ଆଜିଠୁ ରାଜ୍ୟର ରେଳ ମାନଚିତ୍ରରେ ଯୋଡ଼ି ହେଲା ଦଶପଲ୍ଲା । ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ପ୍ରଥମ ଥର ପାଇଁ ଦଶପଲ୍ଲାକୁ ଗଡ଼ିବ ୪ଟି ଟ୍ରେନ୍

କନକ ବ୍ୟୁରୋ : ଏଣିିକି ରେଳରେ ଯାଇ ହେଲା ଦଶପଲ୍ଲା । ଦଶପଲ୍ଲା ଷ୍ଟେସନର ଉଦଘାଟନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ । ଦଶପଲ୍ଲାକୁ ନିୟମିତ ରେଳ ଚଳାଚଳ ପାଇଁ ସମୟ ନିର୍ଦ୍ଧାରଣ ହୋଇଛି । ଦଶପଲ୍ଲାରୁ ପୁରୀ ଯିବାକୁ ଥିବା ଟ୍ରେନ ନମ୍ବର ୦୮୪୩୦ ଦଶପଲ୍ଲାରୁ ସକାଳ ୬ଟା ୩୦ରେ ବାହାରିବ । ଏହି ଟ୍ରେନ ପୁରୀରେ ପୂର୍ବାହ୍ନ ୧୧ଟା ୧୫ରେ ପହଂଚିବ । ସେହିପରି ପୁରୀରୁ ଦଶପଲ୍ଲା ଆସିବାକୁ ଥିବା ଟ୍ରେନ ପୁରୀରୁContinue reading “ଆଜିଠୁ ରାଜ୍ୟର ରେଳ ମାନଚିତ୍ରରେ ଯୋଡ଼ି ହେଲା ଦଶପଲ୍ଲା । ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ପ୍ରଥମ ଥର ପାଇଁ ଦଶପଲ୍ଲାକୁ ଗଡ଼ିବ ୪ଟି ଟ୍ରେନ୍”

ବାଲେଶ୍ୱରରେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ବିକାଶ କାର୍ଯ୍ୟର କଲେ ସମୀକ୍ଷା । ଛାତ୍ରଛାତ୍ରୀଙ୍କୁ ଦେଲେ ବିକାଶର ଟିପ୍ସ ।

କନକ ବ୍ୟୁରୋ: ବାଲେଶ୍ୱରରେ ବିକାଶ କାର୍ଯ୍ୟର ସମୀକ୍ଷା କଲେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ପୋଲିସ ଲାଇନ ପଡ଼ିଆରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହୋଇ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଓ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ଫାଇଭ-ଟି ଅଧ୍ୟକ୍ଷ କହିଛନ୍ତି, ବିଭିନ୍ନ ବିକାଶ କାର୍ଯ୍ୟ ଲାଗି ବାଲେଶ୍ୱର ଜିଲ୍ଲା ଗତ ୬ମାସ ମଧ୍ୟରେ ୧ ହଜାର ୩୮ କୋଟି ଟଙ୍କା ପାଇଛି । ଗ୍ରାମାଞ୍ଚଳରେ କିଛି ଲୋକ ବିଏସକେୱାଇ କାର୍ଡରୁ ବଞ୍ଚିିତ ଅଛନ୍ତି ।Continue reading “ବାଲେଶ୍ୱରରେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ବିକାଶ କାର୍ଯ୍ୟର କଲେ ସମୀକ୍ଷା । ଛାତ୍ରଛାତ୍ରୀଙ୍କୁ ଦେଲେ ବିକାଶର ଟିପ୍ସ ।”

ସ୍ଥଗିତ ହେଲା ଡ୍ରାଇଭରଙ୍କ ଆନ୍ଦୋଳନ । ପରିବହନ କମିଶନରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲା ରାଜ୍ୟ ଡ୍ରାଇଭର ସଂଘ ।

କନକ ବ୍ୟୁରୋ: ରାଜ୍ୟରେ ସ୍ଥଗିତ ରହିଲା ଡ୍ରାଇଭରଙ୍କ ଆନ୍ଦୋଳନ । ତୃତୀୟ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ ବ୍ୟାପକ ହେବା ପରେ ସଂଘ ସହ ଆଲୋଚନା କରିଥିଲେ ପରିବହନ କମିଶନର ଅମିତାଭ ଠାକୁର । ଡ୍ରାଇଭର ସଂଘ ସହ ଆଲୋଚନା ପରେ ସକରାତ୍ମକ ଫଳାଫଳ ମିଳିପାରିଛି ବୋଲି ସୂଚନା ଦେଇଛନ୍ତି ପରିବହନ କମିଶନର । ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ କରି ଦେଶବ୍ୟାପୀ ତେଜିଥିଲା ଡ୍ରାଇଭରଙ୍କ ଆନ୍ଦୋଳନ । ଏଥରେ ସାମିଲContinue reading “ସ୍ଥଗିତ ହେଲା ଡ୍ରାଇଭରଙ୍କ ଆନ୍ଦୋଳନ । ପରିବହନ କମିଶନରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲା ରାଜ୍ୟ ଡ୍ରାଇଭର ସଂଘ ।”

ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ, ଉତ୍ତର କୋରିଆ ନିର୍ମିତ କ୍ଷେପଣାସ୍ତ୍ର ବ୍ୟବହାର କରିଛି କି ? ଆମେରିକା ପରେ କିଭ କହିଲା ସମାନ କଥା ।

ଉଭୟ ମସ୍କୋ ଏବଂ ପ୍ୟୋଙ୍ଗୟାଙ୍ଗ କୌଣସି ପ୍ରକର ଅସ୍ତ୍ର କାରବାରକୁ ଅସ୍ୱୀକାର କରିଛନ୍ତି କିନ୍ତୁ ଗତ ବର୍ଷ ନିଜର ସୈନ୍ୟ ସମ୍ବନ୍ଧକୁ ଆହୁରି ଦୃଢ କରିବାକୁ ଶପଥ ନେଇଥିଲେ । ରୁଷ-ୟୁକ୍ରେନ ଯୁଦ୍ଧ: ଏହି ଯୁଦ୍ଧରେ ରୁଷ, ଉତ୍ତର କୋରିଆ ନିର୍ମିତ ଅସ୍ତ୍ର ବ୍ୟବହାର କରୁଛି କି ? ଏହି ପ୍ରଶ୍ନ ପୁଣି ଥରେ ମୁଣ୍ଡ ଟେକିଛି । ବାସ୍ତବରେ ଆମେରିକାର ହ୍ଵାଇଟ ହାଉସର ପୂର୍ବ ଦାବିକୁ ନିଶ୍ଚିତ କରି କିଭର  ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାରContinue reading “ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ, ଉତ୍ତର କୋରିଆ ନିର୍ମିତ କ୍ଷେପଣାସ୍ତ୍ର ବ୍ୟବହାର କରିଛି କି ? ଆମେରିକା ପରେ କିଭ କହିଲା ସମାନ କଥା ।”

ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ନିଯୁକ୍ତ ହେବା ପରେ ପ୍ରଥମ ଓଡିଶା ଗସ୍ତ । ଆସୁ ଆସୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ ।

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସ ପ୍ରଭାରୀ ନିଯୁକ୍ତ ହେଲା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛନ୍ତି ଅଜୟ କୁମାର । ଭୁବନେଶ୍ୱରରେ ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର ଏହି ବରିଷ୍ଠ ନେତାଙ୍କୁ ଓଡିଶା ପ୍ରଭାରୀ ଭାବେ ନିଯୁକ୍ତ କରିଛି । ଯାହାକୁ ନେଇ ଉତ୍ସାହିତ ରାଜ୍ୟ କଂଗ୍ରେସ । ବିମାନ ବନ୍ଦରରେ ଅଜୟ କୁମାର ପହଞ୍ଚିିବା ପରେ ପୁଷ୍ପଗୁଚ୍ଛ ସହିତ ବାଜା ବଜାଇ ସ୍ୱାଗତ କରିଛନ୍ତି ଦଳରContinue reading “ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ନିଯୁକ୍ତ ହେବା ପରେ ପ୍ରଥମ ଓଡିଶା ଗସ୍ତ । ଆସୁ ଆସୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ ।”

ନେପାଳୀମାନେ କାମ ପାଇଁ ରୁଷ-ୟୁକ୍ରେନ ଯାଇପାରିବେ ନାହିଁ : ନେପାଳ ସରକାରଙ୍କ ନୂଆ ନିୟମ ।

ନେପାଳ ନିଜ ଲୋକଙ୍କୁ କାମ ପାଇଁ ରୁଷ ଏବଂ ୟୁକ୍ରେନ ନ ଯିବାକୁ କହିଛି । ଏହା ପଛରେ ସେଠାରେ ଚାଲିଥିବା ଯୁଦ୍ଧ ଏକମାତ୍ର କାରଣ ନୁହେଁ ବୋଲି ସରକାର କହିଛନ୍ତି  ବରଂ ଏହାର ଅନ୍ୟାନ୍ୟ କାରଣ ଅଛି ।  ରୁଷ ଏବଂ ୟୁକ୍ରେନ ପକ୍ଷରୁ ନେପାଳର ଲୋକମାନେ ଯୁଦ୍ଧ କରୁଥିବା ଖବର ରହିଛି ଏବଂ ନେପାଳ ସରକାର ଏହାକୁ ନେଇ ପୂର୍ବରୁ ଚିନ୍ତିତ ଅଛନ୍ତି । ନେପାଳ ସରକାର ନିଜ ଲୋକଙ୍କୁ କାମ ପାଇଁ ୟୁକ୍ରେନContinue reading “ନେପାଳୀମାନେ କାମ ପାଇଁ ରୁଷ-ୟୁକ୍ରେନ ଯାଇପାରିବେ ନାହିଁ : ନେପାଳ ସରକାରଙ୍କ ନୂଆ ନିୟମ ।”

ସାରା ରାତି ସୁନ୍ଦରଗଡ଼ରେ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍ । ଆୟକର ଫାଙ୍କିଥିବା ଅଭିଯୋଗରେ ବ୍ୟବସାୟୀ ବିଭୁ ପଣ୍ଡାଙ୍କ ଘର, ଅଫିସରେ ଚଢ଼ଉ ।

କନକ ବ୍ୟୁରୋ: ଟିକସ ଫାଙ୍କି ଅଭିଯୋଗରେ ସୁନ୍ଦରଗଡର ବ୍ୟବସାୟୀ ବିଭୁ ପଣ୍ଡାଙ୍କ ଘରେ ଓ ଅଫିସରେ ଜାରି ରହିଛି ଆୟକର ଟିମର ରେଡ୍ । ଦ୍ୱିତୀୟ ଦିନରେ ଜାରି ରହିଛି ଏହି ରେଡ୍ । ସମ୍ବଲପୁର ଆୟକର ବିଭାଗର ୮ ଜଣିଆ ଟିମ୍ ବିଭୁ ପଣ୍ଡାଙ୍କ ଘର, କୋଇଲା ଟ୍ରାନ୍ସପୋର୍ଟ, ରାଇସ ମିଲ୍ ଆଦି ଠିକଣାରେ ରେଡ୍ ଚାଲିଛି । ମିଳିଥିବା ସୂଚନା ଅନୁସାରେ ଆୟକର ଟିମ୍ ରାତିରେ ମଧ୍ୟ ଚଢାଉ କାର୍ଯ୍ୟ ଜାରି ରଖିଥିଲା ।Continue reading “ସାରା ରାତି ସୁନ୍ଦରଗଡ଼ରେ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍ । ଆୟକର ଫାଙ୍କିଥିବା ଅଭିଯୋଗରେ ବ୍ୟବସାୟୀ ବିଭୁ ପଣ୍ଡାଙ୍କ ଘର, ଅଫିସରେ ଚଢ଼ଉ ।”

ଓଡିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ । ନିଯୁକ୍ତ ହେବା ପରେ ପ୍ରଥମ ଓଡିଶା ଗସ୍ତରେ ଅଜୟ କୁମାର । ହୋଇପାରେ ନୂଆ ରଣନୀତି ପ୍ରସ୍ତୁତି ।

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସ ପ୍ରଭାରୀ ନିଯୁକ୍ତ ହେଲା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ଅଜୟ କୁମାର । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବା ପାଇଁ କଂଗ୍ରେସ ନେତାଙ୍କ ଗହଳି ଲାଗିଛି । ତାଙ୍କୁ ସ୍ୱାଗତ କରିବାକୁ ହୋଇଛି ପୁରା ପ୍ରସ୍ତୁତି । ବିମାନ ବନ୍ଦରରୁ ଦଳୀୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଅଜୟ କୁମାରଙ୍କ ପୋଷ୍ଟର ବ୍ୟାନର ଛାଇ ଯାଇଛି । ନୂଆ ପ୍ରଭାରୀଙ୍କୁ ଏକ ଭବ୍ୟ ସମାରୋହରେ ନିଆଯିବା ପାଇଁ କରାଯାଇଛିContinue reading “ଓଡିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ । ନିଯୁକ୍ତ ହେବା ପରେ ପ୍ରଥମ ଓଡିଶା ଗସ୍ତରେ ଅଜୟ କୁମାର । ହୋଇପାରେ ନୂଆ ରଣନୀତି ପ୍ରସ୍ତୁତି ।”

ସ୍ଥଗିତ ହେବ  କି ପାକିସ୍ତାନରେ ସାଧାରଣ ନିର୍ବାଚନ ? ସଂସଦରେ ଏମିତି ପ୍ରସ୍ତାବ ପାରିତ ହୋଇଛି ।

ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ସଂସଦର ଅପର ହାଉସରେ ଏକ ସଂକଳ୍ପ ପ୍ରସ୍ତାବପାରିତ ହୋଇଯାଇଛି । ଏହି ପ୍ରସ୍ତାବରେ ୮ ଫେବୃଆରୀରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରାଯାଇଛି । ଏବେ ଦେଖିବାକୁ ବାକି ରହିଲା ଯେ ଅପର ହାଉସରେ ପାରିତ ହୋଇଥିବା ପ୍ରସ୍ତାବ ଉପରେ ସରକାର କ’ଣ ପଦକ୍ଷେପ ନେଉଛନ୍ତି । ଫେବୃଆରୀ ୮ ରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ସ୍ଥଗିତ ରଖାଯାଇପାରେContinue reading “ସ୍ଥଗିତ ହେବ  କି ପାକିସ୍ତାନରେ ସାଧାରଣ ନିର୍ବାଚନ ? ସଂସଦରେ ଏମିତି ପ୍ରସ୍ତାବ ପାରିତ ହୋଇଛି ।”

ତେଜିଲା ଡ୍ରାଇଭର ଆନ୍ଦୋଳନ । ଷ୍ଟିଅରିଂ ଛାଡି ରାଜରାସ୍ତାକୁ ଓହ୍ଲାଇଲେ ଡ୍ରାଇଭର । କଟକ, ବାଲେଶ୍ୱର, ସମେତ ବିଭିନ୍ନ ଜିଲ୍ଲାରେ ଗଡୁନି ବସ୍ ।

କନକ ବ୍ୟୁରୋ: ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ର ସରକାରଙ୍କ ନୂଆ ଆଇନକୁ ବିରୋଧ କରି ଜାରି ରହିଛି ଡ୍ରାଇଭର ଆନ୍ଦୋଳନ । ଆଇନ ପ୍ରତ୍ୟାହାର ଦାବିରେ ଦେଶ ବ୍ୟାପୀ ଆନ୍ଦୋଳନ ତୃତୀୟ ଦିନରେ ପହଁଚିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । କେନ୍ଦ୍ରୀୟ ଆଇନକୁ ବିରୋଧ ସହ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପୂରଣରେ ବିଫଳତାକୁ ଦାୟୀ କରି ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନ କରୁଛି ଓଡ଼ିଶା ଡ୍ରାଇଭର ମହାସଂଘ । ଡ୍ରାଇଭରContinue reading “ତେଜିଲା ଡ୍ରାଇଭର ଆନ୍ଦୋଳନ । ଷ୍ଟିଅରିଂ ଛାଡି ରାଜରାସ୍ତାକୁ ଓହ୍ଲାଇଲେ ଡ୍ରାଇଭର । କଟକ, ବାଲେଶ୍ୱର, ସମେତ ବିଭିନ୍ନ ଜିଲ୍ଲାରେ ଗଡୁନି ବସ୍ ।”

Design a site like this with WordPress.com
Get started