କନକ ବ୍ୟୁରୋ: ହାଇଟେକ ହସ୍ପିଟାଲର ହାଇଡ୍ରାମା ଜଣେ ମାଆର ଦୁଃଖକୁ ବଢ଼ାଇଦେଇଛି । ପ୍ରଥମେ କୁହାଗଲା ପୁଅର ମୃତ୍ୟୁ ହୋଇସାରିଛି । ଶବ ନେଇ ସକ୍ରାର କରିବା ପରେ ହସ୍ପିଟାଲ କହିଲା, ପୁଅ ବଂଚିଛି । ପୁଅକୁ ଦେଖିବାର ଆଶା ନେଇ ହସ୍ପିଟାଲକୁ ଧାଇଁ ଆସିଥିବା ମାଆକୁ ପୁଣି ଖବର ମିଳିଲା ପୁଅ ଆଉ ନାହିଁ । ତିନି ଦିନ ହେଲାଣି ନଖାଇ ନପିଇ ମାଆ ଅପେକ୍ଷା କରିଛି କେବେ ଡିନଏ ଟେଷ୍ଟ ହେବ, ନ୍ୟାୟିକ ପ୍ରକ୍ରିୟାContinue reading “ସରକାରୀ ଖାତାରେ କିଏ ମୃତ କିଏ ଜୀବିତ? ହାଇଟେକ୍ ହାଇଡ୍ରାମା ପରେ ପୁଅର ଶବକୁ ଅନାଇ ବସିଛି ମା’”
Category Archives: News
ଚୋର ଧରିବାକୁ ପୋଲିସର ପୋଷ୍ଟର: ସୂୂଚନା ଦେଲେ ୧୦ ହଜାର ପୁରସ୍କାର
କନକ ବ୍ୟୁରୋ: ଚୋରଙ୍କୁ ଧରାଅ, ପୁରସ୍କାର ପାଅ । ଚୋର ଧରାଇଲେ ମିଳିବ ୧୦ ହଜାର ଟଂକା । ରାଜଧାନୀରେ ବଢୁଥିବା ଚୋରୀ ଓ ଲୁଟକୁ ଚେକ୍ ଦେବାକୁ କମିଶନରେଟ ପୋଲିସ ଏପରି ଅଭିନବ ପ୍ରୟାସ ଆରମ୍ଭ କରିଛି । ପୋଲିସ୍ ପକ୍ଷରୁ ସାର୍ବଜନୀନ ସ୍ଥାନରେ ଲୁଟେରାଙ୍କ ଫଟୋ ମରାଯାଇଛି । ଆଉ ଏମାନଙ୍କ ବିଷୟରେ ଯିଏ ସୂଚନା ଦେବ, ସେମାନଙ୍କୁ ପୁରସ୍କାର ମିଳିବ । ଏହାସହ ସୂଚନା ଦେଇଥିବା ଲୋକଙ୍କ ନାମ ଗୋପନ ରହିବ କହିଛିContinue reading “ଚୋର ଧରିବାକୁ ପୋଲିସର ପୋଷ୍ଟର: ସୂୂଚନା ଦେଲେ ୧୦ ହଜାର ପୁରସ୍କାର”
ନୂଆ ବର୍ଷରେ ବିଜେଡିର ନୂଆ ରଣନୀତି: ତ୍ରି-ସୂତ୍ରୀ ଫମୁର୍ଲା ଆପଣାଇବ ଶାସକ ଦଳ !
କନକ ବ୍ୟୁରୋ: ନୂଆବର୍ଷରେ ନୂଆ ରଣନୀତିକୁ ନେଇ ମୈଦାନକୁ ଯିବ ବିଜେଡି । ମହିଳା, ବୟସ୍କ, ଯୁବ । ଏହି ତିନିଟି ବର୍ଗକୁ କେନ୍ଦ୍ରରେ ରଖି, ଶାସକ ବିଜେଡି ଦଳ ଏକ ତ୍ରି-ସୂତ୍ରୀ ଫର୍ମୁଲା ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି । ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳା, ନୂଆ-ଓ ଏବଂ ନବୀନ ଓଡ଼ିଶା ଜରିଆରେ ଯୁବ ପୀଢ଼ି ଭୋଟର୍ଙ୍କୁ ଆକର୍ଷିତ କରିବା ପାଇଁ ପ୍ରୟାସ ଜାରି ରଖିଛି । ଆଉ ଏଥର ବରିଷ୍ଠ ତଥାContinue reading “ନୂଆ ବର୍ଷରେ ବିଜେଡିର ନୂଆ ରଣନୀତି: ତ୍ରି-ସୂତ୍ରୀ ଫମୁର୍ଲା ଆପଣାଇବ ଶାସକ ଦଳ !”
ନୂଆ ପ୍ରଭାରୀଙ୍କ ନୂଆ ରଣନୀତି: ୨୧ ତାରିଖରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ
କନତ ବ୍ୟୁରୋ: ରାଜ୍ୟ କଂଗ୍ରେସରେ ବଳ ଭରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି ନୂଆ ପ୍ରଭାରୀ ଡକ୍ଟର ଅଜୟ କୁମାର । ଜାନୁଆରୀ ୨୧ ତାରିଖରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ୍ । ପ୍ରଭାରୀଙ୍କ ସହ ବରିଷ୍ଠ ନେତାମାନେ ସବୁ ନିର୍ବାଚନମଣ୍ଡଳୀ ବୁଲିବେ । ଏହାସହ ୧୦ ଦିନ ଭିତରେ କମିଟି ଗଠନ କରିବାକୁ ବ୍ଲକ ସଭାପତି, ଜିଲ୍ଲା ସଭାପତିଙ୍କୁ କୁହାଯାଇଛି । ସେପଟେ ଉଭୟ ବିଜେପି ଓ ବିଜେଡି ବିରୋଧରେ ବର୍ଷିଛନ୍ତି ଅଜୟ କୁମାର ।Continue reading “ନୂଆ ପ୍ରଭାରୀଙ୍କ ନୂଆ ରଣନୀତି: ୨୧ ତାରିଖରୁ ରାଜ୍ୟରେ ବୁଲିବ କଂଗ୍ରେସ ବସ”
କଟକରୁ ଲଢିବେ କି ଅଶ୍ୱିନୀ? ମାରାଥନ କାର୍ଯ୍ୟକ୍ରମରୁ ବଢିଲା ଚର୍ଚ୍ଚା
କନକ ବ୍ୟୁରୋ: କଟକର ଜିଲ୍ଲାପାଳ ଥିଲେ ଅଶ୍ୱିନୀ ବୈଷ୍ଣବ । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ମୋଦୀ ସରକାରରେ ମିଳିଲା ଗୁରୁତ୍ୱପୂର୍ଣ୍ଣ ବିଭାଗ । କିନ୍ତୁ କୁହାଯାଉଛି, ୨୦୨୪ରେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବାକୁ ପଡ଼ିବ । ଆଉ ସେହିକ୍ରମରେ କଟକ ଉପରେ ଆଖି ରଖିଛନ୍ତି ରେଳମନ୍ତ୍ରୀ । ଗୋଟିଏ ଦିନରେ କଟକରେ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ କାର୍ଯ୍ୟକ୍ରମ ଏହି ଚର୍ଚ୍ଚାକୁ ବଢ଼ାଇ ଦେଇଛି । କେନ୍ଦ୍ରମନ୍ତ୍ରୀ ବି ପ୍ରତିକ୍ରିିୟାରେ କହିଛନ୍ତି, ଦଳ ଯେଉଁ ଦାୟିତ୍ୱ ଦେବ, ତାକୁContinue reading “କଟକରୁ ଲଢିବେ କି ଅଶ୍ୱିନୀ? ମାରାଥନ କାର୍ଯ୍ୟକ୍ରମରୁ ବଢିଲା ଚର୍ଚ୍ଚା”
ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବାଦୀୟ ବୟାନ ଦେଇ ଫଶିଲେ ୩ ମାଲଦୀପ ମନ୍ତ୍ରୀ । ମାଲଦୀପ ସରକାର ତୁରନ୍ତ ନେଲେ କାର୍ଯ୍ୟାନୁଷ୍ଠାନ
କନକ ବ୍ୟୁରୋ : ମାଲଦୀପ ଓ ଭାରତ ମଧ୍ୟରେ ଲାକ୍ଷାଦୀପକୁ ନେଇ ବିବାଦ ଉପୁଜିଛି । ଏହାରି ମଧ୍ୟରେ ମାଲଦୀପ ସରକାରଙ୍କ ୩ ଜଣ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବାଦୀୟ ବୟାନ ଦେଇଥିଲେ । ଏହାକୁ ନେଇ ଭାରତ ପ୍ରତିକ୍ରିୟା ପ୍ରକାଶ କରିବା ପରେ ମାଲିଦୀପ ସରକାର ସେହି ୩ ମନ୍ତ୍ରୀଙ୍କୁ ସସ୍ପେଣ୍ଡ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମାଲଦୀପ ଗସ୍ତର କିଛି ଫଟୋ ପୋଷ୍ଟ କରିଥିଲେ ।Continue reading “ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବାଦୀୟ ବୟାନ ଦେଇ ଫଶିଲେ ୩ ମାଲଦୀପ ମନ୍ତ୍ରୀ । ମାଲଦୀପ ସରକାର ତୁରନ୍ତ ନେଲେ କାର୍ଯ୍ୟାନୁଷ୍ଠାନ”
ପଶ୍ଚିମବଙ୍ଗ ମୁର୍ସିଦାବାଦରେ ଟିଏମସି ନେତାଙ୍କୁ ଗୁଳିକରି ହତ୍ୟା । ବାଇକରେ ଆସି ଚଳାଇଥିଲେ ଆଖିବୁଜା ଗୁଳି
କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁର୍ସିବାଦରେ ଟିଏମସି ନେତା ସତ୍ୟନ ଚୌଧୁରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି । କିଛି ଅଜ୍ଞାତ ବ୍ୟକ୍ତି ସତ୍ୟନଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ରବିବାର ମଧ୍ୟାହ୍ନରେ ବହରାମପୁର ଚଲଟିୟା ଠାରେ କିଛି ଅଜଣା ବ୍ୟକ୍ତି ବାଇକରେ ଆସି ସତ୍ୟନଙ୍କୁ ଅତି ନିକଟରୁ ଗୁଳି ମାରିଥିଲେ । ଏହି ଘଟଣା ପରେ ସତ୍ୟନଙ୍କୁ ତୁରନ୍ତ ମୁର୍ସିଦାବାଦ ହସ୍ପିଟାଲକୁ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସତ୍ୟନContinue reading “ପଶ୍ଚିମବଙ୍ଗ ମୁର୍ସିଦାବାଦରେ ଟିଏମସି ନେତାଙ୍କୁ ଗୁଳିକରି ହତ୍ୟା । ବାଇକରେ ଆସି ଚଳାଇଥିଲେ ଆଖିବୁଜା ଗୁଳି”
ଥାନା ଆଗରେ ଝିଅକୁ ଶୁଦ୍ଧି ହେଲେ ବାପା । ବିବାହିତ ବ୍ୟକ୍ତିଙ୍କୁ ବିବାହ କରିବାକୁ ବିରୋଧ କରିବାରୁ ବାପାଙ୍କ ନାମରେ ଥାନାରେ ଏତଲା ଦେଇଥିଲେ ଝିଅ
କନକ ବ୍ୟୁରୋ : ବାପାଙ୍କ କଥା ନମାନି ପ୍ରେମ ବିବାହ କରିଗଲେ ଝିଅ । ହେଲେ ଝିଅର ଏହି କାମକୁ ବିରୋଧ କଲେ ବାପା । ଏହାକୁ ନେଇ ଝିଅ ବାପାଙ୍କ ନାମରେ ଥାନାରେ ଏତଲା ଦେଲେ । ଏହାପରେ ଝିଅକୁ ଶୁଦ୍ଧି ହୋଇପଡ଼ିଲେ ବାପା । ଭଦ୍ରକ ଚାନ୍ଦବାଲିରୁ ଏପରି ଘଟଣା ସାମ୍ନାକୁ ଆସିଛି । ନାଲଗୁଣ୍ଡା ଇଟୁଆ ଗ୍ରାମର କାଳୀଚରଣ ପଣ୍ଡାଙ୍କ ଝିଅ କଲେଜରେ ପଢ଼ନ୍ତି । ହେଲେ ଏହି ସମୟରେ ଜଣେ ବ୍ୟକ୍ତିଙ୍କContinue reading “ଥାନା ଆଗରେ ଝିଅକୁ ଶୁଦ୍ଧି ହେଲେ ବାପା । ବିବାହିତ ବ୍ୟକ୍ତିଙ୍କୁ ବିବାହ କରିବାକୁ ବିରୋଧ କରିବାରୁ ବାପାଙ୍କ ନାମରେ ଥାନାରେ ଏତଲା ଦେଇଥିଲେ ଝିଅ”
ବିରୋଧୀ ଦଳର ଖେଳାଳୀଙ୍କ ଧ୍ୟାନ ଭଙ୍ଗ କରିବା ମୋର କାମ ଥିଲା, ଆଇପିଏଲ ପାଇଁ କ୍ରିକେଟରୁ ଶେଷ ହୋଇଯିବ ସ୍ଲେଜିଙ୍ଗ । ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏମିତି କହିଲେ ୱାର୍ଣ୍ଣର ।
କନକ ବ୍ୟୁରୋ : ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଡେଭିଡ ୱାର୍ଣ୍ଣର ଟେଷ୍ଟ ଓ ଦିନିକିଆ କ୍ରିକେଟକୁ ଅଲବିଦା କହିଛନ୍ତି । ପାକିସ୍ତାନ ବିପକ୍ଷରେ ନିଜ ଶେଷ ଟେଷ୍ଟ ମ୍ୟାଚ୍ ସିଡନୀରେ ଖେଳିଥିଲେ ୱାର୍ଣ୍ଣର । ତେବେ ଟେଷ୍ଟ ଓ ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ଟି-୨୦ ଖେଳ ଜାରି ରଖିବେ ୱାର୍ଣ୍ଣର । ତେବେ ଏହି ୨ ଫର୍ମାଟରୁ ଅବସର ନେବା ପରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ୱାର୍ଣ୍ଣର କହିଛନ୍ତି, ଭବିଷ୍ୟତରେ ମୁଁ କୋଚ୍ ହେବାକୁContinue reading “ବିରୋଧୀ ଦଳର ଖେଳାଳୀଙ୍କ ଧ୍ୟାନ ଭଙ୍ଗ କରିବା ମୋର କାମ ଥିଲା, ଆଇପିଏଲ ପାଇଁ କ୍ରିକେଟରୁ ଶେଷ ହୋଇଯିବ ସ୍ଲେଜିଙ୍ଗ । ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏମିତି କହିଲେ ୱାର୍ଣ୍ଣର ।”
ଜୟପୁରର ବଜରଙ୍ଗୀ ଭାଇଙ୍କୁ ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ । -ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ସନାତନ ସନ୍ଥ ବଜରଙ୍ଗୀ
କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଉତ୍ସବମୁଖର । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦେଶର ବିଭିନ୍ନ ସାଧୁ ସନ୍ଥ ତଥା କରସେବକୁ ନିମନ୍ତ୍ରଣପତ୍ର ପଠାଯାଉଛି । ଏହି କ୍ରମରେ ଓଡିଶାର ଜୟପୁରରେ ରହୁଥିବା ବଜରଙ୍ଗୀ ଭାଇଙ୍କୁ ମଧ୍ୟ ଏହି ପବିତ୍ର ଉତ୍ସବରେ ଯୋଗ ଦେବାକୁ ରାମ ମନ୍ଦିର କମିଟି ତରଫରୁ ନିମନ୍ତ୍ରଣପତ୍ର ଆସିଛି । ଏହି ନିମନ୍ତ୍ରଣପତ୍ର ପାଇବା ପରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେContinue reading “ଜୟପୁରର ବଜରଙ୍ଗୀ ଭାଇଙ୍କୁ ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ । -ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ସନାତନ ସନ୍ଥ ବଜରଙ୍ଗୀ”