ଜାନୁଆରି ୧ ତାରିଖରୁ ଟୋଲ୍ପ୍ଲାଜାରେ ଆଉ ନଗଦ କାରବାର ହେବ ନାହିଁ। ଫାସ୍ଟ୍ୟାଗ୍ ବ୍ୟବସ୍ଥା କାର୍ୟ୍ୟକାରୀ ହେବ। ସମସ୍ତ ଗାଡ଼ି ଫାସ୍ଟ୍ୟାଗ୍ ବ୍ୟବସ୍ଥା କରିବାକୁ ବାଧ୍ୟ। ଯଦି ଗାଡ଼ିଗୁଡ଼ିକ ଫାସ୍ଟ୍ୟାଗ୍ ବ୍ୟବସ୍ଥା ନ କରି ଟୋଲ୍ ପ୍ଲାଜା ଭିତରେ ପ୍ରବେଶ କରନ୍ତି ତେବେ ମାଲିକ ନାମରେ ଇ-ଚାଲାଣ କଟାଯିବ। ତାହା ମାଲିକ ଠିକଣାରେ ଘରକୁ ଯିବ। ତାହା ପୁଣି ଦୁଇଗୁଣ। ଗୋଟିଏ ପରିଶୋଧ ନ ହୋଇ ଆଉ ଗୋଟିଏ କଟା ଗଲେ ମାମଲା ଯିବ କୋର୍ଟକୁ। ଏଭଳିContinue reading “ନୂଆବର୍ଷରୁ ବାଧ୍ୟତାମୂଳକ ହେବ ଫାସଟ୍ୟାଗ୍ , ଏନ୍ଏଚ୍ଏଆଇ ଚଳାଇଛି ଡ୍ରାଏ ରନ୍ । ଫାସଟ୍ୟାଗ୍ ନଥିଲେ ଦୁଇଗୁଣ ଇ-ଚାଲାଣ କଟିବ, ହେଲପଲାଇନ ନମ୍ବର ୧୦୩୩”
Author Archives: Raghaba
୨୦୩୦ ବେଳକୁ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି : ସିଇବିଆର ରିପୋର୍ଟରେ ପ୍ରକାଶ ପାଇଲା ତଥ୍ୟ , କରୋନା ନଥିଲେ ୨୦୧୯ରେ ପଂହଚିଥାନ୍ତା ୫ମ ରେ
୨୦୨୫ ମସିହା ସୁଦ୍ଧା ଭାରତ ସାରାବିଶ୍ୱରେ ପଂଚମ ବୃହତ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହେବ ଏବଂ ୨୦୩୦ ବେଳକୁ ଏହା ତୃତୀୟ ସ୍ଥାନକୁ ଆସିବ । ଏହି ସ୍ଥାନରେ ଭାରତ ୨୦୩୫ ପର୍ଯ୍ୟନ୍ତ ବଜାୟ ରହିବ । ୨୦୨୮ରେ ଆମେରିକାର ଅର୍ଥନୀତିକୁ ଅତିକ୍ରମ କରିବ ଚାଇନା । ଏକ ବଡ ଅର୍ଥନୈତିକ ଗବେଷଣା ସଂସ୍ଥା ଏହି ରିପୋର୍ଟ ଦେଇଛି । ଦି ସେଂଟର ଫର ଇକୋନମିକ ଆଣ୍ଡ ବିଜନେଓ ରିସର୍ଚ୍ଚ—ସିଇବିଆର ଦ୍ୱାରା ପ୍ରସ୍ତୁତ ୱାର୍ଲଡ ଇକୋନମିକ ଲିଗContinue reading “୨୦୩୦ ବେଳକୁ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି : ସିଇବିଆର ରିପୋର୍ଟରେ ପ୍ରକାଶ ପାଇଲା ତଥ୍ୟ , କରୋନା ନଥିଲେ ୨୦୧୯ରେ ପଂହଚିଥାନ୍ତା ୫ମ ରେ “
କୋଭିଡ଼୍ ହସ୍ପିଟାଲରେ ୧୨ ଘଣ୍ଟା ଯାଏଁ ପଡ଼ିରହିଲା ମୃତଦେହ : ପରିଜନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
ଭିମ୍ସାର କୋଭିଡ୍ ହସ୍ପିଟାଲରେ ମୃତ୍ୟୁ ଘଟିବାର ୧୨ ଘଣ୍ଟା ଯାଏ ହସ୍ପିଟାଲ ପରିସରରେ ପଡ଼ି ରହିଲା ମୃତକଙ୍କ ଶବ। ସେପଟେ, ଶବ ଦାହ ପୂର୍ବରୁ ଶେଷଥର ପାଇଁ ନାବାଳିକା ଝିଅକୁ ଦେଖିବା ପାଇଁ ପରିବାର ଲୋକେ ଓ ପରିଜନମାନେ ରାଜଘାଟ ପରିସରରେ ଅପେକ୍ଷା କରିଥିଲେ। ହେଲେ, ଦୀର୍ଘ ସମୟ ଯାଏ ଶବ ଆସିନଥିଲା। ଏହି ଘଟଣାକୁ ନେଇ ମୃତକଙ୍କ ପରିଜନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ମିଳିଥିବା ସୂଚନା ଅନୁସାରେ, ୩ ଦିନ ତଳେ ସହରର ଜଣେContinue reading “କୋଭିଡ଼୍ ହସ୍ପିଟାଲରେ ୧୨ ଘଣ୍ଟା ଯାଏଁ ପଡ଼ିରହିଲା ମୃତଦେହ : ପରିଜନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ”
ଅଡୁଆରେ ଧର୍ମଗଡର ଆଖୁଚାଷୀ । ଫସଲ ହୋଇଛି, ହେଲେ ଆଖୁର ହେଉଛି ଅଭାବୀ ବିକ୍ରି । ଚିନି କଳ ବନ୍ଦ କାରଣରୁ ବିକ୍ରି ହୋଇପାରୁନି ଆଖୁ । ସମାଧାନର ବାଟ ପାଉନି ଚାଷୀ
କନକ ବ୍ୟୁରୋ : ସରକାରଙ୍କ ଏମଏସପି ଅଛି । ସରକାରଙ୍କ ମଣ୍ଡି ବି ଚାଲିଛି ହେଲେ ଆଖୁଚାଷୀ ବିକ୍ରି କରିପାରୁ ନାହିଁ ତା ଉତ୍ପାଦନ । ଏଭଳି ସ୍ଥିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡରେ । ଏଠାରେ ମଣ୍ଡିର ଅଭାବ ଯୋଗୁଁ ଚାଷୀ ମାନେ ଆଖୁ ବିକ୍ରି କରିବାରେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ କରୋନା ପାଇଁ ଅନେକ କଳ କାରଖାନା ବନ୍ଦ ପଡିଥିବାରୁ ଆଖୁ ରସରୁ ଗୁଡ ପ୍ରସ୍ତୁତକରି ଚାଷୀContinue reading “ଅଡୁଆରେ ଧର୍ମଗଡର ଆଖୁଚାଷୀ । ଫସଲ ହୋଇଛି, ହେଲେ ଆଖୁର ହେଉଛି ଅଭାବୀ ବିକ୍ରି । ଚିନି କଳ ବନ୍ଦ କାରଣରୁ ବିକ୍ରି ହୋଇପାରୁନି ଆଖୁ । ସମାଧାନର ବାଟ ପାଉନି ଚାଷୀ”
ହାପି ବାର୍ଥ’ଡ଼େ ସଲମାନ୍ ! ୫୫ ବର୍ଷରେ ପାଦ ଥାପିଲେ ବଲିଉଡ୍ ଦବଙ୍ଗ ।
ବଲିଉଡ୍ ର ସୁଲତାନ୍ ,ଭାଇଜାନ୍ ,ଦବଙ୍ଗ,ରାଧେ ନାମରେ ପରିଚିତ ସୁପରଷ୍ଟାର ଅଭିନେତା ସଲମାନ୍ ଖାନଙ୍କର ଆଜି ଜନ୍ମଦିନ । ୫୫ ବର୍ଷରେ ପାଦ ଥାପିଛନ୍ତି ସଲମାନ୍ । ୧୯୬୫ ମସିହା ଡିସେମ୍ବର ୨୭ ରେ ଜନ୍ମିଥିବା ସଲମାନ୍ ଙ୍କର ସଂପୂର୍ଣ୍ଣ ନାମ ହେଉଛି ଅବଦୁଲ୍ ରସିଦ୍ ସଲିମ୍ ସଲମାନ୍ ଖାନ୍ । ୧୯୮୮ ମସହାରେ ‘ବିୱି ହୋ ତୋ ଏସି’ ଫିଲ୍ମରେ ସହ କଳାକାର ରୁପରେ ବଲିଉଡରେ ଡେବ୍ୟୁ କରିଥିବା ସଲମାନ୍ ପରମୁହୂର୍ତ୍ତରେ ମେନେ ପ୍ୟାର କିୟା,ହମ୍Continue reading “ହାପି ବାର୍ଥ’ଡ଼େ ସଲମାନ୍ ! ୫୫ ବର୍ଷରେ ପାଦ ଥାପିଲେ ବଲିଉଡ୍ ଦବଙ୍ଗ । “
ମାଓ ସମସ୍ୟା ପରେ ଏବେ ମାଲକାନଗିରୀରେ ଚିନ୍ତା ବଢାଉଛନ୍ତି ସେକ୍ସ ରାକେଟ । କୋମଳମତି ବାଳିକାଙ୍କ ସହାୟତାରେ ଚାଲିଛି ବଡ ସେକ୍ସ ରାକେଟ । ୨ କିଙ୍ଗପିନ୍ ଗିରଫ୍
କନକ ବ୍ୟୁରୋ : ମଣିଷ ସଭ୍ୟତାର ସବୁଠାରୁ ବଡ ସିକ୍ରେଟ୍ ସେକ୍ସକୁ ନେଇ ଏବେ ସବୁଠାରେ ଚର୍ଚ୍ଚା । କେବେ କୋର୍ଟ କଚେରୀରେ ତ କେବେ ଗାଁ ବୈଠକରେ । ପୁଣି କେବେ କଲେଜ କାନ୍ଥରେ ତ ପୁଣି କେବେ ସହରର ପାପ ଗଳିରେ । ସରକାର ଏନେଇ ସଚେତନ କରୁଛନ୍ତି । କୋର୍ଟ ଏନେଇ ବିଭିନ୍ନ ସମୟରେ ନିଷ୍ପତ୍ତି ଶୁଣାଉଛନ୍ତି । ହେଲେ ଦେହ ବେପାର ଉପରେ ଲଗାମ୍ ଲଗାଇବା କଷ୍ଟ ହୋଇପଡୁଛି । କିଛିବର୍ଷContinue reading “ମାଓ ସମସ୍ୟା ପରେ ଏବେ ମାଲକାନଗିରୀରେ ଚିନ୍ତା ବଢାଉଛନ୍ତି ସେକ୍ସ ରାକେଟ । କୋମଳମତି ବାଳିକାଙ୍କ ସହାୟତାରେ ଚାଲିଛି ବଡ ସେକ୍ସ ରାକେଟ । ୨ କିଙ୍ଗପିନ୍ ଗିରଫ୍”
କୋଭିଡ୍ ବିରୋଧୀ ସମୂହ ଟିକାକରଣ ପାଇଁ ଜୋରଦାର ଅଭ୍ୟାସ : ୪ ଟି ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ହେବ ଟିକାକରଣର ଡ୍ରାଏ ରନ୍ , ପ୍ରତ୍ୟେକ କେନ୍ଦ୍ରରେ ଶହେ ଜଣଙ୍କୁ ଦିଆଯିବ ଡମି ଟିକା
କରୋନାର ଅବଗଣନା ଆରମ୍ଭ ହୋଇ ଯାଇଛି । ବ୍ରିଟେନ ସହ ପାଞ୍ଚଟି ରାଷ୍ଟ୍ର ପରେ ଆମେରିକା ଇତିହାସରେ ଟିକାକରଣ ପାଇଁ ସବୁଠାରୁ ବଡ ଯୋଜନା କରାଯାଇଛି । ଏପଟେ ଆମ ଦେଶରେ ଏଯାଏଁ କୌଣସି ଟିକାକୁ ଅନୁମତି ଦିଆଯାଇ ନଥିଲେ ମଧ୍ୟ ଖୁବ୍ ଶୀଘ୍ର ଅନୁମତି ମିଳିଯିବ ବୋଲି ଆଶା କରାଯାଉଛି । ଏଥିପାଇଁ ଭାରତ ସରକାର ଟିକାକରଣର ଗାଇଡଲାଇନ ମଧ୍ୟ ଜାରି କରି ସାରିଛନ୍ତି । ଓଡିଶା ସରକାର ମଧ୍ୟ ଟିକାକରଣ ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତContinue reading “କୋଭିଡ୍ ବିରୋଧୀ ସମୂହ ଟିକାକରଣ ପାଇଁ ଜୋରଦାର ଅଭ୍ୟାସ : ୪ ଟି ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ହେବ ଟିକାକରଣର ଡ୍ରାଏ ରନ୍ , ପ୍ରତ୍ୟେକ କେନ୍ଦ୍ରରେ ଶହେ ଜଣଙ୍କୁ ଦିଆଯିବ ଡମି ଟିକା “
ସିବିଏସଇ ବୋର୍ଡ ପରୀକ୍ଷାକୁ ନେଇ ହଟିବ ଦ୍ୱନ୍ଦ୍ୱ । କେବେ ହେବ ପରୀକ୍ଷା, ଆସନ୍ତା ୩୧ ତାରିଖ ସଂଧ୍ୟା ୬ଟାରେ କରାଯିବ ଘୋଷଣା । ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
କନକ ବ୍ୟୁରୋ : ସିବିଏସଇ ବୋର୍ଡ ପରୀକ୍ଷାକୁ ନେଇ ହଟିବ ଦ୍ୱନ୍ଦ୍ୱ । ନୂଆବର୍ଷ ପୂର୍ବରୁ ସିବିଏସଇ ବୋର୍ଡ ପରୀକ୍ଷା କେବେ ହେବ ସେନେଇ ତାରିଖ ଆସିବ । ୨୦୨୧-ସିବିଏସଇ ବୋର୍ଡ ପରୀକ୍ଷାକୁ ନେଇ ଶନିବାର ଟୁଇଟ କରି ବଡ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଟୁଇଟ କରି ସେ ଲେଖିଛନ୍ତି, ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୬ଟାରେ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ତାରିଖContinue reading “ସିବିଏସଇ ବୋର୍ଡ ପରୀକ୍ଷାକୁ ନେଇ ହଟିବ ଦ୍ୱନ୍ଦ୍ୱ । କେବେ ହେବ ପରୀକ୍ଷା, ଆସନ୍ତା ୩୧ ତାରିଖ ସଂଧ୍ୟା ୬ଟାରେ କରାଯିବ ଘୋଷଣା । ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ”
ଆଜି ଠାରୁ ସେବାୟତ, ୩ ତାରିଖରୁ ଭୁବନେଶ୍ୱରବାସୀ ଓ ୬ ତାରିଖରୁ ସମସ୍ତ ଭକ୍ତଙ୍କୁ ମିଳିବ ଲିଙ୍ଗରାଜ ଦର୍ଶନର ସୁବିଧା । ମନ୍ଦିର ପ୍ରବେଶ ପୂର୍ବରୁ ଦେଖାଇବାକୁ ହେବ କୋଭିଡ୍ ନେଗେଟିଭ୍ ରିପୋର୍ଟ
କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଆଜିଠାରୁ ଖୋଲିବ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର । ହେଲେ ଆଜି ଠାରୁ ଆଜି ସେବାୟତଙ୍କ ପାଇଁ ଖୋଲିବ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର । ପୁରୀ ଶ୍ରୀମନ୍ଦିର ଢାଂଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପ୍ରଥମେ ଦର୍ଶନ କରିବେ କେବଳ ସେବାୟତ ଓ ସେମାନଙ୍କ ପରିବାର । ଆଜିିଠାରୁ ଆଗାମୀ ୩୧ ତାରିଖ ଯାଏଁ ସେବାୟତ ପରିବାରକୁ ଲିଙ୍ଗରାଜଙ୍କ ଦର୍ଶନ ଅନୁମତି ମିଳିବ । ତେବେ କେବଳ କୋଭିଡ କଟକଣା ଭିତରେContinue reading “ଆଜି ଠାରୁ ସେବାୟତ, ୩ ତାରିଖରୁ ଭୁବନେଶ୍ୱରବାସୀ ଓ ୬ ତାରିଖରୁ ସମସ୍ତ ଭକ୍ତଙ୍କୁ ମିଳିବ ଲିଙ୍ଗରାଜ ଦର୍ଶନର ସୁବିଧା । ମନ୍ଦିର ପ୍ରବେଶ ପୂର୍ବରୁ ଦେଖାଇବାକୁ ହେବ କୋଭିଡ୍ ନେଗେଟିଭ୍ ରିପୋର୍ଟ”
ସେନାକୁ ମିଳିଲା ସଫଳତା । ଜମ୍ମୁକାଶ୍ମୀରରେ ଏନକାଂଟରରେ ନିପାତ ହେଲେ ୨ ଆତଙ୍କୀ । ଅନ୍ୟ ୨ ଜଣଙ୍କୁ ଗିରଫ କଲେ ସୁରକ୍ଷାକର୍ମୀ, ବହୁ ମାରଣାସ୍ତ୍ର ଜବତ ।
କନକ ବ୍ୟୁରୋ : ସେନାକୁ ମିଳିଲା ସଫଳତା । ଏନକାଂଟରରେ ନିପାତ ହେଲେ ୨ ଆତଙ୍କବାଦୀ । ଜମ୍ମୁକାଶ୍ମୀରର ସୋପିଆନରେ ଏହି ଏନକାଉଂଟର ଘଟିଛି । ଏହି କାର୍ଯ୍ୟାନୁଷ୍ଠାନ ବେଳେ ୨ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୨ ଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବାର ଖବର ମିଳିଛି । କନିଗାମ ଅଂଚଳରେ ଆତଙ୍କାବଦୀମାନେ ଲୁଚି ରହିଥିବା ଖବର ପରେ ସେନା ପକ୍ଷରୁ ସମ୍ପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ଆତଂକବାଦୀ ମାନେContinue reading “ସେନାକୁ ମିଳିଲା ସଫଳତା । ଜମ୍ମୁକାଶ୍ମୀରରେ ଏନକାଂଟରରେ ନିପାତ ହେଲେ ୨ ଆତଙ୍କୀ । ଅନ୍ୟ ୨ ଜଣଙ୍କୁ ଗିରଫ କଲେ ସୁରକ୍ଷାକର୍ମୀ, ବହୁ ମାରଣାସ୍ତ୍ର ଜବତ ।”