କମ ବୟସରେ ବଡ ଦାୟିତ୍ୱ । ୨୧ ବର୍ଷ ବୟସରେ ମେୟର ବନିବେ କଲେଜ ପଢୁଆ ଛାତ୍ରୀ । ଚର୍ଚ୍ଚାରେ ଦେଶର ସର୍ବ କନିଷ୍ଠ ମେୟର ଆର୍ଯ୍ୟା…

କନକ ବ୍ୟୁରୋ: ଆର୍ଯ୍ୟାଙ୍କ ଉପରେ ସାରା ଦେଶର ନଜର । କମ ବୟସରୁ ଲୋକଙ୍କୁ ବୁଝିଛନ୍ତି, ଲୋକଙ୍କ ପାଖରେ ପହଞ୍ଚିଛନ୍ତି । ସେଇଥିପାଇଁ ତ ଏତେ କମ ବୟସରେ ମେୟର ବନିବାକୁ ଯାଉଛନ୍ତି ଆର୍ଯ୍ୟା । ମାତ୍ର ୨୧ ବର୍ଷ ବୟସରେ ଆର୍ଯ୍ୟା ରାଜେନ୍ଦ୍ରନ ମେୟର ହେବାକୁ ଯାଉଛନ୍ତି ଯାହା ଦେଶର ସର୍ବକନିଷ୍ଠ ମେୟର ବୋଲି କୁହାଯାଉଛି । ଆଉ ଆର୍ଯ୍ୟାଙ୍କୁ ନେଇ ଏବେ ସାରା ସୋସିଆଲ ମିଡିଆ ଉଠୁଛି ପଢୁଛି । ଟ୍ୱିଟର, ଫେସବୁକ, ଇଷ୍ଟାContinue reading “କମ ବୟସରେ ବଡ ଦାୟିତ୍ୱ । ୨୧ ବର୍ଷ ବୟସରେ ମେୟର ବନିବେ କଲେଜ ପଢୁଆ ଛାତ୍ରୀ । ଚର୍ଚ୍ଚାରେ ଦେଶର ସର୍ବ କନିଷ୍ଠ ମେୟର ଆର୍ଯ୍ୟା…”

ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଂରକ୍ଷଣ ଦାବି ଦୋହରାଇଲେ ନବୀନ । କହିଲେ, ମହିଳା ଆଗେଇଲେ ଦେଶ ଆଗେଇବ । ଜାତୀୟ ଦଳଙ୍କୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ । ସେପଟେ ଜବାବ ରଖିଲେ ଧର୍ମେନ୍ଦ୍ର ।

କନକ ବ୍ୟୁରୋ : ଅବସର ଥିଲା ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ । ଦଳର ଜନ୍ମ ଦିନରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ । ବିଧାନସଭା, ଲୋକସଭା, ରାଜ୍ୟସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ନବୀନ । ନବୀନ କହିଛନ୍ତି, ୧୯୯୨ ମସିହାରେ ବିଜୁବାବୁ ମହିଳାଙ୍କ ପାଇଁ ପଂଚାୟତ ଓ ପୌର ନିର୍ବାଚନରେ ଏକ-ତୃତୀୟାଂଶ ଆସନ ସଂରକ୍ଷଣ ରଖି ଦେଶରେContinue reading “ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଂରକ୍ଷଣ ଦାବି ଦୋହରାଇଲେ ନବୀନ । କହିଲେ, ମହିଳା ଆଗେଇଲେ ଦେଶ ଆଗେଇବ । ଜାତୀୟ ଦଳଙ୍କୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ । ସେପଟେ ଜବାବ ରଖିଲେ ଧର୍ମେନ୍ଦ୍ର ।”

ହୋମିଓପାଥି ଛାତ୍ରଛାତ୍ରୀଙ୍କୁ ହାତବଢ଼ାଇଲା ଶ୍ୟାମ୍ ମେଟାଲିକ୍ସ । ଆକ୍ୱାଗାର୍ଡ ଓ କୁଲର ପ୍ରଦାନ କରି ଦୀର୍ଘଦିନର ସମସ୍ୟା ଦୂରକଲେ କମ୍ପାନୀ କର୍ତ୍ତୁପକ୍ଷ ।

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ସମସ୍ୟା ଦୂର କରିବାକୁ ଆଗେଇ ଆସିଲେ କମ୍ପାନୀ କର୍ତ୍ତୁପକ୍ଷ । ମେଡିକାଲ ଛାତ୍ରଛାତ୍ରୀଙ୍କ ଦୀର୍ଘଦିନର ସମସ୍ୟା ଦୂରକଲା ରେଙ୍ଗାଲୀ ସ୍ଥିତ ଶ୍ୟାମ୍ ମେଟାଲକ୍ସ ଆଣ୍ଡ୍ ଏନର୍ଜୀ ଲିମିଟେଡ । ସମ୍ବଲପୁର ସ୍ଥିତ ଓଡ଼ିଶା ମେଡିକାଲ କଲେଜ ଅଫ୍ ହୋମିଓପାଥି ଆଣ୍ଡ ରିସର୍ଚ୍ଚ ସେଣ୍ଟରକୁ କମ୍ପାନୀ ପକ୍ଷରୁ ୱାଟର ପ୍ୟୁରିଫାୟର ଏବଂ କୁଲର ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀଙ୍କ ସମସ୍ୟା ଦୂର କରିବାକୁ ଏକ ଉଦାହରଣକାରୀ ପଦକ୍ଷେପ ନେଇଛନ୍ତି କମ୍ପାନୀ କର୍ତ୍ତୁପକ୍ଷ । ତେବେContinue reading “ହୋମିଓପାଥି ଛାତ୍ରଛାତ୍ରୀଙ୍କୁ ହାତବଢ଼ାଇଲା ଶ୍ୟାମ୍ ମେଟାଲିକ୍ସ । ଆକ୍ୱାଗାର୍ଡ ଓ କୁଲର ପ୍ରଦାନ କରି ଦୀର୍ଘଦିନର ସମସ୍ୟା ଦୂରକଲେ କମ୍ପାନୀ କର୍ତ୍ତୁପକ୍ଷ ।”

ସବ୍ୟ ଥିଲେ ଶୀତରେ ଥରିବେନି ଅସହାୟ । ହାଡଭଙ୍ଗା ଶୀତରେ ବେସାହାରା ଲୋକଙ୍କୁ କମ୍ବଳ ବାଣ୍ଟିଲେ ସବ୍ୟସାଚୀ । ଭିଡିଓ କଲରେ ବୁଝିଲେ ଭଲ ମନ୍ଦ 

କନକ ବ୍ୟୁରୋ : ସବ୍ୟସାଚୀ, ଏହି ନାଁ ସହିତ ଏବେ ସମସ୍ତେ ପରିଚିତ । ନିଜ ମହାନ କାମ ପାଇଁ ଏବେ ଘରେ ଘରେ ପରିଚିତ ସବ୍ୟସାଚୀ । ଏବେ ପୁଣି ଗରିବଙ୍କ ସହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ସବ୍ୟ । ଏବେ ଅସହାୟଙ୍କ ଦୁଃଖ ବୁଝିଛନ୍ତି ଏହି ରିୟଲ ହିରୋ । ଅସହାୟ ଲୋକଙ୍କ ଦୁଃଖ ଦୂର କରିବାକୁ ଆଗେଇ ଆସିଛନ୍ତି ହୃଦୟର ହିରୋ । ହାଡ ଭଙ୍ଗା ଶୀତରେ ଯେତେବେଳେ ହସ୍ପିଟାଲ ବାରଣ୍ଡରେ ପଡିContinue reading “ସବ୍ୟ ଥିଲେ ଶୀତରେ ଥରିବେନି ଅସହାୟ । ହାଡଭଙ୍ଗା ଶୀତରେ ବେସାହାରା ଲୋକଙ୍କୁ କମ୍ବଳ ବାଣ୍ଟିଲେ ସବ୍ୟସାଚୀ । ଭିଡିଓ କଲରେ ବୁଝିଲେ ଭଲ ମନ୍ଦ “

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପାଲଟା ଜବାବ୍ । ମହିଳାଙ୍କ ପାଇଁ କ’ଣ କରିଛନ୍ତି ମୋଦି ସରକାର, କଡ଼ାଗଣ୍ଡା କରି ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ ।

କନକ ବ୍ୟୁରୋ: ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ଜବାବ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପ୍ରଧାନମନ୍ତ୍ରୀ ମୋଦି ମହିଳା ବିରୋଧୀ’ କହୁଥିବା ବେଳେ ବାସ୍ତବରେ ପ୍ରଧାନମନ୍ତ୍ରୀ ଭାରତବର୍ଷର ମହିଳା ମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରିବା ସହ କରୋନା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ, ଜନଧନ ଆକାଉଂଟଧାରୀ ଏବଂ ବିଧବା ମହିଳାଙ୍କୁ ଭତ୍ତା ଓ ଅନ୍ୟାନ୍ୟ ସହାୟତା ଦେଇଛନ୍ତି । ମହିଳା ମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କର ବିକାଶ କଥା ଚିନ୍ତା କରିବା ମୋଦିContinue reading “ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପାଲଟା ଜବାବ୍ । ମହିଳାଙ୍କ ପାଇଁ କ’ଣ କରିଛନ୍ତି ମୋଦି ସରକାର, କଡ଼ାଗଣ୍ଡା କରି ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ ।”

ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୨୦ ଜଣ ପଜିଟିଭ୍, ସୁସ୍ଥ ହେଲେ ୪୩ ଜଣ ।

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୩ଟି ପଜିଟିଭ୍ କେସ୍ ଆସିଥିବାବେଳେ ୧୭ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି । Update on newly detected #COVID19 cases in the lastContinue reading “ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୨୦ ଜଣ ପଜିଟିଭ୍, ସୁସ୍ଥ ହେଲେ ୪୩ ଜଣ ।”

ଆଉ ଅଳିଆ ହେଉନି ଅନୁଗୁଳ ସହର । ସହରର ସବୁ ଅଳିଆ ସଂଗ୍ରହ କରି ଜୈବିକ ଖତ ପ୍ରସ୍ତୁତ କରୁଛି ଅନୁଗୁଳ ପୌର ପ୍ରଶାସନ । 

କନକ ବ୍ୟୁରୋ: ଅନୁଗୋଳ ସହରର ଆବର୍ଜନା ପୌରପାଳିକା ପାଇଁ ମୁଣ୍ଡବ୍ୟଥା ର କାରଣ ସାଜିଥିଲା । ଅନେକ ସମୟରେ ଆଳିହା ପକାଇବାକୁ ନେଇ ବାଦବିବାଦ ଦେଖାଦେଉଥିଲା।କିନ୍ତୁ ଏବେ ଓଦା ଅଳିଆ ଆଉ ଡ଼ମ୍ପୟାର୍ଡରେ ପଡୁନାହିଁ । ବରଂ ସେଥିରେ ତିଆରି ହେଉଛି ଜୈବିକ ଖତ ଏହାକୁ ବ୍ୟବସାୟ କରି ସ୍ଥାନୀୟ ସ୍ୱୟଂସହାୟକ ଗୋଷ୍ଠୀ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଆଉ ଅନୁଗୁଳରେ ପ୍ରଥମ ଥର ପାଇଁ କରାଯାଇଥିବା ଏହି ଉଦ୍ୟମ ସଫଳ ହୋଇଛି। ଅନୁଗୁଳ ସହରରୁ ସବୁ ଦିନContinue reading “ଆଉ ଅଳିଆ ହେଉନି ଅନୁଗୁଳ ସହର । ସହରର ସବୁ ଅଳିଆ ସଂଗ୍ରହ କରି ଜୈବିକ ଖତ ପ୍ରସ୍ତୁତ କରୁଛି ଅନୁଗୁଳ ପୌର ପ୍ରଶାସନ । “

ବିଜେଡି-ବିଜେପି ମହିଳା କାର୍ଡ ! ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇ ଜାତୀୟ ଦଳଙ୍କୁ ନବୀନଙ୍କ ଟାର୍ଗେଟ, କଡ଼ା ଜବାବ ରଖିଲେ ଧର୍ମେନ୍ଦ୍ର

କନକ ବ୍ୟୁରୋ: ବିଜେଡିର ଫୋକସରେ ମହିଳା । ମା ଆଗେଇଲେ ଦେଶ ଆଗେଇବ । ମାମାନେ ହିଁ ସମାଜ ଚକର ଅଖ । ସେମାନଙ୍କ ବିନା ବିକାଶର ରଥ ଆଗେଇବ ନାହିଁ । ମହିଳା ସଂରକ୍ଷଣର ପ୍ରସଙ୍ଗ ଉଠାଇ ବିଜେଡି ପ୍ରତିଷ୍ଠା ଦିବସରେ ଏଭଳି କିଛି କହିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୧୯ ସାଧାରଣ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦେଇ ଆଂଚଳିକ ଦଳ ଇତିହାସ ସୃଷ୍ଟି କରିଛି ବିଜେଡି । ଏହି ଅଭିଜାନ ଜାରିContinue reading “ବିଜେଡି-ବିଜେପି ମହିଳା କାର୍ଡ ! ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇ ଜାତୀୟ ଦଳଙ୍କୁ ନବୀନଙ୍କ ଟାର୍ଗେଟ, କଡ଼ା ଜବାବ ରଖିଲେ ଧର୍ମେନ୍ଦ୍ର”

କୃଷି ଯନ୍ତ୍ରାଂଶ କିଣାରେ ବ୍ୟାପକ ଦୁର୍ନୀତି । ଆତ୍ମା ଯୋଜନାରେ ପାଣିପମ୍ପ, ମିନି ରାଇସ ମିଲ ଯୋଗାଇ ଦେବାକୁ କହି ସବସିଡ୍ ଟଙ୍କା ହଡପ ଅଭିଯୋଗ । 

କନକ ବ୍ୟୁରୋ: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକରେ କୃଷି ସବସିଡି ନାଁରେ ଚାଷୀଙ୍କୁ ଠକେଇ। କୃଷି ଓ କୃଷକର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଉନ୍ନତ ମାନର କୃଷି ଯନ୍ତ୍ରପାତି କିଣିବାକୁ ଆତ୍ମା ଯୋଜନା ମାଧ୍ୟମରେ ସବସିଡ୍ ମଧ୍ୟ ଯୋଗାଇଥାନ୍ତି । ହେଲେ କୃଷି ବିଭାଗର କିଛି ଅସାଧୁ କର୍ମଚାରୀ କୃଷି ଉପକରଣ ଯୋଗସିବା ନାଁରେ ଗରିବ ଆଦିବାସୀ ଚାଷୀଙ୍କୁ ଚଞ୍ଚକତା କରି କରି ଠକିବା ସାଙ୍ଗକୁ ସବସିଡ୍ ହାତେଇContinue reading “କୃଷି ଯନ୍ତ୍ରାଂଶ କିଣାରେ ବ୍ୟାପକ ଦୁର୍ନୀତି । ଆତ୍ମା ଯୋଜନାରେ ପାଣିପମ୍ପ, ମିନି ରାଇସ ମିଲ ଯୋଗାଇ ଦେବାକୁ କହି ସବସିଡ୍ ଟଙ୍କା ହଡପ ଅଭିଯୋଗ । “

ଡି-ବ୍ରଦର୍ସଙ୍କ ଘରେ ଗୁପ୍ତ କୋଠରୀ । ଧଳସାମନ୍ତଙ୍କ ଘରୁ ବନ୍ଧୁକ ଓ ଗୁଳି ଜବତ ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ଗୁପ୍ତ କୋଠରୀ କଥା କହିଲେ କଟକ ଡିସିପି

କନକ ବ୍ୟୁରୋ: କଟକ ଡି-ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ବି ଚଢାଉ କରିଛି ପୁଲିସ । କଟକ ଡି-ବ୍ରଦର୍ସଙ୍କ ବେଆଇନ୍ ବନ୍ଧୁକ କାବରାର ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି କଟକ ଡିସିପି କହିଛନ୍ତି ବନ୍ଧୁକ ରଖିବା ପାଇଁ ଧଳସାମନ୍ତଙ୍କ ଘରେ କରାଯାଇଥିଲା ଗୁପ୍ତ କୋଠରୀ । ଆଜି ସାନଭାଇ ସୁଶୀଲକୁ ଆଣି ଜେରା କରୁଛି କମିଶନରେଟ୍ ପୋଲିସ୍ । ଗତକାଲି ସିକ୍ରେଟ ଚାମ୍ବରୁ ମିଳିଥିଲା ଟଙ୍କା, ବନ୍ଧୁକ ଓ ଗୁଳି । ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କୁ ତିନି ଦିିନିଆContinue reading “ଡି-ବ୍ରଦର୍ସଙ୍କ ଘରେ ଗୁପ୍ତ କୋଠରୀ । ଧଳସାମନ୍ତଙ୍କ ଘରୁ ବନ୍ଧୁକ ଓ ଗୁଳି ଜବତ ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ଗୁପ୍ତ କୋଠରୀ କଥା କହିଲେ କଟକ ଡିସିପି”

Design a site like this with WordPress.com
Get started