ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା । ଡିସେମ୍ବର ମାସରେ କରୋନା ସଂକ୍ରମଣରେ ବିଶ୍ୱରେ ୧୦ ହଜାର ଲୋକଙ୍କର ମୃତ୍ୟୁ

କନକ ବ୍ୟୁରୋ : କରୋନା ସଂକ୍ରମଣ ସାରା ବିଶ୍ୱରେ ପୁଣି ବ୍ୟାପିବାରେ ଲାଗିଛି । ବିଶେଷ ଭାବେ କରୋନାର ନୂଆ ଭାରିଆଣ୍ଟ କାରଣରୁ ଅନେକ ଦେଶର ସ୍ଥିତି ଏବେ ବେହାଲ ହୋଇପଡିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ମୁତାବକ ସିଂଗାପୁର ଓ ଆମେରିକାରେ ସଂକ୍ରମଣର ଆଉ ଏକ ଲହରୀ ଆସିପାରେ । ଭାରତରେ ମଧ୍ୟ କରୋନା ସଂକ୍ରମଣ  ୪୦-୫୦ ଦିନ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସଂଯୁକ୍ତ ରାଷ୍ଟ୍ର ସ୍ୱାସ୍ଥ୍ୟ ଏଜେନ୍ସିରContinue reading “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା । ଡିସେମ୍ବର ମାସରେ କରୋନା ସଂକ୍ରମଣରେ ବିଶ୍ୱରେ ୧୦ ହଜାର ଲୋକଙ୍କର ମୃତ୍ୟୁ”

ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆରମ୍ଭ ହେବ ବିଶାଳ ‘ରାମ ନାମ ମହାଯଜ୍ଞ’ । ନେପାଳରୁ ଆସିବେ ୨୧ ହଜାର ପୂଜାରୀ । ପୂଜା ପାଇବେ ୧୦୦୮ ଶିବଲିଙ୍ଗ ।

କନକ ବ୍ୟୁରୋ: ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିରର ଉଦଘାଟନ । ଏଥିପାଇଁ ସବୁଠି ଚାଲିଛି ପ୍ରସ୍ତୁତି । ତେବେ ଏହି ସମାରୋହ ପୂର୍ବରୁ ଜାନୁଆରୀ ୧୪ ତାରିଖରେ ସରାୟୁ ନଦୀ ତଟରେ ଆରମ୍ଭ ହେବ ବିଶାଳ ରାମ ନାମ ମହାଯଜ୍ଞ । ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହେଇ ଏହି ମହାଯଜ୍ଞ ଜାନୁଆରୀ ୨୫ ତାରିଖ ଯାଏଁ ଚାଲିବ । ଯେଉଁଥିରେ କି ୨୧ ହଜାର ପୂଜାରୀ ଯୋଗଦେବେContinue reading “ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆରମ୍ଭ ହେବ ବିଶାଳ ‘ରାମ ନାମ ମହାଯଜ୍ଞ’ । ନେପାଳରୁ ଆସିବେ ୨୧ ହଜାର ପୂଜାରୀ । ପୂଜା ପାଇବେ ୧୦୦୮ ଶିବଲିଙ୍ଗ ।”

ଓଡିଶା ସୀମାନ୍ତ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ପୁରୁଣା ସାଥୀକୁ ଗୁଳି କରି ହତ୍ୟା

କନକ ବ୍ୟୁରୋ : ପୁରୁଣା ସାଥୀଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ । ପୋଲିସ ଇନଫର୍ମର ଅଭିଯୋଗରେ ରାଉରକେଲା ଓଡିଶା ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ସମଥା ଗାଁରେ ମାଓବାଦୀଙ୍କ ବର୍ବରକାଣ୍ଡ । ନକ୍ସଲ ସଂଗଠନ ସିପିଆଇ ମାଓବାଦୀ ପଶ୍ଚିମ ସିଂହଭୂମୀ ଏହି ବର୍ବରକାଣ୍ଡ କରିଥିବା ସୂଚନା ମିଳିଛି । ସରଣ୍ଡା ଜଙ୍ଗଲ ଅନ୍ତର୍ଗତ ସମଥା ଗାଁର ନେଲସନ ଭେଙ୍ଗ୍ରାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଭେଙ୍ଗ୍ରାଙ୍କ ମୃତଦେହ ନିକଟରେ ଏକ ଲିଫଲେଟ ମଧ୍ୟContinue reading “ଓଡିଶା ସୀମାନ୍ତ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ପୁରୁଣା ସାଥୀକୁ ଗୁଳି କରି ହତ୍ୟା”

ଆଜି ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ, ପ୍ରକଳ୍ପ ଲୋକାର୍ପଣ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସଂପର୍କରେ ଆଲୋଚନା

କନକ ବ୍ୟୁରୋ : ଆଜି ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଆସନ୍ତାକାଲି ଏହାର ସୌନ୍ଦର୍ଯ୍ୟ ଦେଖିବ ଦୁନିଆ । ଏହା ପୂର୍ବରୁ ଆଜି ବସିଛି ପରିଚାଳନା କମିଟି ବୈଠକ । ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି । ବୈଠକରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପକରେ ଆଲୋଚନା ହେଉଛିContinue reading “ଆଜି ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ, ପ୍ରକଳ୍ପ ଲୋକାର୍ପଣ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସଂପର୍କରେ ଆଲୋଚନା”

ବ୍ୟବସାୟିକ ଶତ୍ରୁତାରୁ ଗଣ୍ଡଗୋଳ ନୂଆପଡା ଖଡିଆଳରେ ଦୁଇ ସୁନା ଦୋକାନୀଙ୍କ ମଧ୍ୟରେ ଏସିଡ ଆକ୍ରମଣ

କନକ ବ୍ୟୁରୋ : ଗୋଷ୍ଠୀ ସଂଘର୍ଷରୁ ଏସିଡ ମାଡ଼ । ନୂଆପଡ଼ା ଖଡ଼ିଆଳ ଥାନା ଡୁଆଝର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଏସିଡ଼ ମାଡ଼ରେ ଉଭୟ ପକ୍ଷର ୫ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଖଡିଆଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଆହତ ମାନେ ହେଲେ ମନିଜର ସରାଫ ଓ ତାଙ୍କ ଦୁଇ ପୁଅContinue reading “ବ୍ୟବସାୟିକ ଶତ୍ରୁତାରୁ ଗଣ୍ଡଗୋଳ ନୂଆପଡା ଖଡିଆଳରେ ଦୁଇ ସୁନା ଦୋକାନୀଙ୍କ ମଧ୍ୟରେ ଏସିଡ ଆକ୍ରମଣ”

ଭାରତ-ମାଳଦ୍ୱୀପ ବିବାଦକୁ ନେଇ ମାଳଦ୍ୱୀପର ପୂର୍ବତନ ଉପ-ରାଷ୍ଟ୍ରପତିଙ୍କ ପ୍ରତିକ୍ରିୟା । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଲେ, ଭାରତ କରିଛି ବହୁ ସହଯୋଗ

କନକ ବ୍ୟୁରୋ : ଭାରତ- ମାଳଦ୍ୱୀପ ବୈଠକ ଭିତରେ ପ୍ରତିକ୍ରିୟା ଦେଇଛନ୍ତି ମାଳଦ୍ୱୀପର ପୂର୍ବତନ ଉପ-ରାଷ୍ଟ୍ରପତି ଅହମ୍ମଦ ଆଦିଭ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ଅହମ୍ମଦ ଆଦିଭ୍ କହିଛନ୍ତି, ଭାରତ ସବୁବେଳେ ମାଳଦ୍ୱୀପକୁ ସହଯୋଗ କରିଥାଏ । କରୋନା ସମୟରେ ଭାରତ ଠାରୁ ଅନେକ ସହାୟତା ପାଇଛି ଆମ ଦେଶ । ମାଗଣା ଭ୍ୟାକସିନ୍, ଔଷଧ ଯୋଗାଇଛନ୍ତି ମୋଦୀ ସରକାର । ଆଉ ନୂଆ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଏଭଳି ଭାରତ ବିରୋଧୀ ପଦକ୍ଷେପContinue reading “ଭାରତ-ମାଳଦ୍ୱୀପ ବିବାଦକୁ ନେଇ ମାଳଦ୍ୱୀପର ପୂର୍ବତନ ଉପ-ରାଷ୍ଟ୍ରପତିଙ୍କ ପ୍ରତିକ୍ରିୟା । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ କହିଲେ, ଭାରତ କରିଛି ବହୁ ସହଯୋଗ”

ବୁର୍ଲା ମେଡିକାଲରୁ ଡିସଚାର୍ଜ ହେବ ବିଜୟିନୀ । ନିଜ ହେପାଜତକୁ ନେବ ପ୍ରଶାସନ

କନକ ବ୍ୟୁରୋ : ବୁର୍ଲା ମେଡିକାଲରୁ ଡିସଚାର୍ଜ ହେବ ସମ୍ବଲପୁର ଲାରିପାଲି ବୋରୱେଲ ଭିତରୁ ଉଦ୍ଧାର ହୋଇ ଚିକିତ୍ସିତ ହେଉଥିବା ଶିଶୁ ବିଜୟିନୀ । ବିଜୟିନୀଙ୍କୁ ପ୍ରଶାସନ ନିଜ ହେପାଜତକୁ ନେବ । ୩ ମାସ ପର୍ଯ୍ୟନ୍ତ ବିଜୟିନୀ ଛଚାନପାଲିରେ ଥିବା ବାଲ ନିକେତନରେ ରହିବ । ଏନେଇ ସୂଚନା ଦେଇଛନ୍ତି ଭୀମସାର କତୃପକ୍ଷ । ୧୧ ଦିନ ଧରି ବୁର୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବିଜୟିନୀ । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ବିଜୟିନୀଙ୍କ ଚିକିତ୍ସା କରୁଥିଲେContinue reading “ବୁର୍ଲା ମେଡିକାଲରୁ ଡିସଚାର୍ଜ ହେବ ବିଜୟିନୀ । ନିଜ ହେପାଜତକୁ ନେବ ପ୍ରଶାସନ”

ଜାନୁଆରୀ ୩୧ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ! ଫେବ୍ରୁଆରୀ ୧ରେ ଆସିବ ଅନ୍ତରୀଣ ବଜେଟ୍ । ମହିଳା ଓ ଚାଷୀଙ୍କୁ କରାଯାଇପାରେ ଫୋକସ୍ ।

କନକ ବ୍ୟୁରୋ: ଜାନୁଆରୀ ୩୧ରୁ ବସିବ ସଂସଦର ବଜେଟ୍ ଅଧିବେଶନ । ଯାହାକି ଜାନୁଆରୀ ଶେଷ ତାରିଖରୁ ଆରମ୍ଭ ହେଇ ଫେବ୍ରୁଆରୀ ୯ ତାରିଖ ଯାଏଁ ଚାଲିବ । ତେବେ ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳର ଏହା ଶେଷ ବଜେଟ୍ ଅଧିବେଶନ ହେବାକୁ ଯାଉଛି । ତେବେ ଜାନୁଆରୀ ୩୧ ତାରିଖରେ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ, ଫେବ୍ରୁଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ସଂସଦରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ ବୋଲି ସୂଚନା ମିଳିଛି ।Continue reading “ଜାନୁଆରୀ ୩୧ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ! ଫେବ୍ରୁଆରୀ ୧ରେ ଆସିବ ଅନ୍ତରୀଣ ବଜେଟ୍ । ମହିଳା ଓ ଚାଷୀଙ୍କୁ କରାଯାଇପାରେ ଫୋକସ୍ ।”

ଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର ଓ ରାଜନେତା । ଗୁଇନ୍ଦା ବିଭାଗ କଲା ସତର୍କ, ଆଲର୍ଟରେ ସୁରକ୍ଷା ଦାୟିତ୍ୱରେ ଥିବା ଯବାନ ।

କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ପୂରା ଅଯୋଧ୍ୟା । ଦେଶର ବିଭିନ୍ନ ସ୍ଥାନରୁ ଅଯୋଧ୍ୟାକୁ ଛୁଟି ଆସୁଛନ୍ତି ଭକ୍ତ । ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ । ତେବେ ଏହାପୂର୍ବରୁ ସର୍ତକ ସୂଚନା ଜାରି କରିଛି ଗୁଇନ୍ଦା ବିଭାଗ । ରାମ ମନ୍ଦିରର ଉଦଘାଟନ କାର୍ଯ୍ୟକ୍ରମ ଆତଙ୍କବାଦୀଙ୍କ ଟାର୍ଗେଟରେContinue reading “ଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର ଓ ରାଜନେତା । ଗୁଇନ୍ଦା ବିଭାଗ କଲା ସତର୍କ, ଆଲର୍ଟରେ ସୁରକ୍ଷା ଦାୟିତ୍ୱରେ ଥିବା ଯବାନ ।”

ବିରୋଧୀ ଦଳ ନେତା ଓ କେନ୍ଦ୍ରମନ୍ତ୍ରୀଙ୍କୁ ରୋହିତ ପୂଜାରୀଙ୍କ ଟାର୍ଗେଟ । କେନ୍ଦ୍ରମନ୍ତ୍ରୀଙ୍କ ବାରମ୍ବାର ଗସ୍ତକୁ ନେଇ କଲେ କଟାକ୍ଷ

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ରେଢାଖୋଲ ବିଧାୟକ ତଥା ବିଜେଡି ଉପସଭାପତି ରୋହିତ ପୂଜାରୀ । କେନ୍ଦ୍ରମନ୍ତ୍ରୀଙ୍କ ବାରମ୍ବାର ଗସ୍ତକୁ କଟାକ୍ଷ କରି କହିଛନ୍ତି, ବିଜେପିର ସ୍ଥାନୀୟ ନେତାଙ୍କ ଉପରେ ଭରସା ନାହିଁ । ତେଣୁ କେନ୍ଦ୍ରମନ୍ତ୍ରୀ ବାରମ୍ବାର ଆସି ସ୍ଥିତି ସୁଧାରିବାକୁ ପ୍ରୟାସ କରୁଛନ୍ତି । ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ରୋହିତ ପୂଜାରୀ । ସେ କହିଛନ୍ତି, ଜୟନାରାୟଣ ମିଶ୍ର ଆଉContinue reading “ବିରୋଧୀ ଦଳ ନେତା ଓ କେନ୍ଦ୍ରମନ୍ତ୍ରୀଙ୍କୁ ରୋହିତ ପୂଜାରୀଙ୍କ ଟାର୍ଗେଟ । କେନ୍ଦ୍ରମନ୍ତ୍ରୀଙ୍କ ବାରମ୍ବାର ଗସ୍ତକୁ ନେଇ କଲେ କଟାକ୍ଷ”

Design a site like this with WordPress.com
Get started