ବାପ ପୃଥିବୀର ସବୁଠୁ ବଡ଼ ଧନୀ । ପୁଅ ବାହା ହେଉଛି ଜଣେ ସାଧାରଣ ଘର ଝିଅକୁ ।

ବ୍ରୁନେଇର ସୁଲତାନ ହାସନଲ ବୋଲକିୟାଙ୍କ ପୁଅ ବିବାହ କରିବାକୁ ଯାଉଛନ୍ତି । ସୁଲତାନ ହାସନଲ ବୋଲକିୟା ୫୫ ବର୍ଷରୁ ଅଧିକ ସମୟ ଧରି ବ୍ରୁନେଇର ରାଜା ରହିଆସିଛନ୍ତି । ଦୁନିଆର ସବୁଠାରୁ ଅଧିକ ସମୟ ଧରି  ଶାସନ କରୁଥିବା ରାଜାଙ୍କ ପୁଅ ବିବାହ କରିବାକୁ ଯାଉଛନ୍ତି ଏବଂ ତାହା ମଧ୍ୟ ଜଣେ ସାଧାରଣ ଘରର ଝିଅ ସହିତ । ବ୍ରୁନେଇର ସୁଲତାନ ହାସନଲ ବୋଲକିୟାଙ୍କ ପୁଅ ବିବାହ କରିବାକୁ ଯାଉଛନ୍ତି। ସୁଲତାନ ହାସନଲ ବୋଲକିୟା ୫୫ ର୍ଷରୁContinue reading “ବାପ ପୃଥିବୀର ସବୁଠୁ ବଡ଼ ଧନୀ । ପୁଅ ବାହା ହେଉଛି ଜଣେ ସାଧାରଣ ଘର ଝିଅକୁ ।”

ମନମୋହୁଛି ଗଣ୍ଡା ହାତୀ ଜଳପ୍ରପାତ । ଗଜପତିର ବଣ ପାହାଡ ଘେରା ମନୋରମ ପରିବେଶରେ ଜଳପ୍ରପାତ ପାଲଟିଛି ମୁଖ୍ୟ ଆକର୍ଷଣ

କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ଭିଡ । ମନୋରମ ପରିବେଶ ଭିତରେ ମନମୋହୁଛି ଜଳପ୍ରପାତ । ଗଜପତି ରାୟଗଡ ବ୍ଳକରେ ରହିଛି ଗଣ୍ଡା ହାତୀ ଜଳପ୍ରପାତ । ଜଙ୍ଗଲ ଭିତରେ ଜଳପ୍ରପାତର କୁଳୁ କୁଳୁ ନାଦ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ପିକନିକ୍ ଋତୁରେ ଖାସ୍ କରି ରବିବାର ଦିନ ଏହି ସ୍ଥାନରେ ଲାଗୁଛି ପ୍ରବଳ ଗହଳି । ସବୁଜିମା ଜଙ୍ଗଲ ଭିତରେ ଏକାଠି ହୋଇ ଭୋଜି ଭାତର ଜମୁଛି ଆସର ।Continue reading “ମନମୋହୁଛି ଗଣ୍ଡା ହାତୀ ଜଳପ୍ରପାତ । ଗଜପତିର ବଣ ପାହାଡ ଘେରା ମନୋରମ ପରିବେଶରେ ଜଳପ୍ରପାତ ପାଲଟିଛି ମୁଖ୍ୟ ଆକର୍ଷଣ”

ଥମୁନି ସୋରିଷ ଚାଷୀଙ୍କ ଦୁଃଖ । ଚାଷରୁ ମିଳୁନି ଲାଭ, ରୋଗ ପୋକରୁ ନେଇ ବିପର୍ଯ୍ୟୟରେ ଚାଷ ନଷ୍ଟ ହେଲେ ମିଳୁନି ସରକାରୀ ସାହାଯ୍ୟ ସହଯୋଗ

କନକ ବ୍ୟୁରୋ : ମନଲୋଭା କ୍ଷେତ । ଯେ କେହି ଦେଖିଲେ ଘଡିଏ ଅଟକି ଚାହିଁବ । ହଳିଦିଆ ଫୁଲରେ ଭର୍ତି ହୋଇଛି ଏହି ସୋରିଷ କ୍ଷେତ । ହଲେ ଏବେ ଏହି ସୋରିଷ ଚାଷରୁ ମୁହଁ ଫେରାଇଲେଣି ଚାଷୀ । ପରିବାର ପୋଷଣ ପାଇଁ ଏକର ଏକର ଚାଷ ଜମିରେ ସୋରିଷ ଚାଷ କରୁଛନ୍ତି । ପ୍ରତିଥର ଚାଷୀ କ୍ଷତିରେ ପଡୁଛନ୍ତି । ସୋରିଷ ଚାଷୀ ମାନଙ୍କୁୁ କୌଣସି ସରକାରୀ ସାହାଯ୍ୟ ସହଯୋଗ ମିଳୁନଥିବାରୁ ଚାଷରୁContinue reading “ଥମୁନି ସୋରିଷ ଚାଷୀଙ୍କ ଦୁଃଖ । ଚାଷରୁ ମିଳୁନି ଲାଭ, ରୋଗ ପୋକରୁ ନେଇ ବିପର୍ଯ୍ୟୟରେ ଚାଷ ନଷ୍ଟ ହେଲେ ମିଳୁନି ସରକାରୀ ସାହାଯ୍ୟ ସହଯୋଗ”

ପ୍ରଭୁ ଶ୍ରୀରାମଙ୍କ ପାଇଁ ରାମ ସେତୁ ଶାଢି । ବାନ୍ଧକଳାରେ ପ୍ରସ୍ତୁତ କରି ପଠାଇଛନ୍ତି ବରଗଡ ବୁଣାକାର ଇଶ୍ୱର ମେହେର

କନକ ବ୍ୟୁରୋ : ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ପାଇଁ ଉତ୍ସବମୁଖର ଅଯୋଜଧ୍ୟା । ସବୁଠି ପ୍ରଭୁଙ୍କ ରାମ ନାମ ଧ୍ୱନୀ । ପ୍ରଭୁଙ୍କ ପାଇଁ ଉତ୍ସାହିତ ଶ୍ରଦ୍ଧାଳୁ । ଦେଶ ବିଦେଶରୁ କୋଣ ଅନୁକୋଣରୁ ପ୍ରଭୁ ରାମଚନ୍ଦ୍ରଙ୍କ ପାଇଁ କିଏ କେତେ କଣ ପଠାଇଚାଲିଛି । ଆଉ ଏବେ ଓଡ଼ିଶାରୁ ପ୍ରଭୁ ରାମ ଚନ୍ଦ୍ରଙ୍କ ପାଇଁ ବାନ୍ଧକଳାରେ ପ୍ରସ୍ତୁତ କରାଯାଇଛି ରାମ ସେତୁ ଶାଢି । ବରଗଡ ଜିଲ୍ଲା କଟା ପାଲିର ଇଶ୍ୱର ମେହେର ପ୍ରସ୍ତୁତ କରିଛନ୍ତିContinue reading “ପ୍ରଭୁ ଶ୍ରୀରାମଙ୍କ ପାଇଁ ରାମ ସେତୁ ଶାଢି । ବାନ୍ଧକଳାରେ ପ୍ରସ୍ତୁତ କରି ପଠାଇଛନ୍ତି ବରଗଡ ବୁଣାକାର ଇଶ୍ୱର ମେହେର”

ଭରା ନଈରେ ବିପଦପୁର୍ଣ୍ଣ ଯାତ୍ରା । କୋରାପୁଟ ଚାରଙ୍ଗୁଲ ବାସୀଙ୍କ ଦେଶୀ ଡଙ୍ଗା ପାଲଟିଛି ଭରସା,ଖୁବଶିଘ୍ର ପୋଲ ତିଆରି କରିବାକୁ ଦାବି

କନକ ବ୍ୟୁରୋ : ଭରା ନଈରେ ବିପଦପୁର୍ଣ୍ଣ ଯାତ୍ରା । ଜୀବନକୁ ବାଜି ଲଗାଇ ନଦୀ ପାର ହୋଇ ଯାଉଛନ୍ତି ଛୋଟରୁ ବଡ । ବାଧକ ସାଜିଛି କେରାଣ୍ଡି ନଦୀ । ପ୍ରତିଦିନ ଲୋକମାନେ ଦୈନଦିନ ଜୀବନ ପାଇଁ ନଦୀ ପାର ହୋଇ ଯାଉଛନ୍ତି । ଏପରିକି ସ୍କୁଲ ପିଲାମାନେ ମଧ୍ୟ ଏହି ନଦୀ ପାର ହୋଇଯାଉଛନ୍ତି । କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଚାରଙ୍ଗୁଳ ଅଂଚଳ ବାସୀ ଦେଶୀ ଡ଼ଙ୍ଗା ସାହାଯ୍ୟରେ ଲେଞ୍ଜିଗୁଡାରୁ ଯୋଡ଼ାଗୁଡା ପର୍ଯନ୍ତContinue reading “ଭରା ନଈରେ ବିପଦପୁର୍ଣ୍ଣ ଯାତ୍ରା । କୋରାପୁଟ ଚାରଙ୍ଗୁଲ ବାସୀଙ୍କ ଦେଶୀ ଡଙ୍ଗା ପାଲଟିଛି ଭରସା,ଖୁବଶିଘ୍ର ପୋଲ ତିଆରି କରିବାକୁ ଦାବି”

ଯନ୍ତ୍ରଣାରେ ଛଟପଟ ହେଉଛି ନିଷ୍ପାପ ଶିଶୁ । ଗୋଷାଣୀ ନୂଆ ଗାଁର ୨ ବର୍ଷର କୁନି ଝିଅ ବିଜୟଲକ୍ଷ୍ମୀ ହୃଦୟରେ ଛିଦ୍ର, ଅଭାବ ଭିତରେ କିଭଳି ହେବ ଚିକିତ୍ସା

କନକ ବ୍ୟୁରୋ : କଅଁଳ ବୟସ । ଦୁନିଆଁ କଣ ଜାଣିନି । ମାତ୍ର ୨ବର୍ଷ ବୟସରେ ଯନ୍ତ୍ରଣାରେ ଛଟପଟ ହେଉଛି କୁନି ଝିଅ । ବ୍ରହ୍ମପୁର ସହରର ଗୋଷାଣୀ ନୂଆ ଗାଁ ଅଂଚଳରେ କୁନି ଶିଶୁ ବିଜୟଲକ୍ଷ୍ମୀର ହୃଦୟରେ ଛିଦ୍ର । ଜିତେନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ହେଉଛି ବିଜୟଲକ୍ଷ୍ମୀ । ପରିବାର କହିଲେ କୁନି ପୁଅ ଓ ସ୍ତ୍ରୀ ସୁସ୍ମିତା । ନିଜର ଘର ନଥିବା ବେଳେ ଯାହାକିଛି ରୋଜଗାର କରନ୍ତି ତାହା ସମୁଦ୍ରକୁ ଶଙ୍ଖେContinue reading “ଯନ୍ତ୍ରଣାରେ ଛଟପଟ ହେଉଛି ନିଷ୍ପାପ ଶିଶୁ । ଗୋଷାଣୀ ନୂଆ ଗାଁର ୨ ବର୍ଷର କୁନି ଝିଅ ବିଜୟଲକ୍ଷ୍ମୀ ହୃଦୟରେ ଛିଦ୍ର, ଅଭାବ ଭିତରେ କିଭଳି ହେବ ଚିକିତ୍ସା”

ସରପଞ୍ଚ ପଦବୀରୁ ସାମୁହିକ ଇସ୍ତଫା: ତେଲକୋଇ ବ୍ଲକର ୧୯ ସରପଞ୍ଚ ଦେଲେ ଇସ୍ତଫା

କନକ ବ୍ୟୁରୋ: ସରପଞ୍ଚ ପଦବୀରୁ ସାମୁହିକ ଇସ୍ତଫା । ତେଲକୋଇ ବ୍ଲକର ୧୯ଜଣ ସରପଂଚ ସାମୁହିକ ଇସ୍ତଫା ଦେଇଛନ୍ତି । ପଂଚାୟତ ସ୍ତରରେ ଉନ୍ନୟନ ମୂଳକ କାମରେ ସେମାନଙ୍କର କତୃତ୍ୱ ରହୁନଥିବା ଅଭିଯୋଗ କରିଛନ୍ତି । ପରିକ୍ରମା ଅର୍ପଣ ରଥ ପାଇଁ ସରକାର ଯେଉଁ ଅର୍ଥ ବ୍ୟବସ୍ଥା କରିଛନ୍ତି ସେଥିରେ ଅନିୟମିତତା ହେଉଥିବା ସରପଂଚ ମାନେ ଅଭିଯୋଗ କରିଛନ୍ତି । ଏଥିସହିତ ବିଭିନ୍ନ କ୍ଷେତ୍ରରେ ପ୍ରଶାସନ ସେମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ସାମୁହିକ ଇସ୍ତଫା ଦେଇଛନ୍ତିContinue reading “ସରପଞ୍ଚ ପଦବୀରୁ ସାମୁହିକ ଇସ୍ତଫା: ତେଲକୋଇ ବ୍ଲକର ୧୯ ସରପଞ୍ଚ ଦେଲେ ଇସ୍ତଫା”

ଶେଷ ହେଲା ଜୀବନ-ମୃତ୍ୟୁର ସାପ ଶିଢି ଖେଳ । ଲିଭିଗଲା ୩ଟି ଜୀବନ, ଛାରଖାର ହୋଇଗଲା ୪ଟି ପରିବାର ।

କନକ ବ୍ୟୁରୋ: ମାଆକୁ ବୁଝେଇ ହେଉନି, ମାଆ ମଥା ପିଟି କାନ୍ଦୁଛି ଯେ କାନ୍ଦୁଛି । ମେଡିକାଲରୁ ଘର ତା ଆଖିରୁ ଲୁହ ଶୁଖୁନି କି ସେ ନିଜକୁ ବୁଝେଇ ପାରୁନି । ଯେ, ତା ପୁଅ ଆଉ ନାହିଁ ବୋଲି… ହେଇ ଦେଖୁ ନାହାନ୍ତି ଆଧାର କାର୍ଡରେ ଥିବା ଫଟୋକୁ ଦେଖାଇ କେମିତି ‘ମୋ ଦୀଲିପ ହେଇଟି’ ବୋଲି କହୁଛି… ହାଇଟେକ୍ ହରର କୁହନ୍ତୁ କି ହାଇଡ୍ରାମା । ଜୀବନ-ମୃତ୍ୟୁର ଏ ସାପଶିଢି ଖେଳ ଭିତରେContinue reading “ଶେଷ ହେଲା ଜୀବନ-ମୃତ୍ୟୁର ସାପ ଶିଢି ଖେଳ । ଲିଭିଗଲା ୩ଟି ଜୀବନ, ଛାରଖାର ହୋଇଗଲା ୪ଟି ପରିବାର ।”

ମେରୀ ଖ୍ରୀଷ୍ଟମାସର ଆସିଲା ରିଭ୍ୟୁ, କାଟ୍ରିନା କେଫ୍ ଏବଂ ବିଜୟ ସେଥୁପତୀଙ୍କ ଜବରଦସ୍ତ ଆକ୍ଟିଂ

କନକ ବ୍ୟୁରୋ : କାଟ୍ରିନା କେଫ୍ ଓ ବିଜୟ ସେଥୁପତୀଙ୍କ ଚଳଚିତ୍ର ମେରି ଖ୍ରୀଷ୍ଟମାସ ସିନେମା ହଲରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି । ଏହି ଚଳଚିତ୍ର ଖୁବ୍ ଶୀଘ୍ର ଦର୍ଶକଙ୍କ ନିକଟରେ ପହଂଚିବ । ଏହି ଚଳଚିତ୍ରରେ କାଟ୍ରିନା କେଫଙ୍କ ସହ ଅଭିନେତା ବିଜୟ ସେଥୁପତୀଙ୍କୁ ଦେଖିବା ପାଇଁ ମିଳିବେ । ଏହି ଚଳଚିତ୍ରର ରିଭିୟୁ ମଧ୍ୟ ଆସିଯାଇଛି ଏଥିରେ କାଟ୍ରିନା କେଫଙ୍କ ଆକ୍ଟିଂର ପ୍ରସଂଶା କରାଯାଉଛି । ଏହି ଚଳଚିତ୍ରର ନିର୍ଦ୍ଦେଶକ ଶ୍ରୀରାମ ରାଘବନଙ୍କContinue reading “ମେରୀ ଖ୍ରୀଷ୍ଟମାସର ଆସିଲା ରିଭ୍ୟୁ, କାଟ୍ରିନା କେଫ୍ ଏବଂ ବିଜୟ ସେଥୁପତୀଙ୍କ ଜବରଦସ୍ତ ଆକ୍ଟିଂ”

ରାଷ୍ଟ୍ରପତି ପଦ ପାଇଁ ପ୍ରତିଯୋଗୀମାନଙ୍କ ମଧ୍ୟରେ ନାଁ ନଥିବାରୁ ରାଗିଲେ କି ବିବେକ ରାମସ୍ୱାମୀ ?

ଭାରତୀୟ-ଆମେରିକୀୟ ଉଦ୍ୟୋଗୀ ବିବେକ ରାମସ୍ୱାମୀ କିଛି ସପ୍ତାହ ପୂର୍ବରୁ ଟିଭିରେ ବିଜ୍ଞାପନ ବନ୍ଦ କରିଦେଇଥିଲେ ଏବଂ ଇଲିନୋଇସ୍ ପ୍ରାଥମିକ ସ୍ତରରେ ମଧ୍ୟ ଅଂଶଗ୍ରହଣ କରୁନାହାଁନ୍ତି । ବର୍ତ୍ତମାନ ତାଙ୍କ ନାମ ରାଷ୍ଟ୍ରପତି ପଦ ପାଇଁ ରିପବ୍ଲିକାନ୍ ପ୍ରାର୍ଥୀଙ୍କ ତାଲିକାରେ ନାହିଁ । ବର୍ତ୍ତମାନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପୂର୍ବତନ ରାଜ୍ୟପାଳ ନିକ୍କି ହାଲି, ରାଜ୍ୟପାଳ ରୋନ୍ ଡିସାଣ୍ଟିସ୍ ଏବଂ ପୂର୍ବତନ ରାଜ୍ୟପାଳ କ୍ରିସ୍ ଖ୍ରିଷ୍ଟୀଙ୍କ ନାମ ରିପବ୍ଲିକାନ୍ ପାର୍ଟିରୁ ସାମନାକୁ ଆସୁଛି । ଭାରତୀୟ-ଆମେରିକୀୟ ଉଦ୍ୟୋଗୀContinue reading “ରାଷ୍ଟ୍ରପତି ପଦ ପାଇଁ ପ୍ରତିଯୋଗୀମାନଙ୍କ ମଧ୍ୟରେ ନାଁ ନଥିବାରୁ ରାଗିଲେ କି ବିବେକ ରାମସ୍ୱାମୀ ?”

Design a site like this with WordPress.com
Get started