ଆମେ ଚୀନ୍ ଠାରୁ ଆଗରେ ଅଛୁ ।  ଲମ୍ବା ରୋଡ଼ ନେଟୱାର୍କ ବିଷୟରେ ଆନନ୍ଦ ମହିନ୍ଦ୍ରା ଏମିତି କହିଲେ ।

ଗତ ବର୍ଷ ଜୁନ୍ ମାସରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଥିଲେ ଯେ ଗତ ନଅ ବର୍ଷ ମଧ୍ୟରେ ଦେଶରେ ଜାତୀୟ ରାଜପଥର ମୋଟ ଦୈର୍ଘ୍ୟ ପ୍ରାୟ ୫୯% ବୃଦ୍ଧି ପାଇଛି । ଆମ ଜାତୀୟ ରାଜପଥର ଦ୍ରୁତ ବିସ୍ତାର ଏହାକୁ ଆମେରିକା ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଡ଼କ ନେଟୱାର୍କରେ ପରିଣତ କରିପାରିଛି । ବିଶ୍ବର ସବୁଠୁ ବଡ ସଡକ ନେଟୱାର୍କ ଥିବା ଦେଶଗୁଡିକର ତାଲିକା ସେୟାର କରି ବିଜିନେସContinue reading “ଆମେ ଚୀନ୍ ଠାରୁ ଆଗରେ ଅଛୁ ।  ଲମ୍ବା ରୋଡ଼ ନେଟୱାର୍କ ବିଷୟରେ ଆନନ୍ଦ ମହିନ୍ଦ୍ରା ଏମିତି କହିଲେ ।”

ଲୋକଙ୍କୁ ମିଳୁନି ବିଶୁଦ୍ଧ ପିଇବା ପାଣି । ଅଚଳ ହୋଇପଡିଛି ପ୍ରକଳ୍ପ,ଖତ ଖାଉଛି ଲକ୍ଷାଧିକ ଟଙ୍କା

କନକ ବ୍ୟୁରୋ : ଲୋକଙ୍କୁ ମିଳିବ ବିଶୁଦ୍ଧ ପିଇବାପାଣି । ଏନେଇ ଲକ୍ଷାଧିକ ଟଙ୍କା ବ୍ୟୟବରାଦ ହେଉଛି । ହେଲେ ପ୍ରକଳ୍ପ ମାରିଛି ଫେଲ୍ । ଏବେ ବି ଲୋକେ ବିଶୁଦ୍ଧ ପାଣି ମୁନ୍ଦାଏ ପାଇଁ ଚାହିଁ ବସିଛନ୍ତି । କଂଟାପଡାରେ ଅଂଚଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ପାଣି ଷ୍ଟୋରେଜ ପାଇଁ ଟାଙ୍କି କରାଯାଉଛି । ହେଲେ ଟାଙ୍କିକୁ ପାଣି ଉଠୁନି । କିଛି ସ୍ଥାନରେ ପାଣିଟାଙ୍କିContinue reading “ଲୋକଙ୍କୁ ମିଳୁନି ବିଶୁଦ୍ଧ ପିଇବା ପାଣି । ଅଚଳ ହୋଇପଡିଛି ପ୍ରକଳ୍ପ,ଖତ ଖାଉଛି ଲକ୍ଷାଧିକ ଟଙ୍କା”

ଯୁଆଡ଼େ ଚାହିଁବ ମାଳ ମାଳ ପୋଷ୍ଟର । ପ୍ରଶାସନର କଟକଣା ପରେ ବି ନିୟମକୁ ବେଖାତିର, ପରିବେଶ ପ୍ରଦୂଷଣ ସାଙ୍ଗକୁ ସବୁଠି ଭିନ୍ନ ପ୍ରତିକ୍ରିୟା

କନକ ବ୍ୟୁରୋ : ଯୁଆଡ଼େ ଚାହିଁବ ମାଳ ମାଳ ପୋଷ୍ଟର । ଗାଁରୁ ନେଇ ସହର । ଗଳିକନ୍ଦିରୁ ନେଇ କାଂଥବାଡ ପର୍ଯ୍ୟନ୍ତ ସବୁଠି ମାଳ ମାଳ ପୋଷ୍ଟର ଲାଗିଛି । ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିବାକୁ ନେଇ ଭିନ୍ନ ଭିନ୍ନ କଟକଣା ବି କରାଯାଇଥିଲା । ହେଲେ ସବୁ କଟକଣାକୁ ଫୁ’ କରିଦେଇ ବେଧଡକ ଭାବେ ମାଳ ମାଳ ପୋଷ୍ଟର ସବୁଠି ଲଗାଯାଉଛି । ଜୟପୁରର ବିଭିନ୍ନ ଗଳିକନ୍ଦିରେ ଚାଲିଛି ଏହି ପୋଷ୍ଟର ୱାର ।Continue reading “ଯୁଆଡ଼େ ଚାହିଁବ ମାଳ ମାଳ ପୋଷ୍ଟର । ପ୍ରଶାସନର କଟକଣା ପରେ ବି ନିୟମକୁ ବେଖାତିର, ପରିବେଶ ପ୍ରଦୂଷଣ ସାଙ୍ଗକୁ ସବୁଠି ଭିନ୍ନ ପ୍ରତିକ୍ରିୟା”

ମଝି ଦରିଆରେ ମାଲବାହୀ ଜାହାଜ ଅପହରଣ: ସୋମାଲିଆ ଉପକୂଳରେ ମାଲବାହୀ ଜାହାଜ ଏମଭି ଲୀଲାକୁ ଅପହରଣ କରି ନେଇଛନ୍ତି ୬ ଶସସ୍ତ୍ର ବ୍ୟକ୍ତି

କନକ ବ୍ୟୁରୋ: ମଝି ସମୁଦ୍ରରେ ମାଲବାହୀ ଜାହାଜ ଅପହରଣ । ଆରବ ସାଗରରେ ମାଲବାହୀ ଜାହାଜ ଅପହରଣ ହୋଇ ଯାଇଛି । ସୋମାଲିଆ ଉପକୂଳ ଦେଇ ଏକ ମାଲବାହୀ ଜାହାଜ ଯାଉଥିବା ସମୟରେ ଏହାକୁ ଅପହରଣ କରାଯାଇଥିବା ଜଣାପଡିଛି । ଅପହରଣ ହୋଇଥିବା ଜାହାଜାର ନାଁ ଏମଭି ଲୀଲା ନୋରଫୋକ ଗତକାଲି ରାତିରେ ଜାହାଜକୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ଅସ୍ତ୍ରଶସ୍ତ୍ର ଧରି ୫ରୁ ୬ଜଣ ଅଜଣା ବ୍ୟକ୍ତି ଜାହାଜରେ ପଶି କ୍ରିୟୁ ମେମ୍ବରଙ୍କୁ ପଣବନ୍ଦିContinue reading “ମଝି ଦରିଆରେ ମାଲବାହୀ ଜାହାଜ ଅପହରଣ: ସୋମାଲିଆ ଉପକୂଳରେ ମାଲବାହୀ ଜାହାଜ ଏମଭି ଲୀଲାକୁ ଅପହରଣ କରି ନେଇଛନ୍ତି ୬ ଶସସ୍ତ୍ର ବ୍ୟକ୍ତି”

୨୦୨୪ରେ ଭୋଟ୍ ଦେବେ ୧୨ ଲକ୍ଷ ୯୭ ହଜାର ୯୫୪ ନୂଆ ଭୋଟର: ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି ଭୋଟର ତାଲିକା । ୨୦୨୪ରେ ଭୋଟ୍ ଦେବା ପାଇଁ ଭୋଟର ତାଲିକାରେ ଯୋଡି ହୋଇଛନ୍ତି ୧୨ ଲକ୍ଷ ୯୭ ହଜାର ୯୫୪ଜଣ ନୂଆ ଭୋଟର । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଭୋଟର ଆସନ୍ତା ନିର୍ବାଚନରେ ନିଜ ପସନ୍ଦ ନେତା ବାଛିବେ । ରାଜ୍ୟ ନିର୍ବାଚନ କମିଶନ ନିକୁଂଜ ବିହାରୀ ଧଳ କହିଛନ୍ତି ୧୮ରୁContinue reading “୨୦୨୪ରେ ଭୋଟ୍ ଦେବେ ୧୨ ଲକ୍ଷ ୯୭ ହଜାର ୯୫୪ ନୂଆ ଭୋଟର: ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ”

ଆସନ୍ତା ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ୍ ଦେବେ ୭ଲକ୍ଷ ୫୫ ହଜାର ଭୋଟର: ଯୁବ ବର୍ଗଙ୍କୁ ଆକର୍ଷିତ କରିବେ କେଉଁ ଦଳ ଓ ନେତା

କନକ ବ୍ୟୁରୋ: ଯୁବ ଭୋଟ କାହା ପାଖକୁ ଯିବ । ମୋଦୀ, ନବୀନ ନା କଂଗ୍ରେସ । ଯାହାକୁ ନେଇ ଅନେକ କାର୍ଯ୍ୟକ୍ରମ କରୁଛନ୍ତି ରାଜନୈତିକ ଦଳ । ଶାସକ ଦଳ ପକ୍ଷରୁ କଲେଜ କ୍ୟାମ୍ପସରେ ମାରାଥନ ‘ନୂଆ ଓ’ କାର୍ଯ୍ୟକ୍ରମ କରାଯାଉଛି । ସେପଟେ କେନ୍ଦ୍ର ସରକାର ଯୁବା ଭାରତ ସ୍କିମ୍ ଆଣିଲେଣି । କାରଣ ଦେଶରେ ହେଉଛନ୍ତୀ ୪୦ କୋଟି ଯୁବ ଭୋଟର । ଏସବୁ ଭିତରେ ମୁଖ୍ୟ ନିର୍ବାଚନ କମିଶନ, ଓଡ଼ିଶା ପକ୍ଷରୁContinue reading “ଆସନ୍ତା ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ୍ ଦେବେ ୭ଲକ୍ଷ ୫୫ ହଜାର ଭୋଟର: ଯୁବ ବର୍ଗଙ୍କୁ ଆକର୍ଷିତ କରିବେ କେଉଁ ଦଳ ଓ ନେତା”

ଦିଲ୍ଲୀରେ ବୈଠକ ସାରି ଓଡ଼ିଶା ଫେରିଲେ ପିସିସି ସଭାପତି: କହିଲେ, ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାର ପଡ଼ିବ ସକରାତ୍ମକ ପ୍ରଭାବ

କନକ ବ୍ୟୁରୋ: ରାହୁଲଙ୍କ ଭାରତ ଯୋଡ ନ୍ୟାୟଯାତ୍ରାର ପ୍ରଭାବ ଓଡିଶା ଉପରେ ପଡିବ । ଦିଲ୍ଲୀରେ ବୈଠକ ସାରି ଓଡ଼ିଶା ଫେରିବା ପରେ ଏହା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଆସନ୍ତା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ଭାରତଯୋଡ ନ୍ୟାୟ ଯାତ୍ରାର ସକରାତ୍ମକ ପ୍ରଭାବ । ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୁଅାଁ ବୁଲାଉଛନ୍ତି ବିଜେଡି ଓ ବିଜେପି । ଓଡିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛନ୍ତି । ତେଣୁ ରାଜ୍ୟରେ ବିଜେପିContinue reading “ଦିଲ୍ଲୀରେ ବୈଠକ ସାରି ଓଡ଼ିଶା ଫେରିଲେ ପିସିସି ସଭାପତି: କହିଲେ, ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାର ପଡ଼ିବ ସକରାତ୍ମକ ପ୍ରଭାବ”

ଆଠଗଡ଼ରେ ମୋଦୀ ଗ୍ୟାରେଣ୍ଟି ରଥ ଭାଙ୍ଗିଲେ ଦୁର୍ବୃତ୍ତ: ଏଲଇଡି ଭାଙ୍ଗି, ଫ୍ଲେକ୍ସ ଚିରି କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ

କନକ ବ୍ୟୁରୋ: ଆଠଗଡ଼ରେ ମୋଦୀ ଗ୍ୟାରେଂଟି ରଥ ଭାଙ୍ଗିଲେ ଦୁର୍ବୃତ୍ତା ଏଲଇଡି ଭାଙ୍ଗି, ଫ୍ଲେକ୍ସ ଚିରି କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆଠଗଡ଼ ବ୍ଲକ ସଠିଲୋ ପଂଚାୟତରେ ଏଭଳି ଘଟଣା ଘଟିଛି । ପଂଚାୟତର ପିଇଓଙ୍କ ଉପସ୍ଥିତିରେ ଗ୍ୟାରେଂଟି ରଥର କର୍ମଚାରୀଙ୍କ ଉପରେ ହୋଇଥିଲା ଆକ୍ରମଣ । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି । The post ଆଠଗଡ଼ରେ ମୋଦୀ ଗ୍ୟାରେଣ୍ଟି ରଥ ଭାଙ୍ଗିଲେ ଦୁର୍ବୃତ୍ତ: ଏଲଇଡି ଭାଙ୍ଗି, ଫ୍ଲେକ୍ସ ଚିରିContinue reading “ଆଠଗଡ଼ରେ ମୋଦୀ ଗ୍ୟାରେଣ୍ଟି ରଥ ଭାଙ୍ଗିଲେ ଦୁର୍ବୃତ୍ତ: ଏଲଇଡି ଭାଙ୍ଗି, ଫ୍ଲେକ୍ସ ଚିରି କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ”

ହାଇଟେକ୍ ଏସି ବିସ୍ଫୋରଣ ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲା ଏସି ଟେକ୍ନିସିଆନ ସଂଘ: ଏସି ସଜାଡ଼ିବା ସମୟରେ ନାଇଟ୍ରୋଜେନ ବଦଳରେ ଅକ୍ସିଜେନ ଦେଇଥିବା ଅଭିଯୋଗ

କନକ ବ୍ୟୁରୋ: ହାଇଟେକ୍ ଏସି ବିସ୍ଫୋରଣ ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛି ଏସି ଟେକ୍ନିସିଆନ ସଂଘ । ଏସି ସଜାଡ଼ିବା ସମୟରେ ହାଇଟେକ୍ ମେଡ଼ିକାଲ କତୃପକ୍ଷ ନାଇଟ୍ରୋଜେନ ବଦଳରେ ଅକ୍ସିଜେନ ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସଂଘର କର୍ମକର୍ତା । ସେପଟେ ହାଇଟେକ୍ ହସ୍ପିଟାଲ ଆଗରେ ଏକାଠି ହୋଇଛନ୍ତି ଜ୍ୟୋତିରଞ୍ଜନଙ୍କ ପରିବାର । ଯାହାଙ୍କ ପାଇଁ ସେମାନେ ୮ ଦିନ ହେଲା ହସ୍ପିଟାଲରେ ପଡି ରହିଥିଲେ, କେବେ ଭେଂଟିଲେଟରରୁContinue reading “ହାଇଟେକ୍ ଏସି ବିସ୍ଫୋରଣ ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲା ଏସି ଟେକ୍ନିସିଆନ ସଂଘ: ଏସି ସଜାଡ଼ିବା ସମୟରେ ନାଇଟ୍ରୋଜେନ ବଦଳରେ ଅକ୍ସିଜେନ ଦେଇଥିବା ଅଭିଯୋଗ”

ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣା: ଭୁଲରେ ଦିଲ୍ଲୀପଙ୍କ ମୃତ୍ୟୁ ଘୋଷଣା ହୋଇଥିବା ନେଇ ସ୍ପଷ୍ଟ ହେଉଛି ଚିତ୍ର

କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲ ଆଗରେ ଏକାଠି ହୋଇଛନ୍ତି ଜ୍ୟୋତିରଞ୍ଜନଙ୍କ ପରିବାର । ଯାହାଙ୍କ ପାଇଁ ସେମାନେ ୮ ଦିନ ହେଲା ହସ୍ପିଟାଲରେ ପଡି ରହିଥିଲେ, କେବେ ଭେଂଟିଲେଟରରୁ ବାହାରିବେ, ସୁସ୍ଥ ହୋଇ ବାହାରକୁ ଆସିବେ ଚାହିଁ ରହିଥିଲେ । ସେହି ଜ୍ୟୋତିରଞ୍ଜନ ଯେତେବେଳେ ମୃତ ବୋଲି ଶୁଣୁଛନ୍ତି, ସେମାନଙ୍କ ପାଦ ତଳୁ ମାଟି ଖସିଯାଇଛି । ଦୁଃଖ ଓ କ୍ଷୋଭର ସହ ଦାବି କରୁଛନ୍ତି, ଆମକୁ ଜ୍ୟୋତି ଫେରାଇ ଦିଅନ୍ତୁ ନହେଲେ ତାଙ୍କ ମର ଶରୀରContinue reading “ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣା: ଭୁଲରେ ଦିଲ୍ଲୀପଙ୍କ ମୃତ୍ୟୁ ଘୋଷଣା ହୋଇଥିବା ନେଇ ସ୍ପଷ୍ଟ ହେଉଛି ଚିତ୍ର”

Design a site like this with WordPress.com
Get started