ମଣିପୁରର ଲିମାଖୋଙ୍ଗ ପାୱାର ଷ୍ଟେସନରୁ ଇନ୍ଧନ ଲିକ୍, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଆଦେଶ

କନକ ବ୍ୟୁରୋ : ମଣିପୁରର ଲିମାଖୋଙ୍ଗା ପାୱାର ଷ୍ଟେସନରୁ ବ୍ୟାପକ ଇନ୍ଧନ ଲିକ୍ ହେବା ଘଟଣା ସାମ୍ନାକୁ ଆସିଛି । ଏହି ଇନ୍ଧନ ଲିକ୍ ହେବା ପରେ ଏହା ଇମ୍ଫାଲ୍ ଉପତ୍ୟକା ଦେଇ ପ୍ରବାହିତ ନଦୀରେ ବ୍ୟାପିଯାଇଛି । ସରକାର ସମ୍ପୃକ୍ତ ବିଭାଗକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବାବଦରେ ସରକାରୀ ଅଧୀକାରୀ ମାନେ ସୂଚନା ଦେଇଥିଲେ । ଅଧୀକାରୀମାନଙ୍କ କହିବା ଅନୁସାରେ, ଏହି ଘଟଣା ବୁଧବାର ରାତିରେ କାଙ୍ଗପୋକପିContinue reading “ମଣିପୁରର ଲିମାଖୋଙ୍ଗ ପାୱାର ଷ୍ଟେସନରୁ ଇନ୍ଧନ ଲିକ୍, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଆଦେଶ”

ସ୍କୁଲ ପିଲାଙ୍କ ଥାଳିରେ ପାଣିଆ ଡାଲି: ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରାଥମିକ ଶ୍ରେଣୀ ପିଲାଙ୍କ ପାଇଁ ମିଳୁଛି ୫ଟଙ୍କା ୯୦ ପଇସା

କନକ ବ୍ୟୁରୋ: ଆଜିର ଛାତ୍ର କାଲିର ଭବିଷ୍ୟତ । ଆଉ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ହେଲେ ଭଲ ପରିବେଶ ସାଂଗକୁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତାର ରହିଛି । ହେଲେ, ମଧ୍ୟାହ୍ନ ଭୋଜନ ପାଇଁ ପିଲା ପିଛା ସରକାର ଯେତିକି ଟଙ୍କା ଦେଉଛନ୍ତି, ତାହା ସମୁଦ୍ରକୁ ସଂଖେ । ସେଥିରେ ପୁଷ୍ଟିକର ଖାଦ୍ୟ ଯୋଗାଇବା ସମ୍ଭବ ହେଉନାହିଁ । ଯାହାର ପ୍ରଭାବ ସିଧାସଳଖ ପିଲାଙ୍କ ଖାଇବା ଥାଳିରେ ଦେଖିବାକୁ ମିଳିଛି । ଘଂଟି ବାଜିବା ମାତ୍ରେ ପିଲାମାନେContinue reading “ସ୍କୁଲ ପିଲାଙ୍କ ଥାଳିରେ ପାଣିଆ ଡାଲି: ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରାଥମିକ ଶ୍ରେଣୀ ପିଲାଙ୍କ ପାଇଁ ମିଳୁଛି ୫ଟଙ୍କା ୯୦ ପଇସା”

ଦିଲ୍ଲୀରେ ତୀବ୍ର ଭୂମିକମ୍ପ । ଥରିଲା ପାକିସ୍ତାନ ମାଟି, ଜମ୍ମୁ-କାଶ୍ମୀର ଓ ପଞ୍ଜାବରେ ମଧ୍ୟ ଭୂକମ୍ପ ଅନୁଭୂତ

କନକ ବ୍ୟୁରୋ : ଦିଲ୍ଲୀ ଏନସିଆରରେ ତୀବ୍ର ଭୂମିକମ୍ପ ଅନୂଭୁତ ହୋଇଛି । ଭୂକମ୍ପର ତୀବ୍ରତା ଏତେ ଜୋର ଥିଲା କି କିଛି ସମୟ ପର୍ଯ୍ୟନ୍ତ ଲୋକମାନେ ଅନୁଭବ କରିପାରିଥିଲେ । ଆମେରିକାର ଭୂଗର୍ଭ ସର୍ବେକ୍ଷଣ ସଂସ୍ଥା ୟୁଏସଜିଏସ କହିବା ମୁତାବକ ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ହିନ୍ଦୁକୁଶ । ଏଠାରେ ଅନୁଭୂତ ହୋଇଥିବା ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ଓ ଦ୍ୱିତୀୟ ଭୂକମ୍ପର ତୀବ୍ରତା ୬.୪ ରହିଛି । ଗୋଟିଏ ପଟେ ଗୋଟିଏContinue reading “ଦିଲ୍ଲୀରେ ତୀବ୍ର ଭୂମିକମ୍ପ । ଥରିଲା ପାକିସ୍ତାନ ମାଟି, ଜମ୍ମୁ-କାଶ୍ମୀର ଓ ପଞ୍ଜାବରେ ମଧ୍ୟ ଭୂକମ୍ପ ଅନୁଭୂତ”

ଧର୍ମେନ୍ଦ୍ରଙ୍କ ପାଇଁ ଦଳୀୟ ନେତାଙ୍କ ଲବି! ସମ୍ବଲପୁରରୁ ଧର୍ମେନ୍ଦ୍ରଙ୍କୁ ପ୍ରାର୍ଥୀ କରିବାକୁ ରାଜ୍ୟ ନେତୃତ୍ୱଙ୍କୁ ଜଣାଇବୁ ବୋଲି କହିଲେ ବିଜେପି ବିଧାୟକ ନାଉରୀ ନାୟକ ।

କନକ ବ୍ୟୁରୋ : ଆସନ୍ତା ଲୋକସଭା ନିର୍ବାଚନରେ ଲଢିବାକୁ ଧର୍ମେନ୍ଦ୍ର କହିଥିବା ବେଳେ କେଉଁ ଆସନରୁ ଲଢିବେ ତାହା ଏଯାଏଁ ସ୍ଥିର ହୋଇନାହିଁ । ତେବେ ଧର୍ମେନ୍ଦ୍ରଙ୍କ ବାରମ୍ବାର ଢେଙ୍କାନାଳ ଓ ସମ୍ବଲପୁର ଗସ୍ତ ସଂକେତ ଦେଉଛି ଯେ, ଏହି ୨ ନିର୍ବାଚନମଣ୍ଡଳୀରୁ କେଉଁ ଗୋଟିଏ ଆସନରୁ ପ୍ରାର୍ଥୀ ହୋଇପାରନ୍ତି ଧର୍ମେନ୍ଦ୍ର । ତେବେ ପ୍ରାର୍ଥୀ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନଥିବା ବେଳେ ଧର୍ମେନ୍ଦ୍ରଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି ବିଜେପି ବିଧାୟକ ନାଉରୀ ନାୟକContinue reading “ଧର୍ମେନ୍ଦ୍ରଙ୍କ ପାଇଁ ଦଳୀୟ ନେତାଙ୍କ ଲବି! ସମ୍ବଲପୁରରୁ ଧର୍ମେନ୍ଦ୍ରଙ୍କୁ ପ୍ରାର୍ଥୀ କରିବାକୁ ରାଜ୍ୟ ନେତୃତ୍ୱଙ୍କୁ ଜଣାଇବୁ ବୋଲି କହିଲେ ବିଜେପି ବିଧାୟକ ନାଉରୀ ନାୟକ ।”

ଭାରତ-ଚୀନ ସୀମରେ କେମିତି ରହିଛି ସ୍ଥିତି । ଗଣମାଧ୍ୟମକୁ ସୂଚନା ଦେଲେ ସେନା ମୁଖ୍ୟ ମନୋଜ ପାଣ୍ଡେ

କନକ ବ୍ୟୁରୋ : ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଭାରତୀୟ ସୁରକ୍ଷା ବାହିନୀ ସବୁ ପ୍ରକାର ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ ବୋଲି କହିଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ   । ଦେଶର ସୁରକ୍ଷା ବିଭାଗ ଦିକୁ ଦିନ ମଜବୁତ ହେବା ସହ ନାଗରିକ ମାନଙ୍କ ରକ୍ଷା ପାଇଁ ସବୁବେଳେ ପ୍ରତିଶୃତିବଦ୍ଧ । ଦେଶର ଉତ୍ତର ସୀମାରେ ବର୍ତ୍ତମାନ ପାଇଁ ସବୁ ନିୟନ୍ତ୍ରଣରେ ଥିଲେ ମଧ୍ୟ ସ୍ଥିତି ସମ୍ବେଦନଶୀଳ ରହିଛି । । ଆସନ୍ନContinue reading “ଭାରତ-ଚୀନ ସୀମରେ କେମିତି ରହିଛି ସ୍ଥିତି । ଗଣମାଧ୍ୟମକୁ ସୂଚନା ଦେଲେ ସେନା ମୁଖ୍ୟ ମନୋଜ ପାଣ୍ଡେ”

ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ: ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘର ଦୃଷ୍ଟି ଆକର୍ଷଣ ପରେ ତତ୍ପରତା ପ୍ରକାଶ

କନକ ବ୍ୟୁରୋ: ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ । ବୈଷୟିକ ଓ ବୃତିଗତ ଛାତ୍ର ସଂଘର ଦୃଷ୍ଟି ଆକର୍ଷଣ ପରେ ତତ୍ପରତା ପ୍ରକାଶ କରିଛନ୍ତି ସରକାର । ଏସି ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବା ସହ ବିସ୍ତୃତ ରିପୋର୍ଟ ଦେବାକୁ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶବ ସଂପର୍କରେ ଭୁଲ ତଥ୍ୟ ଯୋଗୁଁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଖବର ଶୁଣିବାContinue reading “ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣାରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ: ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘର ଦୃଷ୍ଟି ଆକର୍ଷଣ ପରେ ତତ୍ପରତା ପ୍ରକାଶ”

ସରିଲା ପରିଚାଳନା କମିଟି ବୈଠକ: ଆସନ୍ତାକାଲି ଶ୍ରୀନଅରରେ ଗଜପତି ମହାରାଜାଙ୍କ ଆଚାର୍ଯ୍ୟବରଣ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ରକ୍ରିୟା । କାଲି ସଂଧ୍ୟା ୫ଟାରୁ ରାତି ୮ଟା ମଧ୍ୟରେ ଶ୍ରୀ ନିଅରରେ ଗଜପତି ମହାରାଜଙ୍କ ଦ୍ୱାରା ଆଚାର୍ଯ୍ୟ ବରଣ, ଆଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୩ ଓ ୧୪ ତାରିଖ ଦିନ ଅଙ୍କୁର ପୁଜନ ସହ ଯଜ୍ଞ ଅଧିବାସ କରାଯିବ । ଏହା ପୂର୍ବରୁ ଆଜି ବସିଥିବା ପରିଚାଳନା କମିଟି ବୈଠକ ଏନେଇ ଚୂଡାନ୍ତ ନିଷ୍ପତି ନିଆଯାଇଛିContinue reading “ସରିଲା ପରିଚାଳନା କମିଟି ବୈଠକ: ଆସନ୍ତାକାଲି ଶ୍ରୀନଅରରେ ଗଜପତି ମହାରାଜାଙ୍କ ଆଚାର୍ଯ୍ୟବରଣ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ”

ନିର୍ବାଚନ ନ ହେଉଣୁ ଆତଙ୍କବାଦୀମାନେ ପାକିସ୍ତାନରେ ସରକାର ଗଠନ କରି ସାରିଲେଣି । ଏପରିକି ମନ୍ତ୍ରୀ ମାନଙ୍କ ବିଭାଗ ବଣ୍ଟନ ବି କରି ଦେଇଛନ୍ତି ।

ସଂଗଠନ ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ, ସୂଚନା ଓ ପ୍ରଶାସନ ମନ୍ତ୍ରଣାଳୟର ଦାୟିତ୍ୱ ଚୌଧୁରୀ ମୁନିବୁର ରହମାନଙ୍କୁ ଦିଆଯାଇଛି, ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ମେହସୁଦଙ୍କୁ ଦିଆଯାଇଛି । ମୁଜାହିଦ୍ ସାହେବଙ୍କୁ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଥିବାବେଳେ ମୁଫତି ଆବୁ ମାନସୁର ଅସୀମଙ୍କୁ ରାଜନୈତିକ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଛି । ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ତେହେରିକ-ଇ-ତାଲିବାନ ପାକିସ୍ତାନ ତାର ମନ୍ତ୍ରୀ ଓ ରାଜ୍ୟପାଳଙ୍କ ତାଲିକା ପ୍ରକାଶ କରିଛି । ଫେବୃଆରୀ ୮ ରେContinue reading “ନିର୍ବାଚନ ନ ହେଉଣୁ ଆତଙ୍କବାଦୀମାନେ ପାକିସ୍ତାନରେ ସରକାର ଗଠନ କରି ସାରିଲେଣି । ଏପରିକି ମନ୍ତ୍ରୀ ମାନଙ୍କ ବିଭାଗ ବଣ୍ଟନ ବି କରି ଦେଇଛନ୍ତି ।”

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ଓଡ଼ିଆ ଭାଷାକୁ ନେଇ ମତ ବିନିମୟ ପାଇଁ ସମ୍ମିଳନୀ ସାଜିବ ସୁନ୍ଦର ମଞ୍ଚ ।

କନକ ବ୍ୟୁରୋ : ଉନ୍ମୋଚିତ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚିତ କରିଛନ୍ତି । ଯାହାର ଟ୍ୟାଗଲାଇନ ରହିଛି ଭାଷା ହିଁ ଭବିଷ୍ୟତ । ଏହି ଲୋଗୋ ଉନ୍ମୋଚନ ସହ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ପାଇଁ ଏହି ସମ୍ମିଳନୀ ସୁନ୍ଦର ମଞ୍ଚ ଭାବେContinue reading “ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ଓଡ଼ିଆ ଭାଷାକୁ ନେଇ ମତ ବିନିମୟ ପାଇଁ ସମ୍ମିଳନୀ ସାଜିବ ସୁନ୍ଦର ମଞ୍ଚ ।”

ଭୋଟରଙ୍କୁ ସଚେତନ କରାଇବା ପାଇଁ ଜୟପୁରରେ ଗାଁ ଗାଁ ବୁଲୁଛି ଇଭିଏମ । ନୂଆ ଭୋଟର କେମିତି ଭୋଟ୍ ଦେବେ ଦିଆଯାଉଛି ଶିକ୍ଷା

କନକ ବ୍ୟୁରୋ : ଭୋଟରଙ୍କୁ ସଚେତନ କରାଇବା ପାଇଁ ଜୟପୁରରେ ଗାଁ ଗାଁ ବୁଲୁଛି ଇଭିଏମ । ନୂଆ ଭୋଟର କେମିତି ଭୋଟ୍ ଦେବେ ଦିଆଯାଉଛି ଶିକ୍ଷା । ଭିଡ଼ ଜମିବା ସହ ବଟମ ଦବାଇ ନିକଟରୁ ଭୋଟ୍ ଦାନ ସମ୍ପର୍କରେ ଜ୍ଞାନ ଆହରୋଣ କରୁଛନ୍ତି ଭୋଟର । ଇଭିଏମ ମେସିନକୁ ନେଇ ରାଜନୈତିକ ଦଳ ଠାରୁ ଭୋଟରଙ୍କ ପର୍ଯ୍ୟନ୍ତ ଏହାର କାର୍ଯ୍ୟକାରିତାକୁ ନେଇ ଅନେକ ପ୍ରଶ୍ନବାଚି ସୃଷ୍ଟି କରୁଥିବା ବେଳେ ଏହାର ଉତର ଦେବାକୁ ଯାଇContinue reading “ଭୋଟରଙ୍କୁ ସଚେତନ କରାଇବା ପାଇଁ ଜୟପୁରରେ ଗାଁ ଗାଁ ବୁଲୁଛି ଇଭିଏମ । ନୂଆ ଭୋଟର କେମିତି ଭୋଟ୍ ଦେବେ ଦିଆଯାଉଛି ଶିକ୍ଷା”

Design a site like this with WordPress.com
Get started