କନକ ବ୍ୟୁରୋ: ରିଟେଲ ଡିଲର୍ସ ଆସୋସିଏସନର ଆନ୍ଦୋଳନ ପ୍ରତ୍ୟାହୃତ । ଆଜିଠୁ କଟର ମହାନଗର ନିଗମ ଅଞ୍ଚଳରେ ରାସନ ସାମଗ୍ରୀ ବଣ୍ଟନ ହେବ ସ୍ୱଭାବିକ । ୨୮ ମାସର ବକେୟା ନମିଳିବା କାରଣରୁ ୫ଦିନ ଧରି ରାସନ ସାମଗ୍ରୀ ବଣ୍ଟନ ବନ୍ଦ କରିଥିଲେ ଡିଲର । ତେବେ ଶୁକ୍ରବାର କଟକ ମେୟର ସୁବାସ ସିଂ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି । ଖୁବଶୀଘ୍ର ସିଏମସି କମିଶନର, ଯୋଗାଣ ବିଭାଗContinue reading “ସିଏମସି ମେୟରଙ୍କ ସହ ଆଲୋଚନା ସଫଳ । ଆଜିଠୁ କଟକ ମହାନଗର ନିଗମ ଅଞ୍ଚଳରେ ବଣ୍ଟନ ହେବ ରାସନ ସାମଗ୍ରୀ ।”
Category Archives: News
ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ । ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ।
କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ଆଉ ଏକ ଦୁଃଖଦ ଘଟଣା । ଚିକିତ୍ସାଧିନ ଅବସ୍ଥାରେ ତୃତୀୟ ବ୍ୟକ୍ତିଙ୍କର ମୃତ୍ୟୁ । ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ବିଳମ୍ବିତ ରାତି ୩ଟାରୁ ୩.୩୦ ମଧ୍ୟରେ ଦିଲ୍ଲୀପଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଲେ ହାଇଟେକ୍ ହସ୍ପିଟାଲ କର୍ତ୍ତୃପକ୍ଷ । ସୂଚନା ମୁତାବକ, ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍ପିଟାଲରେ ଏସି କମ୍ପ୍ରେସର ରିପେୟାରିଙ୍ଗ କରୁଥିବା ସମୟରେ ବିସ୍ଫୋରଣContinue reading “ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ । ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ।”
ରାଜ୍ୟ ସରକାରଙ୍କ ପ୍ରତାରଣା ସହ କେନ୍ଦ୍ରର ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ । ଆଜିଠୁ ଜୋରଦାର ହେବ ଡ୍ରାଇଭରଙ୍କ ଆନ୍ଦୋଳନ ।
କନକ ବ୍ୟୁରୋ: ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ର ସରକାରଙ୍କ ନୂଆ ଆଇନକୁ ବିରୋଧ । ଆଜିଠୁ ଜୋରଦାର ହେବ ଡ୍ରାଇଭର ମାନଙ୍କ ଆନ୍ଦୋଳନ । ଆଇନ ପ୍ରତ୍ୟାହାର ଦାବିରେ ଦେଶ ବ୍ୟାପୀ ଆନ୍ଦୋଳନ ତୃତୀୟ ଦିନରେ ପହଁଞ୍ଚିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବସ୍, ଟ୍ରକ ଓ ଅନ୍ୟାନ୍ୟ ପରିବହନରେ ନିୟୋଜିତ ଡ୍ରାଇଭର ମାନେ ଆଜିଠୁ ଷ୍ଟିଅରିଂ ଛାଡି ରାଜାରାସ୍ତାରେ ହଲ୍ଲାବୋଲର ଚେତାବନୀ ଦେଇଛନ୍ତି । କେନ୍ଦ୍ରୀୟ ଆଇନ୍କୁ ବିରୋଧContinue reading “ରାଜ୍ୟ ସରକାରଙ୍କ ପ୍ରତାରଣା ସହ କେନ୍ଦ୍ରର ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ । ଆଜିଠୁ ଜୋରଦାର ହେବ ଡ୍ରାଇଭରଙ୍କ ଆନ୍ଦୋଳନ ।”
ଆସନ୍ତା ୨୭ ତାରିଖରେ ଲୋକାର୍ପିତ ହେବ ସମ୍ବଲପୁର ସମଲେଇ ପ୍ରକଳ୍ପ । ଏଥିପାଇଁ ଆଜିଠୁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ ପର୍ବ ।
କନକ ବ୍ୟୁରୋ: ଆସନ୍ତା ଜାନୁଆରୀ ୨୭ରେ ଲୋକାର୍ପିତ ହେବ ସମ୍ବଲପୁରର ସମଲେଇ ପ୍ରକଳ୍ପ । ଆଜିଠୁ ଆରମ ହୋଇଛି ଦେବ ନିମନ୍ତ୍ରଣ ପର୍ବ । ସକାଳ ୬ଟାରେ ମା’ଙ୍କ ପାଖରେ ପୂଜାର୍ଚ୍ଚନା ପରେ ଲୋକାପଣ ଉତ୍ସବ ପାଇଁ ଦେବ ନିମନ୍ତ୍ରଣ ପର୍ବ ଆରମ୍ଭ ହୋଇଛି । ପ୍ରଥମେ ମା ପଟନେଶ୍ୱରୀ, ମା ଦଶମତି, ମା ବାଟ ମଙ୍ଗଳା ଓ ବାବା ସୋମନାଥଙ୍କୁ ନିମନ୍ତ୍ରଣ କରାଯିବ । ପରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପାଇଁ ପ୍ରତିନିଧି ଦଳ ଭୁବନେଶ୍ୱର ଅଭିମୁଖେContinue reading “ଆସନ୍ତା ୨୭ ତାରିଖରେ ଲୋକାର୍ପିତ ହେବ ସମ୍ବଲପୁର ସମଲେଇ ପ୍ରକଳ୍ପ । ଏଥିପାଇଁ ଆଜିଠୁ ଆରମ୍ଭ ହୋଇଛି ଦେବ ନିମନ୍ତ୍ରଣ ପର୍ବ ।”
ଗଞ୍ଜାମ ଧରାକୋଟ ଢଉଗାଁ ନିକଟରେ ଦୁଇ ବସ୍ ମୁହାଁମୁହିଁ ଧକ୍କା । ଜଣେ ମୃତ, ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ । ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର ।
କନକ ବ୍ୟୁରୋ: ଗଞ୍ଜାମ ଧରାକୋଟ ଢଉଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବସ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଏକାଧିକ ଯାତ୍ରୀ ଗୁରୁତର । ଆହତ ମାନଙ୍କୁ ପ୍ରଥମେ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଜଣଙ୍କ ବସ ଡ୍ରାଇଭର କାଳିଆ ଗୌଡ ବୋଲି ପରିଚୟ ମିଳିଛି । ଭୁବନେଶ୍ୱରରୁ କାଲିମେଳା ଅଭିମୁଖେ ଯାଉଥିବା ‘ଦିଲଖୁସ’ ବସକୁ ଢଉଗାଁ ନିକଟରେ ସମ୍ମୁଖରୁ ଆସୁଥିବା ‘ହ୍ୱାଇଟ ହର୍ସ’ ବସContinue reading “ଗଞ୍ଜାମ ଧରାକୋଟ ଢଉଗାଁ ନିକଟରେ ଦୁଇ ବସ୍ ମୁହାଁମୁହିଁ ଧକ୍କା । ଜଣେ ମୃତ, ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ । ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର ।”
କମାଲ କରି ଦେଖାଇଲେ ଭାରତୀୟ ନୌସେନା କମାଣ୍ଡୋ: ମାଲବାହୀ ଜାହାଜରୁ ସୁରକ୍ଷିତ ଉଦ୍ଧାର ହେଲେ ୧୫ ଭାରତୀୟ
କନକ ବ୍ୟୁରୋ: ସୋମାଲିଆ ଉପକୂଳରୁ ୧୫ ଜଣ ଭାରତୀୟଙ୍କ ସହ ୨୧ ଜଣ ନାବିକଙ୍କୁ ଉଦ୍ଧାର କଲେ ଭାରତୀୟ ନୌସେନାର ମାର୍କସ କମାଣ୍ଡୋ । ଉତର ଆରବ ସାଗରରୁ ମାଲବାହୀ ଜାହାଜକୁ ଅପହରଣ କରି ନେଇଥିଲେ ଜଳଦସ୍ୟୁ । ସେଥିରେ ଥିବା ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି । ଜାହାଜ ଅପହରଣ କରାଯାଇଥିବା ସୂଚନା ପାଇବା ମାତ୍ରେ ତୁରନ୍ତ ଅପରେସନ୍ ଆରମ୍ଭ କରିଥିଲା ନୌସେନା । ମଝି ସମୁଦ୍ରରେ ସୋମାଲିଆ ଉପକୂଳ ଦେଇ ମାଲବାହୀ ଜାହାଜ ଯାଉଥିବାContinue reading “କମାଲ କରି ଦେଖାଇଲେ ଭାରତୀୟ ନୌସେନା କମାଣ୍ଡୋ: ମାଲବାହୀ ଜାହାଜରୁ ସୁରକ୍ଷିତ ଉଦ୍ଧାର ହେଲେ ୧୫ ଭାରତୀୟ”
ବାଉନ ବଜାର ତେପନ ଗଳିରେ ଆଉ ଗଡୁନି ରିକ୍ସା: କଟକିଆଙ୍କ ପାଇଁ ଅଲୋଡ଼ା ହୋଇଗଲାଣି ତିନି ଚକିଆ ଯାନ
କନକ ବ୍ୟୁରୋ: ୫୨ ବଜାର ୫୩ ଗଳିରେ ଆଉ ଗଡୁନାହିଁ ରିକ୍ସା । କଟକିଆଙ୍କ ପାଇଁ ଅଲୋଡା ହୋଇଗଲାଣି ରିକ୍ସା । ଦଶହରା ମେଢରୁ ବାଲିଯାତ୍ରା ସବୁ ବେଳେ ଖୋଜା ପଡୁଥିବା ରିକ୍ସା ପ୍ରତି ଆଗ୍ରହ କମିଯାଉଛି । ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିବା କହୁଛନ୍ତି ରିକ୍ସା ଚାଳକ । ରିକ୍ସା । ହୁଏତ ଏବେ, ଆଧୁନିକ ଯୁଗର ଏକ ଅଲୋଡ଼ା ଯାନ । କଟକ ଭଳି ସହରରୁ ଯେମିତି ଉଭେଇ ଯାଉଛି, ରିକ୍ସା । ନାଁContinue reading “ବାଉନ ବଜାର ତେପନ ଗଳିରେ ଆଉ ଗଡୁନି ରିକ୍ସା: କଟକିଆଙ୍କ ପାଇଁ ଅଲୋଡ଼ା ହୋଇଗଲାଣି ତିନି ଚକିଆ ଯାନ”
ରହସ୍ୟ ଘେରରେ ଗ୍ୟାଙ୍ଗଷ୍ଟର ଗର୍ଲଫ୍ରେଣ୍ଡର ହତ୍ୟା ମାମଲା । ୩ଦିନ ବିତିଯାଇଥିଲେ ସୁଦ୍ଧା ମିଳୁନି ଦିବ୍ୟା ପାହୁଜାଙ୍କ ମୃତ ଶରୀର
କନକ ବ୍ୟୁରୋ : ମଡେଲ ଦିବ୍ୟା ପାହୁଜାଙ୍କ ହତ୍ୟାକାଣ୍ଡକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା । ଜାନୁଆରୀ ୨ ତାରିଖରେ ଦିବ୍ୟାଙ୍କୁ ହତ୍ୟା ହୋଇଥିବାବେଳେ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କୌଣସି ଗୁମର ଖୋଲି ପାରୁନାହିଁ ଦିଲ୍ଲୀ ଗୁରୁଗ୍ରାମ ପୋଲିସ । ୨୭ ବର୍ଷୀୟ ମଡେଲ ଦିବ୍ୟା ପାହୁଜା ଜାନୁଆରୀ ଦୁଇ ତାରିଖରୁ ନିଖୋଜ ଥିବା ପ୍ରଥମେ ଦିବ୍ୟାଙ୍କ ପରିବାର ଲୋକେ ଅଭିଯୋଗ କଲେ । ପରେ ସେହି ଦିନ ବିଳମ୍ବିତ ରାତିରେ ଗୁରୁଗ୍ରାମ ପୋଲିସକୁ ସୂଚନାContinue reading “ରହସ୍ୟ ଘେରରେ ଗ୍ୟାଙ୍ଗଷ୍ଟର ଗର୍ଲଫ୍ରେଣ୍ଡର ହତ୍ୟା ମାମଲା । ୩ଦିନ ବିତିଯାଇଥିଲେ ସୁଦ୍ଧା ମିଳୁନି ଦିବ୍ୟା ପାହୁଜାଙ୍କ ମୃତ ଶରୀର”
ଟି-୨୦ ବିଶ୍ୱକପ ପାଇଁ ଆସିଲା ମ୍ୟାଚ ସୂଚୀ: ଜୁନ ୯ରେ ଭାରତ-ପାକିସ୍ତାନ ମ୍ୟାଚ
କନକ ବ୍ୟୁରୋ: ଚଳିତ ବର୍ଷ ହେବାକୁ ଥିବା ଟ-୨୦ ବିଶ୍ୱକପ ପାଇଁ ମ୍ୟାଚ ସୂଚୀ ପ୍ରକାଶ ପାଇଛି । ୨୦୨୪ ବିଶ୍ୱକପରେ ମୋଟ ୫୫ଟି ମ୍ୟାଚ ଖେଳାଯିବ । ଯାହା ୱେଷ୍ଟଇଣ୍ଡିଆ ଓ ୟୁଏସଏର ୯ଟି ଷ୍ଟାଡିୟମରେ ଖେଳାଯିବ । ଏହାର ପ୍ରଥମ ମ୍ୟାଚ ଜୁନ ୧ ତାରିଖରେ କାନାଡା ଓ ୟୁଏସଏ ମଧ୍ୟରେ ଖେଳାଯିବ । ସେହିପରି ୨୬ ଓ ୨୭ ଜୁନରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ଆଉ ଫାଇନାଲ ମ୍ୟାଚ ୨୯ ଜୁନ୍Continue reading “ଟି-୨୦ ବିଶ୍ୱକପ ପାଇଁ ଆସିଲା ମ୍ୟାଚ ସୂଚୀ: ଜୁନ ୯ରେ ଭାରତ-ପାକିସ୍ତାନ ମ୍ୟାଚ”
ଦିଲ୍ଲୀ ସରକାରଙ୍କ ଉପରେ ବିପଦର କଳାବାଦଲ । ମୋହଲ୍ଲା କ୍ଲିନିକ ଦୁର୍ନୀତି ମାମଲାର ହେବ ସିବିଆଇ ତଦନ୍ତ
କନକ ବ୍ୟୁରୋ : ଦିଲ୍ଲୀ ସରକାରଙ୍କ ଉପରେ ସମସ୍ୟାର କଳା ବାଦଲ । ଏକ୍ସସାଇଜ ପଲିସି ଦୁର୍ନୀତି ଜାଲରେ ଛନ୍ଦି ହୋଇଥିବା କେଜ୍ରିୱାଲ ସରକାରଙ୍କ ଉପରେ ଆସିଛି ନୂଆ ଅଭିଯୋଗ । ଦିଲ୍ଲୀର ମୋହଲ୍ଲା କ୍ଲିନିକରେ ବଡ ଧରଣର ଦୁର୍ନୀତି ଅଭିଯୋଗ ଆସିବା ସହ ଏବେ ଏହାର ହେବ ସିବିଆଇ ତଦନ୍ତ । ଗୁରୁବାର ଉପ-ରାଜ୍ୟପାଳ ଭିକେ ସକସେନା ଦୁର୍ନତୀ ଅଭିଯୋଗ ଆଣିବା ସହ ସିବିିଆଇ ତଦନ୍ତ ପାଇଁ ଯେଉଁ ସୁପାରିଶ କରିଥିଲେ । ଯାହାକୁ ମିଳିଛିContinue reading “ଦିଲ୍ଲୀ ସରକାରଙ୍କ ଉପରେ ବିପଦର କଳାବାଦଲ । ମୋହଲ୍ଲା କ୍ଲିନିକ ଦୁର୍ନୀତି ମାମଲାର ହେବ ସିବିଆଇ ତଦନ୍ତ”