କନକ ବ୍ୟୁରୋ : ପୁରୁଣା କରୋନା ସଂକ୍ରମଣ ଟିକେ ହ୍ରାସ ପାଇବା ବେଳକୁ ପୁଣି ଚିନ୍ତା ବଢାଇଲାଣି ବ୍ରିଟେନରେ ସୃଷ୍ଟି ହୋଇଥିବା କରୋନାର ନୂଆ ଷ୍ଟ୍ରେନ । ଏହାକୁ ନେଇ ଭାରତ ସରକାର ଚିନ୍ତାରେ ଥିବା ବେଳେ ଓଡିଶା ରାଜ୍ୟକୁ ଆସୁଥିବା ବ୍ରିଟେନ ଫେରନ୍ତାଙ୍କ ଉପରେ କଡା ନଜର ରଖିଛନ୍ତି ରାଜ୍ୟ ସରକାର । ଗତ ୨ ସପ୍ତାହ ମଧ୍ୟରେ ଓଡିଶାକୁ ବ୍ରିଟେନରୁ ୬୧ ଜଣ ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ଭୁବନେଶ୍ୱର ଫେରିଛନ୍ତି ୨୫Continue reading “ଚିନ୍ତା ବଢାଇଲା ବ୍ରିଟେନ ଷ୍ଟ୍ରେନ । ରାଜ୍ୟରେ ଆଉଜଣେ ଲଣ୍ଡନ ଫେରନ୍ତା ପଜିଟିଭ ଚିହ୍ନଟ । କୋଭିଡ ହସ୍ପିଟାଲରେ ଭର୍ତି , ୨୦ ତାରିଖରେ ଆସିଥିଲେ ଭୁବନେଶ୍ୱର”
Author Archives: Raghaba
ସିସିଟିଭିରେ କଏଦ ହେଲା ଲୁଟ୍ ଦୃଶ୍ୟ : ସଟର ତାଡି ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟିନେଲା ଦୁର୍ବୃତ , ନବରଙ୍ଗପୁର ଚନ୍ଦାହାଣ୍ଡି ଅଂଚଳରୁ ଆସିଲା ଚିତ୍ର
ମୋବାଇଲ ଦୋକାନରୁ ଚୋରୀ । ସିସିଟିଭିରେ କଏଦ ହେଲା ଲୁଟ୍ ଲାଇଭ । ବିଳମ୍ବିତ ରାତିରେ ନବରଙ୍ଗପୁର ଚନ୍ଦାହାଣ୍ଡି ସଦର ମହକୁମା ଠାରେ ଥିବା ସାହିଲ ମୋବାଇଲ ଦୋକାନର ସଟର ଭାଙ୍ଗି ମୋବାଇଲ ଚୋରୀ କରିଛନ୍ତି ଦୁର୍ବୃତ । ସୁଚନା ଅନୁସାରେ ସବୁଦିନ ଭଳି ମୋବାଇଲ ଦୋକାନ ମାଲିକ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ସକାଳୁ ଦୋକାନକୁ ଆସି ଦେଖିବା ବେଳେ ଦୋକାନର ସଟର ଭଙ୍ଗା ହେବା ସହ ମୋବାଇଲ ଚୋରୀ ହୋଇଥିବା ଦେଖିବାକୁContinue reading “ସିସିଟିଭିରେ କଏଦ ହେଲା ଲୁଟ୍ ଦୃଶ୍ୟ : ସଟର ତାଡି ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟିନେଲା ଦୁର୍ବୃତ , ନବରଙ୍ଗପୁର ଚନ୍ଦାହାଣ୍ଡି ଅଂଚଳରୁ ଆସିଲା ଚିତ୍ର”
ଅରୁଣାଚଳ ପ୍ରଦେଶରେ ଜେଡିୟୂୁକୁ ବିଜେପି ଝଟକ୍। ଦେବା ପରେ ଏବେ ଗୃହମନ୍ତ୍ରୀ ପଦ ଛାଡିବାକୁ ନିତୀଶଙ୍କ ଉପରେ ଚାପ ପକାଉଛି ବିଜେପି ।
କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶରେ ଜେଡିୟୁକୁ ବିଜେପି ଝଟକା ଦେବା ପରେ ଏବେ ବିହାରରେ ନିତୀଶଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ବିହାରରେ ବିଜେପି ଓ ଜେଡିୟୁ ମିଳିତ ଭାବେ ସରକାର କରିଥିବା ବେଳେ ଅରୁଣାଚଳ ପ୍ରଦେଶରେ ଜେଡିୟୁର ଥିବା ୭ ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣ ବିଧାୟକଙ୍କୁ ବିଜେପି ନିଜ ଦଳରେ ସାମିଲ କରାଇଛି । ଏହା ପରେ ବିହାରର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଂଜୟContinue reading “ଅରୁଣାଚଳ ପ୍ରଦେଶରେ ଜେଡିୟୂୁକୁ ବିଜେପି ଝଟକ୍। ଦେବା ପରେ ଏବେ ଗୃହମନ୍ତ୍ରୀ ପଦ ଛାଡିବାକୁ ନିତୀଶଙ୍କ ଉପରେ ଚାପ ପକାଉଛି ବିଜେପି ।”
ଅରୁଣାଚଳ ପ୍ରଦେଶରେ ଜେଡିୟୂୁକୁ ବିଜେପି ଝଟକ୍। ଦେବା ପରେ ଏବେ ଗୃହମନ୍ତ୍ରୀ ପଦ ଛାଡିବାକୁ ନିତୀଶଙ୍କ ଉପରେ ଚାପ ପକାଉଛି ବିଜେପି ।
କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶରେ ଜେଡିୟୁକୁ ବିଜେପି ଝଟକା ଦେବା ପରେ ଏବେ ବିହାରରେ ନିତୀଶଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ବିହାରରେ ବିଜେପି ଓ ଜେଡିୟୁ ମିଳିତ ଭାବେ ସରକାର କରିଥିବା ବେଳେ ଅରୁଣାଚଳ ପ୍ରଦେଶରେ ଜେଡିୟୁର ଥିବା ୭ ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣ ବିଧାୟକଙ୍କୁ ବିଜେପି ନିଜ ଦଳରେ ସାମିଲ କରାଇଛି । ଏହା ପରେ ବିହାରର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଂଜୟContinue reading “ଅରୁଣାଚଳ ପ୍ରଦେଶରେ ଜେଡିୟୂୁକୁ ବିଜେପି ଝଟକ୍। ଦେବା ପରେ ଏବେ ଗୃହମନ୍ତ୍ରୀ ପଦ ଛାଡିବାକୁ ନିତୀଶଙ୍କ ଉପରେ ଚାପ ପକାଉଛି ବିଜେପି ।”
ବଢୁଛି କୃଷକ ଆନ୍ଦୋଳନ ପ୍ରତି ସମର୍ଥନ । କୃଷିବିଲକୁ ବିରୋଧ କରି ଏନଡିଏ ଛାଡିଲା ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି
କନକ ବ୍ୟୁରୋ : କେନ୍ଦ୍ରସରକାରଙ୍କ ତିନୋଟି ନୂତନ କୃଷି ଆଇନକୁ ବିରୋଧ କରି ଏନଡିଏର ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି । ଶନିବାର ଦିନ ରାଜସ୍ଥାନର ଅଲୱାର ଜିଲ୍ଲାର ଶାହାଜାହାଁପୁର-ଖଡେ ସୀମା ନିକଟରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମ୍ବୋଦ୍ଧିତ କରି ନାଗୋର ଲୋକସଭା ସାଂସଦ ହନୁମାନ ବେନିବାଲ କହିଛନ୍ତି କି ‘ମୁଁ ସେମାନଙ୍କ ସହିତ ରହିପାରିବି ନାହିଁ, ଯେଉଁମାନେ କୃଷକଙ୍କ ବିରୋଧୀ’ । ସେ ୧୯ ଡିସେମ୍ବରContinue reading “ବଢୁଛି କୃଷକ ଆନ୍ଦୋଳନ ପ୍ରତି ସମର୍ଥନ । କୃଷିବିଲକୁ ବିରୋଧ କରି ଏନଡିଏ ଛାଡିଲା ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି”
ନୂଆ ବର୍ଷରୁ ବଦଳିଯିବ ଏହି ୧୦ ଟି ନିୟମ । ଜାଣନ୍ତୁ କ’ଣ ରହିଛି ନୂଆ ନିୟମ । ଆପଣଙ୍କ ପାଇଁ କଣ ରହିଛି ଲାଭ ଦାୟକ ପରିବର୍ତ୍ତନ
କନକ ବ୍ୟୁରୋ : ଆଉ ମାତ୍ର କେଇଟା ଦିନ ପରେ ଆମେମାନେ ୨୦୨୦ କୁ ବିଦାୟ ଦେଇ ୨୦୨୧ କୁ ସ୍ୱାଗତ କରିବାକୁ ଯାଉଛୁ । ହେଲେ ପୁରୂଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ଆମେ ସ୍ୱାଗତ କରିବାକୁ ଯାଉଥିବା ବେଳେ ସରକାର ନୂଆ ବର୍ଷରେ କିଛି ପୁରୁଣା ନିୟମର ପରିବର୍ତ୍ତନ ସାଙ୍ଗକୁ କିଛି ନୂଆ ନିୟମ ପ୍ରଚଳିତ କରିବାକୁ ବି ଯାଉଛନ୍ତି । ଆସନ୍ତୁ ଜାଣିବା କେଉଁ ବିଭାଗ ପାଇଁ କ’ଣ ରହିଛି ନୂଆ ନିୟମContinue reading “ନୂଆ ବର୍ଷରୁ ବଦଳିଯିବ ଏହି ୧୦ ଟି ନିୟମ । ଜାଣନ୍ତୁ କ’ଣ ରହିଛି ନୂଆ ନିୟମ । ଆପଣଙ୍କ ପାଇଁ କଣ ରହିଛି ଲାଭ ଦାୟକ ପରିବର୍ତ୍ତନ”
ଧୂଳି ଚାଦରରେ ପଡି ରହିଛି ଶହ ଶହ ସାଇକେଲ । ପାଣିରେ ପଡିଲା କରଦାତାଙ୍କ ୫ କୋଟି ଟଙ୍କା । ଦୋଷ ଛଡାଇବାକୁ ସରକାରଙ୍କ ସାଇକ୍ଲୋଥନ୍
କନକ ବ୍ୟୁରୋ : ସରକାର କା ମାଲ୍ ଦରିଆ ମେ ଡାଲ । ଏହି ଉକ୍ତିର ଏକ ସଦ୍ୟତମ ଉଦାହରଣ ହେଉଛି ରାଜ୍ୟ ସରକାରଙ୍କ ମୋ ସାଇକେଲ ଯୋଜନା । ଲୋକେ ସାଇକେଲ ଚଢିବେ ଫଳରେ ପ୍ରଦୁର୍ଷଣ କମିବ । ବାହାରୁ ସ୍ମାର୍ଟ ସିଟିକୁ ଆସୁଥିବା ଲୋକମାନେ ଅଳ୍ପ ଦୂରକୁ ଯାତାୟତ କରିବାକୁ ଆଉ ବସ୍ କିମ୍ବା ଅଟୋକୁ ଅପେକ୍ଷା କରିବେ ନାହିଁ । ପ୍ରତି ମୋ ବସ୍ ଷ୍ଟାଣ୍ଡ ନିକଟରେ ରଖାଯିବ ସାଇକେଲ । ଏମିତContinue reading “ଧୂଳି ଚାଦରରେ ପଡି ରହିଛି ଶହ ଶହ ସାଇକେଲ । ପାଣିରେ ପଡିଲା କରଦାତାଙ୍କ ୫ କୋଟି ଟଙ୍କା । ଦୋଷ ଛଡାଇବାକୁ ସରକାରଙ୍କ ସାଇକ୍ଲୋଥନ୍”
ରାହୁଲଙ୍କ ନେତୃତ୍ୱ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲା ଶିବସେନା : ୟୁପିଏକୁ ଏକ ଏନଜିଓ ବୋଲି କହିଲା ଶିବସେନା
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି ଶିବସେନା । ଦଳର ମୁଖପତ୍ର ‘ସାମନା’ରେ ଏକ ସମ୍ପାଦକୀୟରେ ରାହୁଲଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ କରାଯାଇଛି । ଏଥି ସହିତ, ୟୁପିଏକୁ ଏକ ଏନଜିଓ ବୋଲି କହି ଶିବସେନା ଏହାର ନେତୃତ୍ୱକୁ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କୁ ହସ୍ତାନ୍ତର କରିବାକୁ ଓକିଲାତି କରିଛି। ‘ସାମନା’ର ସମ୍ପାଦକୀୟରେ ଲେଖାଯାଇଛି ଯେ ପର୍ଯ୍ୟନ୍ତ ସମସ୍ତ ୟୁପିଏ ଦଳ ବିଜେପିକୁ ବିରୋଧ କରିବାକୁ ଯୋଗContinue reading “ରାହୁଲଙ୍କ ନେତୃତ୍ୱ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲା ଶିବସେନା : ୟୁପିଏକୁ ଏକ ଏନଜିଓ ବୋଲି କହିଲା ଶିବସେନା”
ନୂଆବର୍ଷ ତ ଆସିବ ହେଲେ ସାଙ୍ଗରେ ନେଇ ଆସିବ ୨ ଟି ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗ । ଜାଣନ୍ତୁ କେବେ ହେବ ଗ୍ରହଣ ଏବଂ ପରାଗ
୨୦୨୧ ବର୍ଷରେ ଭାରତର ବିଭିନ୍ନ ଅଞ୍ଚଳରେ ଅନ୍ୟୂନ ଦୁଇଟି ସୂର୍ଯ୍ୟ ପରାଗ ଓ ଦୁଇଟି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ବୋଲି ଜ୍ୟୋତିର୍ବିତ୍ମାନେ କହିଛନ୍ତି। ୨୦୨୧ ଜୁନ୍ ୧୦ ତାରିଖରେ ସଂଘଠିତ ହେବ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ । ଏହି ପରାଗ ୟୁରୋପ, ଏସିଆ, ଉତ୍ତର ଆଫ୍ରିକା, ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଆଟ୍ଲାଣ୍ଟିକ୍ ଏବଂ ଆର୍ଟିକ୍ର ଅଧିକାଂଶ ଅଞ୍ଚଳରେ ଦୃଶ୍ୟମାନ ହେବ। ଭାରତରେ ଏହି ପରାଗର ଗ୍ରାସ ଦିନ ୧.୪୨ରେ ଆରମ୍ଭ ହୋଇ ସନ୍ଧ୍ୟା ୬.୪୧ରେContinue reading “ନୂଆବର୍ଷ ତ ଆସିବ ହେଲେ ସାଙ୍ଗରେ ନେଇ ଆସିବ ୨ ଟି ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗ । ଜାଣନ୍ତୁ କେବେ ହେବ ଗ୍ରହଣ ଏବଂ ପରାଗ “
ପତ୍ନୀଙ୍କ ପାଇଁ ଜହ୍ନରେ ଜାଗା : ବିବାହ ବାର୍ଷିକୀରେ ପତ୍ନୀଙ୍କ ନାଁରେ ଜହ୍ନରେ ଜାଗା କିଣିଲେ ସ୍ୱାମୀ , ରାଜସ୍ଥାନ ଆଜମେରରୁ ଆସିଲା ରୋଚକ ଖବର
ବିବାହ ବାର୍ଷିକୀରେ ନିଜ ପ୍ରାଣପ୍ରିୟାକୁ ଖୁସି କରିବା ପାଇଁ ସ୍ୱାମୀ କିଛି ବି କରିଥାଏ । ହେଲେ ପତ୍ନୀଙ୍କ ପାଇଁ ଜହ୍ନରେ ଜାଗା କିଣିଦେବା ଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତ୍ୟେକ ଲୋକଙ୍କର ସ୍ୱପ୍ନ ଥାଏ ଜହ୍ନରେ ଜାଗା କିଣିବା ପାଇଁ । କିନ୍ତୁ ଯେତେବେଳେ ଏହି ସ୍ୱପ୍ନ ବାସ୍ତବରେ ପରିଣତ ହୁଏ ସେତେବେଳେ ଖୁସି ଦ୍ୱିଗୁଣିତ ହୋଇଯାଏ । Ajmer man gifts plot of land on Moon toContinue reading “ପତ୍ନୀଙ୍କ ପାଇଁ ଜହ୍ନରେ ଜାଗା : ବିବାହ ବାର୍ଷିକୀରେ ପତ୍ନୀଙ୍କ ନାଁରେ ଜହ୍ନରେ ଜାଗା କିଣିଲେ ସ୍ୱାମୀ , ରାଜସ୍ଥାନ ଆଜମେରରୁ ଆସିଲା ରୋଚକ ଖବର”