ମଝି ସମୁଦ୍ରରେ ମାଲାବାହୀ ଜାହାଜକୁ ଅପହରଣ । ଜାହାଜରେ ୧୫ଜଣ କ୍ରିୟୁ ସଦସ୍ୟ ଥିବା ସୂଚନା

କନକ ବ୍ୟୁରୋ : ମଝି ସମୁଦ୍ରରେ ମାଲବାହୀ ଜାହାଜ ଅପହରଣ । ସୋମାଲିଆ ଉପକୂଳ ଦେଇ ଏକ ମ।।ଲବାହୀ ଜାହାଜ ଯାଉଥିବା ସମୟରେ ଏହାକୁ ଅପହରଣ କରାଯାଇଥିବା ଜଣାପଡିଛି । ଗୁୁରୁବାର ମଝି ରାତିରେ ଜାହାଜକୁ ଅପହରଣ କରିଛନ୍ତି ଅଜ୍ଞାତ । ମିଳିଥିବା ସୂଚନା ଅନୁସାରେ ଅସ୍ତ୍ରଶସ୍ତ୍ର ଧରି ୫ରୁ ୬ଜଣ ଅଜ୍ଞାତ ଜାହାଜରେ ପ୍ରବେଶ କରି କ୍ରିୟୁ ସଦସ୍ୟଙ୍କୁ ବନ୍ଧକ କରିବା ସହ ଜାହାଜର ଗତିପଥକୁ ବଦଳାଇ ଦେଇଛନ୍ତି । ସେପଟେ କ୍ରିୟୁ ସଦସ୍ୟଙ୍କ ଭିତରେContinue reading “ମଝି ସମୁଦ୍ରରେ ମାଲାବାହୀ ଜାହାଜକୁ ଅପହରଣ । ଜାହାଜରେ ୧୫ଜଣ କ୍ରିୟୁ ସଦସ୍ୟ ଥିବା ସୂଚନା”

ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ । ଗାଡିକୁ ଚାରିପଟୁ ଘେରି ଇଡି ଅଧିକାରୀଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

କନକ ବ୍ୟୁରୋ : ପଶ୍ଚିମବଙ୍ଗ ୨୪ ପ୍ରଗଣାରୁ ଆସିଛି ଅଭାବନୀୟ ଘଟଣା । ଟିଏମସି ନେତାଙ୍କ ଘରକୁ ଚଢ଼ାଉ ପାଇଁ ଯାଉଥିବା ସମୟରେ ଇଡି ଅଧିକାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି । ଅଧିକାରୀ ଓ ସୁରକ୍ଷାକର୍ମୀଙ୍କୁ ପ୍ରାୟ ୨ଶହ ଗ୍ରାମବାସୀ ଚାରିପଟୁ ଘେରିବା ସହ ନିସ୍ତୁକ ମାଡ ମାରିଥିବା ଜଣାପଡିଛି । ଘଟଣାର ଏନଆଇଏ ତଦନ୍ତ ଦାବି କରି ଗୃହମନ୍ତ୍ରାଳୟକୁ ଚିଠି ଲେଖିଛି ପଶ୍ଚିମବଙ୍ଗ ପ୍ରଦେଶ ବିଜେପି । The post ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କୁContinue reading “ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ । ଗାଡିକୁ ଚାରିପଟୁ ଘେରି ଇଡି ଅଧିକାରୀଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ”

ଚୀନ ଖବରକାଗଜରେ ଭାରତର ପ୍ରଂଶସା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ପ୍ରଂଶସାରେ ପୋତିଲା ଗ୍ଲୋବାଲ ଟାଇମ୍ସ

କନକ ବ୍ୟୁରୋ : ଚୀନ ଖବରକାଗଜରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଂଶସା । ଗ୍ଲୋବାଲ ଟାଇମ୍ସରେ ମୋଦୀଙ୍କ ନୀତିକୁ ପ୍ରଂଶସା କରିବା ସହ ବିଶ୍ୱ ଦରବାରରେ ଭାରତ ଶକ୍ତି ବଢ଼ୁଥିବା ଏକ ଆଲେଖ୍ୟ ପ୍ରକାଶ ପାଇଛି । ଭାରତର ବିକାଶ ଓ ପ୍ରଗତିି ପଛରେ ମୋଦୀଙ୍କ ବିଦେଶ ନୀତି, କୁଟନୀତି ସମ୍ପର୍କ, ନେତୃତ୍ୱ ଥିବା ଗ୍ଲୋବାଲ ଟାଇମ୍ସ ଆଲେଖ୍ୟରେ କୁହଯାଇଛି । ସାଂଘାଇର ଫୁଡନ ବିଶ୍ୱବିଦ୍ୟାଳୟର ସେଂଟର ଫର ସାଉଥ ଏସିଆନ ଷ୍ଟଡିଜର ନିର୍ଦ୍ଦେଶକ ଝାଂଗ ଜିୟାଡୋଙ୍ଗଙ୍କ ଦ୍ୱାରାContinue reading “ଚୀନ ଖବରକାଗଜରେ ଭାରତର ପ୍ରଂଶସା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ପ୍ରଂଶସାରେ ପୋତିଲା ଗ୍ଲୋବାଲ ଟାଇମ୍ସ”

ମେଣ୍ଟଫାଟ କମ କରିବାକୁ ନରମିଲା କଂଗ୍ରେସ । କେବଳ ୨୫୫ ଆସନ ସହ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ନିଷ୍ପତି

କନକ ବ୍ୟୁରୋ : ଆଗକୁ ଲୋକସଭା ନିର୍ବାଚନ । ଏଯାଏଁ ଇଣ୍ଡିଆ ମେଂଟରେ ଛିଣ୍ଡିପାରୁନି ଆସନ ଭାଗବଂଟା । ସହଯୋଗୀ ଦଳ ନିଜ ନିଜ ଆସନ ପାଇଁ ଜିଦରେ ଅଟଳ ଥିବାବେଳେ କଂଗ୍ରେସ ନରମ ପଡୁଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଲୋକସଭା ନିର୍ବାଚନରେ କଂଗ୍ରେସ ଏଥରକ କେବଳ ୨୫୫ ଆସନରେ ଲଢ଼ିବ । ଯେଉଁଥିରେ ଟୁଇଷ୍ଟ ଆଣିବ ଭାରତ ଯୋଡ ନ୍ୟାୟ ଯାତ୍ରା । ସୂଚନା ଅନୁସାରେ ଲୋକସଭା ଆସନକୁ ଦୃଷ୍ଟିରେ ରଖି କଂଗ୍ରେସContinue reading “ମେଣ୍ଟଫାଟ କମ କରିବାକୁ ନରମିଲା କଂଗ୍ରେସ । କେବଳ ୨୫୫ ଆସନ ସହ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ନିଷ୍ପତି”

ହାତରେ ଆଉ ସମୟ କମ୍: ୧୧ ତାରିଖ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା କାମ

କନକ ବ୍ୟୁରୋ: ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ଚଳଚଂଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର । ଏହି ପରିପ୍ରେକ୍ଷୀରେ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଆସନ୍ତାକାଲି ଠାରୁ ପ୍ରତି ପଂଚାୟତରେ ବୁଲିବ ପ୍ରଚାର ରଥ । ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଦିନ ବ୍ଲାଙ୍କେଟ ସିକ୍ୟୁରିଟି ଭିତରେ ରହିବ ଶ୍ରୀକ୍ଷେତ୍ର । ସେପଟେ ସମଙ୍ଗ ଠାରେ ନୂଆକରି ହୋଇଥିବା ପାର୍କିଂ ସ୍ଥଳରେ ପାର୍କିଂ କରି ସେହିଠାରୁ ହିଁ ଜଗନ୍ନାଥବଲ୍ଲଭ ଓ ଶ୍ରୀଦାଣ୍ଡ ଦେଇContinue reading “ହାତରେ ଆଉ ସମୟ କମ୍: ୧୧ ତାରିଖ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା କାମ”

୨୪ ପାଇଁ ରଣନୀତି କରୁଛନ୍ତି ଶାସକ, ବିରୋଧୀ: ଫୋକସରେ ପଶ୍ଚିମ ଓଡିଶା

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ଅଛି । ହେଲେ ଏବେ ଠୁ ରାଜ୍ୟ ରାଜନୀତି ଉଷ୍ଣ ହେଲାଣି । ରାଜ୍ୟର ପ୍ରମୁଖ ତିନି ରାଜନୈତିକ ଦଳର ନେତା ଆଗାମି ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କଲେଣି । ନେତାମାନେ ଗାଁ ମୁହାଁ ହେଲେଣି । କିନ୍ତୁ ସବୁ ଦଳର ଫୋକସରେ ରହିଛି ପଶ୍ଚିମଓଡିଶା । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଲଢ଼େଇ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ପ୍ରମୁଖ ରାଜନୈତିକContinue reading “୨୪ ପାଇଁ ରଣନୀତି କରୁଛନ୍ତି ଶାସକ, ବିରୋଧୀ: ଫୋକସରେ ପଶ୍ଚିମ ଓଡିଶା”

ନିର୍ଣ୍ଣାୟକ ହେବେ ୭ ଲକ୍ଷରୁ ଅଧିକ ନୂଆ ଭୋଟର! ଯୁବ ଭୋଟରଙ୍କ ଉପରେ ସବୁ ଦଳର ନଜର

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ଆଜି ଚୂଡାନ୍ତ ଭୋଟର ତାଲିକା ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଏଥିରେ ୭ ଲକ୍ଷରୁ ଅଧିକ ଯୁବ ଭୋଟର ଯୋଡି ହୋଇଛନ୍ତି । ଯେଉଁମାନେ ପ୍ରଥମ ଥର ନିଜର ମତାଧିକାର ସାବ୍ୟସ୍ତ କରିବେ । କୁହାଯାଉଛି, ଏମାନଙ୍କ ଭୋଟ ରାଜ୍ୟ ରାଜନୀତିରେ ନିର୍ଣ୍ଣାୟକ ହୋଇପାରେ । ତେଣୁ ଏହି ବର୍ଗର ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ସବୁ ରାଜନୈତିକ ଦଳContinue reading “ନିର୍ଣ୍ଣାୟକ ହେବେ ୭ ଲକ୍ଷରୁ ଅଧିକ ନୂଆ ଭୋଟର! ଯୁବ ଭୋଟରଙ୍କ ଉପରେ ସବୁ ଦଳର ନଜର”

ବଣପାହାଡ ଘେରା ମନୋରମ ପରିବେଶ । ଆକର୍ଷିତ କରୁଛି ଗୁଡହାଣ୍ଡି ଡୋକରିଚଂଚରା ଜଳପ୍ରପାତ, ଦୂରଦୂରାନ୍ତରୁ ଲାଗୁଛି ପ୍ରକୃତି ପ୍ରେମୀଙ୍କ ଭିଡ

କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ଲାଗୁଛି ପର୍ଯ୍ୟଟକଙ୍କ ଭିଡ । ମନୋରମ ପରିବେଶ ଭିତରେ ଜଳପ୍ରପାତରର ମଜା ନେଉଛନ୍ତି ବୁଲି ଆସୁଥିବା ଲୋକ । ଅନ୍ୟ ସ୍ଥାନ ଭଳି କଳାହାଣ୍ଡି ଜିଲ୍ଲାର ଗୁଡହାଣ୍ଡି ଡୋକରି ଚଂଚରା ହେଉଛି ଅନ୍ୟତମ । ପାହାଡ ଜଙ୍ଗଲ ଘେରା ଏହି ଅଂଚଳରେ ପାହାଡି ଝରଣା ବେଶ ମନମୋହୁଛି । ପାହାଡି ଝରଣାର କୁଳୁ କୁଳୁ ନାଦରେ ମୁଖରିତ ହେଉଛି ପରିବେଶ    । ଆଉ ଏହି ଝରଣା ଏହି ପର୍ଯ୍ୟଟନ ସ୍ଥଳୀରContinue reading “ବଣପାହାଡ ଘେରା ମନୋରମ ପରିବେଶ । ଆକର୍ଷିତ କରୁଛି ଗୁଡହାଣ୍ଡି ଡୋକରିଚଂଚରା ଜଳପ୍ରପାତ, ଦୂରଦୂରାନ୍ତରୁ ଲାଗୁଛି ପ୍ରକୃତି ପ୍ରେମୀଙ୍କ ଭିଡ”

ମିଳୁନି ସାହାଯ୍ୟ ସହଯୋଗ । କ୍ଷତିରେ ଭୋଗରାଇର ପାନ ଚାଷୀ, କମିଯାଉଛି ବିରକୁଳି ପାନର ଚାହିଦା

କନକ ବ୍ୟୁରୋ : ପାନ ହେଉଛି ଏକ ଲାଭଦାୟକ ଫସଲ । ଏହି ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ଉପକୂଳବର୍ତୀ ଅଂଚଳର ଲୋକ । ଭୋଗରାଇର ବିରକୁଳି ପାନ । ଏହାର ଚାହିଦା ଅନେକ ରହିଛି । ଯେମିତିକି ଏହି ପାନ ମାଡ୍ରାସରୁ ନେଇ ପୁନେ , ମୁମ୍ବାଇ ଭଳି ବଡ ବଡ ସ୍ଥାନକୁ ଯାଇଥାଏ ଆଉ ସେହି ସ୍ଥାନଗୁଡିକରେ ଏହାର ଚାହିଦା ମଧ୍ୟ ଅନେକ ରହିଛି । ପାନ ଏତେ ମାତ୍ରାରେ ହେଉଥିଲା ଚାଷୀContinue reading “ମିଳୁନି ସାହାଯ୍ୟ ସହଯୋଗ । କ୍ଷତିରେ ଭୋଗରାଇର ପାନ ଚାଷୀ, କମିଯାଉଛି ବିରକୁଳି ପାନର ଚାହିଦା”

ଶଯ୍ୟାଶାୟୀ ରୋଜଗାରିଆ ସ୍ୱାମୀ । ଅଭାବ ଭିତରେ ହୋଇପାରୁୁନି ଚିକତ୍ସା , ଚିକିତ୍ସା ପାଇଁ ସହଯୋଗ କରିବାକୁ ସ୍ତ୍ରୀର ଆକୁଳ ନିବେଦନ

କନକ ବ୍ୟୁରୋ : ବିଛଣାରେ ପଡିଛି ଘରର ରୋଜଗାରିଆ ପୁଅ । ରୋଜଗାର କରି ପରିବାର ଚଳାଉଥିବା ବେଳେ ଏବେ ଶଯ୍ୟାଶାୟୀ ହୋଇପଡିବା ଯୋଗୁ ପରିବାର ଦୁର୍ଦ୍ଦଶା ଦୁଇଗୁଣ ହୋଇଯାଇଛି । କେନ୍ଦ୍ରାପଡା ଗରଦପୁରର ରବୀନ୍ଦ୍ର ସେଠୀ । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ସୁରୁଖୁରୁରେ ଚାଲିଥିଲା ପରିବାର । ହେଲେ ଦଇବ ସହିଲାନି ।। ପ୍ରାୟ ୧୦ ବର୍ଷ ହେଲା ମେରୁଦଣ୍ଡ ଜନିତ ରୋଗରେ ପଡିଥିଲେ । ସେଥିରେ ମଧ୍ୟ କାମ ଧନ୍ଦା କରିContinue reading “ଶଯ୍ୟାଶାୟୀ ରୋଜଗାରିଆ ସ୍ୱାମୀ । ଅଭାବ ଭିତରେ ହୋଇପାରୁୁନି ଚିକତ୍ସା , ଚିକିତ୍ସା ପାଇଁ ସହଯୋଗ କରିବାକୁ ସ୍ତ୍ରୀର ଆକୁଳ ନିବେଦନ”

Design a site like this with WordPress.com
Get started