କନକ ବ୍ୟୁରୋ: ଆଜିଠାରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଖରେ ପହଞ୍ଚିବ ପରୀକ୍ଷା ଦର୍ପଣ । ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ଏହି ଟେଷ୍ଟ ପେପରକୁ ଲୋକାର୍ପିତ କରିଛନ୍ତି । ୭ଶହ ପୃଷ୍ଠା ସମ୍ବଳିତ ଏହି ପୁସ୍ତିକାଟି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାରେ ସହାୟକ ହେବ । ତେବେ କରୋନା କାଳରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଚାପ କମାଇବାକୁ ଏହି଼ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ଥର ପାଇଁ ରାଜ୍ୟର ସରକାରୀ, ଅନୁଦାନContinue reading “କରୋନା ବେଳେ ମାଟ୍ରିକ ପିଲାଙ୍କ ଚାପ କମାଇବ ପରୀକ୍ଷା ଦର୍ପଣ: ୭ଶହ ପୃଷ୍ଠା ବିଶିଷ୍ଠ ବହିରେ ରହିଛି ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଉତ୍ତର; ପୁସ୍ତକ ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ”
Author Archives: Raghaba
କରୋନା ସମୟରେ ମାଟ୍ରିକ୍ ପିଲାଙ୍କ ଚାପ କମାଇବାକୁ ବଡ ପ୍ରସ୍ତୁତି: ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ପରୀକ୍ଷା ଦର୍ପଣ ପୁସ୍ତିକା
କନକ ବ୍ୟୁରୋ: କରୋନା କାଳରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଚାପ କମାଇବାକୁ ବଡ଼ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ଥର ପାଇଁ ରାଜ୍ୟର ସରକାରୀ, ଅନୁଦାନ ପ୍ରାପ୍ତ ଓ ବେସରକାରୀ ସ୍କୁଲର ପିଲାମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ପରୀକ୍ଷା ଦର୍ପଣ । ଆଜି ଏହି ପରୀକ୍ଷା ଦର୍ପଣ ଉନ୍ମୋଚନର କାର୍ଯ୍ୟକ୍ରମ ରହିଛି । ଦଶମ ଶ୍ରେଣୀ ପିଲାମାନଙ୍କର ଶିକ୍ଷାକୁ ସହଜ ଓ ବୋଧଗମ୍ୟ କରିବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ୁତ ହୋଇଛି ୭୦୦Continue reading “କରୋନା ସମୟରେ ମାଟ୍ରିକ୍ ପିଲାଙ୍କ ଚାପ କମାଇବାକୁ ବଡ ପ୍ରସ୍ତୁତି: ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ପରୀକ୍ଷା ଦର୍ପଣ ପୁସ୍ତିକା”
ଦିଲ୍ଲୀରେ ହିଂସାକାଣ୍ଡ ପରେ ବିବାଦରେ ପଞ୍ଜାବି ଅଭିନେତା ଦୀପ୍ ସିଦ୍ଧୁ : ଭିଡକୁ ଲାଲକିଲ୍ଲା ଆଡକୁ ନେଇଥିବା ଆସିଲା ଅଭିଯୋଗ
କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ହିଂସା ପରେ ବିବାଦକୁ ଆସିଛନ୍ତି ପଞ୍ଜାବି ଅଭିନେତା ଦୀପ ସିଦ୍ଧୁ । ସିଦ୍ଧୁଙ୍କ ବିରୋଧରେ ଅଭିଯୋଗ ଆସିଛି ଯେ, ସେ କୃଷକଙ୍କ ଭିଡକୁ ଲାଲକିଲ୍ଲା ଆଡକୁ ନେଇଥିଲେ । ଆଉ ଏହାପରେ ହିଂସା ବ୍ୟାପିଥିଲା । ସିଦ୍ଧୁଙ୍କ ସହ ଅନ୍ୟ ଜଣେ ଲାଖା ସିଦ୍ଧାନା କୃଷକଙ୍କୁ ଲାଲକିଲ୍ଲା ଆଡକୁ ଯିବାକୁ ଉସୁକାଇଥିଲେ । ଏହା ପରେ ଲାଲକିଲ୍ଲା ଉପରେ ଶିଖ ସଂପ୍ରଦାୟର ପତାକା ଉଡାଇବାକୁ ଉସୁକାଇଥିଲେ ।Continue reading “ଦିଲ୍ଲୀରେ ହିଂସାକାଣ୍ଡ ପରେ ବିବାଦରେ ପଞ୍ଜାବି ଅଭିନେତା ଦୀପ୍ ସିଦ୍ଧୁ : ଭିଡକୁ ଲାଲକିଲ୍ଲା ଆଡକୁ ନେଇଥିବା ଆସିଲା ଅଭିଯୋଗ”
ରାସ୍ତାକଡରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର: ଯାଜପୁର ଦିଆଲଖଣ୍ଡି ରାସ୍ତାରେ ଯୁବତୀଙ୍କୁ ସ୍କୁଟିରେ ଆଣି ଫିଙ୍ଗିଥିବା କହିଲେ ପ୍ରତ୍ୟେକ୍ଷଦର୍ଶୀ
କନକ ବ୍ୟୁରୋ: ରାସ୍ତାକଡ଼ରେ ଯୁବତୀଙ୍କୁ ଫିଙ୍ଗିଦେଇ ଚାଲିଗଲେ । ଯାଜପୁର ମୂଳାପାଳ ଦିଆଲଖଣ୍ଡି ରାସ୍ତାକଡ଼ରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁଇ ଜଣ ଯୁବକ ସ୍କୁଟିରେ ଯୁବତୀଙ୍କୁ ଆଣି ରାସ୍ତାକଡ଼ରେ ଫୋପାଡି ଦେଇ ଚାଲିଯିବାର ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ତେବେ ଯୁବତୀଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ମୃତଦେହ ନିକଟରୁ ଏକ ବ୍ୟାଗ ଉଦ୍ଧାର କରାଯାଇଛି । କୁଆଖିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । from Kanak NewsContinue reading “ରାସ୍ତାକଡରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର: ଯାଜପୁର ଦିଆଲଖଣ୍ଡି ରାସ୍ତାରେ ଯୁବତୀଙ୍କୁ ସ୍କୁଟିରେ ଆଣି ଫିଙ୍ଗିଥିବା କହିଲେ ପ୍ରତ୍ୟେକ୍ଷଦର୍ଶୀ”
ଗାଧୋଇବା ବେଳେ ଗଙ୍ଗାରେ ହଠାତ୍ ବଢିଲା ଜଳସ୍ତକ । ମଝି ନଈରେ ଫସିଲେ ପର୍ଯ୍ୟଟକ
ମଙ୍ଗଳବାର ଦିନ ଉତ୍ତରାଖଣ୍ଡର ଋଷିକେଶରେ ୫ ଜଣ ପର୍ଯ୍ୟଟକ ଅଳ୍ପକେ ବର୍ତ୍ତିଯାଇଛନ୍ତି | ଦିଲ୍ଲୀର ପାଞ୍ଚଜଣ ପର୍ଯ୍ୟଟକଙ୍କୁ ସ୍ଥାନୀୟ ଉଦ୍ଧାରକାରୀ ଦଳ ଉଦ୍ଧାର କରି ଜୀବନ ବଂଚାଇଦେଇଛନ୍ତି | ମିଳିଥିବା ସୂଚନା ଅନୁସାରେ ଋଷିକେଶ ନିକଟରେ ଗଙ୍ଗା ନଦୀରେ ଦିଲ୍ଲୀର ପାଞ୍ଚଜଣ ପର୍ଯ୍ୟଟକ ଗାଧୋଉଥିଲେ, କିନ୍ତୁ ଏହି ସମୟରେ ହଠାତ୍ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଥିଲା | ଜଳ ସ୍ତର ହଠାତ ବଢ଼ିବାରୁ ପର୍ଯ୍ୟଟକମାନେ ଏକ ଟାପୁରେ ଫସିଯାଇଥିଲେ | ପରେ ସୂଚନା ପାଇବା ପରେContinue reading “ଗାଧୋଇବା ବେଳେ ଗଙ୍ଗାରେ ହଠାତ୍ ବଢିଲା ଜଳସ୍ତକ । ମଝି ନଈରେ ଫସିଲେ ପର୍ଯ୍ୟଟକ”
କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ : କାରଣ ଅସ୍ପଷ୍ଟ
କନକ ବ୍ୟୁରୋ: କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ। ଆଜି ସକାଳେ ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପ୍ରତାପପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଟ୍ରକଟି ବିଶାଖାପାଟଣାରୁ କୋଇଲା ନେଇ ରାୟଗଡା ପଟକୁ ଆସୁଥିବା ବେଳେ ପ୍ରତାପ ପୁର ନିକଟରେ ନିଆଁ ଲାଗିଥିବା ଦେଖି ଡ୍ରାଇଭର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ରାୟଗଡାରୁ ଅଗ୍ନିଶମ ବାହିନୀ ଓ ଶେଷଖାଲ ପୋଲିସ ଘଟଣାContinue reading “କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ : କାରଣ ଅସ୍ପଷ୍ଟ”
କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନଙ୍କ ଘରେ ରେଡ୍ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
କନକ ବ୍ୟୁରୋ : କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଭୁବନେଶ୍ୱର ବ୍ଳକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଶୁଭେନ୍ଦୁ କୁମାର ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ଼ । ଏକକାଳୀନ ୩ଟି ସ୍ଥାନରେ ରେଡ଼ କରୁଛି ଭିଜିଲାନ୍ସ । ଭୁବନେଶ୍ୱର ହାଉସିଂ ବୋର୍ଡ଼ କଲୋନୀରେ ଥିବା ଘର, ପୁରୀର ଶ୍ରୀ ଚନ୍ଦନପୁର ଠାରେ ଥିବା ନିଜ ପୈତୃକ ଘର ଓ ଭୁବନେଶ୍ୱର ବ୍ଲକରେ ଥିବା ଅଫିସ ଚାମ୍ବରରେ ଚଢ଼ାଉ କରିଛି ଭିଜିଲାନ୍ସ । ଆୟବର୍ହିଭୁତContinue reading “କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନଙ୍କ ଘରେ ରେଡ୍ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ”
ଏବେବି ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଜୀଉଁଛି ମଣିଷ; ବଞ୍ଚି ଥାଉ ଥାଉ ନାବାଳକର ଶୁଦ୍ଧିକ୍ରିୟା କଲେ ପରିବାର ଲୋକେ: ଶରୀରରେ ଅସ୍ୱାଭାବିକତା ନେଇ ଥିଲେ ଚର୍ଚ୍ଚାରେ
କନକ ବ୍ୟୁରୋ: ବଞ୍ଚି ଥାଉ ଥାଉ ହେଲା ଶୁଦ୍ଧିକ୍ରିୟା । ସାଧାରଣତଃ ମଣିଷ ମଲା ପରେ ତାର ଶୁଦ୍ଧିକ୍ରିୟା କରାଯାଏ । ହେଲେ ଭଂଜନଗର ଅଂଚଳରେ ଏଭଳି ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଗାୟାଗଣ୍ଡା ବାଘୁଆ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଗାଁର ରାମ ଚନ୍ଦ୍ର ନାୟକ ଓ ତାଙ୍କ ପତ୍ନୀ ମମତା ନାୟକ ପାଞ୍ଚ ପାଞ୍ଚଟି ଛୁଆକୁ ନେଇ କଷ୍ଟରେ ଜୀବନ ଜାପନ କରୁଥିଲେ । ବଡ଼ ପୁଅContinue reading “ଏବେବି ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଜୀଉଁଛି ମଣିଷ; ବଞ୍ଚି ଥାଉ ଥାଉ ନାବାଳକର ଶୁଦ୍ଧିକ୍ରିୟା କଲେ ପରିବାର ଲୋକେ: ଶରୀରରେ ଅସ୍ୱାଭାବିକତା ନେଇ ଥିଲେ ଚର୍ଚ୍ଚାରେ”
୩୨ତମ ସଡ଼କ ସୁରକ୍ଷା ଦିବସ ପାଳିତ : ବାପୁଜୀନଗରରେ ମାଗଣାରେ ହେଲମେଟ ବଂଟନ
କନକ ବ୍ୟୁରୋ : ୩୨ତମ ସଡ଼କ ସୁରକ୍ଷା ଦିବସ ଉପଲକ୍ଷେ ମାଗଣାରେ ହେଲମେଟ ବଂଟାଯାଇଛି । ଭୁବନେଶ୍ୱର ବାପୁଜୀନଗରରେ ମାଗଣାରେ ହେଲମେଟ ବଂଟନ କରାଯାଇଛି । ଭୁବନେଶ୍ୱର ଟ୍ରାଫିକ ଏସପି କେକେ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁମାନଙ୍କର ହେଲମେଟ ନଥିଲା ସେମାନଙ୍କୁ ହେଲମେଟ ବଂଟାଯାଇଥିଲା । ବାପୁଜୀ ନଗର ହେଲମେଟ ମୋବାଇଲ ଦୋକାନ ତରଫରୁ ସମସ୍ତ ହେଲମେଟ ଯୋଗାଇ ଦିଆଯାଇଥିଲା । ସେପଟେ, ଏହି ଅବସରରେ ଜେନାପୁର ପୁଲିସ ଓ ସଚେତନ ନାଗରିକContinue reading “୩୨ତମ ସଡ଼କ ସୁରକ୍ଷା ଦିବସ ପାଳିତ : ବାପୁଜୀନଗରରେ ମାଗଣାରେ ହେଲମେଟ ବଂଟନ”
ଦିଲ୍ଲୀ ହିଂସା ପଛରେ ରହିଛି ଗ୍ୟାଙ୍ଗଷ୍ଟରଙ୍କ ହାତ ! ପୋଲିସକୁ ଆକ୍ରମଣ ପଛରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲଖ ସଦାନ ଏବଂ ତାହାରର ଭୂମୀକା ଥିବା ସନ୍ଦେହ
ଗଣତନ୍ତ୍ର ଦିବସ ଅବସରରେ ୨୬ ଜାନୁଆରୀରେ ଦିଲ୍ଲୀ ରାସ୍ତାରେ ହୋଇଥିବା ହିଂସାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି | ଟ୍ରାକ୍ଟର ରାଲିରେ ବିଶୃଙ୍ଖଳା ଓ ପୁଲିସ କର୍ମୀଙ୍କୁ ଆକ୍ରମଣ ଘଟଣାରେ ଦିଲ୍ଲୀ ପୁଲିସ ଏବେ ଆକ୍ସନ ମୁଡ଼କୁ ଆସିଯାଇଛି | ଏହି ହିଂସାକାଣ୍ଡ ପଛରେ ଗ୍ୟାଙ୍ଗଷ୍ଟରଙ୍କ ଭୂମିକା ଥିବାର ଜଣାପଡିଛି | ଦିଲ୍ଲୀ ପୁଲିସର ସୂଚନା ମୁତାବକ କେନ୍ଦ୍ରୀୟ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାରେ ଗ୍ୟାଙ୍ଗଷ୍ଟର ଲଖ ସଦାନର ସମ୍ପୃକ୍ତି ଥିବାର ଜଣାପଡିଛି | ସୂଚନାନୁସାରେ,Continue reading “ଦିଲ୍ଲୀ ହିଂସା ପଛରେ ରହିଛି ଗ୍ୟାଙ୍ଗଷ୍ଟରଙ୍କ ହାତ ! ପୋଲିସକୁ ଆକ୍ରମଣ ପଛରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲଖ ସଦାନ ଏବଂ ତାହାରର ଭୂମୀକା ଥିବା ସନ୍ଦେହ”