଭିନ୍ନ ଆଭିମୁଖ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ । କ୍ୟାପିଟଲ ହିଲ୍Continue reading “ଟ୍ୱିଟର ଓ ଫେସବୁକକୁ ଭାରତ ସରକାରଙ୍କ କଡା ଚେତାବନୀ । ବ୍ୟବସାୟ କରିବାକୁ ହେଲେ ମାନିବାକୁ ପଡିବ ନିୟମ ।”
ସୁନ୍ଦରଗଡ ସର୍କିଟ ହାଉସରେ ମନ୍ତ୍ରୀ ପ୍ରତାପ ଜେନା ୨ ଘଣ୍ଟା ଅଟକ । ରାସ୍ତା ଅବରୋଧ କରି ମନ୍ତ୍ରୀଙ୍କୁ ଅଟକ ରଖିଲେ ଚାଷୀ ।
କନକ ବ୍ୟୁରୋ: ସୁନ୍ଦରଗଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଲେ ଚାଷୀ । ଫଳରେ ସୁନ୍ଦରଗଡର ସର୍କିଟ ହାଉସରେ ଦୁଇ ଘଂଟା ଧରି ଅଟକି ରହିଥିଲେ ମନ୍ତ୍ରୀ ପ୍ରତାପ ଜେନା । ସର୍କିଟ ହାଉସ ରାସ୍ତାରେ ଚାଷୀମାନେ ବସି ରାସ୍ତା ଅବରୋଧ କରିଥିବାରୁ ମନ୍ତ୍ରୀ ଅଟକି ରହିଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ବଳପ୍ରୟୋଗ କରି ଚାଷୀଙ୍କୁ ଉଠାଇବା ପରେ ମନ୍ତ୍ରୀ ମୁକୁଳିଛନ୍ତି । ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସୁନ୍ଦରଗଡରେContinue reading “ସୁନ୍ଦରଗଡ ସର୍କିଟ ହାଉସରେ ମନ୍ତ୍ରୀ ପ୍ରତାପ ଜେନା ୨ ଘଣ୍ଟା ଅଟକ । ରାସ୍ତା ଅବରୋଧ କରି ମନ୍ତ୍ରୀଙ୍କୁ ଅଟକ ରଖିଲେ ଚାଷୀ ।”
ଆନ୍ଧ୍ର ସ୍କୁଲ ମୁହାଁ ଓଡିଶା ପିଲା । ଆନ୍ଧ୍ରପ୍ରଦେଶର ସରକାରୀ ସ୍କୁଲରେ ପଢୁଛନ୍ତି ସୀମାନ୍ତ ଅଞ୍ଚଳର ଓଡିଆ ପିଲା ।
କନକ ବ୍ୟୁରୋ: ଗୋଟିଏ ପଟେ ଓଡିଶା ଗାଁରେ ଆନ୍ଧ୍ର ନିର୍ବାଚନ କରୁଥିବା ନେଇ ତମ୍ବି ତୋଫାନ ଆରମ୍ଭ ହୋଇଛି । ଅନ୍ୟପଟେ କିନ୍ତୁ ଆନ୍ଧ୍ର ସ୍କୁଲ ମୁହାଁ ହେଉଛନ୍ତି ଓଡିଶା ପିଲା । ଆନ୍ଧ୍ରର ସରକାରୀ ସ୍କୁଲର ବିଭିନ୍ନ ଯୋଜନା ଓଡିଶାର ପିଲାଙ୍କୁ ଆକର୍ଷିତ କରୁଛି । ଆମ୍ମାବଡି ଯୋଜନାରେ ପିଲାଙ୍କ ମାଆଙ୍କ ଖାତାକୁ ସିଧା ସଳଖ ୧୫ ହଜାର ଟଙ୍କା ଆସୁଥିବାରୁ ଆନ୍ଧ୍ର ସରକାରୀ ସ୍କୁଲ ପ୍ରତି ଆକର୍ଷଣ ବଢିଛି । ଗୋଟିଏ ପଟେ କରୋନାContinue reading “ଆନ୍ଧ୍ର ସ୍କୁଲ ମୁହାଁ ଓଡିଶା ପିଲା । ଆନ୍ଧ୍ରପ୍ରଦେଶର ସରକାରୀ ସ୍କୁଲରେ ପଢୁଛନ୍ତି ସୀମାନ୍ତ ଅଞ୍ଚଳର ଓଡିଆ ପିଲା ।”