ପଶ୍ଚିମବଙ୍ଗ ପରେ ଏବେ ଶାହାଙ୍କ ଟାର୍ଗେଟରେ ଆସାମ । ଅଧାରାତିରେ ଆସାମରେ ପହଂଚିଲେ ଗୃହମନ୍ତ୍ରୀ ଅମିତ୍ ଶାହା । ୨ ଦିନ ଧରି କର୍ମୀଙ୍କ ସହ କରିବେ ଆଲୋଚନା

କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ୍ ଶାହା ୨୧ ଦିନିଆ ଆସାମ ଗସ୍ତରେ ଯାଇ ଗତକାଲି ଅଧାରାତିରେ ଗୁଆହାଟୀରେ ପହଂଚିଛନ୍ତି । ଶାହା ଗୁଆହାଟୀରେ ପହଂଚିବା ପରେ ଦଳର କର୍ମୀ ମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଏହି ସ୍ୱାଗତ ସମାରୋହରେ ଆସାମ ମୁଖ୍ୟମନ୍ତ୍ରୀ ସଦାନନ୍ଦ ସୋନୱାଲ ବି ଉପସ୍ଥିତ ଥିଲେ । ଏହି ୨ ଦିନିଆ ଗସ୍ତ ବେଳେ ଶ୍ରୀ ଶାହା ଗୁଆହାଟୀ ଓ ଇମ୍ଫାଲରେ ରହିବାର କାର୍ଯ୍ୟକ୍ରମ ରହିଛି । ଯଦି କାର୍ଯ୍ୟକ୍ରମContinue reading “ପଶ୍ଚିମବଙ୍ଗ ପରେ ଏବେ ଶାହାଙ୍କ ଟାର୍ଗେଟରେ ଆସାମ । ଅଧାରାତିରେ ଆସାମରେ ପହଂଚିଲେ ଗୃହମନ୍ତ୍ରୀ ଅମିତ୍ ଶାହା । ୨ ଦିନ ଧରି କର୍ମୀଙ୍କ ସହ କରିବେ ଆଲୋଚନା”

କରୋନାର ନୂଆ ଷ୍ଟ୍ରେନକୁ ନେଇ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକଙ୍କ ସୂଚନା :  ନୂଆ ଷ୍ଟ୍ରେନ ପାଇଁ ମଧ୍ୟ କାମ ଦେବ ତିଆରି ହୋଇଥିବା ଭ୍ୟାକ୍ସିନ

କରୋନା ଭୂତାଣୁର ବ୍ରିଟେନ୍ ଷ୍ଟ୍ରେନ୍କୁ ନେଇ ସାରା ବିଶ୍ୱରେ ଚହଳ ପଡ଼ିଥିବା ବେଳେ କରୋନାର ଗୁଣସତ୍ତା ପରିବର୍ତନ ଉପରେ ବଡ଼ ବୟାନ ରଖିଛନ୍ତି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରନ୍ଦୀପ ଗୁଲେରିଆ । ସେ କହିଛନ୍ତି- କରୋନାର ନୂଆ ଷ୍ଟ୍ରେନକୁ ନେଇ ଅଧିକ ବିଚଳିତ ହେବାର କୌଣସି କାରଣ ନାହିଁ । କାରଣ, ଭୁତାଣୁର ଗୁଣସତା ପରିବର୍ତନ ନୂଆ କଥା ନୁହେଁ । ଗୋଟିଏ ମାସରେ ହାରାହାରି ୨ ଥର ରୁପ ବଦଳାଉଛନ୍ତି କରୋନା ଭୁତାଣୁ ।Continue reading “କରୋନାର ନୂଆ ଷ୍ଟ୍ରେନକୁ ନେଇ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକଙ୍କ ସୂଚନା :  ନୂଆ ଷ୍ଟ୍ରେନ ପାଇଁ ମଧ୍ୟ କାମ ଦେବ ତିଆରି ହୋଇଥିବା ଭ୍ୟାକ୍ସିନ”

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ୩ ଜଣଙ୍କ ନାମରେ ଲାଂଚ ନେଇଥିବା ଅଭିଯୋଗ । ଥାନାରେ ଅଭିଯୋଗ କଲେ ସୁଟର ବର୍ତ୍ତିକା ସିଂ

କନକ ବ୍ୟୁରୋ : ଆନ୍ତର୍ଜାତୀୟ ସୁଟର ବର୍ତ୍ତିକା ସିଂଙ୍କୁ ମହିଳା ଆୟୋଗର ସଦସ୍ୟ କରାଇବାକୁ ସ୍ମୃତି ଇରାନୀଙ୍କ ସମେତ ୩ ଜଣ ୨୫ ଲକ୍ଷ ଟଙ୍କା ଲାଂଚ ମାଗିଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ବର୍ତ୍ତିକା ସିଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ତାଙ୍କ ସହାୟକ ବିଜୟ ଗୁପ୍ତା ଓ ଡାକ୍ତର ରଜନୀସ୍ ସିଂଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ସେ ଏଭଳି ଅଭିଯୋଗ ମଧ୍ୟପ୍ରଦେଶର ‘ଏମପି- ଏମଏଲଏ କୋର୍ଟ’ରେ ଏଭଳି ଅଭିଯୋଗ କରିଛନ୍ତିContinue reading “କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ୩ ଜଣଙ୍କ ନାମରେ ଲାଂଚ ନେଇଥିବା ଅଭିଯୋଗ । ଥାନାରେ ଅଭିଯୋଗ କଲେ ସୁଟର ବର୍ତ୍ତିକା ସିଂ”

‘ମଡ଼ର୍ଣ୍ଣା ଟିକା’ ନେବା ପରେ ବୋଷ୍ଟନ୍ ଡ଼ାକ୍ତରଙ୍କ ଦେହରେ ଦେଖାଗଲା ପାର୍ଶ୍ୱ ପ୍ରତିକ୍ରିୟା : ସୂତ୍ର 

ଗୁରୁବାର ଦିନ ‘ମଡର୍ଣ୍ଣା’ର କରୋନାଭାଇରସ୍‌ ଟିକା ନେବା ପରେ ‘ସେଲ୍‌ଫିସ୍‌ ଆଲର୍ଜି’ ଥିବା ବୋଷ୍ଟନ୍‌ର ଜଣେ ଡାକ୍ତରଙ୍କ ଦେହରେ ଭୀଷଣ ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଇଥିବା କଥା ଶୁକ୍ରବାର ଦିନ ‘ନ୍ୟୁୟର୍କ ଟାଇମ୍ସ୍‌’ ରିପୋର୍ଟ କରିଛି। (‘ସେଲ୍‌ଫିସ୍‌’ ହେଉଛି ଏକ ଜାତୀୟ ସାମୁଦ୍ରିକ ମାଛ, ଯାହାକୁ ଖାଇଲେ ସେ ଡାକ୍ତରଙ୍କ ଦେହରେ ଆଲର୍ଜି ବାହାରିଥାଏ।) ବୋଷ୍ଟନ୍‌ ମେଡିକାଲ୍‌ ସେଣ୍ଟର୍‌ର ବାର୍ଦ୍ଧକ୍ୟକାଳୀନ କର୍କଟରୋଗ ବିଭାଗର ଶିକ୍ଷାର୍ଥୀ ଥିବା ଡାକ୍ତର ହୋସେନ୍‌ ସଦରଜାଦେ କହିଛନ୍ତି ଯେ, ଟିକା ନେବା କ୍ଷଣି ହିଁContinue reading “‘ମଡ଼ର୍ଣ୍ଣା ଟିକା’ ନେବା ପରେ ବୋଷ୍ଟନ୍ ଡ଼ାକ୍ତରଙ୍କ ଦେହରେ ଦେଖାଗଲା ପାର୍ଶ୍ୱ ପ୍ରତିକ୍ରିୟା : ସୂତ୍ର “

ଶୀତଦିନେ ଗରିବ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ସୁଯୋଗ ଏବଂ ବନ୍ଧୁ ଫାଉଡ଼େସନ୍ ପକ୍ଷରୁ ନିଆରା ଉଦ୍ୟମ : ମାଗଣାରେ ବଣ୍ଟାଯାଉଛି ଶୀତ ବସ୍ତ୍ର 

ଶୀତଦିନରେ ଆବଶ୍ୟକ କରୁଥିବା ଲୋକଙ୍କୁ ଶୀତ ବସ୍ତ୍ର ବଂଟନ କରିଛି ସୁଯୋଗ ଫାଉଣ୍ଡଡେସନ୍ । ଖ୍ରୀଷ୍ଟମାସ ଅବସରରେ ଭୁବନେଶ୍ୱର ଚନ୍ଦକା ଗୋଡ଼ିବାରି ଗାଁରେ ପହଂଚି ଏହି ସଂଗଠନର କର୍ମକର୍ତାମାନେ ଲୋକମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବାଲ୍କା ନିର୍ଦ୍ଦେଶକ ତପନ କୁମାର ଚାନ୍ଦ, ବୁଗିନ୍ ହା’ ସଂଯୋଜକ ସବିତା ପଟ୍ଟନାୟକ, ନାଲ୍କୋର ପୂବର୍ତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ ସୁଯୋଗର ସମ୍ପାଦକ ତ୍ରିନାଥ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ସମାଜର ଅବହେଳିତ ଲୋକଙ୍କContinue reading “ଶୀତଦିନେ ଗରିବ ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ସୁଯୋଗ ଏବଂ ବନ୍ଧୁ ଫାଉଡ଼େସନ୍ ପକ୍ଷରୁ ନିଆରା ଉଦ୍ୟମ : ମାଗଣାରେ ବଣ୍ଟାଯାଉଛି ଶୀତ ବସ୍ତ୍ର “

ରେଡିଓ ଚକଲେଟ ପକ୍ଷରୁ ଆୟୋଜିତ ହୋଇଛି ମିଠାମିଠା ଖ୍ରୀଷ୍ଟମାସ, ସିଜନ- ୪ : ବଡଦିନ ଉପଲକ୍ଷେ କୁନି ପ୍ରତିଭାମାନଙ୍କୁ ପୁରସ୍କାର ବିତରଣ କରିବା ସହ ଦିଆଯାଇଛି କରୋନା ସଚେତନତା ବାର୍ତ୍ତା  

ରେଡିଓ ଚକଲେଟ ପକ୍ଷରୁ ଆୟୋଜିତ ହେଇଛି ମିଠାମିଠା ଖ୍ରୀଷ୍ଟମାସ, ସିଜନ- ଫୋର । ବଡଦିନ ଉପଲକ୍ଷେ ସମସ୍ତେ କିଛି ସମୟ ଝୁମିବା ଓ ସାଙ୍ଗମାନଙ୍କ ସହ ମଜା କରିବାକୁ ଚାହାନ୍ତି । ଶ୍ରୋତାମାନଙ୍କ ଭିତରେ ଖୁସି ବାଂଟିବାକୁ ଖାସ କରି ରେଡିଓ ଚକଲେଟ ପକ୍ଷରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ । କୁନି ପ୍ରତିଭମାନଙ୍କୁ ପୁରସ୍କାର ବିତରଣ କରିବା ସହିତContinue reading “ରେଡିଓ ଚକଲେଟ ପକ୍ଷରୁ ଆୟୋଜିତ ହୋଇଛି ମିଠାମିଠା ଖ୍ରୀଷ୍ଟମାସ, ସିଜନ- ୪ : ବଡଦିନ ଉପଲକ୍ଷେ କୁନି ପ୍ରତିଭାମାନଙ୍କୁ ପୁରସ୍କାର ବିତରଣ କରିବା ସହ ଦିଆଯାଇଛି କରୋନା ସଚେତନତା ବାର୍ତ୍ତା  “

ଆଠଗଡ ପରେ ଚିନ୍ତା ବଢ଼ାଇଲା କଟକ କଂଟାପଡା : ଖଣ୍ଡସାଇଲୋ ଗାଁରୁ ୧୩ ଜଣ ଚିହ୍ନଟ ପରେ କଂଟେନମେଂଟ ଜୋନ ଘୋଷଣା କଲା ପ୍ରଶାସନ , ୧୦ ଦିନ ପାଇଁ କଟକଣା ରହିବ ବଳବତର 

ଆଠଗଡ ପରେ ଚିନ୍ତା ବଢ଼ାଇଲା କଟକ କଂଟାପଡ଼ା ବ୍ଲକର ପାଟସୁନ୍ଦରପୁର ପଂଚାୟତ ୧୯ ନମ୍ବର ଖଣ୍ଡସାଇଲୋ ଗାଁ । ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗାଁକୁ ୧୦ ଦିନ  ପାଇଁ କନଟେଂମେଂଟ୍ ଜୋନ୍ ଘୋଷଣା କରିଛନ୍ତି ଉପ-ଜିଲ୍ଲାପାଳ । ସେହିପରି ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି । ଗୋଟିଏ ପରିବାରର ପ୍ରାୟ ୧୪ ଜଣଙ୍କ କରୋନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୩ ଜଣଙ୍କର ରିପୋର୍ଟ ପଜିଟିଭ୍Continue reading “ଆଠଗଡ ପରେ ଚିନ୍ତା ବଢ଼ାଇଲା କଟକ କଂଟାପଡା : ଖଣ୍ଡସାଇଲୋ ଗାଁରୁ ୧୩ ଜଣ ଚିହ୍ନଟ ପରେ କଂଟେନମେଂଟ ଜୋନ ଘୋଷଣା କଲା ପ୍ରଶାସନ , ୧୦ ଦିନ ପାଇଁ କଟକଣା ରହିବ ବଳବତର “

କୃଷି ଆନ୍ଦୋଳନକୁ ଡରିଲେଣି ସରକାର । ମଧ୍ୟପ୍ରଦେଶ ବିଧାନସଭା ନିକଟରୁ ୫ କି.ମି ଯାଏ ଟ୍ରାକ୍ଟର, ଟ୍ରଲି ଓ ବଳଦଗାଡିକୁ ବ୍ୟାନ କଲେ ସରକାର । ଅଭିଯୋଗ ଆଣିଲା କଂଗ୍ରେସ

କନକ ବ୍ୟୁରୋ : ୨୮ ଡିସେମ୍ବର ଦିନ ମଧ୍ୟପ୍ରଦେଶ ବିଧାନସଭା ଅଧିବେସନ ଆରମ୍ଭ ହେବ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଭୋପାଳ ଜିଲ୍ଲାପାଳଙ୍କୁ ଏକ ଆଦେଶ ଜାରି କରିଛନ୍ତି । ଯାହାକୁ ନେଇ ରାଜନୀତି ଏବେ ସରଗରମ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଏହି ଆଦେଶରେ ଲେଖାଯାଇଛି କି, ୨୮ ଡିସେମ୍ବର ଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେସନ ବେଳେ ବିଧାନସଭାର ୫ କି.ମି ପରସର ମଧ୍ୟରେ କୌଣସିContinue reading “କୃଷି ଆନ୍ଦୋଳନକୁ ଡରିଲେଣି ସରକାର । ମଧ୍ୟପ୍ରଦେଶ ବିଧାନସଭା ନିକଟରୁ ୫ କି.ମି ଯାଏ ଟ୍ରାକ୍ଟର, ଟ୍ରଲି ଓ ବଳଦଗାଡିକୁ ବ୍ୟାନ କଲେ ସରକାର । ଅଭିଯୋଗ ଆଣିଲା କଂଗ୍ରେସ”

ଆଜି ବିଜେଡିର ପ୍ରତିଷ୍ଠା ଦିବସ : ୨୪ ତମ ପ୍ରତିଷ୍ଠା ଦିବସ ପାଳୁଛି ବିଜେଡି , ଦିନ ସାଢେ ୧୦ଟାରେ ଦଳୀୟ କାର୍ଯ୍ୟାଳୟରେ ହେବ ସାଧାରଣ ସଭା

ଆଜି ବିଜୁ ଜନତା ଦଳ ପାଳୁଛି ୨୪ ତମ ପ୍ରତିଷ୍ଠା ଦିବସ । କୋଭିଡ କଟକଣା ଭିତରେ ଦଳ ତାର ପ୍ରତିଷ୍ଠା ଦିବସ ପାଳନ କରୁଛି । ଭୁବନେଶ୍ୱର ଫରେଷ୍ଟ ପାର୍କସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ  । ସେହିପରି ୟୁନିଟ-୬ ରେ ଥିବା ଦଳୀୟ କାର୍ଯ୍ୟାଳୟରେ ଦିନ ସାଢେ ୧୦ ଟାରେ ଏକ ସାଧାରଣ ସଭାର । ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ସାମିଲ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳର ଯୁବ ଓContinue reading “ଆଜି ବିଜେଡିର ପ୍ରତିଷ୍ଠା ଦିବସ : ୨୪ ତମ ପ୍ରତିଷ୍ଠା ଦିବସ ପାଳୁଛି ବିଜେଡି , ଦିନ ସାଢେ ୧୦ଟାରେ ଦଳୀୟ କାର୍ଯ୍ୟାଳୟରେ ହେବ ସାଧାରଣ ସଭା”

କଳାହାଣ୍ଡି କୋକସରାରେ ଅଭାବନୀୟ ଘଟଣା । ଘରେ ପଶି ସୁନା ଗହଣା ସମେତ ବୁଲେଟ ଓ ଟିଭି ସହ ଲୁଟି ନେଲେ ୪୦ ଭରି ସୁନା

କନକ ବ୍ୟୁରୋ : କଳାହାଣ୍ଡିରେ ଅଭାବନୀୟ ଘଟଣା । ଘରେ ପଶି ଲୁଟିନେଲେ ଗାଡି ଟିଭି ସହ ୪୦ ଭରି ସୁନା ଗହଣା । କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁର ଜଗଦୀସ ପାଟଜୋଷୀଙ୍କ ପରିବାର ରାତିରେ ଘରେ ଶୋଇଥିବା ବେଳେ କିଛି ଦୁର୍ବୃତ ହଠାତ୍ ଜଗଦୀସ୍ଙ୍କ ଘରେ ପଶିଯାଇଥିଲେ । କେହି କିଛି ବୁଝିବା ପୂର୍ବରୁ ଦୁର୍ବୃତ ମାନେ ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇContinue reading “କଳାହାଣ୍ଡି କୋକସରାରେ ଅଭାବନୀୟ ଘଟଣା । ଘରେ ପଶି ସୁନା ଗହଣା ସମେତ ବୁଲେଟ ଓ ଟିଭି ସହ ଲୁଟି ନେଲେ ୪୦ ଭରି ସୁନା”

Design a site like this with WordPress.com
Get started