ସିଂହଦ୍ୱାର ସାମ୍ନାରେ ବିଦେଶିନୀ: ଶ୍ରୀମନ୍ଦିରରେ ବିଦେଶିନୀ ପ୍ରବେଶ କରିଥିବାର ଅଭିଯୋଗ ଆଣିଲେ ସେବାୟତ

କନକ ବ୍ୟୁରୋ: ସିଂହଦ୍ୱାର ସାମ୍ନାରେ ବିଦେଶିନୀ । ଶ୍ରୀମନ୍ଦିରରେ ବିଦେଶିନୀ ପ୍ରବେଶ କରିଥିବାର ଅଭିଯୋଗ ଆଣିଲେ ସେବାୟତ । ଜଣେ ବିଦେଶିନୀ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ସେବାୟତ ଅଭିଯୋଗ ଆଣିଛନ୍ତି । ଏହି ଘଟଣା ପରେ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ ନେଇ ଚର୍ଚ୍ଚା ବଢିଛି । ସେହିପରି ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି । The postContinue reading “ସିଂହଦ୍ୱାର ସାମ୍ନାରେ ବିଦେଶିନୀ: ଶ୍ରୀମନ୍ଦିରରେ ବିଦେଶିନୀ ପ୍ରବେଶ କରିଥିବାର ଅଭିଯୋଗ ଆଣିଲେ ସେବାୟତ”

କୋହଲିଙ୍କ ପାଇଁ ଚୟନକର୍ତ୍ତାଙ୍କ ସହ ରୋହିତଙ୍କ କଥା କଟାକଟି । ବିଶ୍ୱକପ୍ ଦଳରେ ବିରାଟଙ୍କୁ ରଖିବାକୁ କଲେ ଯୁକ୍ତି । ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏମିତି ଖବର…

କନକ ବ୍ୟୁରୋ: ସାମ୍ନାକୁ ଆସିସାରିଛି ଆଗାମୀ ଟି-୨୦ ବିଶ୍ୱକପର ସିଡ୍ୟୁଲ । ଜୁନ୍ ୧ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ, ସେହିମାସ ୨୯ ତାରିଖରେ ଖେଳାଯିବ ବିଶ୍ୱକପର ଫାଇନାଲ ମ୍ୟାଚ୍ । ତେବେ ବିଶ୍ୱକପର ସିଡ୍ୟୁଲ ଘୋଷଣା ହେବା ସହିତ ଏଥର ଭାରତୀୟ ଟିମରେ କେଉଁ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହେଇଯାଇଛି । ତେବେ ଏହାରି ଭିତରେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏକ ଖବର ସମସ୍ତଙ୍କContinue reading “କୋହଲିଙ୍କ ପାଇଁ ଚୟନକର୍ତ୍ତାଙ୍କ ସହ ରୋହିତଙ୍କ କଥା କଟାକଟି । ବିଶ୍ୱକପ୍ ଦଳରେ ବିରାଟଙ୍କୁ ରଖିବାକୁ କଲେ ଯୁକ୍ତି । ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏମିତି ଖବର…”

ସାଇକେଲରେ ବୁଲି ବୁଲି ଲୋକଙ୍କ କଥା ବୁଝୁଛନ୍ତି ଥାନା ଅଧିକାରୀ । ଚର୍ଚ୍ଚାରେ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଅଧିକାରୀ ପ୍ରଶାନ୍ତ ସାମଲ ।

କନକ ବ୍ୟୁରୋ: ଲୋକଙ୍କ ସହ ମିଶିବା, ତାଙ୍କ ସମସ୍ୟା ଜାଣିବା, ଆବଶ୍ୟକ ସ୍ଥଳେ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବା । ନାଲି ବତି ଗାଡି ବଦଳରେ ନିଜ ସାଇକେଲରେ ବୁଲି ବୁଲି ଲୋକସମ୍ପର୍କ ଯୋଡୁଛନ୍ତି ଜଣେ ଥାନା ଅଧିକାରୀ । ଆଉ ତାଙ୍କୁ ନେଇ ଢେର ଚର୍ଚ୍ଚା । ସେ ହେଉଛନ୍ତି ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଅଧିକାରୀ ପ୍ରଶାନ୍ତ ସାମଲ । ରାସ୍ତା ଉପରେ କିଛି ଲୋକ କଥା ହେଉଛନ୍ତି । ଥାନା ଅଧିକାରୀContinue reading “ସାଇକେଲରେ ବୁଲି ବୁଲି ଲୋକଙ୍କ କଥା ବୁଝୁଛନ୍ତି ଥାନା ଅଧିକାରୀ । ଚର୍ଚ୍ଚାରେ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଅଧିକାରୀ ପ୍ରଶାନ୍ତ ସାମଲ ।”

ହେମନ୍ତ ସୋରେନଙ୍କ ଭଉଣୀ ଦେଇଥିବା ବୟାନକୁ ନେଇ ବଢିଲା ଚର୍ଚ୍ଚା । କହିଲେ, ଆବଶ୍ୟକ ପଡିଲେ କଳ୍ପନା ସୋରେନ ହେବେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ ଇଡି ମାମଲାରେ ଛନ୍ଦି ହୋଇଯାଇଛନ୍ତି । ଏହି କ୍ରମରେ ଗତ ସପ୍ତାହରେ ହେମନ୍ତ ସୋରେନଙ୍କ ପାର୍ଟି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଜଣେ ବିଧାୟକ ମଧ୍ୟ ଇସ୍ତଫା ଦେଇସାରିଛନ୍ତି । ଏହାପରେ ଝାଡଖଣ୍ଡ ରାଜନୀତି ଉଷ୍ମ ହୋଇଛି । ଆକଳନ କରାଯାଉଛି କି, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି । ହେଲେ ସେ ଇସ୍ତଫା ଦେବା ପରେ କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀContinue reading “ହେମନ୍ତ ସୋରେନଙ୍କ ଭଉଣୀ ଦେଇଥିବା ବୟାନକୁ ନେଇ ବଢିଲା ଚର୍ଚ୍ଚା । କହିଲେ, ଆବଶ୍ୟକ ପଡିଲେ କଳ୍ପନା ସୋରେନ ହେବେ ମୁଖ୍ୟମନ୍ତ୍ରୀ”

ଚୋର ଧରାଇଲେ ମିଳିବ ୧୦ ହଜାର ଟଙ୍କା । ରାଜଧାନୀରେ ବଢୁଥିବା ଚୋରୀ ଓ ଲୁଟକୁ ଚେକ୍ ଦେବାକୁ କମିଶନରେଟ ପୋଲିସର ଅଭିନବ ପ୍ରୟାସ ।

କନକ ବ୍ୟୁରୋ: ଚୋର ତଥା କୁଖ୍ୟାତ ଲୁଟେରାଙ୍କୁ ଧରିବାକୁ ଲୋକଙ୍କ ସାହାଯ୍ୟ ଲୋଡିଲା କମିଶନରେଟ ପୋଲିସ । ଚୋର ଧରାଇବାରେ ସାହାଯ୍ୟ କଲେ ପୁରସ୍କାର ସ୍ୱରୂପ ୧୦ ହଜାର ଟଙ୍କା ମିଳିବ ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ନାମ ଗୋପନ ରହିବ ବୋଲି କମିଶନରେଟ ପୋଲିସ କହିଛି । ଯେଉଁସବୁ ଲୁଟେରା ଦୀର୍ଘ ଦିନ ହେବ ଫେରାର ରହିଛନ୍ତି ସେମାନଙ୍କ ଫଟୋକୁ ସାର୍ବଜନୀନ ସ୍ଥାନରେ ମାରିଛି ପୋଲିସ । ରାଜଧାନୀରେ ଥିବା ବିଭିନ୍ନ ଥାନା ଅଞ୍ଚଳର ଲୁଟ କେସରContinue reading “ଚୋର ଧରାଇଲେ ମିଳିବ ୧୦ ହଜାର ଟଙ୍କା । ରାଜଧାନୀରେ ବଢୁଥିବା ଚୋରୀ ଓ ଲୁଟକୁ ଚେକ୍ ଦେବାକୁ କମିଶନରେଟ ପୋଲିସର ଅଭିନବ ପ୍ରୟାସ ।”

କଂଗ୍ରେସ ପ୍ରଭାରୀଙ୍କ ଟାର୍ଗେଟ ପରେ ବିଜେଡି-ବିଜେପିର ପାଲଟା ଜବାବ । ପ୍ରଦୀପ୍ତ ନାୟକ କହିଲେ, “ବିଜେଡି-ବିଜେପି ଆଲୋଚନା ସମୟରେ ଶୁଣୁଥିଲେ କଂଗ୍ରେସ ପ୍ରଭାରୀ….”

କନକ ବ୍ୟୁରୋ: ବିଜେଡି ଓ ବିଜେପିକୁ ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଟାର୍ଗେଟ କରିବା ପରେ, ସମାନ ଢଙ୍ଗରେ କଂଗ୍ରେସ ପ୍ରଭାରୀଙ୍କୁ ମଧ୍ୟ ଜବାବ୍ ଦେଇଛି ବିଜେଡି ଏବଂ ବିଜେପି । ରବିବାର ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଅଜୟ କୁମାର କହିଥିଲେ ଯେ, ନିର୍ବାଚନ ପାଇଁ ଓଡିଶାରେ ବିଜେଡି ଓ ବିଜେପି ପରସ୍ପର ମଧ୍ୟରେ ବୁଝାମଣା କରିଛନ୍ତି । ବିଜେଡି ବିଜେପିକୁ ୧୫ ଲୋକସଭା ଆସନ ଦେବାକୁ ବୁଝାମଣା ହୋଇଛି ବୋଲି କହିଥିଲେ ଅଜୟ କୁମାରContinue reading “କଂଗ୍ରେସ ପ୍ରଭାରୀଙ୍କ ଟାର୍ଗେଟ ପରେ ବିଜେଡି-ବିଜେପିର ପାଲଟା ଜବାବ । ପ୍ରଦୀପ୍ତ ନାୟକ କହିଲେ, “ବିଜେଡି-ବିଜେପି ଆଲୋଚନା ସମୟରେ ଶୁଣୁଥିଲେ କଂଗ୍ରେସ ପ୍ରଭାରୀ….””

ଅଟୋରେ ଭାରତ ଭ୍ରମଣ କରୁଛନ୍ତି ବିଦେଶୀ ପର୍ଯ୍ୟଟକ । ୩୫ଟି ଅଟୋରେ ୭୦ ଜଣ ଯାଉଛନ୍ତି କେରଳରୁ ମେଘାଳୟ ।

କନକ ବ୍ୟୁରୋ: ଅଟୋରେ ଭାରତ ଭ୍ରମଣ କରୁଛନ୍ତି ବିଦେଶୀ ପର୍ଯ୍ୟଟକ । ଅଷ୍ଟେଲିଆରୁ ଆସିଥିବା କେତେକ ପର୍ଯ୍ୟଟକ ନିଜେ ଅଟୋ ଚଳାଇ କେରଳର କୋଚିରୁ ମେଘାଳୟ ଅଭିମୁଖେ ଯାଉଛନ୍ତି । ୨ ହଜାର କିଲୋମିଟର ଅତିକ୍ରମ କରିବା ପରେ ଏବେ ସେମାନେ କୋରାପୁଟ ଲମତାପୁଟରେ ପହଞ୍ଚିଛନ୍ତି । ତେବେ ଲମତାପୁଟ ମୁଖ୍ୟ ବଜାରରେ ପ୍ରାୟ ୧୦ଟି ଅଟୋରେ ୨୦ ଜଣ ପର୍ଯ୍ୟଟକ ଓହ୍ଲାଇଥିଲେ । ରାସ୍ତାରେ ଗରିବଙ୍କୁ ସହାୟତା ପ୍ରଦାନ କରିଛନ୍ତି । ତେବେ ଏତେ ସଂଖ୍ୟକContinue reading “ଅଟୋରେ ଭାରତ ଭ୍ରମଣ କରୁଛନ୍ତି ବିଦେଶୀ ପର୍ଯ୍ୟଟକ । ୩୫ଟି ଅଟୋରେ ୭୦ ଜଣ ଯାଉଛନ୍ତି କେରଳରୁ ମେଘାଳୟ ।”

ସନ୍ଦେହଜନକ ଭାବେ ଯନ୍ତ୍ରୀଙ୍କ ମୃତ୍ୟୁ । ସରକାରୀ ବାସଭବନରୁ ଉଦ୍ଧାର ହେଲା ମୃତଦେହ ।

କନକ ବ୍ୟୁରୋ: ସନ୍ଦେହ ଜନକ ଭାବେ ଯନ୍ତ୍ରୀଙ୍କ ମୃତ୍ୟୁ । ବସ୍ତା ବାଲିଆପାଳ ବ୍ଲକ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ସଂଜୟ ନାୟକଙ୍କ ମୃତଦେହ ସରକାରୀ ବାସଭବନରୁ ଉଦ୍ଧାର ହୋଇଛି । ଆଜି ସକାଳେ ପ୍ରଥମେ ତାଙ୍କ କର୍ମଚାରୀମାନେ ଯନ୍ତ୍ରୀଙ୍କୁ ତଳେ ପଡିଥିବା ଦେଖିବାକୁ ପାଇଥିଲେ । ଏହାପରେ ସାଙ୍ଗେ ସାଙ୍ଗେ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର କିନ୍ତୁ ଯନ୍ତ୍ରୀଙ୍କର ମତ୍ୟୁ ହୋଇଥିବା କହିଛନ୍ତି । ତେବେ ମୃତ୍ୟୁର କାରଣContinue reading “ସନ୍ଦେହଜନକ ଭାବେ ଯନ୍ତ୍ରୀଙ୍କ ମୃତ୍ୟୁ । ସରକାରୀ ବାସଭବନରୁ ଉଦ୍ଧାର ହେଲା ମୃତଦେହ ।”

କଟକରୁ ଲଢିବେ କି ଅଶ୍ୱିନୀ ବୈଷ୍ଣବ? ପଢନ୍ତୁ, କଣ କହିଲେ ରେଳମନ୍ତ୍ରୀ…

କନକ ବ୍ୟୁରୋ: କଟକ ଲୋକସଭା ଆସନରୁ ଲଢିବେ କି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ? ସାଧାରଣରେ ଏନେଇ ଚର୍ଚ୍ଚା ଭିତରେ ରବିବାର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରେଳମନ୍ତ୍ରୀ । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ, ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେ ତୁଲାଇବେ । ନିକଟରେ ଦଳ ତାଙ୍କୁ ମଧ୍ୟପ୍ରଦେଶ ଦାୟିତ୍ୱ ଦେଇଥିଲା, ତାକୁ ସେ ନିଷ୍ଠାର ସହ ତୁଲାଇଥିଲେ ବୋଲି କହିଛନ୍ତି, ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେContinue reading “କଟକରୁ ଲଢିବେ କି ଅଶ୍ୱିନୀ ବୈଷ୍ଣବ? ପଢନ୍ତୁ, କଣ କହିଲେ ରେଳମନ୍ତ୍ରୀ…”

ଧରିବାକୁ ଚୋର, ପୋଲିସ ମାରିଲା ପୋଷ୍ଟର । ସୂଚନା ଦେଲେ ମିଳିବ ୧୦ ହଜାର ଟଙ୍କାର ପୁରସ୍କାର ।

କନକ ବ୍ୟୁରୋ : ରାଜଧାନୀର ଚୋରଙ୍କୁ ଧରିବାକୁ ଫାଶ ବସାଇଲା ପୋଲିସ । ବଡ ବଡ ଲୁଟେରା, ଚୋର ଓ ମୋଷ୍ଟ ୱାଣ୍ଟେଡଙ୍କୁ ଧରିବାକୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି କମିଶନରେଟ ପୋଲିସ । ଦୀର୍ଘଦିନ ଧରି ଫେରାର ଥିବା ଲୁଟେରା, ଚୋରଙ୍କୁ କାବୁ କରିବାକୁ ଏଭଳି ପନ୍ଥା ଆପଣାଇଛି ପୋଲିସ । ଏଥିପାଇଁ ସାଧାରଣ ଲୋକଙ୍କ ସହଯୋଗ ମଧ୍ୟ ଲୋଡିଛି ପୋଲିସ । ସବୁ ଥାନା ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ହୋଇଥିବାContinue reading “ଧରିବାକୁ ଚୋର, ପୋଲିସ ମାରିଲା ପୋଷ୍ଟର । ସୂଚନା ଦେଲେ ମିଳିବ ୧୦ ହଜାର ଟଙ୍କାର ପୁରସ୍କାର ।”

Design a site like this with WordPress.com
Get started