
କନକ ବ୍ୟୁରୋ: ହସ୍ପିଟାଲରୁ ବାହାରୁଥିବା ଅଳିଆ ପାଇଁ ୫୦ ହଜାର ଫାଇନ୍ । ଭୁବନେଶ୍ୱର ୟୁନିଟ୍-୬ ଅଞ୍ଚଳରେ ଥିବା ମଡର୍ଣ୍ଣ ହେଲଥ କେୟାର ବିରୋଧରେ ୫୦ହଜାର ଟଙ୍କାର ଜୋରିମାନା ଲଗାଇଛି ବିଏମସି । ସର୍ବସାଧାରଣ ସ୍ଥାନରେ ହସ୍ପିଟାଲରୁ ବାହାରୁଥିବା ଉପକରଣ ଫିଙ୍ଗିବା କାରଣରୁ ଏହି ଫାଇନ୍ କରାଯାଇଛି । ଔଷଧ ଖୋଳ, ବ୍ୟବହୃତ ସିରିଞ୍ଜ, ସାଲାଇନ୍ ବୋତଲ ଆଦି ସାମଗ୍ରୀ ରାସ୍ତା ଉପରେ ଫିଙ୍ଗିଥିବା ଅଭିଯୋଗ ହୋଇଥିଲା ।
Team BMC imposed a penalty of ₹50,000 on Modern Healthcare, Unit 6 for dumping of medicines and other waste on road.#BhubaneswarFirst pic.twitter.com/CNOU8qV8VK
— BMC (@bmcbbsr) December 16, 2023
https://platform.twitter.com/widgets.js
The post ହସ୍ପିଟାଲକୁ ବିଏମସିର ୫୦ ହଜାର ଫାଇନ୍ । ସର୍ବସାଧାରଣ ସ୍ଥାନରେ ଆବର୍ଜନା ଫିଙ୍ଗିବା ପଡିଲା ମହଙ୍ଗା । first appeared on Kanak News.
from Kanak News
via <a href="https://ifttt.com/?








