କନକ ବ୍ୟୁରୋ: ଶୀତ ସାଙ୍ଗକୁ ଘନ କୁହୁଡ଼ି । ରାଜଧାନୀ ଭୁବନେଶ୍ୱରରେ କୁହୁଡ଼ିର ଆସନ୍ତରଣ । କଟକରେ ବି କୁହୁଡ଼ି ଦେଖିବାକୁ ମିଳିଛି । ଆଜି ୨୨ଟି ଜିଲ୍ଲାରେ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣି ଜାରି କରିଥିଲା ପାଣିପାଗ ବିଭାଗ । ଝାରସୁୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼କୁ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣଂ ଜାରି ହୋଇଛି । ସେହିପରି ଗଜପତି, ଗଞ୍ଜାମ, କନ୍ଧମାଳ,Continue reading “ଶୀତ ସହ ଘନ କୁହୁଡ଼ିର ଆସ୍ତରଣ । ଆଜି ୨୨ଟି ଜିଲ୍ଲାକୁ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ।”
Category Archives: News
କ୍ରୀଡ଼ା ଜଗତରେ ଉକ୍ରଷ୍ଟ ପ୍ରଦର୍ଶନ ପାଇଁ କ୍ରୀଡ଼ାବିତଙ୍କୁ ପୁରସ୍କାର ପ୍ରଦାନ । କ୍ରିକେଟର ମହମ୍ମଦ ସାମୀଙ୍କ ସମେତ ୨୬ଜଣଙ୍କୁ ଅର୍ଜୁନ ପୁରସ୍କାର
କନକ ବ୍ୟୁରୋ: ଅର୍ଜୁନ ପୁରସ୍କାର ପାଇଲେ ଭାରତୀୟ କ୍ରିକେଟର ମହମ୍ମଦ ସାମି । ରାଷ୍ଟ୍ରପତି ଭବନରେ ଆୟୋଜିତ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ ଉତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି ମହମ୍ମଦ ସାମି । ୨୦୨୩ ବିଶ୍ୱକପରେ ଚମକ୍ରାର ପ୍ରଦର୍ଶନ ଲାଗି ବିସିସିଆଇ ପକ୍ଷରୁ ମହମ୍ମଦ ସାମିଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରାଯାଇଥିଲା । ମହମ୍ମଦ ସାମିଙ୍କୁ ‘ଅର୍ଜୁନ’ ସମ୍ମାନ ଦୁଇ ବ୍ୟାଡମିଣ୍ଟନContinue reading “କ୍ରୀଡ଼ା ଜଗତରେ ଉକ୍ରଷ୍ଟ ପ୍ରଦର୍ଶନ ପାଇଁ କ୍ରୀଡ଼ାବିତଙ୍କୁ ପୁରସ୍କାର ପ୍ରଦାନ । କ୍ରିକେଟର ମହମ୍ମଦ ସାମୀଙ୍କ ସମେତ ୨୬ଜଣଙ୍କୁ ଅର୍ଜୁନ ପୁରସ୍କାର”
ସିଇଓ ମା’ର ସାଂଘାତିକ ଅପରାଧ । ହୋଟେଲ ରୁମରେ ପୁଅକୁ ହତ୍ୟା । ଶବକୁ ଧରି ଗୋଆରୁ ଗଲା କର୍ଣ୍ଣାଟକ
କନକ ବ୍ୟୁରୋ: କର୍ଣ୍ଣାଟକରୁ ଆସିଛି ଛାତିଥରା ହତ୍ୟା ମାମଲା । ପିଶାଚୀ ସାଜିଲା ମା’ । ୪ ବର୍ଷର କୁନି ପୁଅକୁ ହତ୍ୟା କଲା ମା’ । ପୁଅକୁ ଗୋଆ ବୁଲାଇ ଆଣି ହତ୍ୟା କରିବା ଘଟଣା ଏବେ ଚାଂଚଲ୍ୟ ସୃଷ୍ଟି କରିଛି । ସବୁଠୁ ବଡ କଥା ହେଉଛି ଅଭିଯୁକ୍ତ ମା’ ଜଣେ ଜଣାଶୁଣା ତଥା ଶିକ୍ଷିତ ଚେହେରା । କର୍ଣ୍ଣାଟକର ଏକ ଷ୍ଟାଟଅଫ କମ୍ପାନୀ ଏଆଇ-ଲ୍ୟାବର ସହ ପ୍ରତିଷ୍ଠାତା ଓ ସିଇଓ । ନାଁContinue reading “ସିଇଓ ମା’ର ସାଂଘାତିକ ଅପରାଧ । ହୋଟେଲ ରୁମରେ ପୁଅକୁ ହତ୍ୟା । ଶବକୁ ଧରି ଗୋଆରୁ ଗଲା କର୍ଣ୍ଣାଟକ”
ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରଦୂତ ଅଜୟ ବିସାରିଆଙ୍କ ପୁସ୍ତକ । ପୁସ୍ତକରେ ଦାବି, ବାଲକୋଟ ଏୟାରଷ୍ଟ୍ରାଇକ ପରେ ଭାରତର ୯ ମିସାଇଲ ଟାର୍ଗେଟରେ ଥିଲା ପାକିସ୍ତାନ
କନକ ବ୍ୟୁରୋ: ବର୍ତ୍ତମାନ ଖୁବ ଚର୍ଚ୍ଚାରେ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ଅଜୟ ବିସାରିଆଙ୍କ ଲିଖିତ ବହି ଆଙ୍ଗର ମ୍ୟାନେଜମେଂଟ-ଦ ଟ୍ରବୁଲଡ ଡିପ୍ଲୋମେଟିକ ରିଲେସନ ବିଟୁଇନ ଇଣ୍ଡିଆ ଆଣ୍ଡ ପାକିସ୍ତାନ । ବହିରେ ସ୍ଥାନ ପାଇଛି ବାଲାକୋଟ ଏୟାରଷ୍ଟ୍ରାଇକ ଫେବ୍ରୁଆରୀ ୨୬ରୁ ୨୮ ତାରିଖ ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ କ’ଣ ସବୁ ଘଟିଥିଲା । ବିସାରିଆ ନିଜ ବହିରେ କହିଛନ୍ତି ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ତଥା ବର୍ତମାନର ଗ୍ରୁପ କ୍ୟାପଟେନ ଅଭିନନ୍ଦନ ବର୍ଥମାନ ଯେଉଁContinue reading “ଚର୍ଚ୍ଚାରେ ପୂର୍ବତନ ରାଷ୍ଟ୍ରଦୂତ ଅଜୟ ବିସାରିଆଙ୍କ ପୁସ୍ତକ । ପୁସ୍ତକରେ ଦାବି, ବାଲକୋଟ ଏୟାରଷ୍ଟ୍ରାଇକ ପରେ ଭାରତର ୯ ମିସାଇଲ ଟାର୍ଗେଟରେ ଥିଲା ପାକିସ୍ତାନ”
ଭାରତ ବିରୋଧୀ ଟିପ୍ପଣୀ ପରେ ସଙ୍କଟରେ ମାଳଦ୍ୱୀପ ରାଜନୀତି । ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିପାରନ୍ତି ବିରୋଧୀ
କନକ ବ୍ୟୁରୋ: ଭାରତ ବିରୋଧୀ ବୟାନ ଯୋଗୁଁ ମାଳଦ୍ୱୀପ ଏବେ ଏକାଧିକ ସମସ୍ୟା ଘେରରେ । କେବଳ ପର୍ଯ୍ୟଟନ କ୍ଷେତ୍ରରେ କ୍ଷତି ସହୁନି ଦେଶ ବଂର ସେଠାକାର ରାଜନୀତି ଦୁନିଆରେ ସଙ୍କଟ ଦେଖାଦେଇଛି । ରାଷ୍ଟ୍ରପତିଙ୍କୁ ଶାସନରୁ ହଟାଇବା ପାଇଁ ଏକାଠି ହେଲେଣି ବିରୋଧୀ । ମାଳଦ୍ୱୀପ ବନାମ ଲାକ୍ଷାଦ୍ୱୀପ ବିବାଦ ପାଇଁ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଦାୟୀ କରି ସଂସଦରେ ବିରୋଧୀ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ବିଚାର କରୁଥିବା ଜଣାପଡିଛି । ଏପରିକି ସଂସଦରେ ଏନେଇContinue reading “ଭାରତ ବିରୋଧୀ ଟିପ୍ପଣୀ ପରେ ସଙ୍କଟରେ ମାଳଦ୍ୱୀପ ରାଜନୀତି । ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିପାରନ୍ତି ବିରୋଧୀ”
କୁକୁର ବନ୍ଧ୍ୟାକରଣ ପାଇଁ ବିଏମସିକୁ ଗ୍ରୀନ୍ ସିଗନାଲ । ପ୍ରତିଦିନ ୧୦୦ କୁକୁରକୁ କରାଯିବ ବନ୍ଧ୍ୟାକରଣ ।
କନକ ବ୍ୟୁରୋ: କୁକୁର ବନ୍ଧ୍ୟାକରଣ ପାଇଁ ବିଏମସିକୁ ମିଳିଛି ସବୁଜ ସଙ୍କେତ । ଖୁବଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ । ହାଇକୋର୍ଟଙ୍କ ରହିତାଦେଶ ଉଠିବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବ୍ୟବସ୍ଥିତ ଭାବେ ବନ୍ଧ୍ୟାକରଣ ହେବ । ପ୍ରତିଦିନ ପ୍ରାୟ ୧୦୦କୁକୁରକୁ ବନ୍ଧ୍ୟାକରଣ କରାଯିବ ମଞ୍ଚେଶ୍ୱରରେ ଥିବା ଡଗ୍ କେନାଲରେ ବ୍ୟବସ୍ଥା ହୋଇଛି ଅନ୍ୟପକ୍ଷରେ ବିଏମସି କେବଳ ଭିତିଭୂମି ଯୋଗାଉଥିବା ବେଳେ କୁକୁର ବନ୍ଧ୍ୟାକରଣ ଦାୟିତ୍ୱ ରହିଛିContinue reading “କୁକୁର ବନ୍ଧ୍ୟାକରଣ ପାଇଁ ବିଏମସିକୁ ଗ୍ରୀନ୍ ସିଗନାଲ । ପ୍ରତିଦିନ ୧୦୦ କୁକୁରକୁ କରାଯିବ ବନ୍ଧ୍ୟାକରଣ ।”
ସଜେଇ ହେଉଛି ଶ୍ରୀକ୍ଷେତ୍ର । ମନ୍ଦିର ଚାରିପାଖକୁ ଦିଆଯାଉଛି ନୂଆ ରୂପ । ଜୋରସୋରେ ଚାଲିଛି କାମ ।
କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଯଜ୍ଞ ମଣ୍ଡପ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଲୋକାର୍ପଣ ଉତ୍ସବ ପାଇଁ ଅତିଥି ନିମନ୍ତ୍ରଣ ବି ସରିଲାଣି । ଏବେ ଅପେକ୍ଷା ସେହି ଶୁଭ ମୁହୁର୍ତ୍ତକୁ । ଯେଉଁଦିନ ପୂର୍ଣ୍ଣାହୁତି ହେବ ଓ ଶ୍ରୀକ୍ଷେତ୍ରର ଇତିହାସରେ ଯୋଡିହେବ ଆଉ ଏକ ଫର୍ଦ୍ଦ । ସଜେଇ ହେଉଛି ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରର ଚର୍ତୁପାଶ୍ୱର୍କୁ ଦିଆଯାଉଛି ନୂଆରୂପ । ମେଘନାଦContinue reading “ସଜେଇ ହେଉଛି ଶ୍ରୀକ୍ଷେତ୍ର । ମନ୍ଦିର ଚାରିପାଖକୁ ଦିଆଯାଉଛି ନୂଆ ରୂପ । ଜୋରସୋରେ ଚାଲିଛି କାମ ।”
କିଏ ହେବ କଟକର ସାଂସଦ ପ୍ରାର୍ଥୀ? ବିଜେପିରେ ବଢୁଛି ଦ୍ୱନ୍ଦ୍ୱ । ରେସରେ ଏହି ୩ ନେତା…
କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖଉଛି, କଟକ ବିଜେପିରେ ଦ୍ୱନ୍ଦ୍ୱ ସେତିକି ବଢୁଛି । ଦଳରେ ଏକାଧିକ ଆଶାୟୀ ଥିବା ବେଳେ କଟକରୁ କାହାକୁ ସାଂସଦ ପ୍ରାର୍ଥୀ କରିବ ଦଳ, ତାକୁ ନେଇ ଚର୍ଚ୍ଚା ଚାଲିଛି । ଆଉ ଏତିକି ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଛନ୍ତି କଟକ ସାଂସଦ ଭର୍ତୃହରି ମହତାବ । ଯାହା ଏହି ଚର୍ଚ୍ଚାକୁ ବଳ ଯୋଗାଉଛି । ବିଜେପିର କଟକ ଦ୍ୱନ୍ଦ୍ୱ ! ଏକାଧିକ ଚେହେରା, ପ୍ରାର୍ଥୀ ହେବେContinue reading “କିଏ ହେବ କଟକର ସାଂସଦ ପ୍ରାର୍ଥୀ? ବିଜେପିରେ ବଢୁଛି ଦ୍ୱନ୍ଦ୍ୱ । ରେସରେ ଏହି ୩ ନେତା…”
ଥମୁନି ହାଇଟେକ୍ ଟ୍ରାଜେଡି ତାତି । ମନ୍ତ୍ରୀଙ୍କ ବାସଭବନ ଘେରିଲେ ଛାତ୍ର ସଙ୍ଗଠନ
କନକ ବ୍ୟୁରୋ: ହାଇଟେକ୍ ହସପିଟାଲ ଟ୍ରାଜେଡିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱର ବାସଭବନ ଆଗରେ ଛାତ୍ର ସଙ୍ଗଠନ ଅଲ ଓଡିଶା ଷ୍ଟୁଡେଂଟ ଭଏସର ବିରୋଧ ପ୍ରଦର୍ଶନ । ସଙ୍ଗଠନର ସଦସ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ସହ ହସପିଟାଲର ଲାଇସେନ୍ସ ରଦ୍ଦ ଓ ହାଇଟେକ ମାଲିକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏହାକୁ ନେଇ କିଛି ସମୟ ପାଇଁ ପୁଲିସ ସହ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ । କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତିContinue reading “ଥମୁନି ହାଇଟେକ୍ ଟ୍ରାଜେଡି ତାତି । ମନ୍ତ୍ରୀଙ୍କ ବାସଭବନ ଘେରିଲେ ଛାତ୍ର ସଙ୍ଗଠନ”
ଦେଶର ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭ । ନଡା ପୋଡି ଯୋଗୁଁ ବାୟୁ ପାଲଟୁଛି ବିଷ । ଆଗକୁ ସୃଷ୍ଟି ହୋଇପାରେ ଦିଲ୍ଲୀ ଭଳି ସ୍ଥିତି
କନକ ବ୍ୟୁରୋ: ପଞ୍ଜାବ ଓ ହରିୟାଣା ଶୈଳୀରେ ଓଡ଼ିଶାରେ ପୋଡ଼ାଯାଉଛି ନଡ଼ା । ରାଜ୍ୟର ଅଧିକ ପ୍ରଦୂଷିତ ସହର ତାଲିକାରେ ଥିବା ଅନୁଗୁଳ ଓ ବାଲେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ଚାଷ ଜମିରେ ଏପରି ବ୍ୟାପକ ଭାବେ ନଡ଼ା ପୋଡ଼ାଯାଉଥିବାର ଖବର ସାମ୍ନାକୁ ଆସିଛି । ଫଳରେ ଧୂଆଁ ସେଠାକାର ବାୟୁମଣ୍ଡଳକୁ ଆଚ୍ଛାଦିତ କରିଦେଉଛି । ନଡ଼ା ପୋଡ଼ିବା ସହ ଅନବରତ ଭାବେ ଯାନବାହାନ ଚଳାଚଳ ଓ ନିର୍ମାଣ କାର୍ଯ୍ୟ ମଧ୍ୟ ବାୟୁ ପ୍ରଦୂଷର ପ୍ରମୁଖ କାରଣContinue reading “ଦେଶର ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭ । ନଡା ପୋଡି ଯୋଗୁଁ ବାୟୁ ପାଲଟୁଛି ବିଷ । ଆଗକୁ ସୃଷ୍ଟି ହୋଇପାରେ ଦିଲ୍ଲୀ ଭଳି ସ୍ଥିତି”