କନକ ବ୍ୟୁରୋ : କିଛି ଦିନର ଅପେକ୍ଷା । ଅଯୋଧ୍ୟାର ଭବ୍ୟ ରାମମନ୍ଦିରରେ ଶୋଭା ପାଇବ ରାମଲାଲାଙ୍କ ବିଗ୍ରହ । ୨୨ ତାରିଖ ପ୍ରାଣପ୍ରତିଷ୍ଠା ପରେ ୨୩ ତାରିଖଠୁ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରିପାରିବେ । କିଭଳି ସୁରୁଖୁରରେ ଭବ୍ୟ ପ୍ରାଣପ୍ରତିଷ୍ଠା ଆୟୋଜନ କରାଯିବ ଏନେଇ ଉତରପ୍ରଦେଶ ସରକାରଙ୍କ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ପୂରା ସହରକୁ ସାଜସଜା କରାଯିବା ସହ ବୋହୁ ପରି ସଜାଯାଉଛି । ସେପଟେ ନେପାଳ ସହ ଦେଶର ବିଭିନ୍ନ ସ୍ଥାନରୁContinue reading “ଅଯୋଧ୍ୟାରୁ ଆସିଲା ବଡ ଖବର । ଗର୍ଭଗୃହରେ ପ୍ରତିଷ୍ଠା ହେବ କଳାରଙ୍ଗ ପଥର ନିର୍ମିତ ରାମଲାଲା ବିଗ୍ରହ, ୫୧ଇଂଚ ରହିବ ମୂର୍ତ୍ତିର ଉଚ୍ଚତା”
Category Archives: News
ବଢ଼ିଲା ଛତିଶଗଡ ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଅଡୁଆ । ଇଡି ଚାର୍ଜସିଟରେ ବଘେଲଙ୍କ ନାଁ, ଜେରା ପାଇଁ ମିଳିପାରେ ସମନ
କନକ ବ୍ୟୁରୋ : ମହାଦେବ ବେଟିଂ ଆପ ଦୁର୍ନୀତି ମାମଲାରେ ବଢ଼ୁଛି ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଷ ବାଘେଲଙ୍କ ଅଡୁଆ । ଇଡି ଚାର୍ଜସିଟରେ ବାଘେଲଙ୍କ ନାଁ ରହିଥିବା ଜଣାପଡିଛି । ଚାର୍ଜସିଟରେ ବଘେଲଙ୍କ ନାଁ ରହିବା ପରେ ଖୁବ ଶିଘ୍ର ସମନ ପଠାଯାଇ ତାଙ୍କୁ ଜେରା ପାଇଁ ଡକାଯାଇପାରେ । ଚାର୍ଜସିଟରେ କୁହାଯାଇଛି ଗିରଫ ଅଭିଯୁକ୍ତ ଅସୀମ ଦାସ ମହାଦେବ ବେଟିଂ ଆପ ପ୍ରମୋଟର ପାଇଁ ଭାରତରେ କାମ କରୁଥିଲା । ଚଢ଼ାଉରେ ତାଙ୍କଠୁ କୋଟିContinue reading “ବଢ଼ିଲା ଛତିଶଗଡ ପୂର୍ବ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଅଡୁଆ । ଇଡି ଚାର୍ଜସିଟରେ ବଘେଲଙ୍କ ନାଁ, ଜେରା ପାଇଁ ମିଳିପାରେ ସମନ”
ପୁଣି ଇତିହାସ ରଚିଲା ଇସ୍ରୋ । ଭାରତର ‘ସୂର୍ଯ୍ୟମିଶନ’କୁ ସଫଳତା, ଲକ୍ଷ୍ୟସ୍ଥଳରେ ପହଁଚିଲା ‘ଆଦିତ୍ୟ ଏଲ-ୱାନ’
କନକ ବ୍ୟୁରୋ : ଚନ୍ଦ୍ରଯାନର ସଫଳତାର ଉତ୍ସାହ ଏଯାଏଁ ଯାଇନି । ଏହାଭିତରେ ଆଉ ଏକ ଖୁସିର କାରଣ ଦେଶବାସୀଙ୍କୁ ଦେଇଛି ଇସ୍ରୋ । ସୂର୍ଯ୍ୟ ମିଶନ ପାଇଁ ସ୍ୱତନ୍ତ୍ର ଯାନର ସଫଳ ଉତକ୍ଷେପଣ ପରେ ଲକ୍ଷ୍ୟସ୍ଥଳରେ ପହଁଚିଛି ଆଦିତ୍ୟ-ଏଲ-ୱାନ । ଏଲ୍-ୱାନ ପଏଂଟରେ ୫ ବର୍ଷ ଯାଏଁ କାମ କରିବ ଆଦିତ୍ୟ ଏଲ ୱାନ୍ । ହେଲୋ ଅରବିଟରେ ପ୍ରଦକ୍ଷେଣ କରିବ । ସୌରମଣ୍ଡଳର ଚୁମ୍ବକୀୟ କ୍ଷେତ୍ର ଓ ପୃଥିବୀ ଉପରେ ସୌର ବିକିରଣ ସଂପର୍କରେContinue reading “ପୁଣି ଇତିହାସ ରଚିଲା ଇସ୍ରୋ । ଭାରତର ‘ସୂର୍ଯ୍ୟମିଶନ’କୁ ସଫଳତା, ଲକ୍ଷ୍ୟସ୍ଥଳରେ ପହଁଚିଲା ‘ଆଦିତ୍ୟ ଏଲ-ୱାନ’”
ଆଉ ପାଦେ ଆଗକୁ ବଢିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ । ଏଣିକି ରେଳରେ ଯାଇହେବ ଦଶପଲ୍ଲା
କନକ ବ୍ୟୁରୋ: ଦଶପଲ୍ଲା ରେଳଷ୍ଟେସନର ହେଲା ଲୋକାର୍ପଣ । ଲୋକେ ଏଣିକି ଦଶପଲ୍ଲା ଯାଏଁ ଟ୍ରେନରେ ଯାଇପାରିବେ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବହୁ ପ୍ରତିକ୍ଷିତ ଦଶପଲ୍ଲା ରେଳଷ୍ଟେସନର ଲୋକାର୍ପଣ କରିଛନ୍ତି । ଏଥିସହ ଟ୍ରେନ ଚଳାଚଳର ଶୁଭାରମ୍ଭ ବି ହୋଇଛି । ଦଶପଲ୍ଲାକୁ ଏଣିକି ଦୈନିକ ୪ଟି ଟ୍ରେନ ଚାଲିବ । ଏଥିମଧ୍ୟରୁ ୨ଟି ପାସେଞ୍ଜର ଟ୍ରେନ ଥିବାବେଳେ ଗୋଟିଏ ଏକ୍ସପ୍ରେସ ଓ ଗୋଟିଏ ମେମୁ ଟ୍ରେନ ରହିଛି । କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି, ଦଶପଲ୍ଲାରେContinue reading “ଆଉ ପାଦେ ଆଗକୁ ବଢିଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ । ଏଣିକି ରେଳରେ ଯାଇହେବ ଦଶପଲ୍ଲା”
ବିଜେପି ଦେବ ଆଗୁଆ ଟିକେଟ ! ‘୨୪’ରେ ସରକାର ଗଢିବାକୁ ରାଉରକେଲାରୁ ରଣନୀତି ।
କନକ ବ୍ୟୁରୋ: ୨୪ ପାଇଁ ବିଜେପିର ରୋଡ ମ୍ୟାପ ପ୍ରସ୍ତୁତ । ଶୁକ୍ରବାର ରାଉରକେଲାରେ ବିଜେପିର ଚିନ୍ତନ ବୈଠକରେ ରାଜ୍ୟରେ ସରକାର କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ । ଏବେ ଅପେକ୍ଷା କେନ୍ଦ୍ରୀୟ ନେତୃତ୍ୱର ଗ୍ରୀନ ସିଗନାଲକୁ । ସବୁ ଠିକଠାକ ରହିଲେ ଖୁବଶୀଘ୍ର ଆଗୁଆ ଟିକେଟ ଘୋଷଣା କରିପାରେ ରାଜ୍ୟ ବିଜେପି । ଏ ନେଇ ଚିନ୍ତନ ବୈଠକରେ ରାଜ୍ୟ ନେତାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ନେତା । ସୂଚନା ଅନୁସାରେ, କମContinue reading “ବିଜେପି ଦେବ ଆଗୁଆ ଟିକେଟ ! ‘୨୪’ରେ ସରକାର ଗଢିବାକୁ ରାଉରକେଲାରୁ ରଣନୀତି ।”
ବାଟରେ ଅଟକିଲେ ରାଜ୍ୟପାଳ, ବୁଝିଲେ ସମସ୍ୟା । ମହିଳାଙ୍କ ଭଙ୍ଗା ଘର ଦେଖି, ତୁରନ୍ତ ଘର ଯୋଗାଇ ଦେବାକୁ ଦେଲେ ନିର୍ଦ୍ଦେଶ ।
କନକ ବ୍ୟୁରୋ: ରାଜ୍ୟପାଳ ଏକ ସାମ୍ବିଧାନିକ ପଦବୀ । ଏହାକୁ ବି ଲୋକାଭିମୁଖୀ କରିହେବ, ଏକଥା ପୁଣି ଥରେ ପ୍ରମାଣ କରିଛନ୍ତି ରାଜ୍ୟପାଳ । ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ଜଣେ ମହିଳାଙ୍କ ଅନୁରୋଧ ରକ୍ଷା କରି ତାଙ୍କ ଭଙ୍ଗାଘରକୁ ଯାଇଥିଲେ ରଘୁବର ଦାସ । ଘରର ଦୟନୀୟ ସ୍ଥିତି ଦେଖି ସେ ଆଶ୍ଚର୍ଯ୍ୟ ହେବା ସହ ତୁରନ୍ତ ଘର ଖଣ୍ଡେ ପାଇଁ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଉContinue reading “ବାଟରେ ଅଟକିଲେ ରାଜ୍ୟପାଳ, ବୁଝିଲେ ସମସ୍ୟା । ମହିଳାଙ୍କ ଭଙ୍ଗା ଘର ଦେଖି, ତୁରନ୍ତ ଘର ଯୋଗାଇ ଦେବାକୁ ଦେଲେ ନିର୍ଦ୍ଦେଶ ।”
ଖେଳୁ ଖେଳୁ ସରିଗଲା ଆୟୁଷ । ପୋଖରୀରେ ବୁଡି ଦୁଇ କୁନି ଶିଶୁଙ୍କର ମୃତ୍ୟୁ ।
କନକ ବ୍ୟୁରୋ: ଖେଳୁ ଖେଳୁ ସରିଗଲା ସମୟ, ଜୀବନ ଜିଇଁବା ପୂର୍ବରୁ ପୁରିଗଲା ଆୟୁଷ । ଜୀବନକୁ ବୁଝିବା ଆଗରୁ ସବୁଦିନ ପାଇଁ ଆଖି ବୁଝିଦେଲେ ଦୁଇ କଅଁଳା ଶିଶୁ । ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଭାଇ-ଭଉଣୀ ଦୁଇ ଜଣ । ଷ୍ଟ୍ରେଚର ଉପରେ ପୁଅ-ଝିଅଙ୍କ ମୃତଦେହ ପଡିଥିବା ବେଳେ କାନ୍ଦବୋବାଳିରେ ଫାଟି ପଡୁଛି ଡାକ୍ତରଖାନା ପରିସର । ପିଲାଙ୍କୁ ହରାଇ ବୁକୁ ଫଟେଇ କାନ୍ଦୁଛନ୍ତି ମା’ । କାହ୍ନୁ ଜେନା, ବୟସ-୩ ବର୍ଷ ଗେହ୍ଲContinue reading “ଖେଳୁ ଖେଳୁ ସରିଗଲା ଆୟୁଷ । ପୋଖରୀରେ ବୁଡି ଦୁଇ କୁନି ଶିଶୁଙ୍କର ମୃତ୍ୟୁ । “
ଆଜିଠୁ ଆରମ୍ଭ ହେଲା ବିଏସକେୱାଇ ନବୀନ କାର୍ଡ ପାଇଁ ପଞ୍ଜିକରଣ । ହସ୍ପିଟାଲରେ ମିଳିବ କ୍ୟାସଲେସ୍ ଚିକିତ୍ସା ସେବା । ତେଜିଲା ରାଜନୈତିକ ବୟାନବାଜି
କନକ ବ୍ୟୁରୋ: ପ୍ରତ୍ୟେକ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତ୍ୟେକ ଜନମଙ୍ଗଳକାରୀ ସରକାରଙ୍କ ଦାୟିତ୍ୱ ହୋଇଥାଏ । କିନ୍ତୁ ଜନସଂଖ୍ୟା ବୃଦ୍ଧି ସହ ବିଭିନ୍ନ ପ୍ରକାରର ରୋଗ ଯୋଗୁଁ ସମସ୍ତେ ଭଲ ସ୍ୱାସ୍ଥ୍ୟ ସେବା ପାଇବା ସମ୍ଭବ ହେଉନାହିଁ । ବିଶେଷ କରି, ବିଜୁ ସ୍ୱାସ୍ଥ୍ୟ କାର୍ଡରେ ସାମିଲ ହେବାରୁ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କ ପାଇଁ ଭଲ ସ୍ୱାସ୍ଥ୍ୟ ସେବା ପାଇବା ବଡ ଆହ୍ୱାନ ପାଲଟିଛି । ଯାହାକୁ ଦୂର କରିବା ପାଇଁ ରାଜ୍ୟ ସରକାରContinue reading “ଆଜିଠୁ ଆରମ୍ଭ ହେଲା ବିଏସକେୱାଇ ନବୀନ କାର୍ଡ ପାଇଁ ପଞ୍ଜିକରଣ । ହସ୍ପିଟାଲରେ ମିଳିବ କ୍ୟାସଲେସ୍ ଚିକିତ୍ସା ସେବା । ତେଜିଲା ରାଜନୈତିକ ବୟାନବାଜି”
ଓଡିଶାରେ ପାଦ ଦେଉ ଦେଉ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନୂଆ କଂଗ୍ରେସ ପ୍ରଭାରୀ । ଦଳୀୟ ନେତାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ କଲେ ଅଜୟ କୁମାର
କନକ ବ୍ୟୁରୋ: ରାଜ୍ୟ କଂଗ୍ରେସ ଶିବିରରେ ନାହିଁ ନଥିବା ଉତ୍ସାହ । ଗୋଟିଏ ପଟେ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା, ଅନ୍ୟପଟେ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି କଂଗ୍ରେସର ନୂଆ ପ୍ରଭାରୀ । ଅଜୟ କୁମାରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ତାଙ୍କୁ ପାଛୋଟି ଆଣିଛି ପିସିସି । ଓଡ଼ିଶା ଆସୁ ଆସୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ରୁଦ୍ଧଦ୍ୱାର ବୈଠକ କରି ଗୁରୁମନ୍ତ୍ର ଦେଇଛନ୍ତି ଅଜୟ କୁମାର । ଯେଉଁContinue reading “ଓଡିଶାରେ ପାଦ ଦେଉ ଦେଉ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନୂଆ କଂଗ୍ରେସ ପ୍ରଭାରୀ । ଦଳୀୟ ନେତାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ କଲେ ଅଜୟ କୁମାର”
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗଡ଼ିଲା ଶ୍ରୀଜଗନ୍ନାଥ ରଥ । ସାରା ରାଜ୍ୟରେ ବୁଲି ପ୍ରତି ଘରୁ ସଂଗ୍ରହ କରାଯିବ ଗୁଆ, ଚାଉଳ
କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ପ୍ରସ୍ତୁତ ହେଉଛି ଯଜ୍ଞ ମଣ୍ଡପ । ୧୧ ତାରିଖରୁ ଯଜ୍ଞ ପାଇଁ ପ୍ରକ୍ରିୟା ଆରମ୍ଭ ହେବ, ୧୭ ତାରିଖରେ ପୂର୍ଣ୍ଣାହୁତି ହେବ । ଏହି ଅବସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ଏହି ଉତ୍ସବରେ ପ୍ରତ୍ୟେକ ଜଗା ପ୍ରେମୀଙ୍କୁ ଯୋଡିବା ପାଇଁ ସ୍ୱତନ୍ତ୍ର ପ୍ରୟାସ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର । ଗଡିଲା ଶ୍ରୀଜଗନ୍ନାଥContinue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗଡ଼ିଲା ଶ୍ରୀଜଗନ୍ନାଥ ରଥ । ସାରା ରାଜ୍ୟରେ ବୁଲି ପ୍ରତି ଘରୁ ସଂଗ୍ରହ କରାଯିବ ଗୁଆ, ଚାଉଳ”