କନକ ବ୍ୟୁରୋ : ଟିଆରପି ଦୁର୍ନୀତି ମାମଲାରେ ବଡ଼ ତଥ୍ୟ ପଦାକୁ ଆସିଛି । ରିପବ୍ଲିକ ଟିଭିକୁ ଏକ ନମ୍ବର ଦେଖାଇବାକୁ ଟିଆରପିରେ ହେରଫେର କରାଯାଇଥିଲା । ଟିଆରପି ଏପଟସେପଟ କରି ଟାଇମ୍ସ ନାଓକୁ ୨ ନମ୍ବର ଦେଖାଯାଇଥିଲା । ସେହିପରି ସିଏନଏନ ନ୍ୟୁଜ୍ ଏଇଟିନକୁ ୨ ନମ୍ବର ସ୍ଥାନରୁ ଜାଣିଶୁଣି ତୃତୀୟ ସ୍ଥାନରେ ଦର୍ଶାଯାଇଥିଲା । ଆଉ ବ୍ରୋଡକାଷ୍ଟ ଅଡିଆନ୍ସ ରିସର୍ଚ କାଉନସିଲ ବା ବାର୍କର କିଛି ଅଧିକାରୀ ଏଥିରେ ସମ୍ପୃକ୍ତ ଥିଲେ । ଏନେଇContinue reading “ଟିଆରପି ଦୁର୍ନୀତି ମାମଲାରେ ପର୍ଦ୍ଦାଫାଶ । ହେରଫେର କରାଯାଇ ଟାଇମସ୍ ନାଓକୁ ପଛରେ ରଖି ରିପବ୍ଲିକ ଟିଭିକୁ କରାଯାଉଥିଲା ନମ୍ବର ୱାନ୍ ।”
Author Archives: Raghaba
୨୯ରେ ଆଲୋଚନା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ ଆନ୍ଦୋଳନକାରୀ ଚାଷୀ । ସର୍ତ ମାନିଲେ ଯାଇ ହେବ ଆଲୋଚନା । ସେପଟେ ୩୧ ଦିନରେ ଜାରି ରହିଛି ଆନ୍ଦୋଳନ ।
କନକ ବ୍ୟୁରୋ : ଆସନ୍ତା ୨୯ ତାରିଖରେ ଆଲୋଚନା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଆନ୍ଦୋଳନକାରୀ ଚାଷୀ । ସେମାନେ ଏଥିପାଇର୍ କିଛି ସର୍ତ ରଖିଛନ୍ତି । ସରକାର ଏହି ସର୍ତ ମାନିଲେ ହିଁ ଆଲୋଚନା ହେବ ବୋଲି ଚାଷୀ ମାନେ ସ୍ପଷ୍ଟ କରିଛନ୍ତି । ୨୯ ତାରିଖ ଦିନ ୧୧ଟାରେ ଆଲୋଚନା ପାଇଁ ଏହି ପ୍ରସ୍ତାବ ଦିଆଯାଇଛି । ଦିଲ୍ଲୀରେ ୩୧ ଦିନ ହେଲା ଚାଷୀ ଆନ୍ଦୋଳନ ଜାରି ରହିଛି । ପ୍ରାୟ ୪୦ଟିContinue reading “୨୯ରେ ଆଲୋଚନା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ ଆନ୍ଦୋଳନକାରୀ ଚାଷୀ । ସର୍ତ ମାନିଲେ ଯାଇ ହେବ ଆଲୋଚନା । ସେପଟେ ୩୧ ଦିନରେ ଜାରି ରହିଛି ଆନ୍ଦୋଳନ ।”
ବ୍ରହ୍ମପୁରର ତମ୍ବିନାଥ ପୁରୀର ବାବା ବୈଷ୍ଣବ । ଛାତ୍ରନେତାରୁ ଅପରାଧ ଓ ଜେଲର କାଳ କୋଠରୀରେ କାଟିଛନ୍ତି ଦିନ । ମୋହ, ମାୟା ଛାଡି ଏବେ ପାଲଟିଛନ୍ତି ନାଗାସାଧୁ ।
କନକ ବ୍ୟୁରୋ : ୯ ମାସ ପରେ ଗତ ୨୩ ତାରିଖରେ ଯେତେବେଳେ ଶ୍ରୀମନ୍ଦିର ଖୋଲିଥିଲା, ସେଦିନ ପୋଲିସକୁ ଚକମା ଦେଇ ଶ୍ରୀମନ୍ଦିର ଭିତରେ ପଶି ଜଗନ୍ନାଥଙ୍କ ଦର୍ଶନ କରିଥିଲେ ବାବା ବୈଷ୍ଣବ ପୁରୀ । କେବଳ ସେବାୟତଙ୍କ ପରିବାରର ଦର୍ଶନ ପାଇଁ ଅନୁମତି ରହିଥିଲା, ହେଲେ ଶ୍ରୀମନ୍ଦିର ଭିତରେ ଧସେଇ ପଶି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ପୁରୀ ଲଙ୍ଗୁଳି ମଠରେ ଦୀକ୍ଷା ନେଇ ସାଧୁ ପାଲଟିଥିବା ବୈଷ୍ଣବ ପୁରୀଙ୍କ ପୂରା କାହାଣୀ ଜାଣିଲେContinue reading “ବ୍ରହ୍ମପୁରର ତମ୍ବିନାଥ ପୁରୀର ବାବା ବୈଷ୍ଣବ । ଛାତ୍ରନେତାରୁ ଅପରାଧ ଓ ଜେଲର କାଳ କୋଠରୀରେ କାଟିଛନ୍ତି ଦିନ । ମୋହ, ମାୟା ଛାଡି ଏବେ ପାଲଟିଛନ୍ତି ନାଗାସାଧୁ ।”
ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । କହିଲେ, ଗଣତନ୍ତ୍ର କଣ ବୁଝିନଥିବା ବ୍ୟକ୍ତି ପଢ଼ାଉଛନ୍ତି ଗଣତନ୍ତ୍ରର ପାଠ ।
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁକାଶ୍ମୀରରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସର ପୂର୍ବତନ ଅଧ୍ୟ କ୍ଷଙ୍କୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି ଜାମ୍ମୁକାଶ୍ମୀରର ନିର୍ବାଚନ ବି ଏହା ଦେଖାଇଛି, ଦେଶରେ ଗଣତନ୍ତ୍ର କେତେ ମଜବୁତ ରହିଛି । ହେଲେ ଦିଲ୍ଲୀରେ ବସିଥିବା କିଛି ଲୋକ ଗଣତନ୍ତ୍ରକୁ ନେଇ ତାଙ୍କୁ ପାଠ ପଢାଉଛନ୍ତି । ଗଣତନ୍ତ୍ରକୁ ମାନୁନଥିବା ଲୋକ ଗଣତନ୍ତ୍ରର ପାଠ ପଢାଇବାକୁ ଉଦ୍ୟମ କରୁଛନ୍ତିContinue reading “ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । କହିଲେ, ଗଣତନ୍ତ୍ର କଣ ବୁଝିନଥିବା ବ୍ୟକ୍ତି ପଢ଼ାଉଛନ୍ତି ଗଣତନ୍ତ୍ରର ପାଠ ।”
କୋଭିଡ୍ ବିରୋଧୀ ସମୂହ ଟିକାକରଣ ପାଇଁ ଜୋରଦାର ଅଭ୍ୟାସ । ୪ଟି ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ହେବ ଟିକାକରଣର ଡ୍ରାଏ ରନ୍ । ପ୍ରତ୍ୟେକ କେନ୍ଦ୍ରରେ ଶହେ ଜଣଙ୍କୁ ଦିଆଯିବ ଡମି ଟିକା
କନକ ବ୍ୟୁରୋ : ପ୍ରାୟ ୧୩୦ କୋଟି ଲୋକଙ୍କ ଦେଶ ଏବଂ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଭାରତରେ କିଭଳି ହେବ କୋଭିଡ୍ ଟିକାକରଣ, ତାହା ସବୁଠାରୁ ବଡ ଆହ୍ୱାନ । ଏହି ଆହ୍ୱାନର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ଭାରତ ସରକାର । ଦେଶରେ କିଭଳି ହେବ ସମୁହ ଟିକାକରଣ, ତାର ରିହାର୍ସାଲ କରାଯିବ । ଆଗାମୀ ସପ୍ତାହରେ ଦୁଇଦିନ ପାଇଁ ୪ଟି ରାଜ୍ୟରେ ହେବ କୋଭିଡ ଟିକାକରଣର ଡ୍ରାଏ ରନ୍ ।Continue reading “କୋଭିଡ୍ ବିରୋଧୀ ସମୂହ ଟିକାକରଣ ପାଇଁ ଜୋରଦାର ଅଭ୍ୟାସ । ୪ଟି ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ହେବ ଟିକାକରଣର ଡ୍ରାଏ ରନ୍ । ପ୍ରତ୍ୟେକ କେନ୍ଦ୍ରରେ ଶହେ ଜଣଙ୍କୁ ଦିଆଯିବ ଡମି ଟିକା”
ଡନ୍ ଘରର ଛାତ ଖୋଳି ବନ୍ଧୁକ କାଢିଲା ପୁଲିସ । ଡି-ବ୍ରଦର୍ସଙ୍କ ସିକ୍ରେଟ ଚାମ୍ବରର ଗୁମର ଖୋଲିଲେ କଟକ ଡିସିପି । କହିଲେ, ବନ୍ଧୁକ ଓ ଗୁଳି ରଖିବା ପାଇଁ ହୋଇଥିଲା ଗୁପ୍ତ କୋଠରୀ ।
କନକ ବ୍ୟୁରୋ : ବଲିଉଡ ଫିଲ୍ମ ଭଳି ଡନ୍, ଡି-ବ୍ରଦର୍ସଙ୍କ ଘରେ ଗୋପନରେ ଲୁଚାଯାଇଥିଲା ଅସ୍ତ୍ରଶସ୍ତ୍ର । ଚଢାଉ ସମୟ ବନ୍ଧୁକ ଲୁଚାଇଥିବା ସ୍ଥାନ ଦେଖି ରେଡ କରୁଥିବା କର୍ମଚାରୀ ତାଜୁବ ହୋଇଥିଲେ । ଦୁଇ ଗ୍ୟାଙ୍ଗଷ୍ଟରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଥିବା କମିସନରେଟ ପୁଲିସ କଟକ ସିଡିଏ ସ୍ଥିତ ଛାନଭିନ କରି ଚକିତ ହୋଇଯାଇଛି । ଧଳସାମନ୍ତଙ୍କୁ ଜେରା କରି ପାଇଥିବା ତଥ୍ୟ ଆଧାରରେ କାନ୍ଥ ଭାଙ୍ଗି, ବେଡରୁମର ସିଲିଂ ଭାଙ୍ଗି, ବନ୍ଧୁକ, ଗୁଳି ସମେତContinue reading “ଡନ୍ ଘରର ଛାତ ଖୋଳି ବନ୍ଧୁକ କାଢିଲା ପୁଲିସ । ଡି-ବ୍ରଦର୍ସଙ୍କ ସିକ୍ରେଟ ଚାମ୍ବରର ଗୁମର ଖୋଲିଲେ କଟକ ଡିସିପି । କହିଲେ, ବନ୍ଧୁକ ଓ ଗୁଳି ରଖିବା ପାଇଁ ହୋଇଥିଲା ଗୁପ୍ତ କୋଠରୀ ।”
ସିବିଏସଇ ବୋର୍ଡ ପରୀକ୍ଷା ନେଇ ଡିସେମ୍ବର ୩୧ରେ ହେବ ଘୋଷଣା । ଟ୍ୱିଟ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
କନକ ବ୍ୟୁରୋ : ଡିସେମ୍ବର ୩୧ ସଂଧ୍ୟା ୬ଟା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସିବିଏସଇ ଦ୍ବାରା ପରିଚାଳିତ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିବେ । ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଗତ ମଙ୍ଗଳବାରଦିନ ଏକ ଓ୍ବେବିନାରରେ ଯୋଗ ଦେଇ ମନ୍ତ୍ରୀ କହିଥିଲେ ଯେ ବୋର୍ଡ ପରୀକ୍ଷା ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅନୁରୋଧ କରୁଛନ୍ତି । ଦେଶରେContinue reading “ସିବିଏସଇ ବୋର୍ଡ ପରୀକ୍ଷା ନେଇ ଡିସେମ୍ବର ୩୧ରେ ହେବ ଘୋଷଣା । ଟ୍ୱିଟ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ”
ପରୀ ମାମଲାରେ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଥମ ଥର ମତ ଦେଲେ ଧର୍ମେନ୍ଦ୍ର । ସିବିଆଇ ତଦନ୍ତ ପାଇଁ ଦାବି କଲେ କେନ୍ଦ୍ରମନ୍ତ୍ରୀ । କହିଲେ ସିବିଆଇ ତଦନ୍ତ ହେଲେ ସାମ୍ନାକୁ ଆସିବ ଅସଲ ସତ ।
କନକ ବ୍ୟୁରୋ : ନୟାଗଡରେ ୫ ବର୍ଷର ଶିଶୁ ପରୀ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିସାରିଛି କ୍ରାଇମବ୍ରାଞ୍ଚ ଏସଆଇଟି । ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ସରୋଜ ସେଠୀ ବିରୋଧରେ ପ୍ରମାଣ ଯୋଗାଡରେ ଲାଗିଛି ଯାଂଚକାରୀ ସଂସ୍ଥା । ଆଉ ଏତିକିବେଳେ ମାମଲାଟିକୁ ସିବିଆଇକୁ ହସ୍ତାନ୍ତର କରିଦେବା ପାଇଁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରୀର ବାପା, ମାଆ ସିବିଆଇ ତଦନ୍ତ ଦାବି କରୁଥିବା କହି, ଏକ ନିରପେକ୍ଷ ସଂସ୍ଥାଦ୍ୱାରା ତଦନ୍ତ କରାଇବାContinue reading “ପରୀ ମାମଲାରେ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଥମ ଥର ମତ ଦେଲେ ଧର୍ମେନ୍ଦ୍ର । ସିବିଆଇ ତଦନ୍ତ ପାଇଁ ଦାବି କଲେ କେନ୍ଦ୍ରମନ୍ତ୍ରୀ । କହିଲେ ସିବିଆଇ ତଦନ୍ତ ହେଲେ ସାମ୍ନାକୁ ଆସିବ ଅସଲ ସତ ।”
ପ୍ରକୃତିରାଣୀକୁ ପ୍ରତାରଣା ! ଅଟକି ରହିଛି କଳାହାଣ୍ଡିର ଡୋକରୀଚଞ୍ଚରା ପର୍ଯ୍ୟନଟସ୍ଥଳୀର ବିକାଶ, ଆଶାନୁରୁପ ବିକାଶ ନଥିବାରୁ ପର୍ଯ୍ୟଟକ ଖପ୍ପା ।
କନକ ବ୍ୟୁରୋ: ଲକ କଡାଉନ ପରେ ଖୋଲିଛି କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ସ୍ଥଳି ଡୋକରୀ ଚଂଚରା । ସୁନ୍ଦର ପରିବେଶ ସାଙ୍ଗକୁ ପ୍ରକୃତିର ଅପରୂପ ଆନନ୍ଦ ଦେଖଣାହାରୀଙ୍କୁ ଆକୃଷ୍ଟ କରୁଛି । ଯିଏ ଥରେ ଏଠାକୁ ଆସିଛି ସେ ବାରମ୍ବାର ଆସିବାକୁ ଇଚ୍ଛା କରେ । ପ୍ରକୃତିରାଣୀ ଭାବେ ପରିଚିତ ଡୋକରୀ ଚଂଚରା ପର୍ଯ୍ୟଟନ ସ୍ଥଳ ମାନ୍ୟତା ପାଇଛି ସତ, ହେଲେ ଏଠାରେ ଆନୁସଙ୍ଗିକ ବିକାଶ ନାହିଁ । ଯାହାକୁ ନେଇ ଖପ୍ପା ପର୍ଯ୍ୟଟକ । ଘଂଚContinue reading “ପ୍ରକୃତିରାଣୀକୁ ପ୍ରତାରଣା ! ଅଟକି ରହିଛି କଳାହାଣ୍ଡିର ଡୋକରୀଚଞ୍ଚରା ପର୍ଯ୍ୟନଟସ୍ଥଳୀର ବିକାଶ, ଆଶାନୁରୁପ ବିକାଶ ନଥିବାରୁ ପର୍ଯ୍ୟଟକ ଖପ୍ପା ।”
୬ ମାସ ହେଲା ମିଳୁନି କୁନି ପୁଅର ପତ୍ତା । ନିଖୋଜ ଶିଶୁର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର । ସମ୍ବଲପୁର ଯୁଯୁମୁରାରୁ ଆସିଲା ହୃଦୟବିଦାରକ ଘଟଣା ।
କନକ ବ୍ୟୁରୋ: ୬ ମାସ ହେଲା ମିଳୁନି କୁନି ପୁଅର ପତା । ନିଖୋଜ ଶିଶୁର ଫେରିବା ବାଟକୁ ଚାହିଁ ବସିଛନ୍ତି ସମ୍ବଲପୁର ଜିଲ୍ଲା ଯୁଯୁମୁରାର ପରିବାର । ଦିନେ ଛୁଆର ହସକାନ୍ଦରେ ପୁରି ଉଠୁଥିଲା ଘର । ହେଲେ ଘର ପଛପଟେ ଖେଳୁଥିବା ବେଳେ ନିିଖୋଜ ହୋଇଯାଇଛି ଦେଢ ବର୍ଷର ପୁଅ ଲିପୁନ୍ । ପୁଅ ନିଖୋଜ ହେବା ଦିନରୁ ଘର ଗାଏବ ହଜି ଯାଇଛି ହସ । ପୁଅର ଫଟୋ ଦେଖି କୋହ ସମ୍ଭାଳିପାରୁନିContinue reading “୬ ମାସ ହେଲା ମିଳୁନି କୁନି ପୁଅର ପତ୍ତା । ନିଖୋଜ ଶିଶୁର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର । ସମ୍ବଲପୁର ଯୁଯୁମୁରାରୁ ଆସିଲା ହୃଦୟବିଦାରକ ଘଟଣା । “