ପୋଖରୀରେ ବୁଡି ଲିଭିଗଲା ଦୁଇ କଅଁଳ ଶିଶୁଙ୍କ ଜୀବନ ଦୀପ । ମୃତ ଦୁଇ ଶିଶୁ ସଂପର୍କୀୟ ଭାଇ-ଭଉଣୀ

କନକ ବ୍ୟୁରୋ: ପୋଖରୀରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ । ଖେଳୁ ଖେଳୁ ପୋଖରୀରେ ପଡିଯିବାରୁ ଦୁଇଟି ନିଷ୍ପାପ ଶିଶୁଙ୍କ ଜୀବନ ଦୀପ ଲିଭି ଯାଇଛି । ମୃତକ ଦୁଇ ଜଣ ସଂପର୍କୀୟ ଭାଇ-ଭଉଣୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କୁଳସାହିରୁ ଏମିତି ଏକ ଦୁଃଖଦ ଖବର ଆସିଛି । ମୃତ ଶିଶୁ ଦୁଇ ଜଣ ହେଉଛନ୍ତି କୁଳସାହି ଗାଁର ମାନସ ଜେନାଙ୍କ ପୁଅ କାହ୍ନୁ ଜେନା ଓ ମିଥୁନ୍ ଜେନାଙ୍କ ଝିଅ ରୂପା ଜେନାContinue reading “ପୋଖରୀରେ ବୁଡି ଲିଭିଗଲା ଦୁଇ କଅଁଳ ଶିଶୁଙ୍କ ଜୀବନ ଦୀପ । ମୃତ ଦୁଇ ଶିଶୁ ସଂପର୍କୀୟ ଭାଇ-ଭଉଣୀ”

ଭୋପାଳରେ ବେଆଇନ ଭାବେ ଚାଲିଥିଲା ବାଳିକା ଆଶ୍ରୟ ଗୃହ । ଏବେ ୨୬ ନାବାଳିକା ନିଖୋଜ

କନକ ବ୍ୟୁରୋ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ବେଆଇନ ଭାବେ ଚାଲିଥିବା ଏକ ବାଳିକା ଆଶ୍ରୟ ଗୃହରୁ ୨୬ ଜଣ ବାଳିକା ନିଖୋଜ ହୋଇଯାଇଛନ୍ତି । ଏହି ବାଳିକାମାନେ ଗୁଜରାଟ, ଝାଡଖଣ୍ଡ, ରାଜସ୍ଥାନ ବ୍ୟତୀତ ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ସେପଟେ ବିନା ଅନୁମତିରେ ବାଳିକା ଗୃହ ଚଳାଉଥିବା ନେଇ ପୋଲିସ ନିଜ ତରଫରୁ ମାମଲା ରୁଜୁ କରିଛି । ରାଷ୍ଟ୍ରୀୟ ଶିଶୁ ଆୟୋଗର ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋ ଏହି ମାମଲାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟ ସଚିବContinue reading “ଭୋପାଳରେ ବେଆଇନ ଭାବେ ଚାଲିଥିଲା ବାଳିକା ଆଶ୍ରୟ ଗୃହ । ଏବେ ୨୬ ନାବାଳିକା ନିଖୋଜ”

ହାଇଟେକ୍ ବିସ୍ଫୋରଣକୁ ନେଇ ଥାନାରେ ଏତଲା । ଡାକ୍ତରଖାନା ବିରୋଧରେ ଏତଲା ଦେଲେ ମୃତ ଦିଲ୍ଲୀପଙ୍କ ମାଆ ଓ ଏସି ଟେକ୍ନିସିଆନ ଆସୋସିଏସନ୍

କନକ ବ୍ୟୁରୋ: ହାଇଟେକ୍ ବିସ୍ଫୋରଣକୁ ନେଇ ଥାନାରେ ଏତଲା ଦିଆଯାଇଛି । ହାଇଟେକ୍ ହସ୍ପିଟାଲ ବିରୋଧରେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ମାଆ ଅହଲ୍ୟା ସାମନ୍ତରାୟ ଓ ଏସି ଟେକ୍ନିସିଆନ ଆସୋସିଏସନ୍ । ମଞ୍ଚେଶ୍ୱର ଥାନା ଅଧିକାରୀଙ୍କୁ ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ତୃତୀୟ ମୃତ ବ୍ୟକ୍ତ ଜଣଙ୍କ ଦିଲ୍ଲୀପ ସାମନ୍ତରାୟ । ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତି ୩ଟାରୁContinue reading “ହାଇଟେକ୍ ବିସ୍ଫୋରଣକୁ ନେଇ ଥାନାରେ ଏତଲା । ଡାକ୍ତରଖାନା ବିରୋଧରେ ଏତଲା ଦେଲେ ମୃତ ଦିଲ୍ଲୀପଙ୍କ ମାଆ ଓ ଏସି ଟେକ୍ନିସିଆନ ଆସୋସିଏସନ୍”

ମାଫିଆ କାଜଲଙ୍କ ୮୦ କୋଟିର ବଙ୍ଗଳା ଦେଖି ତାଜୁବ ପୋଲିସ । ଜାଣନ୍ତୁ କିଏ ଓ କେଉଁ ଉଦ୍ଦେଶ୍ୟରେ କାଜଲଙ୍କୁ ଦେଇଥିଲା ଏହି ବଙ୍ଗଳା

କନକ ବ୍ୟୁରୋ : ମାଫିଆ କାଜଲ ଝା ଦିଲ୍ଲୀରେ ୮୦ କୋଟି ଟଙ୍କାର ବଙ୍ଗଳା ନିର୍ମାଣ କରିଥିଲେ । କାଜଲ ଝାର ଏହି ୮୦ କୋଟି ଟଙ୍କା ମୂଲ୍ୟର ବଙ୍ଗଳାକୁ ଏବେ ନୋଏଡା ପୋଲିସ ସିଲ୍ କରିଦେଇଛି । କାଜଲ ଝା ହେଉଛି ଏକ ମାଫିଆ ଯିଏ ଗ୍ୟାଙ୍ଗଷ୍ଟର ରବି କାନାର କଳା ବ୍ୟବସାୟକୁ ପରିଚାଳନା କରୁଥିଲା । ନୋଏଡା ପୋଲିସ ବର୍ତ୍ତମାନ ରବି କାନାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ବ୍ୟସ୍ତ ଅଛି । ସ୍କ୍ରାପ୍ ମାଫିଆContinue reading “ମାଫିଆ କାଜଲଙ୍କ ୮୦ କୋଟିର ବଙ୍ଗଳା ଦେଖି ତାଜୁବ ପୋଲିସ । ଜାଣନ୍ତୁ କିଏ ଓ କେଉଁ ଉଦ୍ଦେଶ୍ୟରେ କାଜଲଙ୍କୁ ଦେଇଥିଲା ଏହି ବଙ୍ଗଳା”

ହଳଦିଆ ଜଳପ୍ରପାତ: ଚାଇନାର ବୃହତ୍ତମ ଜଳପ୍ରପାତ ଉପରେ ଶୀତର ପ୍ରଭାବ :  ପାଣି ହଳଦିଆରୁ ଧଳା ରଙ୍ଗ ହେଇଗଲା ।

ହୁକୋଉ ଜଳପ୍ରପାତ ବା ହଳଦିଆ ଜଳପ୍ରପାତ: ଚାଇନାର ହୁକୋଉ  ଜଳପ୍ରପାତ ହେଉଛି ବିଶ୍ୱର ସବୁଠାରୁ ବଡ ହଳଦିଆ ଜଳପ୍ରପାତ ।  ଗୁଇଜୋ ପ୍ରଦେଶର ହୁଆଙ୍ଗଗୁଶୁ ଜଳପ୍ରପାତ ପରେ ଏହା ଚାଇନାରେ ଦ୍ୱିତୀୟ ବୃହତ୍ତମ ଜଳପ୍ରପାତ ଅଟେ । ପ୍ରବଳ ଥଣ୍ଡା ହେତୁ ଏହି ଜଳପ୍ରପାତର ପାଣି ସବୁ ବରଫ ପାଲଟି ଯାଇଛି । -୧୦  ଡିଗ୍ରୀ ତାପମାତ୍ରାର ସମ୍ମୁଖୀନ ହେଉଥିବା ଏହି ଜଳପ୍ରପାତ ବର୍ତ୍ତମାନ ସମ୍ପୂର୍ଣ୍ଣ ଧଳା ହୋଇଯାଇଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହାକୁContinue reading “ହଳଦିଆ ଜଳପ୍ରପାତ: ଚାଇନାର ବୃହତ୍ତମ ଜଳପ୍ରପାତ ଉପରେ ଶୀତର ପ୍ରଭାବ :  ପାଣି ହଳଦିଆରୁ ଧଳା ରଙ୍ଗ ହେଇଗଲା ।”

ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ନଛୋଡ଼ ବନ୍ଧା ଡ୍ରାଇଭର ସଂଘ । କହିଲେ, ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ରର ନୂଆ ଆଇନ୍ ବିରୋଧରେ ଜାରି ରହିବ ଆନ୍ଦୋଳନ

କନକ ବ୍ୟୁରୋ : ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆଉ କେତେ ଦିନ ଚାଲିବ ତାହା କେନ୍ଦ୍ର ସରକାରଙ୍କ ନିଷ୍ପତି ଉପରେ ନିର୍ଭର କରେ । ଓଡ଼ିଶାର ଡ୍ରାଇଭରମାନେ କେନ୍ଦ୍ର ସରକାରଙ୍କ ନୂଆ ଆଇନ ହିଟ୍ ଆଣ୍ଡ ରନ୍ ଓ ରାଜ୍ୟ ସରକାରଙ୍କ ନିକଟରେ ପୂର୍ବରୁ ରଖିଥିବା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାର ପ୍ରଭାବ ଆଜି ରାସ୍ତା ଘାଟରେ ଦେଖିବାକୁ ମିଳିଛି ରାଜ୍ୟ ଡ୍ରାଇଭର ସଂଘ ସହ ପରିବହନ କମିଶନର ଅମିତାଭ ଠାକୁର ବୈଠକContinue reading “ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ନଛୋଡ଼ ବନ୍ଧା ଡ୍ରାଇଭର ସଂଘ । କହିଲେ, ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ରର ନୂଆ ଆଇନ୍ ବିରୋଧରେ ଜାରି ରହିବ ଆନ୍ଦୋଳନ”

ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ପ୍ରଭାବିତ ହୋଇଛି ପେଟ୍ରୋଲ, ଡିଜେଲ ପରିବହନ । ପେଟ୍ରୋଲ ଭରିବାକୁ ପେଟ୍ରୋଲ ପମ୍ପରେ ଲୋକଙ୍କ ପ୍ରବଳ ଭିଡ ।

କନକ ବ୍ୟୁରୋ: ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ପେଟ୍ରୋଲ, ଡିଜେଲ ପରିବହନ ପ୍ରଭାବିତ ହୋଇଛି । ଗତକାଲି ରାଜ୍ୟରେ ୨୦ ପ୍ରତିଶତ ଅଧିକ ପେଟ୍ରୋଲ ଡିଜେଲ ବିକ୍ରି ହୋଇଛି । ସେହିଭଳି ଆନ୍ଦୋଳନ ଯୋଗୁଁ ଗତକାଲି ପେଟ୍ରୋଲ ଓ ଡିଜେଲ ଲୋଡିଂ ୭୫ ପ୍ରତିଶତ କମିଛି । କାଲି ମାତ୍ର ୨୫ ପ୍ରତିଶତ ଗାଡ଼ିରେ ତେଲ ଲୋଡିଂ ହୋଇଥିଲା । ଆଜି ପାରାଦୀପ ଡିପୋରୁ ତେଲ ଲୋଡିଂ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଜଟଣୀ ଓContinue reading “ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ପ୍ରଭାବିତ ହୋଇଛି ପେଟ୍ରୋଲ, ଡିଜେଲ ପରିବହନ । ପେଟ୍ରୋଲ ଭରିବାକୁ ପେଟ୍ରୋଲ ପମ୍ପରେ ଲୋକଙ୍କ ପ୍ରବଳ ଭିଡ ।”

ଅଯୋଧ୍ୟା ରାମ ମନ୍ଦିରରେ ବ୍ୟବହାର ହୋଇନି ୧ ଗ୍ରାମର ଲୁହା କି ସିମେଣ୍ଟ । ଜାଣନ୍ତୁ ଏହା ପଛର ରୋଚକ କାରଣ ।

କନକ ବ୍ୟୁରୋ: ଶ୍ରୀରାମ ଭକ୍ତଙ୍କ ଅନେକ ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । କାରଣ ଆଉ ମାତ୍ର କିଛି ଦିନ ପରେ ପ୍ରତିଷ୍ଠା ହେବ ପୁରୁଷୋତ୍ତମ ଶ୍ରୀରାମଙ୍କ ଭବ୍ୟ ମନ୍ଦିର । ଜାନୁଆରୀ ୨୨ରେ ଏହାର ପ୍ରାଣ ପ୍ରତିଷ୍ଠା ହେବ । ଏହା ପରେ ବି ମନ୍ଦିର କାର୍ଯ୍ୟ ଜାରି ରହିବ । କାରଣ, ଏହି ମନ୍ଦିର ୩ ମହଲା ବିଶିଷ୍ଟ ହେବ ଏବଂ ଏହାର ପ୍ରଥମ ମହଲା ନିର୍ମାଣ ଶେଷ ହୋଇଛି । ଏବେContinue reading “ଅଯୋଧ୍ୟା ରାମ ମନ୍ଦିରରେ ବ୍ୟବହାର ହୋଇନି ୧ ଗ୍ରାମର ଲୁହା କି ସିମେଣ୍ଟ । ଜାଣନ୍ତୁ ଏହା ପଛର ରୋଚକ କାରଣ ।”

କେନ୍ଦ୍ରାପଡ଼ା ଗସ୍ତ ବେଳେ ବାଟରେ ଅଟକିଲେ ରାଜ୍ୟପାଳ । ମହିଳାଙ୍କ ଅନୁରୋଧ ରକ୍ଷା କରି ତାଙ୍କ ଭଙ୍ଗା ଘରକୁ ଦେଖିବାକୁ ଗଲେ ରଘୁବର ଦାସ

କନକ ବ୍ୟୁରୋ : ରାଜ୍ୟରେ ରାଜ୍ୟପାଳ ହୋଇ ଆସିବା ପରେ ଗୋଟିଏ ପରେ ଗୋଟିଏ ପ୍ରଶଂସନୀୟ କାର୍ଯ୍ୟ କରିବାରେ ଲାଗିଛନ୍ତି ମହାମହିମ ରଘୁବର ଦାସ । ମହାମହିମ ରାଜ୍ୟପାଳଙ୍କ କେନ୍ଦ୍ରାପଡା ଗସ୍ତ ସମୟରେ ଏଭଳି କିଛି ଘଟଣା ଘଟିଯାଇଛି । ରାଜ୍ୟପାଳ କେନ୍ଦ୍ରାପଡା ଯାଉଥିବା ଜାଣି ଜଜାଙ୍ଗ ରାସ୍ତାରେ ତାଙ୍କ କାରକେଡ ଅଟକାଇଥିଲେ ସ୍ଥାନୀୟ ଅଂଚଳର ଜଣେ ମହିଳା । ଘର ଭାଙ୍ଗି ଯିବା ପରେ ପଲା ବାନ୍ଧି ରହୁଥିବା ସସ୍ମିତା ତ୍ରିପାଠୀ, ରାଜ୍ୟପାଳଙ୍କୁ ଅଟକାଇ ତାଙ୍କContinue reading “କେନ୍ଦ୍ରାପଡ଼ା ଗସ୍ତ ବେଳେ ବାଟରେ ଅଟକିଲେ ରାଜ୍ୟପାଳ । ମହିଳାଙ୍କ ଅନୁରୋଧ ରକ୍ଷା କରି ତାଙ୍କ ଭଙ୍ଗା ଘରକୁ ଦେଖିବାକୁ ଗଲେ ରଘୁବର ଦାସ”

ଡ୍ରାଇଭର ଆନ୍ଦୋଳନ ସ୍ଥଗିତକୁ ନେଇ ଦ୍ୱନ୍ଦ ।  ପରିବହନ କମିଶନର କହିଲେ, ସଫଳ ହୋଇଛି ଆଲୋଚନା, ଡ୍ରାଇଭର ମହାସଂଘ କହିଲା, ଜାରି ରହିବ ଆନ୍ଦୋଳନ

କନକ ବ୍ୟୁରୋ :  ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ସୃଷ୍ଟି ହେଲା ଦ୍ୱନ୍ଦ୍ୱ । ଡ୍ରାଇଭର ସଂଘ ସହ ଆଲୋଚନା ପରେ ପରିବହନ କମିଶନର କହିଲେ, ଆଲୋଚନା ସଫଳ ହୋଇଛି । ହେଲେ ଡ୍ରାଇଭର ମହସଂଘ କମିଶନରଙ୍କ କଥାକୁ ଖଣ୍ଡନ କରିବା ସହ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । କେନ୍ଦ୍ରୀୟ ଆଇନକୁ ବିରୋଧ କରିବା ସହ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପୂରଣରେ ବିଫଳତାକୁ ଦାୟି କରି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନ କରୁଛି ଓଡ଼ିଶା ଡ୍ରାଇଭରContinue reading “ଡ୍ରାଇଭର ଆନ୍ଦୋଳନ ସ୍ଥଗିତକୁ ନେଇ ଦ୍ୱନ୍ଦ ।  ପରିବହନ କମିଶନର କହିଲେ, ସଫଳ ହୋଇଛି ଆଲୋଚନା, ଡ୍ରାଇଭର ମହାସଂଘ କହିଲା, ଜାରି ରହିବ ଆନ୍ଦୋଳନ”

Design a site like this with WordPress.com
Get started