ଆଇସିସି ଘୋଷଣା କଲା ଦଶନ୍ଧିର ଶ୍ରେଷ୍ଠ ଦଳ । ଭାରତୀୟ ଖେଳାଳିଙ୍କ ଦବଦବା । ଟେଷ୍ଟରେ କୋହଲି, ଦିନିକିଆ ଓ ଟି-ଟ୍ୱେଣ୍ଟିରେ ଧୋନୀ ଅଧିନାୟକ

କନକ ବ୍ୟୁରୋ : ଗତ ୧୦ ବର୍ଷ ମଧ୍ୟରେ କ୍ରିକେଟ୍ ର ସର୍ବୋତ୍ତମ ପ୍ରଦର୍ଶନକୁ ଆଧାର କରି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦଶନ୍ଧି ପୁରସ୍କାର ଘୋଷଣା କରିଛି । ଦଶନ୍ଧିର ସର୍ବୋତ୍ତମ ପ୍ରଦର୍ଶନ ଉପରେ ଆଧାର କରି ଆଇସିସି ଏହାର ଶ୍ରେଷ୍ଠ ଦିନିକିଆ, ଟେଷ୍ଟ ଏବଂ ଟି -୨୦ ଦଳ ଚୟନ କରିଛି। ଆଉ ଏହି ତାଲିକାରେ ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ଦବଦବା ଜାରି ରହିଛି । ଆଇସିସିର ଏହି ଦଶନ୍ଧିରContinue reading “ଆଇସିସି ଘୋଷଣା କଲା ଦଶନ୍ଧିର ଶ୍ରେଷ୍ଠ ଦଳ । ଭାରତୀୟ ଖେଳାଳିଙ୍କ ଦବଦବା । ଟେଷ୍ଟରେ କୋହଲି, ଦିନିକିଆ ଓ ଟି-ଟ୍ୱେଣ୍ଟିରେ ଧୋନୀ ଅଧିନାୟକ”

ନୂଆବର୍ଷ ପାଇଁ ଟୁଇନ ସିଟରେ ନଜର ରଖିବ ପୋଲିସ । ଟାର୍ଗେଟରେ ରହିବ ହୋଟେଲ ଓ ବାର । ହେବନି ଜିରୋ ନାଇଟ ସେଲିବ୍ରେସନ । 

କନକ ବ୍ୟୁରୋ : କୋଭିଡ ଭୟ ଭିତରେ କେମିିତି ପାଳନ ହେବ ନୂଆବର୍ଷ । ନୂଆ ବର୍ଷକୁ ନେଇ ଦୈତନଗରୀରେ କଡା ସୁରକ୍ଷା ବନ୍ଦୋବସ୍ତ କରୁଛି କମିଶନରେଟ ପୁଲିସ । ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଯାଇଛି । ବିଶେଷକରି କଟକ ଏବଂ ଭୁବନେଶ୍ୱରରେ ଥିବା ହୋଟେଲ୍, ପବ୍, ମଣ୍ଡପ ଏବଂ ବାର ଗୁଡିକ ପୁଲିସ ସ୍କାନରରେ ରହିବ । ଏହି ସବୁ ସ୍ଥାନରେ ଜିରୋ ନାଇଟ୍କୁ ବ୍ୟାନ୍ କରାଯାଇଥିବା ବେଳେ ଗୋଟିଏ ଜାଗାରେ ଯେପରିContinue reading “ନୂଆବର୍ଷ ପାଇଁ ଟୁଇନ ସିଟରେ ନଜର ରଖିବ ପୋଲିସ । ଟାର୍ଗେଟରେ ରହିବ ହୋଟେଲ ଓ ବାର । ହେବନି ଜିରୋ ନାଇଟ ସେଲିବ୍ରେସନ । “

ପରୀ ହତ୍ୟା ମାମଲାରେ ଅଭିଯୁକ୍ତର ବ୍ରେନ ମ୍ୟାପିଂ ପାଇଁ ଏସଆଇଟିର ଯୋଜନା । ଘଟଣା ସଂପର୍କିତ ସ୍ଥିତି ଦେଖାଇ ମସ୍ତିଷ୍କର ହଲଚଲ ମାପିବ ମେସିନ୍ ।  

କନକ ବ୍ୟୁରୋ : ପରୀ ହତ୍ୟାକାଣ୍ଡ ଓ ଦୁଷ୍କର୍ମ ଅଭିଯୁକ୍ତ ସରୋଜ ସେଠୀ ବିରୋଧରେ ଏପର୍ଯ୍ୟନ୍ତ କେହି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନଥିବାରୁ ପାରିପାଶ୍ୱିର୍କ ସ୍ଥିତି ଓ ବୈଜ୍ଞାନିକ ପଦ୍ଧତି ଆଧାରରେ ପ୍ରମାଣ ଯୋଗାଡ ହେଉଛି ଏକମାତ୍ର ବିକଳ୍ପ । ତେଣୁ ଖୁବଶୀଘ୍ର ବ୍ରେନ ମ୍ୟାପିଂ ଟେଷ୍ଟ କରିବାକୁ କୋର୍ଟରେ ଆବେଦନ କରିବ ଏସଆଇଟି । ଜବତ ହୋଇଥିବା ଫ୍ରକରେ ସିମେନ୍ ଦାଗ କାହାର, ଘଟଣାର ୫ ମାସ ପରେ ଜାଣିବା ସମ୍ଭବ ହେଉନଥିବାରୁ ଅନ୍ୟ ଦିଗ ପ୍ରତିContinue reading “ପରୀ ହତ୍ୟା ମାମଲାରେ ଅଭିଯୁକ୍ତର ବ୍ରେନ ମ୍ୟାପିଂ ପାଇଁ ଏସଆଇଟିର ଯୋଜନା । ଘଟଣା ସଂପର୍କିତ ସ୍ଥିତି ଦେଖାଇ ମସ୍ତିଷ୍କର ହଲଚଲ ମାପିବ ମେସିନ୍ ।  “

ଆପଣଙ୍କ ଅଜାଣତରେ କେହି ଆପଣଙ୍କ ହ୍ୱାଟ୍ସଆପ ମେସେଜ ପଢୁଛନ୍ତି କି? କେମିତି ଜାଣିବେ ଆପଣଙ୍କ ମେସେଜ ଆଉ କେହି ପଢୁଛି ବୋଲି? କେମିତି ବଞ୍ଚିବେ ଏହି ହ୍ୱାଟ୍ସଆପ ହ୍ୟାକରୁ ?

କନକ ବ୍ୟୁରୋ : ଆପଣଙ୍କ ଅଜାଣତରେ କେହି ଆପଣଙ୍କ ହ୍ୱାଟ୍ସଆପ ମେସେଜ ପଢୁଛନ୍ତି କି? ଆପଣଙ୍କ ଗତିବିଧି ଆପଣଙ୍କ ଗୁପ୍ତତଥ୍ୟକୁ ଆଉ କେହି ପଢୁଛନ୍ତି କି? କାରଣ ମାତିଛନ୍ତି ହ୍ୱାଟ୍ସଆପ ହ୍ୟାକର । ମୋବାଇଲ ଆପଣଙ୍କ ପାଖେ ଥିବ ହେଲେ ସବୁ ମେସେଜ ପଢୁଥିବ ଅନ୍ୟ କେହି । ହ୍ୱାଟ୍ସଆପ ହ୍ୟାକ କରି ଆପଣଙ୍କ ପୂରା ଗତି ବିଧି ଉପରେ ନଜର ରଖି କରି ପାରନ୍ତି ବ୍ଲାକମେଲିଂ, କରିପାରନ୍ତି ବଦନାମ । ତେଣୁ ସାବଧାନ ହ୍ୱାଟ୍ସଆପ ୟୁଜର୍ସContinue reading “ଆପଣଙ୍କ ଅଜାଣତରେ କେହି ଆପଣଙ୍କ ହ୍ୱାଟ୍ସଆପ ମେସେଜ ପଢୁଛନ୍ତି କି? କେମିତି ଜାଣିବେ ଆପଣଙ୍କ ମେସେଜ ଆଉ କେହି ପଢୁଛି ବୋଲି? କେମିତି ବଞ୍ଚିବେ ଏହି ହ୍ୱାଟ୍ସଆପ ହ୍ୟାକରୁ ?”

ଫ୍ୟାନଙ୍କୁ ସରପ୍ରାଇଜ ଦେଲେ ସୋନୁ । ଫାଷ୍ଟଫୁଡ ଦୋକାନରେ ପହଞ୍ଚିଲେ ନିଜେ ରୋଷେଇ କଲେ । ସୋନୁଙ୍କୁ ପାଖରେ ପାଇ ଖୁସିରେ ଆତ୍ମହରା ଫ୍ୟାନ ।

କନକ ବ୍ୟୁରୋ : ଫାଷ୍ଟ ପୁଡ ଦୋକାନରେ ହଠାତ ଯାଇ ପହଞ୍ଚିଲେ ସୋନୁ ସୁଦ । ଆଉ ସୋନୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ଦୋକାନୀ । ନିଜେ ବିଶ୍ୱାସ କରିପାରୁ ନଥିଲେ ଏହି କଥାକୁ । ଏହା ଏକ ସ୍ୱପ୍ନ ନା ବାସ୍ତବ ସେ ବୁଝି ପାରୁନଥିଲେ । ଆଉ ସୋନୁଙ୍କୁ ପାଖରେ ପାଇ ଖୁସିରେ ଆତ୍ମହରା ହୋଇପଡିଥିଲେ ଫାଷ୍ଟଫୁଡ ଦୋକାନୀ । ନିଜ ହାଇଦ୍ରାବାଦୀ ଫ୍ୟାନଙ୍କୁ ଏଭଳି କିଛି ସରପ୍ରାଇଜ ଦେଇଛନ୍ତି ବଲିଉଡ ଅଭିନେତା ସୋନୁContinue reading “ଫ୍ୟାନଙ୍କୁ ସରପ୍ରାଇଜ ଦେଲେ ସୋନୁ । ଫାଷ୍ଟଫୁଡ ଦୋକାନରେ ପହଞ୍ଚିଲେ ନିଜେ ରୋଷେଇ କଲେ । ସୋନୁଙ୍କୁ ପାଖରେ ପାଇ ଖୁସିରେ ଆତ୍ମହରା ଫ୍ୟାନ ।”

ମଶାଣି ଓ ରାଜପଥ କଡରେ ପଡିରହିଛନ୍ତି ଦୁଇ ମାନସିକ ବିକାରଗ୍ରସ୍ତ ରୋଗୀ । ଖାଇବାକୁ ଦାନା ମୁଠେ ମିଳୁନି, ପ୍ରବଳ ଶୀତକୁ ଚାଦରଟିଏ ବି ନାହିଁ 

କନକ ବ୍ୟୁରୋ : ଶୀତରୁ ରକ୍ଷା ପାଇବା ପାଇଁ ଆମେମାନେ ଶୀତତାପନିୟନ୍ତ୍ରୀ ଘରେ ରହିବା ସହ କେତେକଣ ଶୀତ ବସ୍ତ୍ର ବ୍ୟବହାର କରୁଛନ୍ତି । ହେଲେ ଆପଣଙ୍କ ଟିଭି ପରଦାରେ ଥିବା ଏହି ବ୍ୟକ୍ତି ଦୁଇ ଜଣଙ୍କ ପାଖରେ ନା ଘର ଅଛି, ନା ବସ୍ତ୍ର । ଖୋଲା ଆକାଶ ତଳେ ଶୀତ କାକରରେ ପଡି ରହିଛନ୍ତି କାଲିମେଳା ଅଂଚଳର ଦୁଇ ମାନସିକ ବିକାରଗସ୍ତ ବ୍ୟକ୍ତି । ମାନସିକ ଭାରସାମ୍ୟ ହରାଇ ବସିଥିବା ବ୍ୟକ୍ତି ଜଣଙ୍କ ୩୨୬ନମ୍ବରContinue reading “ମଶାଣି ଓ ରାଜପଥ କଡରେ ପଡିରହିଛନ୍ତି ଦୁଇ ମାନସିକ ବିକାରଗ୍ରସ୍ତ ରୋଗୀ । ଖାଇବାକୁ ଦାନା ମୁଠେ ମିଳୁନି, ପ୍ରବଳ ଶୀତକୁ ଚାଦରଟିଏ ବି ନାହିଁ “

ହକି ଖେଳାଳି ନମିତା ଟପ୍ପୋଙ୍କୁ ଏକଲବ୍ୟ ପୁରସ୍କାର । ସମ୍ମାନ ଫଳକ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ । 

କନକ ବ୍ୟୁରୋ : ହକି ଖେଳାଳି ନମିତା ଟପ୍ପୋ ପାଇଲେ ଏକଲବ୍ୟ ପୁରସ୍କାର ଶ୍ରେଷ୍ଠ କ୍ରୀଡା ପ୍ରଦର୍ଶନ ପାଇଁ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି । ନମିତାଙ୍କୁ ସମ୍ମାନ ଫଳକ ସହ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସେହିପରି ଭାରୋତ୍ତଳନକାରୀ ସ୍ନେହା ସୋରେନଙ୍କୁ ମାନପତ୍ର ସହ ୫୦ ହଜାରର ଅର୍ଥରାଶି ଦିଆଯାଇଛି । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଳକର ଜଉରାମାଲ ଗାଁର ନମିତା ଟୋପ୍ପୋ ୧୯୯୫ ମସିହାContinue reading “ହକି ଖେଳାଳି ନମିତା ଟପ୍ପୋଙ୍କୁ ଏକଲବ୍ୟ ପୁରସ୍କାର । ସମ୍ମାନ ଫଳକ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ । “

ମଣ୍ଡିରେ ପଡିଛି ଧାନ, କିଣୁନାହାନ୍ତି ମିଲର । ଧର୍ମଗଡରୁ ଆସିଛି ଧାନମଣ୍ଡରେ ସମସ୍ୟା ଖବର । ଚାଷୀ କହିଲେ, ଖରିଫ ଧାନ ବିକ୍ରି ନହଲେ ରବି ଧାନ ଚାଷ ହେବ କେମିତି?

କନକ ବ୍ୟୁରୋ : ମଣ୍ଡି ଖୋଲା ଅଛି, କିନ୍ତୁ ଧାନ ବିକ୍ରି ହେଉନି । ଧାନ ବିକ୍ରି ପାଇଁ ଟୋକନ ମିଳିଥିଲେ ବି ଧାନ କିଣୁ ନାହାନ୍ତି ମିଲର । ଟାର୍ଗେଟ ପୂରଣ ହୋଇ ସାରିଥିବା ଦର୍ଶାଇ ମିଲର ଧାନ କିଣୁ ନଥିବା ବେଳେ ରବି ଚାଷକୁ ନେଇ ଚିନ୍ତାରେ ପଡିଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡର ଚାଷୀ । କାରଣ ଆଉ କିଛି ଦିନ ମଧ୍ୟରେ ଇନ୍ଦ୍ରାବତି କେନାଲରୁ ପାଣି ଛଡାଗଲା ପୁଣି ରବି ଧାନ ଚାଷContinue reading “ମଣ୍ଡିରେ ପଡିଛି ଧାନ, କିଣୁନାହାନ୍ତି ମିଲର । ଧର୍ମଗଡରୁ ଆସିଛି ଧାନମଣ୍ଡରେ ସମସ୍ୟା ଖବର । ଚାଷୀ କହିଲେ, ଖରିଫ ଧାନ ବିକ୍ରି ନହଲେ ରବି ଧାନ ଚାଷ ହେବ କେମିତି?”

ଜିରୋ ନାଇଟ ଓ ନୂଆ ବର୍ଷ ପାଇଁ ଟୁଇନ ସିଟିରେ ବଢିବ ସୁରକ୍ଷା ବ୍ୟବସ୍ଥା । ଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ କରିପାରେ ନାକାବନ୍ଦୀ, କରାଯିବ ପାଟ୍ରୋଲିଂ ।

କନକ ବ୍ୟୁରୋ : ଜିରୋ ନାଇଟ ଓ ନୂଆ ବର୍ଷ ପାଇଁ ଟୁଇନ ସିଟିରେ ବଢିବ ସୁରକ୍ଷା ବ୍ୟବସ୍ଥା । ଡିସେମ୍ବର ୩୧ ତାରିଖ ଓ ଜାନୁଆର ୧ ତାରିଖରେ ଟୁଇନ ସିଟିରେ ପୁଲିସ ପହରା ମାରିବ । ଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ପାଟ୍ରୋଲିଂ କରିବା ସହ ନାକାବନ୍ଦୀ କରିବ । ମୁଖତଃ ଟାର୍ଗେଟରେ ରହିବ ହୋଟେଲ ଓ ବାର । ଜିରୋ ନାଇଟ ସେଲିବ୍ରେସନ ପାଇଁ ହୋଟେଲ ଓ ବାର ଭିଡContinue reading “ଜିରୋ ନାଇଟ ଓ ନୂଆ ବର୍ଷ ପାଇଁ ଟୁଇନ ସିଟିରେ ବଢିବ ସୁରକ୍ଷା ବ୍ୟବସ୍ଥା । ଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ପୁଲିସ କରିପାରେ ନାକାବନ୍ଦୀ, କରାଯିବ ପାଟ୍ରୋଲିଂ ।”

ଜେଲରେ ଯାଉଛି ଜୀବନ । ମାଲକାନଗିରି ଉପକାରାଗାରରେ ଏଇ ଡିସେମ୍ବର ମାସରେ ୩ ଜଣ ବିଚାରଧିନ କଏଦୀଙ୍କ ମୃତ୍ୟୁ । କଏଦୀଙ୍କ ମୃତ୍ୟୁ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ।

କନକ ବ୍ୟୁରୋ : ମାଲକାନଗିରି ଉପକାରାଗାର ପାଲୋଟିଛି ମରଣଯନ୍ତା । ମାସେ ମଧ୍ୟରେ ୩ ଜଣ ବିଚାରାଧୀନ କଏଦୀ ପ୍ରାଣ ହରାଇଛନ୍ତି । ଆଜି ମାଲକାନଗିରି ଉପକାରାଗାରରୁ ଜଣେ ମାଓ ବିଚାରାଧୀନ କଏଦୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ସେଲ୍ ଶୌଚାଳୟରୁ ମୃତଦେହ ମିଳିବା ପରେ ମାଲକାନଗିରି ଉପକାରାଗାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜେଲ ଭିତରକୁ କେମିତି ଧାରୁଆ ଅସ୍ତ୍ର ଗଲା? କାହିଁକି ବନ୍ଦୀଙ୍କ ଉଚିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉନାହିଁ? ଏମିତିContinue reading “ଜେଲରେ ଯାଉଛି ଜୀବନ । ମାଲକାନଗିରି ଉପକାରାଗାରରେ ଏଇ ଡିସେମ୍ବର ମାସରେ ୩ ଜଣ ବିଚାରଧିନ କଏଦୀଙ୍କ ମୃତ୍ୟୁ । କଏଦୀଙ୍କ ମୃତ୍ୟୁ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ ।”

Design a site like this with WordPress.com
Get started