କନକ ବ୍ୟୁରୋ : ଓଡିଶାର ଗର୍ବ ବଢାଇଲେ ପୂର୍ବତନ ଜାତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଦେବାଶିଷ ମହାନ୍ତି । ଓଡିଶା କ୍ରିକେଟକୁ ଗତ ଅଢେଇ ଦଶନ୍ଧି ଧରି ରୁଦ୍ଧିମନ୍ତ କରିଥିବା ଦେବାଶିଷ ମହାନ୍ତି ଆଉଏକ ପାହାଚ ଅତିକ୍ରମ କରିଛନ୍ତି । ଦିନେ ସେ ଭାରତୀୟ କ୍ରିକେଟ ଦଳର ଖେଳାଳୀ ଥିଲେ, ଏବେ ଭାରତୀୟ ଦଳ ପାଇଁ ଖେଳାଳୀ ଚୟନ କରିବେ । ଆସନ୍ତାମାସରୁ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ପାଇଁ ସେ ଭାରତୀୟContinue reading “ଜାତୀୟ କ୍ରିକେଟ୍ ଚୟନ କମିଟିରେ ସ୍ଥାନ ପାଇଲେ ଓଡିଶାର ଦେବାଶିଷ ମହାନ୍ତି । କହିଲେ ପ୍ରଦର୍ଶନକାରୀଙ୍କ ଉପରେ ନିରନ୍ତର ରହିବ ନଜର”
Author Archives: Raghaba
ପୁଣି ଅସଲ ଚେହେରା ଦେଖାଇଲା ପାକିସ୍ତାନ । ସାମ୍ବାଦିକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀକୁ ଜେଲରୁ ମୁକ୍ତ କରି ବିଶ୍ୱ ଦରବାରରେ ନିନ୍ଦିତ
କନକ ବ୍ୟୁରୋ : କିଛି ନା କିଛି ଅମାନବୀୟ କାର୍ଯ୍ୟକରି ବାରମ୍ବାର ବିଶ୍ୱଦରବାରରେ ନିନ୍ଦିତ ହେଉଛି ପାକିସ୍ତାନ । ଏଭଳି କାର୍ଯ୍ୟ ମଧ୍ୟରେ ସବୁବେଳେ ପାକିସ୍ତାନ ଉପରେ ଅଭିଯୋଗ ରହୁଛି କି ସେ ଆତଙ୍କବାଦୀଙ୍କୁ ସହାୟତା ଯୋଗାଉଛି । ଏହାର ବି ପ୍ରମାଣ ଦେଇଛି ପାକିସ୍ତାନ । ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନରେ ପୁଣି ଜଣେ କୁଖ୍ୟାତ ଆତଙ୍କବାଦୀ ମୁକ୍ତ କରିଛି । ଜେଲରୁ ଖଲାସ ହୋଇଛି ଆମେରିକା ସାମ୍ବାଦିକଙ୍କ ହତ୍ୟାକାରୀ ତଥା ଭାରତର ମୋଷ୍ଟ ୱାଂଟେଡContinue reading “ପୁଣି ଅସଲ ଚେହେରା ଦେଖାଇଲା ପାକିସ୍ତାନ । ସାମ୍ବାଦିକଙ୍କୁ ହତ୍ୟା କରିଥିବା ଆତଙ୍କବାଦୀକୁ ଜେଲରୁ ମୁକ୍ତ କରି ବିଶ୍ୱ ଦରବାରରେ ନିନ୍ଦିତ”
ସୁନ୍ଦରଗଡରେ ଡବଲ ମର୍ଡର, ଜମିବାଡି ବିବାଦକୁ ନେଇ ବାପା-ମାଆଙ୍କୁ ଶିଳପୁଆରେ ଛେଚି ନିର୍ମମ ଭାବେ ହତ୍ୟା କଲା ପିଶାଚ ପୁଅ
କନକ ବ୍ୟୁରୋ : ସଂପତ୍ତି ଆଗରେ ତୁଚ୍ଛ ପଡିଲା ସଂପର୍କ । ଜମି ଭାଗବଂଟାକୁ ନେଇ ସୁନ୍ଦରଗଡ ବିଶିପୁର ଗାଁରେ ଡବଲ ମର୍ଡର । ନିଜ ବାପା, ମାଆଙ୍କୁ ହତ୍ୟା କଲା ପୁଅ । ପନିକିରେ ହାଣି, ଶିଳପୁଆରେ ଛେଚି ଅତି ନିର୍ମମ ଭାବେ ବାପା, ମାଆଙ୍କୁ ହତ୍ୟା କରିଛି ପୁଅ । ସାନ ଭାଇର ବାହାଘର ପାଇଁ ଜମି ବିକ୍ରି ପ୍ରସ୍ତାବକୁ ବିରୋଧ କରି ଏଭଳି ହିଂସ୍ର ପାଲଟି ଯାଇଛି ବଡଭାଇ । ମୃତକ ହେଲେContinue reading “ସୁନ୍ଦରଗଡରେ ଡବଲ ମର୍ଡର, ଜମିବାଡି ବିବାଦକୁ ନେଇ ବାପା-ମାଆଙ୍କୁ ଶିଳପୁଆରେ ଛେଚି ନିର୍ମମ ଭାବେ ହତ୍ୟା କଲା ପିଶାଚ ପୁଅ”
ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ଚାଷୀ ସଂଗଠନ ରଖିଲା ଉତ୍ତର । କହିଲେ ଆରମ୍ଭରୁ କୌଣସି ରାଜନୈତିକ ଦଳକୁ ମଂଚରେ ଦେଇନୁ ସୁଯୋଗ
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କଲେ କୃଷକ ସଂଗଠନ । ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିବା ରାଜନୈତିକ ଦଳ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରିକି ସରକାରଙ୍କ ବିରୋଧରେ ଚାଷୀଙ୍କୁ ବିରୋଧୀ ବ୍ୟବହାର କରୁଛନ୍ତି ବୋଲି ମୋଦି କହିଥିଲେ । ହେଲେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି କୃଷି ସଂଗଠନଗୁଡିକ । ଦିଲ୍ଲୀରେ ପ୍ରାୟ ମାସେ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀ, କୌଣସି ରାଜନୈତିକ ଦଳକୁContinue reading “ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ଚାଷୀ ସଂଗଠନ ରଖିଲା ଉତ୍ତର । କହିଲେ ଆରମ୍ଭରୁ କୌଣସି ରାଜନୈତିକ ଦଳକୁ ମଂଚରେ ଦେଇନୁ ସୁଯୋଗ”
ଆଜି ଠାରୁ ଜଗା ଦର୍ଶନ । ମନ୍ଦିର ପ୍ରବେଶ ପୂର୍ବରୁ ମାସ୍କ, ସାମାଜିକ ଦୂରତା ଓ ସହ କରୋନା କଟକଣା ବାଧ୍ୟତାମୂଳକ
କନକ ବ୍ୟୁରୋ : ଆଜିଠାରୁ ଜଗା ଦର୍ଶନର ସୁଯୋଗ ପାଇଁ ପୁରୀ ବାସିନ୍ଦା । ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ରହିଛି ବ୍ୟାରିକେଡ୍ ବ୍ୟବସ୍ଥା । ମାର୍କେଟ୍ ଛକରୁ ଶ୍ରୀମନ୍ଦିର ଯାଏଁ ବ୍ୟାରିକେଡ୍ କରାଯାଇଛି । ସକାଳ ୭ଟାରୁ ମାର୍କେଟ ଛକରୁ ଆରମ୍ଭ ହେବ ଧାଡ଼ି ଦର୍ଶନ । ପ୍ରଥମେ ଟୋକନ ପରିଚୟ ପତ୍ରର ଯାଂଚ୍ କରାଯିବ । କିଓସ୍କ ମାଧ୍ୟମରେ ଭକ୍ତଙ୍କ ଫଟୋଗ୍ରାଫି ହେବ । ଏହାପରେ କୋଭିଡ କଟକଣା ମଧ୍ୟରେContinue reading “ଆଜି ଠାରୁ ଜଗା ଦର୍ଶନ । ମନ୍ଦିର ପ୍ରବେଶ ପୂର୍ବରୁ ମାସ୍କ, ସାମାଜିକ ଦୂରତା ଓ ସହ କରୋନା କଟକଣା ବାଧ୍ୟତାମୂଳକ”
କାଲି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ । ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଭାରତ । ଡେବ୍ୟୁ କରିବେ ଶୁଭମନ ଗିଲ, ମହମ୍ମଦ ସିରାଜ
କନକ ବ୍ୟୁରୋ : କାଲି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଭାରତୀୟ ଟିମରେ କିଛି ପରିବର୍ତ୍ତନ ହୋଇଛି । ଦଳ ଏହି ମ୍ୟାଚରେ ବିଜୟ ଲକ୍ଷ୍ୟରେ ରହିବ । କାରଣ ୪ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି । ଏହି ମ୍ୟାଚରେ ଯଦି ଅଷ୍ଟ୍ରେଲିଆ ବିଜୟୀ ହୁଏ ତେବେ ଦଳ ୨-୦ରେ ଆଗୁଆ ରହିବ । ଆଉ ସିରିଜ ବରାବର ସ୍ଥିତିକୁ ଚାଲିଯିବ ।Continue reading “କାଲି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ । ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଭାରତ । ଡେବ୍ୟୁ କରିବେ ଶୁଭମନ ଗିଲ, ମହମ୍ମଦ ସିରାଜ”
ପ୍ରଭୁଙ୍କୁ ଦେଖିବେ ପୁରୀବାସୀ । କାଲି ପୁରୀ ସହରବାସୀଙ୍କୁ ଦର୍ଶନ ଦେବେ କାଳିଆ ଠାକୁର ।
କନକ ବ୍ୟୁରୋ: କାଲିଠାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସୁଯୋଗ ପାଇବେ ପୁରୀ ସହରବାସୀ । ୱାର୍ଡୱାରୀ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା । ଦର୍ଶନ ପାଇଁ ଚିରକୁଟି ଓ ପରିଚୟପତ୍ର ବାଧ୍ୟତାମୂଳକ । ଚିରକୂଟ ପାଇନଥିଲେ ଜଗନ୍ନାଥ ବଲ୍ଲଭରେ ପରିଚୟପତ୍ର ଦେଇ ନେବେ । କେହି ଯେପି ଦର୍ଶନରୁ ବଞ୍ଚିତ ନହୁଅନ୍ତି ସେନେଇ ଗୁରୁତ୍ୱ ଦିଆଯିବ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ସମୀକ୍ଷା କଲେ ଜିଲ୍ଲାପାଳ । ତେବେ ଗତ ୨୩ ତାରିଖରେ ଖୋଲିଥିଲା ଶ୍ରୀମନ୍ଦିରContinue reading “ପ୍ରଭୁଙ୍କୁ ଦେଖିବେ ପୁରୀବାସୀ । କାଲି ପୁରୀ ସହରବାସୀଙ୍କୁ ଦର୍ଶନ ଦେବେ କାଳିଆ ଠାକୁର ।”
ଓଡିଶା ପାଇଁ ଖୁସି ଖବର । କରୋନାରୁ ସୁସ୍ଥ ହେଲେ ୪୦୬ ଆକ୍ରାନ୍ତ ।
କନକ ବ୍ୟୁରୋ: ରାଜ୍ୟରେ ଆଜି କରୋନାରୁ ୪୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୭୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି। Another 406 Covid patients have recovered and are being discharged on 25.12.2020 52 from Sundargarh 42 from KhordhaContinue reading “ଓଡିଶା ପାଇଁ ଖୁସି ଖବର । କରୋନାରୁ ସୁସ୍ଥ ହେଲେ ୪୦୬ ଆକ୍ରାନ୍ତ ।”
ଡାକ୍ତରୀ ପଢ଼ିବା ନିଶା ଆଗରେ ହାର ମାନିଲା ବୟସ । ୬୪ ବର୍ଷ ବୟସରେ ବୁର୍ଲା ଭିଏସଏସ୍ ମେଡ଼ିକାଲ କଲେଜରେ ନାଁ ଲେଖାଇଲେ ଜୟ କିଶୋର ପ୍ରଧାନ ।
କନକ ବ୍ୟୁରୋ : ଅବସର ବୟସ ୬୦ । ଚାକିରି ଜୀବନରୁ ଅବସର ନେଇଗଲା ପରେ ମଣିଷ ପରିବାର ସହ ସମୟ ବିତାଇବାକୁ ପସନ୍ଦ କରେ । ନାତିନାତୁଣୀଙ୍କ ଗହଣରେ ଦିନ କାଟିବାକୁ ପସନ୍ଦ କରେ । ହେଲେ ଆଜି ଆମେ ଏମିତି ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ କଥା କହିବାକୁ ଯାଉଛୁ, ଯିଏ ପାଠ ବଢ଼ିବାକୁ ମନ ବଳାଇଛନ୍ତି । ତାହା ପୁଣି ଡାକ୍ତରୀ ପାଠ । ୬୪ ବର୍ଷ ବୟସରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମContinue reading “ଡାକ୍ତରୀ ପଢ଼ିବା ନିଶା ଆଗରେ ହାର ମାନିଲା ବୟସ । ୬୪ ବର୍ଷ ବୟସରେ ବୁର୍ଲା ଭିଏସଏସ୍ ମେଡ଼ିକାଲ କଲେଜରେ ନାଁ ଲେଖାଇଲେ ଜୟ କିଶୋର ପ୍ରଧାନ ।”
ନାବାଳକ ହେଲେ ବି ପରୀ ହତ୍ୟାକରୀକୁ ମିଳିନପାରେ ନିସ୍ତାର । ନିର୍ଭୟାକାଣ୍ଡ ପରେ ବଦଳିଛି ଜୁଭେନାଇଲ ଆକ୍ଟ । ୧୬ରୁ ୧୮ ବର୍ଷର ଦୋଷୀଙ୍କୁ କଠୋର ଦଣ୍ଡବିଧାନ କରିପାରିବେ ବିଚାରପତି ।
କନକ ବ୍ୟୁରୋ : କୁନି ଝିଅ ପରୀକୁ ଯେଉଁଭଳି ନିର୍ମମ ଭାବେ ହତ୍ୟା କରାଯାଇଛି, ଏହାକୁ ନେଇ ସାଧାରଣରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଉଛି । ଏଭଳି ଜଘନ୍ୟ କାର୍ଯ୍ୟ କରିଥିବା ସଇତାନ କ’ଣ ଦଣ୍ଡ ପାଇବ, ଏହା ଉପରେ ସମସ୍ତଙ୍କ ନଜର ରହିଛି । ଅଭିଯୁକ୍ତ ସରୋଜ ସେଠୀଙ୍କ ବିରୋଧରେ ଲାଗିଛି ବିଭିନ୍ନ ଦଫା । ୩୭୬ ଏ ଦୁଷ୍କର୍ମର୍, ୩୭୬ (ଏ,ବି) ୧୨ ବର୍ଷରୁ କମ୍ ନାବାଳିକାକୁ ଦୁଷ୍କର୍ମ, ୩୬୪ ଅପହରଣ, ୩୦୨ (ହତ୍ୟା),Continue reading “ନାବାଳକ ହେଲେ ବି ପରୀ ହତ୍ୟାକରୀକୁ ମିଳିନପାରେ ନିସ୍ତାର । ନିର୍ଭୟାକାଣ୍ଡ ପରେ ବଦଳିଛି ଜୁଭେନାଇଲ ଆକ୍ଟ । ୧୬ରୁ ୧୮ ବର୍ଷର ଦୋଷୀଙ୍କୁ କଠୋର ଦଣ୍ଡବିଧାନ କରିପାରିବେ ବିଚାରପତି ।”