କନକ ବ୍ୟୁରୋ: ‘ଜବ୍ ତକ୍ ତେଡେଙ୍ଗେ ନେହିଁ…ତବ୍ ତକ୍ ଛୋଡେଙ୍ଗେ ନେହିଁ… ବସ୍ ଏହି ଦୁଇ ପଦ କଥା ହିଁ ପାହାଡ଼ି ଅଞ୍ଚଳରେ ପାହାଡ଼ର ଛାତିକୁ ଚିରିବାକୁ ଯଥେଷ୍ଟ ଥିଲା । ବଲିଉଡ ଫିଲ୍ମ ‘ମାଞ୍ଝି’ ଦ ମାଉଣ୍ଟେନ୍ ମ୍ୟାନର କାହାଣୀ ପରି ଆଜି ଆମେ ଆପଣଙ୍କୁ ଜଣେ ସତସତିକା ଦଶରଥ ମାଞ୍ଝୀଙ୍କୁ ଦେଖାଇବୁ । ଯିଏ ନିଜ ସ୍ତ୍ରୀର ଦୁଃଖକୁ ଦେଖିପାରିଲେନି ବୋଲି ସବୁଠାରୁ ଶକ୍ତ ଭାବେ ଗର୍ବ କରୁଥିବା ପାହାଡ଼ ପାଟିରୁ ପାଣି ବାହାରContinue reading “ସ୍ତ୍ରୀର ଦୁଃଖ ଦେଖିପାରିଲେନି ଦିନ ମଜୁରିଆ ସ୍ୱାମୀ । ଶକ୍ତ ଚଟ୍ଟାଣର ଛାତିକୁ ୨୫ଫୁଟ ଚିରିଦେଲେ, ପତ୍ନୀ ପାଇଁ ପାହାଡ଼ ପେଟରୁ କୂଅ ଖୋଲିଦେଲେ ପାହାଡ଼ି ମଣିଷ।”
Author Archives: Raghaba
ସର୍ବନିମ୍ନ ଆବଶ୍ୟକତାରେ ଓଡିଶା ପଛୁଆ: ସ୍ୱଚ୍ଛ ପାନୀୟ ଜଳ, ଘର, ବିଜୁଳି ଓ ସୁରକ୍ଷିତ ରନ୍ଧନ ଗ୍ୟାସ ଭଳି ନିହାତି ଜରୁରୀ ଜିନିଷ ଯୋଗାଇଦେବାରେ ଓଡିଶା ସମେତ ୪ ରାଜ୍ୟ ପଛୁଆ
କନକ ବ୍ୟୁରୋ: ସର୍ବନିମ୍ନ ଆବଶ୍ୟକତାରେ ଓଡିଶା ପଛୁଆ । ଦେଶରେ ୨୦୧୮ରେ ସର୍ବନିମ୍ନ ଆବଶ୍ୟକତା ସୂଚୀରେ ଓଡିଶା ସମେତ ୪ଟି ରାଜ୍ୟ ନିମ୍ନ ସ୍ଥାନରେ ରହିଛି । ସ୍ୱଚ୍ଛ ପାନୀୟ ଜଳ, ଘର, ବିଜୁଳି, ସୁରକ୍ଷିତ ରନ୍ଧନ ଇନ୍ଧନ ଭଳି ନିହାତି ଜରୁରୀ ଆବଶ୍ୟକତା ଆଦି ଯୋଗାଇବାରେ ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ତ୍ରିପୁରା ସମଗ୍ର ଦେଶରେ ପଛୁଆ ରହିଛି । ତେବେ ୨୦୨୦-୨୧ ଅର୍ଥନୈତିକ ସର୍ଭେ ରିିପୋର୍ଟରୁ ଏହା ଜଣାପଡିଛି । ପିଇବା ପାଣି ଉପଲବ୍ଧତା ସୂଚୀContinue reading “ସର୍ବନିମ୍ନ ଆବଶ୍ୟକତାରେ ଓଡିଶା ପଛୁଆ: ସ୍ୱଚ୍ଛ ପାନୀୟ ଜଳ, ଘର, ବିଜୁଳି ଓ ସୁରକ୍ଷିତ ରନ୍ଧନ ଗ୍ୟାସ ଭଳି ନିହାତି ଜରୁରୀ ଜିନିଷ ଯୋଗାଇଦେବାରେ ଓଡିଶା ସମେତ ୪ ରାଜ୍ୟ ପଛୁଆ”
ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା: ରାତି ବିତାଇଥିବା ଶିବସାଇ ଗେଷ୍ଟ ହାଉସରେ ପୁଲିସର ଚଢାଉ
କନକ ବ୍ୟୁରୋ: ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାରେ ପୁଲିସର ଛାନଭିନ । ମୃତ୍ୟୁ ଉପରୁ ପରଦା ଉଠାଇବା ପାଇଁ ତନାଘନା ଚଲାଇଛି ପୁଲିସ । ମୃତ୍ୟୁ ପୂର୍ବରୁ ଅଭିଯୁକ୍ତ ରାକେଶ ସ୍ୱାଇଁ ସହ ଝରାଫୁଲ ରାତି ବିତାଇଥିବା ଶିବସାଇ ଗେଷ୍ଟ ହାଉସରେ ପୁଲିସ ଚଢାଉ କରିଛି । ଗେଷ୍ଟ ହାଉସରେ ଝରାଫୁଲ ରହିଥିବା ରୁମ ଓ ସିସିଟିଭି ଫୁଟେଜ ଓ ରେଜିଷ୍ଟରର ଯାଂଚ କରୁଛି ପୁଲିସ । ଯାଜପୁର କୁଆଖିଆର ଏସଡିପିଓ, ଆଇଆଇସିଙ୍କ ସମେତContinue reading “ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା: ରାତି ବିତାଇଥିବା ଶିବସାଇ ଗେଷ୍ଟ ହାଉସରେ ପୁଲିସର ଚଢାଉ”
ଯେଉଁଠି ପ୍ରଥମ କରୋନା ରୋଗୀ ହୋଇଥିଲେ ଚିହ୍ନଟ । ଉହାନର ସେହି ଡାକ୍ତରଖାନା ପରିଦର୍ଶନ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ ଟିମ୍ ।
କନକ ବ୍ୟୁରୋ : ଶୁକ୍ରବାର ଦିନ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ଏକ ଟିମ୍ ପ୍ରାୟ ବର୍ଷେ ତଳେ ପ୍ରଥମେ କୋଭିଡ୍-୧୯ ରୋଗୀମାନଙ୍କୁ ଚିକିତ୍ସିତ କରାଯାଇଥିଲା ବୋଲି ଚୀନ୍ କହୁଥିବା ଏକ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। କରୋନା ଭାଇରସ୍ର ଉତ୍ପତ୍ତି ତଲାସ ଅଭିଯାନରେ ବାହାରିଥିବା ବିଶେଷଜ୍ଞମାନଙ୍କୁ ଏଥିପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା। ଆଗାମୀ ଦିନମାନଙ୍କରେ କେନ୍ଦ୍ରୀୟ ସହର ଉହାନ ଭିତରେ ଏବଂ ବାହାରେ ଥିବା କ୍ଷେତ୍ର ପରିଦର୍ଶନରେ ଯିବା ଆଗରୁ ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ ଦଳରContinue reading “ଯେଉଁଠି ପ୍ରଥମ କରୋନା ରୋଗୀ ହୋଇଥିଲେ ଚିହ୍ନଟ । ଉହାନର ସେହି ଡାକ୍ତରଖାନା ପରିଦର୍ଶନ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ ଟିମ୍ ।”
ବଢିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ: ମାସିକ ୨୦ ହଜାରରୁ ୨୮ ହଜାରକୁ ବୃଦ୍ଧି; ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି
କନକ ବ୍ୟୁରୋ: ଦୀର୍ଘଦିନର ଦାବି ପରେ ଆଜି ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଦାବି ଶୁଣିଛନ୍ତି ରାଜ୍ୟ ସରକାର। ଷ୍ଟାଇପେଣ୍ଡ ବୃଦ୍ଧି ନେଇ ହାଉସ ସର୍ଜନମାନେ ଦାବି କରିଆସୁଥିବା ବେଳେ ଆସନ୍ତା ୩ ବର୍ଷ ପାଇଁ ଷ୍ଟାଇପେଣ୍ଡ ୨୮୦୦୦ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ଏହା ଜାନୁଆରି ପହିଲା ୨୦୨୧ରୁ ୩ବର୍ଷ ପାଇଁ ଲାଗୁ ହେବ। ୨୦୧୮ରେ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ୨୦ହଜାରକୁ ବୃଦ୍ଧି ପାଇଥିବା ବେଳେ ଏବେ ଏହାକୁ ୨୮ହଜାରକୁ ବୃଦ୍ଧି କରାଯାଇଛି। ଏ ନେଇContinue reading “ବଢିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ: ମାସିକ ୨୦ ହଜାରରୁ ୨୮ ହଜାରକୁ ବୃଦ୍ଧି; ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି”
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ଛୁରୀରେ ଗଳାକାଟି ଦେଲା ଦୁର୍ବୃତ୍ତ । ହତ୍ୟା ଉଦ୍ୟମକୁ ପଣ୍ଡ କରିବା ସହ ଅଭିଯୁକ୍ତଙ୍କୁ ଧରି ପୋଲିସର ଜିମା ଦେଲେ ଗାଁଲୋକେ
କନକ ବ୍ୟୁରୋ: ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ଛୁରୀରେ ଗଳାକାଟି ଦେଲା ଦୁର୍ବୃତ୍ତ । ହତ୍ୟା ଉଦ୍ୟମକୁ ପଣ୍ଡ କରିବା ସହ ଅଭିଯୁକ୍ତଙ୍କୁ ପୋଲିସର ଜିମା ଦେଲେ ଗ୍ରାମବାସୀ । ବ୍ରହ୍ମପୁର ଏସପି ପିନାକୀ ମିଶ୍ର ଘଟଣା ସ୍ଥଳରେ ପହଂଚି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଗୁରୁତର ଅବସ୍ଥାରେ ଝିଅକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗାଁ ଲୋକେ ଯୁବକଙ୍କୁ କାବୁ କରି ନିସ୍ତୁକ ଛେଚିବା ପରେ ପୋଲିସ ଏହାର ତଦନ୍ତ ଜାରି ରଖିଛି ।Continue reading “ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ଛୁରୀରେ ଗଳାକାଟି ଦେଲା ଦୁର୍ବୃତ୍ତ । ହତ୍ୟା ଉଦ୍ୟମକୁ ପଣ୍ଡ କରିବା ସହ ଅଭିଯୁକ୍ତଙ୍କୁ ଧରି ପୋଲିସର ଜିମା ଦେଲେ ଗାଁଲୋକେ”
ସମ୍ବଲପୁରରେ ବଣୁଆ ହାତୀଙ୍କ ଉପଦ୍ରବ: ମୁଣ୍ଡେର ଓ ବ୍ରାହ୍ମଣୀପାଲି ଗାଁରେ ଘରେ ପଶି ଭାଙ୍ଗୁଛି ଜିନିଷ ପତ୍ର
କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ବଣୁଆ ହାତୀଙ୍କ ଉପଦ୍ରବ । ସମ୍ବଲପୁର ସଦର ଫରେଷ୍ଟ ରେଂଜ ଅଧିନରେ ଲଗାତର ବଣୁଆ ହାତୀଙ୍କ ଉପଦ୍ରବ ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସଦର ରେଂଜର ମୁଣ୍ଡେର ଓ ବ୍ରାହ୍ମଣୀପାଲି ଗାଁରେ ହାତୀପଲ ପଶି ଲୋକଙ୍କ ଘର ଦ୍ୱାର ଭଙ୍ଗା ରୁଜା କରିଛନ୍ତି । ଏପରିକି ଗାଁରେ ଥିବା ଲୋକଙ୍କ ଘରର ଝରକା ଭିତରେ ଶୁଣ୍ଢ ଭର୍ତ୍ତିକରି ଘରର ଜିନିଷପତ୍ର ଭାଙ୍ଗୁଥିବାର ଦେଖିବାକୁ ମିଳିଛି । ଫଳରେContinue reading “ସମ୍ବଲପୁରରେ ବଣୁଆ ହାତୀଙ୍କ ଉପଦ୍ରବ: ମୁଣ୍ଡେର ଓ ବ୍ରାହ୍ମଣୀପାଲି ଗାଁରେ ଘରେ ପଶି ଭାଙ୍ଗୁଛି ଜିନିଷ ପତ୍ର”
ଦିଲ୍ଲୀ ବିସ୍ଫୋରଣ ପାଇଁ ନିଜକୁ ଦୀୟୀ କଲା ଆତଙ୍କବାଦୀ ସଂଗଠନ ଜୈସ-ଉଲ-ହିନ୍ଦ: ବିସ୍ଫୋରଣ ପୂର୍ବରୁ ରେକି କରିଥିଲେ ଆତଙ୍କୀ, ବନ୍ଦ ପଡିଥିଲା ସିସିଟିଭି
କନକ ବ୍ୟୁରୋ: ଦିଲ୍ଲୀ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ ଜୈସ-ଉଲ-ହିନ୍ଦ । ସୋସିଆଲ ମିଡ଼ିଆରେ ପୋଷ୍ଟ କରି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ସଂଗଠନ । ଦେଶର ଗୁଇନ୍ଦା ଏଜେନ୍ସି ଗୁଡ଼ିକ ଏହି ଦାବିର ଯାଂଚ ଚଳାଇଛନ୍ତି । ଟେଲିଗ୍ରାମରେ ଏକ ଚାର୍ଟରୁ ବିସ୍ଫୋରଣ ପଛରେ ଜୈସ-ଉଲ–ହିନ୍ଦର ହାତ ସମ୍ପର୍କରେ ଜଣାପଡ଼ିଛି । ଏପରିକି ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ପୂର୍ବରୁ ଏହି ଆତଙ୍କୀ ସଂଗଠନର ସଦସ୍ୟ ରେକି କରିଥିଲେ ବୋଲିContinue reading “ଦିଲ୍ଲୀ ବିସ୍ଫୋରଣ ପାଇଁ ନିଜକୁ ଦୀୟୀ କଲା ଆତଙ୍କବାଦୀ ସଂଗଠନ ଜୈସ-ଉଲ-ହିନ୍ଦ: ବିସ୍ଫୋରଣ ପୂର୍ବରୁ ରେକି କରିଥିଲେ ଆତଙ୍କୀ, ବନ୍ଦ ପଡିଥିଲା ସିସିଟିଭି”
ରାମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କଲା ଯାଜପୁର ପୁଲିସ
କନକ ବ୍ୟୁରୋ: ରମାଦେବୀ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ଯାଜପୁର ପୁଲିସ। ତେବେ ଇତି ମଧ୍ୟରେ ଜାନୁଆରି ୨୬ତାରିଖର ସିସିଟିଭ ଫୁଟେଜ ସାମ୍ନାକୁ ଆସିଛି। ଏକ ଫାଷ୍ଟଫୁଡ ଦୋକାନରେ ଲାଗିଥିବା ସିସିଟିଭିରେ ଉଭୟ ରାକେଶ ଏବଂContinue reading “ରାମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କଲା ଯାଜପୁର ପୁଲିସ”
ଆମେରିକାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ ଦୁର୍ବୃତ୍ତ । ୪ ବର୍ଷ ତଳେ କରାଯାଇଥିଲା ପ୍ରତିମୂର୍ତ୍ତି ସ୍ଥାପନା ।
କନକ ବ୍ୟୁରୋ : ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶର ଏକ ପାର୍କରେ ଥିବା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତିକୁ ଅଜ୍ଞାନ୍ତ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିବା ସହ ବେସ୍ ଉଠାଇ ଦେଇଛନ୍ତି। ଏହି ଘଟଣାରେ ଭାରତୀୟ-ଆମେରିକୀୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଜଘନ୍ୟ ଅପରାଧର ତଦନ୍ତ କରିବା ଲାଗି ଦାବି କରିଛନ୍ତି। ଉତ୍ତର କାଲିଫର୍ଣ୍ଣିଆର ଡେଭିସ୍ ସହର ଅନ୍ତର୍ଗତ କେନ୍ଦ୍ରୀୟ ପାର୍କରେ ଅବସ୍ଥିତ ୬ଫୁଟ୍ ଉଚ୍ଚ ଏବଂ ୨୯୪ କିଲୋ ଓଜନବିଶିଷ୍ଟ ଗାନ୍ଧୀଙ୍କର କାଂସ୍ୟ ପ୍ରତିମୂର୍ତ୍ତିର ଗୋଡ଼ ବଳାଗଣ୍ଠି ପାଖରୁContinue reading “ଆମେରିକାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ ଦୁର୍ବୃତ୍ତ । ୪ ବର୍ଷ ତଳେ କରାଯାଇଥିଲା ପ୍ରତିମୂର୍ତ୍ତି ସ୍ଥାପନା ।”