ଆଜି ଠାରୁ ଶ୍ରୀମନ୍ଦିରରେ ପୁରୀ ସହରର ଭଡାଟିଆ, କର୍ମଜୀବୀ ଓ ଛାତ୍ରଛାତ୍ରୀଙ୍କ ଜଗାଦର୍ଶନ : ୨ ଦିନ ପାଇଁ ଦର୍ଶନ ସୁଯୋଗ; ସମସ୍ତଙ୍କୁ ଦେଖାଇବାକୁ ପଡିବ ଆବଶ୍ୟକ ପ୍ରମାଣପତ୍ର 

କନକ ବ୍ୟୁରୋ : ପୁରୀରେ ଆଜି ଠାରୁ ଭଡାଟିଆ ଓ କର୍ମଜୀବୀଙ୍କ ଦର୍ଶନ ଆରମ୍ଭ ହୋଇଛି । ସକାଳ ୭ଟାରୁ ରାତି ୯ଟା ଯାଏଁ ଚାଲିବ ଏହି ଦର୍ଶନ । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ପୁରୀରେ ଭଡାଟିଆ ଓ କର୍ମଜୀବୀ ଓ ଛାତ୍ରଛାତ୍ରୀମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ପୁରୀରେ ଭଡାଟିଆ ଲୋକମାନେ ନିଜ ଘର ମାଲିକଙ୍କ ଠାରୁ ସ୍ୱୀକୃତି ପତ୍ର ଆଣି ମହାପ୍ରଭୁଙ୍କ ଦର୍ଶନ କରିବା ବ୍ୟବସ୍ଥା ହୋଇଛି । ସେହିପରି କର୍ମଜୀବୀମାନେContinue reading “ଆଜି ଠାରୁ ଶ୍ରୀମନ୍ଦିରରେ ପୁରୀ ସହରର ଭଡାଟିଆ, କର୍ମଜୀବୀ ଓ ଛାତ୍ରଛାତ୍ରୀଙ୍କ ଜଗାଦର୍ଶନ : ୨ ଦିନ ପାଇଁ ଦର୍ଶନ ସୁଯୋଗ; ସମସ୍ତଙ୍କୁ ଦେଖାଇବାକୁ ପଡିବ ଆବଶ୍ୟକ ପ୍ରମାଣପତ୍ର “

କରୋନା କଟକଣା ଭିତରେ ପାଳିତ ହେବ ଗଣତନ୍ତ୍ର ଦିବସ ସମାରୋହ । ସୀମିତ ସଂଖ୍ୟକ ଦର୍ଶକଙ୍କୁ ମିଳିବ ଅନୁମତି, ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ମୁଖ୍ୟ ଅତିଥି ।

କନକ ବ୍ୟୁରୋ : ଚଳିତ ବର୍ଷ କରୋନା କଟକଣା ପାଇଁ ଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ସୀମିତ ସଂଖ୍ୟକ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ ଓ ସୀମିତ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ଦିଆଯିବ । ଏହା ସହିତ ଆଉ ନିରାପତ୍ତା ରକ୍ଷା ପାଇଁ ପରେଡ ସ୍ଥଳରେ ଆଉ କେତେକ ପଦକ୍ଷେପ ନେବାକୁ ସରକାର ବିଚାର କରୁଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ ମୁଖ୍ୟ ସମାରୋହ ସ୍ଥଳରେ ସାମାଜିକ ଦୂରତ୍ବ ରକ୍ଷା ପାଇଁ ଚେୟାର ସଂଖ୍ୟା ହ୍ରାସContinue reading “କରୋନା କଟକଣା ଭିତରେ ପାଳିତ ହେବ ଗଣତନ୍ତ୍ର ଦିବସ ସମାରୋହ । ସୀମିତ ସଂଖ୍ୟକ ଦର୍ଶକଙ୍କୁ ମିଳିବ ଅନୁମତି, ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ମୁଖ୍ୟ ଅତିଥି ।”

ରାତିରେ ରାଜଧାନୀରେ ଫୁଟିଲା ଗୁଳି । ଯୁବକଙ୍କ ମୁଣ୍ଡକୁ ଗୁଳିମାଡ, ଏମ୍ସରେ ଭର୍ତ୍ତି ।

କନକ ବ୍ୟୁରୋ: ରାଜଧାନୀରେ ରାତିରେ ଫୁଟିଲା ଗୁଳି । ଭୁବନେଶ୍ୱରରେ ଗୁଳିମାଡ । ଡୁମୁଡୁମା ଅଞ୍ଚଳରେ ଯୁବକଙ୍କୁ ଗୁଳିମାଡ । ମୁଣ୍ଡରେ ଗୁଳି ବାଜିଥିବା ସୂଚନା । ଆହତ ଯୁବକଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ତେବେ ପୂର୍ବ ଶତ୍ରୁତାରୁ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଖଣ୍ଡଗିରି ପୋଲିସ ଘଟଣାର ଛାନଭିନ କରୁଛି । from Kanak News via <a href="https://ifttt.com/?

ଶୁଣୁ ନାହାନ୍ତି ସରକାର, ଟାର୍ଗେଟରେ ମୋବାଇଲ ଟାୱାର । ଚାଷୀ ଆନ୍ଦୋଳନ ସମର୍ଥନରେ ପଞ୍ଜାବରେ ମୋବାଇଲ ଟାୱାର ଭାଙ୍ଗିଲେ କୃଷକ ।

କନକ ବ୍ୟୁରୋ: ଦେଶରେ ୩୪ ଦିନରେ ପହଂଚିିଛି ଚାଷୀ ଆନ୍ଦୋଳନ । କୃଷି ଆଇନକୁ ବିରୋଧ କରି ପଂଜାବରେ ଜାରି ରହିଛି ଆନ୍ଦୋଳନ । ଆନ୍ଦୋଳନକୁ ଆହୁରି ତୀବ୍ର କରିବା ଲାଗି ଚାଷୀ ଆକ୍ରୋଶମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ସରକାର ଦାବି ଶୁଣୁ ନଥିବାରୁ ଆନ୍ଦୋଳନରତ କୃଷକ ମୋବାଇଲ ଫୋନ ଟାୱାରକୁ ଟାର୍ଗେଟ କରିଛନ୍ତି ।ଧାରଣାରେ ଥିବା ଚାଷୀ ୨ ଦିନରେ ୧୫ ଶହ ମୋବାଇଲ ଟାୱାରକୁ କ୍ଷତିଗ୍ରସ୍ତ କରିଛନ୍ତି । ଗତ ୨୪Continue reading “ଶୁଣୁ ନାହାନ୍ତି ସରକାର, ଟାର୍ଗେଟରେ ମୋବାଇଲ ଟାୱାର । ଚାଷୀ ଆନ୍ଦୋଳନ ସମର୍ଥନରେ ପଞ୍ଜାବରେ ମୋବାଇଲ ଟାୱାର ଭାଙ୍ଗିଲେ କୃଷକ ।”

ବାଇଡେନଙ୍କ ଚୀନ ଚାପୁଡା ସଙ୍କେତ । ଆମେରିକା- ଚୀନ ସମ୍ପର୍କକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲେ ନବ-ନିର୍ବାଚିତ ରାଷ୍ଟ୍ରପତି । କହିଲେ, ବେଜିଂର ସାମ୍ନା କରିବାକୁ ଏକାଠି ହୁଅନ୍ତୁ ସମାନ ଚିନ୍ତାଧାରାର ରାଷ୍ଟ୍ର ।

କନକ ବ୍ୟୁରୋ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଆମେରିକା ଓ ଚୀନର ସମ୍ପର୍କ  କିପରି ରହିବ ସେ ନେଇ ସଙ୍କେତ ଦେଇଛନ୍ତି । ଆଗାମୀ ୪ବର୍ଷରେ ଚୀନ୍ ପ୍ରତି ଆମେରିକାର କଣ ଆଭିମୁଖ୍ୟ ରହିବ ସେ ନେଇ ବୟାନ ଦେଇଛନ୍ତି ବାଇଡେନ । ଆମେରିକାକୁ ବେଜିଂର ସାମ୍ନା କରିବାକୁ ସମାନ ଚିନ୍ତାଧାରା ରଖିଥିବା ରାଷ୍ଟ୍ର ଗୁଡିକ ସହ ଏକାଠି ହେବାକୁ ପଡିବ ବୋଲି କହିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି । ଚୀନକୁ ଜବାବ ଦେବାକୁ ଏକContinue reading “ବାଇଡେନଙ୍କ ଚୀନ ଚାପୁଡା ସଙ୍କେତ । ଆମେରିକା- ଚୀନ ସମ୍ପର୍କକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କଲେ ନବ-ନିର୍ବାଚିତ ରାଷ୍ଟ୍ରପତି । କହିଲେ, ବେଜିଂର ସାମ୍ନା କରିବାକୁ ଏକାଠି ହୁଅନ୍ତୁ ସମାନ ଚିନ୍ତାଧାରାର ରାଷ୍ଟ୍ର ।”

କୋଭିଡ ଟିକାକରଣ ପାଇଁ ଓଡିଶାରେ ପହଞ୍ଚିଲା ୨୧ ଲକ୍ଷ ସିରିଞ୍ଜ ଓ ଆଇସ ରେଫ୍ରିଜରେଟର । କିଛି ଦିନ ଭିତରେ ଭାରତ ସରକାର ଅକ୍ସଫୋର୍ଡ ଟିକାକୁ ଦେଇପାରନ୍ତି ଅନୁମୋଦନ ।

କନକ ବ୍ୟୁରୋ: କରୋନା ଟୀକାକରଣ ପାଇଁ ଦେଶରେ ଡ୍ରାଏ ରନ ଚାଲିଥିବାବେଳେ ରାଜ୍ୟରେ ବି ଏ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡ଼ିଶାରେ ଟିକାକରଣ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ରାଜ୍ୟରେ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୧ ଲକ୍ଷ ସିରଞ୍ଜ ବା ଛୁଂଚି ଏବଂ ଆଇସ୍ ଲାଇନଡ ରେଫ୍ରିଜିରେଟର ବା ଟିକାରଖିବା ପାଇଁ ଉପକରଣ ଯୋଗାଇ ଦିଆଯାଇଛି । ୨୧ ଲକ୍ଷ ଶୂନ ଦଶମିକ୍ ୫ ଏମଏଲ୍Continue reading “କୋଭିଡ ଟିକାକରଣ ପାଇଁ ଓଡିଶାରେ ପହଞ୍ଚିଲା ୨୧ ଲକ୍ଷ ସିରିଞ୍ଜ ଓ ଆଇସ ରେଫ୍ରିଜରେଟର । କିଛି ଦିନ ଭିତରେ ଭାରତ ସରକାର ଅକ୍ସଫୋର୍ଡ ଟିକାକୁ ଦେଇପାରନ୍ତି ଅନୁମୋଦନ ।”

ତମେ କିଛି ବିଧାୟକଙ୍କୁ କିଣିପାରିବ, କିନ୍ତୁ ତୃଣମୂଳ କଂଗ୍ରେସକୁ ନୁହେଁ । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

କନକ ବ୍ୟୁରୋ :  ପଶ୍ଚିମବଙ୍ଗର ବୋଲପୁରରେ ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋରଙ୍କ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ ସହରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଜୟ ପରେଡର ଠିକ୍‌ ଗୋଟିଏ ସପ୍ତାହ ପରେ ଆଜି ଏକ ପ୍ରତିକ୍ରିୟା ରାଲିର ଆୟୋଜନ କରିଥିଲେ ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପ୍ରତିଯୋଗୀତା ଅଭିଯାନ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ଖୁବ୍‌Continue reading “ତମେ କିଛି ବିଧାୟକଙ୍କୁ କିଣିପାରିବ, କିନ୍ତୁ ତୃଣମୂଳ କଂଗ୍ରେସକୁ ନୁହେଁ । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।”

ଭାରତରେ ପଶିଲା ବ୍ରିଟେନ ଭାଇରାସ । ୮ ବ୍ରିଟେନ ଫେରନ୍ତାଙ୍କ ଦେହରେ ନୂଆ ଷ୍ଟ୍ରେନ ଚିହ୍ନଟ । ବିଶେଷଜ୍ଞ କହିଲେ ମାରାତ୍ମକ ନୁହେଁ କରୋନାର ନୂଆ ରୂପ ।

କନକ ବ୍ୟୁରୋ: ଭାରତରେ କରୋନାର ବ୍ରିଟେନ ଷ୍ଟ୍ରେନ । ଭାରତରେ ବ୍ରିଟେନ କରୋନା ଭୂତାଣୁରେ ସଂକ୍ରମିତ ୮ ଜଣ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ବ୍ରିଟେନ ଫେରନ୍ତା । ସରକାର ୟୁରୋପୀୟ ଦେଶରୁ ବିମାନ ଉଡାଣ ଉପରେ ଲଗାଇଥିବା ରୋକକୁ ଅଧିକ ସମୟ ପର୍ଯ୍ୟନ୍ତ ବୃଦ୍ଦି କରିବା ନେଇ ଚିନ୍ତା କରୁଛନ୍ତି । ସେପଟେ ସୋମବାର ଗୋଟିଏ ଦିନରେ ବ୍ରିଟେନରେ ୪୧ ହଜାର ୩୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବ୍ରିଟେନରେ ଏହାContinue reading “ଭାରତରେ ପଶିଲା ବ୍ରିଟେନ ଭାଇରାସ । ୮ ବ୍ରିଟେନ ଫେରନ୍ତାଙ୍କ ଦେହରେ ନୂଆ ଷ୍ଟ୍ରେନ ଚିହ୍ନଟ । ବିଶେଷଜ୍ଞ କହିଲେ ମାରାତ୍ମକ ନୁହେଁ କରୋନାର ନୂଆ ରୂପ ।”

ଚୀନର ଚାଲାକି ଆଉ ଚଳିବନି । ଡ୍ରାଗନ ବାହିନୀର ପ୍ରତିଟି ଆକ୍ରମଣ ପାଇଁ ପ୍ରସ୍ତୁତ ଥିବା କହିଲେ ବାୟୁସେନା ମୁଖ୍ୟ । 

କନକ ବ୍ୟୁରୋ :  ଗତ ୮ମାସ ଧରି ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଚାଲୁରହିଛି। ଅନେକ ଥର ବୁଝାମଣା ପାଇଁ ଦୁଇ ଦେଶ ପକ୍ଷରୁ କମାଣ୍ଡର ସ୍ତରୀୟ ବୈଠକ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶାନ୍ତି ଫେରିପାରି ନାହିଁ। ଏ ମଧ୍ୟରେ ବାୟୁସେନା ମୁଖ୍ୟ ଆର.କେ. ଏସ୍ ଭଦୋରିଆ ଆଜି ଏକ ବଡ଼ ବୟାନ ଦେଇଛନ୍ତି। ବେଜିଂ ତାର ସେନା ପାଇଁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, କ୍ଷେପଣାସ୍ତ୍ର ଏବଂ ରାଡାର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେContinue reading “ଚୀନର ଚାଲାକି ଆଉ ଚଳିବନି । ଡ୍ରାଗନ ବାହିନୀର ପ୍ରତିଟି ଆକ୍ରମଣ ପାଇଁ ପ୍ରସ୍ତୁତ ଥିବା କହିଲେ ବାୟୁସେନା ମୁଖ୍ୟ । “

ସାବଧାନ, ଆପଣଙ୍କ ଗାଡ଼ି ଚାଳନା ଉପରେ ନଜର ରଖିଛି ପୁଲିସ୍ । ବିନା ହେଲମେଟରେ ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବା ବେଳେ ଯୁବକଙ୍କୁ ଅଟକାଇଲେ ପୁଲିସ୍ କମିଶନର ।

କନକ ବ୍ୟୁରୋ : ରାଜଧାନୀରେ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଯୁବକଙ୍କୁ ଧରି ଟ୍ୟୁସନ୍ କଲେ ପୁଲିସ କମିଶନର । ଭୁବନେଶ୍ୱର ଶାସ୍ତ୍ରୀନଗର ଛକରେ ଯୁବକ ଜଣଙ୍କ ବିନା ହେଲମେଟରେ ଗାଡି ଚଳାଉଥିବା ବେଳେ ଫୋନରେ ଗପୁଥିଲେ । ଆଉ ସେହି ସମୟରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ତାଙ୍କୁ ଅଟକାଇ ତାଗିଦ କରିଥିଲେ । ଶେଷରେ ଯୁବକ ଜଣଙ୍କ ଭୁଲମାଗିବା ପରେ ତାଙ୍କୁ ଛଡାଯାଇଥିଲା । ଭୁବନେଶ୍ୱର ଶାସ୍ତ୍ରୀନଗର ଛକରେ ପୋଲିସ କମିଶନର ଏବଂ ଟ୍ରାଫିକContinue reading “ସାବଧାନ, ଆପଣଙ୍କ ଗାଡ଼ି ଚାଳନା ଉପରେ ନଜର ରଖିଛି ପୁଲିସ୍ । ବିନା ହେଲମେଟରେ ମୋବାଇଲରେ କଥା ହୋଇ ଗାଡ଼ି ଚଳାଉଥିବା ବେଳେ ଯୁବକଙ୍କୁ ଅଟକାଇଲେ ପୁଲିସ୍ କମିଶନର ।”

Design a site like this with WordPress.com
Get started