ପରୀ ହତ୍ୟା ମାମଲାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପରୀ ହତ୍ୟାରେ ସିବିଆଇ ତଦନ୍ତ ହେଉ ।

କନକ ବ୍ୟୁରୋ : ପରୀ ମାମଲାର ତଦନ୍ତକୁ ନେଇ ପ୍ରଥମଥର ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପରୀ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ଦାବି କରାଯାଉ । ସିବିଆଇ ତଦନ୍ତ ହେଲେ ପରୀ ମାମଲାର ତଥ୍ୟ ସାମ୍ନାକୁ ଆସିପାରିବ । ଏହାସହ ପରୀ ମାମଲାରେ ତା ବାପା, ମା’ କିଛି ପ୍ରଶ୍ନ ଉଠାଇଛନ୍ତି । ଏହି ପ୍ରଶ୍ନର ଉତ୍ତର କେବଳ ଗୋଟିଏ ନିରପେକ୍ଷ ସଂସ୍ଥା ହିଁ ଦେଇ ପାରିବ । ଏହାସହ ଏହି ଘଟଣାରେContinue reading “ପରୀ ହତ୍ୟା ମାମଲାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପରୀ ହତ୍ୟାରେ ସିବିଆଇ ତଦନ୍ତ ହେଉ ।”

ନୂଆବର୍ଷରେ ପ୍ରଧାନମନ୍ତ୍ରୀଙ୍କ ଜମ୍ମୁ-କାଶ୍ମୀରବାସୀଙ୍କୁ ଉପହାର । ଜମ୍ମୁ-କାଶ୍ମୀରବାସୀଙ୍କ ପାଇଁ ଲାଗୁହେଲା ଆୟୁଷ୍ମାନ ଭାରତ ଯୋଜନା

କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନାକୁ ନେଇ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଜମ୍ମୁ-କାଶ୍ମୀରରେ ଏହାକୁ ଲାଗୁ କରିଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ଶନିବାରଦିନ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହାକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଉଦଘାଟନ ପରେ ଏବେ ଜମ୍ମୁ-କଶ୍ମୀରବାସୀଙ୍କ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଫ୍ଲୋଟର ବେସିସରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତContinue reading “ନୂଆବର୍ଷରେ ପ୍ରଧାନମନ୍ତ୍ରୀଙ୍କ ଜମ୍ମୁ-କାଶ୍ମୀରବାସୀଙ୍କୁ ଉପହାର । ଜମ୍ମୁ-କାଶ୍ମୀରବାସୀଙ୍କ ପାଇଁ ଲାଗୁହେଲା ଆୟୁଷ୍ମାନ ଭାରତ ଯୋଜନା”

ଢ଼େଙ୍କାନାଳରେ ବିଜେପିର ଚାଷୀ ସମ୍ମିଳନୀ : ନୂଆ କୃଷି ଆଇନ ନେଇ କୃଷକଙ୍କୁ ବୁଝାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ , ନୂଆ କୃଷି ଆଇନ ଯୋଗୁ ଚାଷୀଙ୍କର ଲାଭ ବଢ଼ିବ 

ଭାରତୀୟ ଜନତା ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଆଜି ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବୋଧନ ଦେଇ କହିଛନ୍ତି ଯେ ଚାଷୀଙ୍କୁ ଆତ୍ମନିର୍ଭର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଜନା ଆରମ୍ଭ କରିଛନ୍ତି। ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି, କୃଷିକୁ ବ୍ୟବସାୟର ରୂପ ଦେବା ପାଇଁ ପଦକ୍ଷେପContinue reading “ଢ଼େଙ୍କାନାଳରେ ବିଜେପିର ଚାଷୀ ସମ୍ମିଳନୀ : ନୂଆ କୃଷି ଆଇନ ନେଇ କୃଷକଙ୍କୁ ବୁଝାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ , ନୂଆ କୃଷି ଆଇନ ଯୋଗୁ ଚାଷୀଙ୍କର ଲାଭ ବଢ଼ିବ “

କଟକ ଡି-ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ରେଡ୍ : ସାନଭାଇ ସୁଶୀଲକୁ ଆଣି ଜେରା କରୁଛି କମିଶନରେଟ୍ ପୋଲିସ୍ , ଗତକାଲି ସିକ୍ରେଟ ଚାମ୍ବରରୁ ମିଳିଥିଲା ଟଙ୍କା , ବନ୍ଧୁକ ଓ ଗୁଳି

କଟକ ଡି-ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ରେଡ୍ । ସାନଭାଇ ସୁଶୀଲକୁ ଆଣି ଜେରା କରୁଛି କମିଶନରେଟ୍ ପୋଲିସ୍ । ଗତକାଲି ସିକ୍ରେଟ ଚାମ୍ବରୁ ମିଳିଥିଲା ଟଙ୍କା , ବନ୍ଧୁକ ଓ ଗୁଳି । ଗ୍ୟାଙ୍ଗଷ୍ଟର ଡି-ବ୍ରଦର୍ସଙ୍କୁ ତିନି ଦିିନିଆ ରିମାଣ୍ଡରେ ନେଇ ଜେରା କରୁଛି ପୁଲିସ୍ । କିଛି ଦିନ ତଳେ ଡି-ବ୍ରଦର୍ସଙ୍କ ଘରେ ପୁଲିସ୍ ଚଢ଼ାଉ କରିଥିଲା । ଏହି ସମୟରେ ବହୁ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା । ଡି-ବ୍ରଦର୍ସଙ୍କ ଘରୁ ବହୁContinue reading “କଟକ ଡି-ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ରେଡ୍ : ସାନଭାଇ ସୁଶୀଲକୁ ଆଣି ଜେରା କରୁଛି କମିଶନରେଟ୍ ପୋଲିସ୍ , ଗତକାଲି ସିକ୍ରେଟ ଚାମ୍ବରରୁ ମିଳିଥିଲା ଟଙ୍କା , ବନ୍ଧୁକ ଓ ଗୁଳି”

ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ । ଦଳର ନେତା ଓ କର୍ମୀଙ୍କୁ ଶୁଭେଚ୍ଛା ସହ ଆହ୍ୱାନ ଦେଲେ ନବୀନ, ନେତା ବଖାଣିଲେ ନବୀନଙ୍କ ସରଳ ଜୀବନଯାପନର କଥା ।

କନକ ବ୍ୟୁରୋ : ଆଜି ସାରା ରାଜ୍ୟରେ ବିଜେଡି ପାଳୁଛି ୨୪ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଦଳ ତରଫରୁ ରାଜଧାନୀରେ ଥିବା ରାଜ୍ୟ କାର୍ଯ୍ୟଳୟରେ ଏହାକୁ ମହା ଆଡମ୍ବରରେ ପାଳନ କରାଯାଇଛି । ଦଳର ଶହ ଶହ କର୍ମୀ ଓ ନେତା ମାନେ ଏହି ପ୍ରତିଷ୍ଠା ଦିବସରେ ଉପସ୍ଥିତ ଥିବା ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସସିଂ ମାଧ୍ୟମରେ ସଭାକୁ ଉଦବୋଧନ ଦେଇଛନ୍ତି । ସେ ପ୍ରଥମେ ଦଳରContinue reading “ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ । ଦଳର ନେତା ଓ କର୍ମୀଙ୍କୁ ଶୁଭେଚ୍ଛା ସହ ଆହ୍ୱାନ ଦେଲେ ନବୀନ, ନେତା ବଖାଣିଲେ ନବୀନଙ୍କ ସରଳ ଜୀବନଯାପନର କଥା ।”

ପ୍ରସିଦ୍ଧ ହିନ୍ଦୀ କବି ଗୁଲଜାରଙ୍କ କବିତା ସଂକଳନରେ ସ୍ଥାନ ପାଇଲେ ହଳଧର : ପୁସ୍ତକରେ ସ୍ଥାନ ପାଇଛି ହଳଧରଙ୍କ ଦୁଇଟି କବିତା 

ପ୍ରସିଦ୍ଧ ହିନ୍ଦୀ କବି ଗୁଲଜାରଙ୍କ କବିତା ସଂକଳନରେ ସ୍ଥାନ ପାଇଛି ପଦ୍ମଶ୍ରୀ ହଳଧର ନାଗଙ୍କ ଦୁଇଟି କବିତା । ଗୁଲଜାରଙ୍କ କବିତା ସଂକଳନ ‘ଏ ପୋଏମ ଏ ଡେ’ପୁସ୍ତକରେ ସ୍ଥାନ ପାଇଛି ହଳଧରଙ୍କ ଦୁଇଟି କବିତା  । ପଂଚାମୃତ ଓ ଚିଠି ଦେଉଛିରେ ହଳଧର ଏହି ଦୁଇଟି କବିତାକୁ ପୁସ୍ତକର ପ୍ରଥମେ ସ୍ଥାନ ଦିଆଯାଇଛି । ସଂକଳନରେ ରହିଛି ୩୪ ଟି ଭାଷାର ୨୭୯ କବିଙ୍କ ୩୬୫ କବିତା । ଗୁଲଜାରଙ୍କ ଦ୍ୱାରା ସଂକଳିତ କବିତା ସଂକଳନରContinue reading “ପ୍ରସିଦ୍ଧ ହିନ୍ଦୀ କବି ଗୁଲଜାରଙ୍କ କବିତା ସଂକଳନରେ ସ୍ଥାନ ପାଇଲେ ହଳଧର : ପୁସ୍ତକରେ ସ୍ଥାନ ପାଇଛି ହଳଧରଙ୍କ ଦୁଇଟି କବିତା “

ମେଲବୋର୍ଣ୍ଣ ବକ୍ସିଂ ଡେ ଟେଷ୍ଟ : ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ ରନରେ ଅଲଆଉଟ୍  , ୫ ଖେଳାଳି ଛୁଇଁ ପାରିଲେନି ଦୁଇ ଅଙ୍କ ; ବୁମରାଙ୍କୁ ୪, ଅଶ୍ୱିନୀଙ୍କୁ ୩ ୱିକେଟ ସଫଳତା 

ଶନିବାର ଦିନ ମେଲ୍‌ବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚ୍‌ର ପ୍ରଥମ ଦିନରେ ଭାରତ ଅଷ୍ଟ୍ରେଲିଆକୁ ୧୯୫ ରନ୍‌ରେ ଅଲ୍‌ ଆଉଟ୍‌ କରିଛି। ପେସ୍‌ ବୋଲର୍‌ ଜସ୍‌ପ୍ରିତ୍‌ ବୁମ୍‌ରା ୫୬ ରନ୍‌ ବିନିମୟରେ ୪ଟି ଓ୍ଵିକେଟ୍‌ ଅକ୍ତିଆର୍‌ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ୩୫ ରନ୍‌ ଦେଇ ୩ଟି ଓ୍ଵିକେଟ୍‌ ହାସଲ କରିଛନ୍ତି। ଟସ୍‌ ଜିଣି ଅଷ୍ଟ୍ରେଲିଆ ମେଲ୍‌ବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେବା ପରେ ଜସ୍‌ପ୍ରିତ୍‌ ବୁମ୍‌ରା, ରବିContinue reading “ମେଲବୋର୍ଣ୍ଣ ବକ୍ସିଂ ଡେ ଟେଷ୍ଟ : ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ ରନରେ ଅଲଆଉଟ୍  , ୫ ଖେଳାଳି ଛୁଇଁ ପାରିଲେନି ଦୁଇ ଅଙ୍କ ; ବୁମରାଙ୍କୁ ୪, ଅଶ୍ୱିନୀଙ୍କୁ ୩ ୱିକେଟ ସଫଳତା “

ବିଜେଡିର ପ୍ରତିଷ୍ଠା ଦିବସରେ ନବୀନ ଖେଳିଲେ ମହିଳା କାର୍ଡ । ମହିଳାଙ୍କ ସଂରକ୍ଷଣ କଥା ଉଠାଇଲେ, ଜାତୀୟ ଦଳର ଅସଲ ଚେହେରାକୁ ପଦାରେ ପକାଇଲେ ।

କନକ ବ୍ୟୁରୋ : ବିଜେଡିର ୨୪ତମ ପ୍ରତିଷ୍ଠା ଦିବସରେ ନବୀନ ଜାତୀୟ ଦଳ ଗୁଡିକୁ ଟାର୍ଗେଟ କରିବା ସହ ଖେଳିଛନ୍ତି ମହିଳା କାର୍ଡ । ମାଆ ଆଗେଇଲେ ଦେଶ ଆଗେଇବ କହି ନବୀନ ବିରୋଧୀଙ୍କୁ କଡା ଜବାବ ମଧ୍ୟ ଦେଇଛନ୍ତି । ମହିଳା ସଶକ୍ତୀକରଣର କଥା ଉଠାଇ ନବୀନ କହିଛନ୍ତି, ମାଆ ମାନେ ହେଉଛନ୍ତି ସମାଜର ରଥର ଅଖ । ସେମାନଙ୍କ ବିନା ଏହି ରଥ ଆଗକୁ ବଢିପାରିବ ନାହିଁ । ଏହାଛଡା ମହିଳାଙ୍କୁ ବିଜେଡି କେତେContinue reading “ବିଜେଡିର ପ୍ରତିଷ୍ଠା ଦିବସରେ ନବୀନ ଖେଳିଲେ ମହିଳା କାର୍ଡ । ମହିଳାଙ୍କ ସଂରକ୍ଷଣ କଥା ଉଠାଇଲେ, ଜାତୀୟ ଦଳର ଅସଲ ଚେହେରାକୁ ପଦାରେ ପକାଇଲେ ।”

ରାଜ୍ୟରେ ପର୍ବପର୍ବାଣୀ, ଉତ୍ସବ ସମୟରେ ଅଧିକ ଗହଣା ବିକ୍ରି ହୁଏ : ସଞ୍ଜୟ ହଂସ

ରାଜ୍ୟ ଗହଣା ବ୍ୟବସାୟ ଜଗତର ଚର୍ଚ୍ଚିତ ଚେହେରା ହେଉଛନ୍ତି ଲାଲଚନ୍ଦ ଜୁଏଲର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ। ଲକ୍‌ଡାଉନ୍ ପରବର୍ତୀ ସମୟରେ ଗହଣା ବଜାରରେ ହେଉଥିବା ସୁଧାର, ସୁନା ଦର ଓ ପ୍ଲାଟିନମ୍‌ର ଲୋକପ୍ରିୟତା ଆଦି ବିଷୟରେ ସେ ଯେଉଁ ଆଲୋଚନା କରିଛନ୍ତି ତାହାକୁ ଏଠାରେ ଉପସ୍ଥାପନ କରାଯାଇଛି । ଲକ୍‌ଡାଉନ୍ ପରେ ରାଜ୍ୟ ଗହଣା ଶିଳ୍ପର ସ୍ଥିତି କିଭଳି ରହିଛି ? ଲକ୍‌ଡାଉନ୍‌ ସବୁ ପ୍ରକାର ବ୍ୟବସାୟ ଉପରେ ଗଭୀର ପ୍ରଭାବ ପକାଇଛିContinue reading “ରାଜ୍ୟରେ ପର୍ବପର୍ବାଣୀ, ଉତ୍ସବ ସମୟରେ ଅଧିକ ଗହଣା ବିକ୍ରି ହୁଏ : ସଞ୍ଜୟ ହଂସ”

ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧: ଆବେଦନ ପାଇଁ ଆଉ ୧୨ ଦିନ

କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍‌ର ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧ ଆବେଦନ ଜୋରସୋରରେ ଆଗେଇ ଚାଲିଛି। ଏହାକୁ ନେଇ ରାଜ୍ୟ କର୍ପୋରେଟ୍ ଜଗତରେ ପ୍ରବଳ ଉତ୍ସାହ ରହିଛି। ବଡ଼ ବଡ଼ ଉଦ୍ୟୋଗ ଠାରୁ ଆରମ୍ଭ କରି କ୍ଷୁଦ୍ର ଓ ଷ୍ଟାର୍ଟଅପ୍ ଆଦି ସଂସ୍ଥାଗୁଡ଼ିକ ଆବେଦନ କରୁଛନ୍ତି। ଏହି ପୁରସ୍କାର ଲାଗି ଆବେଦନ କରିବାର ଶେଷ ତାରିଖ ପାଖେଇ ଆସୁଛି। ଆଉ ୧୨ ଦିନ ପରେ ଆବେଦନ ଶେଷContinue reading “ବ୍ରାଣ୍ଡସ୍‌ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧: ଆବେଦନ ପାଇଁ ଆଉ ୧୨ ଦିନ”

Design a site like this with WordPress.com
Get started