ଆଇଆଇଟି ବମ୍ବେର ୮୫ ଛାତ୍ରଙ୍କୁ ମିଳିଲା ୧ କୋଟି ଲେଖାଏଁ ପ୍ୟାକେଜର ଚାକିରୀ । ଆପଲ, ଗୁଗୁଲ ଭଳି କମ୍ପାନୀ ଦେଲେ ଅଫର

କନକ ବ୍ୟୁରୋ : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ବମ୍ବେର ୮୫ ଜଣ ଛାତ୍ରଛାତ୍ରୀଙ୍କୁ ଏକ କୋଟି ଲେଖାଏଁ ପ୍ୟାକେଜରେ ଚାକିରୀ ମିଳିଛି । ଆଇଆଇଟି ବମ୍ବେର କ୍ୟାମ୍ପସ୍ ପ୍ଲେସମେଣ୍ଟରେ ୮୫ ଜଣ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧ କୋଟି ଟଙ୍କା ଦରମାରେ ଚାକିରୀ ମିଳିଛି । କ୍ୟାମ୍ପସ ପ୍ଲେସମେଣ୍ଟର ପ୍ରଥମ ପର୍ଯ୍ୟାୟରେ ୧୧୮୮ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଥାନ ମିଳିଛି । ଏଥର କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ଅଫର ଦେଇଥିବା ପ୍ରମୁଖ କମ୍ପାନୀଗୁଡିକ ମଧ୍ୟରେ ରହିଛି ଅକ୍ସେଞ୍ଜର, ଏୟାରବେସ୍, ଏୟାରContinue reading “ଆଇଆଇଟି ବମ୍ବେର ୮୫ ଛାତ୍ରଙ୍କୁ ମିଳିଲା ୧ କୋଟି ଲେଖାଏଁ ପ୍ୟାକେଜର ଚାକିରୀ । ଆପଲ, ଗୁଗୁଲ ଭଳି କମ୍ପାନୀ ଦେଲେ ଅଫର”

ଦୁନିଆର ସବୁଠୁ କୁଲ୍ ଶାସକ ।  ସିଂହାସନ ଆରୋହଣ କରିବା ମାତ୍ରେ ୭୫,୦୦୦ ହତ୍ୟାକାରୀଙ୍କୁ ଜେଲରେ ଭର୍ତ୍ତି କରିଦେଲେ । ଲୋକମାନେ ବି ଖୁସ୍

ଏଲ ସାଲଭାଡୋରର ରାଷ୍ଟ୍ରପତି ନୟିବ ବୁକେଲେଙ୍କୁ ବିଶ୍ୱର ସବୁଠାରୁ ଶାନ୍ତ ଶାସକ ବୋଲି ବର୍ଣ୍ଣନା କରାଯାଇଛି । ତାଙ୍କ ନିଷ୍ପତି ସବୁ ସେ ଥଣ୍ଡା ମିଜାଜରେ ନିଅନ୍ତି ବୋଲି ତାଙ୍କୁ କୁଲ୍ ଶାସକ ବୋଲି ମଧ୍ୟ ଲୋକମାନେ କହିଥାନ୍ତି ।  ୨୦୧୯ ରେ ସିଂହାସନ ଗ୍ରହଣ କରିବା ପରେ ସେ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଦେଶର ୭୫,୦୦୦ ଅପରାଧୀଙ୍କୁ ଜେଲରେ ଭର୍ତ୍ତି କରିଥିଲେ । ବୁକେଲଙ୍କ ଏହି କଠୋର ନିଷ୍ପତ୍ତି ୨୦୨୩ କୁ ଏଲ ସାଲଭାଡୋରContinue reading “ଦୁନିଆର ସବୁଠୁ କୁଲ୍ ଶାସକ ।  ସିଂହାସନ ଆରୋହଣ କରିବା ମାତ୍ରେ ୭୫,୦୦୦ ହତ୍ୟାକାରୀଙ୍କୁ ଜେଲରେ ଭର୍ତ୍ତି କରିଦେଲେ । ଲୋକମାନେ ବି ଖୁସ୍”

ଧୋନୀଙ୍କୁ ଠକିଦେଲେ ଘନିଷ୍ଠ ବନ୍ଧୁ, ୧୫ କୋଟିର କ୍ଷତି ପାଇଁ କଲେ କେସ୍ ।

କନକ ବ୍ୟୁରୋ : ଠକାମୀର ଶିକାର ହେଲେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ନିଜର ଅତି ଘନିଷ୍ଠ ବନ୍ଧୁ ଧୋନୀଙ୍କୁ ଠକିଛନ୍ତି । ଯେଉଁଥିପାଇଁ ଆରକା ସ୍ପୋର୍ଟ୍ସ ଆଣ୍ଡ ମ୍ୟାନେଜମେଣ୍ଟ ଲିମିଟେଡର ମିହିର ଦିବାକର ଓ ସୌମ୍ୟା ବିଶ୍ୱାସଙ୍କ ନାଁରେ ରାଞ୍ଚି କୋର୍ଟରେ ଅପରାଧିକ ମାମଲା ରୁଜୁ କରିଛନ୍ତି ଧୋନୀ । ଧୋନୀଙ୍କର ଅତି ଘନିଷ୍ଠ ବନ୍ଧୁ ଭାବେ ମିହିର ଦିବାକର ଜଣାଶୁଣା । ଏପରିକି ମିହିରି ହେଉଛନ୍ତି ଧୋନୀଙ୍କର ବ୍ୟବସାୟିକ ବନ୍ଧୁContinue reading “ଧୋନୀଙ୍କୁ ଠକିଦେଲେ ଘନିଷ୍ଠ ବନ୍ଧୁ, ୧୫ କୋଟିର କ୍ଷତି ପାଇଁ କଲେ କେସ୍ ।”

ଆଇୱା ସ୍କୁଲ ଗୁଳିକାଣ୍ଡ : ୧୭ ବର୍ଷର ବାଳକ ଷଷ୍ଠ ଶ୍ରେଣୀର ଛାତ୍ରକୁ କଲା ହତ୍ୟା । ଆହୁରି ୫ ଆହତ ।  ଆମେରିକାରେ ସ୍କୁଲ ପିଲାଙ୍କ ଅପରାଧ ପ୍ରବଣତା

ଶୀତ ଅବକାଶ ପରେ ଗୁରୁବାର କ୍ଳାସର ପ୍ରଥମ ଦିନ ଥିଲା ।  ଯେତେବେଳେ ଜଣେ ୧୭ ବର୍ଷର ଛାତ୍ର ଆଇଓଆର ଏକ ବିଦ୍ୟାଳୟ ଭିତରେ ପଶି ଆଖିବୁଜା  ଗୁଳି ଚଳାଇଥିଲା । ଅଭିଯୁକ୍ତ ଜଣକ ପେରି ହାଇସ୍କୁଲର ଛାତ୍ର ଡିଲିନ୍ ବଟଲର ବୋଲି ଜଣାପଡିଛି । ଏହି ଘଟଣା ପରେ ସେ ନିଜେ ନିଜ ଉପରେ ଗୁଳି ଚଳାଇ ଆତ୍ମହତ୍ୟା କରିଛି  ବୋଲି ସୂତ୍ରରୁ ପ୍ରକାଶ । ଚିକାଗୋ: ଆମେରିକାର ଆଇଓଆରେ ଶୀତ ଛୁଟି ପରେ ଗୁରୁବାରContinue reading “ଆଇୱା ସ୍କୁଲ ଗୁଳିକାଣ୍ଡ : ୧୭ ବର୍ଷର ବାଳକ ଷଷ୍ଠ ଶ୍ରେଣୀର ଛାତ୍ରକୁ କଲା ହତ୍ୟା । ଆହୁରି ୫ ଆହତ ।  ଆମେରିକାରେ ସ୍କୁଲ ପିଲାଙ୍କ ଅପରାଧ ପ୍ରବଣତା”

ବିନା ନୋଟିସରେ ଉଚ୍ଛେଦ । ସତ ପଚାରିବାରୁ ଗଣମାଧ୍ୟମ ଆଗରେ ମୁହଁ ଖୋଲୁନାହାଁନ୍ତି ବିଡିଏ ଅଧିକାରୀ ।

କନକ ବ୍ୟୁରୋ: ବିନା ନୋଟିସରେ ଉଚ୍ଛେଦ । ଉଚ୍ଛେଦ ସମୟରେ ଉତ୍ତେଜନା । ଉଚ୍ଛେଦ ବେଳର ଦୃଶ୍ୟକୁ ଦୋକାନୀ ମୋବାଇଲରେ ରେକର୍ଡ କରିବାରୁ ବାରଣ କରିଛନ୍ତି ପୁଲିସ ଓ ବିଡିଏ ଅଧିକାରୀ । ମୋବାଇଲ୍ ଛଡେଇ ନେଇ ଭିଡିଓ ଡିଲିଟ୍ କରିବାକୁ ବାଧ୍ୟ କଲେ । ଦୋକାନୀ ନଶୁଣିବାରୁ ସାଇବର ଆକ୍ଟରେ ଫସେଇ ଦେବେ ବୋଲି ଧମକ ଦେଉଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଥିବା ଦୋକାନକୁ ଆଜି ବିିଡିଏ ପକ୍ଷରୁContinue reading “ବିନା ନୋଟିସରେ ଉଚ୍ଛେଦ । ସତ ପଚାରିବାରୁ ଗଣମାଧ୍ୟମ ଆଗରେ ମୁହଁ ଖୋଲୁନାହାଁନ୍ତି ବିଡିଏ ଅଧିକାରୀ ।”

କଟକରେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । କହିଲେ, କଟକରେ ଚାଲିବ ଲକ୍ଷ୍ମୀ ବସ୍, ୫ ଟଙ୍କାରେ ଯାତ୍ରା କରିବେ ମହିଳା ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: କଟକ ଗସ୍ତରେ ଫାଇଭ୍ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ବାଲିଯାତ୍ରା ପଡିଆରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଜନସାଧାରଣଙ୍କୁ ଗମନାଗମନ ଓ ସ୍ୱାସ୍ଥ୍ୟ ସେବା ସୁବିଧା ପାଇଁ ନିଶ୍ଚିତ କରିଛନ୍ତି । ପାଣ୍ଡିଆନ୍ କହିଛନ୍ତି ଯେ, କଟକରେ ଚାଲିବ ଲକ୍ଷ୍ମୀ ବସ୍ । ଏଥିରେ ମହିଳା ଓ ଛାତ୍ରଛାତ୍ରୀ ଓ ମହିଳା ମାତ୍ର ୫ ଟଙ୍କାରେ ଯାତ୍ରା କରିପାରିବେ । ଏହାସହ ଜିଲ୍ଲାର ପ୍ରତି ପଞ୍ଚାୟତରେ ପହଞ୍ଚିବContinue reading “କଟକରେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । କହିଲେ, କଟକରେ ଚାଲିବ ଲକ୍ଷ୍ମୀ ବସ୍, ୫ ଟଙ୍କାରେ ଯାତ୍ରା କରିବେ ମହିଳା ଛାତ୍ରଛାତ୍ରୀ ।”

୨୦୦୭ ଟି-୨୦ ବିଶ୍ୱକପରେ ଭାରତର ବିଜୟ ପଛରେ ହିରୋ ସାଜିଥିବା ଯୋଗିନ୍ଦର ଶର୍ମାଙ୍କ ବିରୋଧରେ ସଂଗୀନ ଅଭିଯୋଗ । ଆତ୍ମହତ୍ୟା ପାଇଁ ଉସକାଉଥିବା ନେଇ ଥାନାରେ ମାମଲା

କନକ ବ୍ୟୁରୋ : ୨୦୦୭ ଟି-୨୦ ବିଶ୍ୱକପର ଐତିହାସିକ ଓଭର ପକାଇ ଭାରତକୁ ବିଜୟୀ କରାଇଥିବା ଯୋଗୀନ୍ଦର ଶର୍ମାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି । ଆତ୍ମହତ୍ୟା ପାଇଁ ଉସକାଉଥିବା ନେଇ ହରିଆଣାର ହିସାର ଥାନାରେ ମାମଲା ରୁଜୁ ହୋଇଛି । ଯୋଗୀନ୍ଦର ପାକିସ୍ତାନ ବିରୋଧ ୨୦୦୭ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ଶେଷ ଓଭର ବୋଲିଂ କରି ଭାରତକୁ ବିଜୟୀ କରାଇଥିଲେ । ଏବେ ସେ ହରିଆଣାର ଡିଏସପି ପଦରେ ଅଛନ୍ତି । ଯୋଗୀନ୍ଦରଙ୍କ ସମେତContinue reading “୨୦୦୭ ଟି-୨୦ ବିଶ୍ୱକପରେ ଭାରତର ବିଜୟ ପଛରେ ହିରୋ ସାଜିଥିବା ଯୋଗିନ୍ଦର ଶର୍ମାଙ୍କ ବିରୋଧରେ ସଂଗୀନ ଅଭିଯୋଗ । ଆତ୍ମହତ୍ୟା ପାଇଁ ଉସକାଉଥିବା ନେଇ ଥାନାରେ ମାମଲା”

ଦିବ୍ୟାଙ୍ଗ ଛୁଆ ପାଇଁ ଗର୍ଭବତୀ ସ୍ତ୍ରୀ, ପିଲାକୁ ଷ୍ଟେସନରେ ଛାଡ଼ି ଦେଇଗଲା ସ୍ୱାମୀ । ନ୍ୟାୟ ପାଇଁ ଶାଶୁ ଘର ବାହାରେ ଧାରଣାରେ ସ୍ତ୍ରୀ ।

କନକ ବ୍ୟୁରୋ: ଏତେ ନିଷ୍ଠୁର ହୋଇପାରେ ସ୍ୱାମୀ । ଭୁଲ ନଥାଇ ବି ଶାସ୍ତି ପାଉଛି ସ୍ତ୍ରୀ । ଦିବ୍ୟାଙ୍ଗ ପୁଅ ପାଇଁ ସ୍ତ୍ରୀ ଓ ପିଲାକୁ ପର କରିଦେଲା ସ୍ୱାମୀ । ରେଳ ଷ୍ଟେସନରେ ସ୍ତ୍ରୀକୁ ଛାଡ଼ି ଫେରାର ହୋଇଗଲା ସ୍ୱାମୀ । ବହୁ କଷ୍ଟରେ ଦିବ୍ୟାଙ୍ଗ ପୁଅକୁ ଧରି ଶାଶୁଘରେ ପହଂଚିବା ପରେ ଶାଶୁ, ଶଶୁର ଓ ବିବାହିତ ନଣନ୍ଦ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ସ୍ତ୍ରୀ । ତେଣୁ ନ୍ୟାୟ ପାଇଁContinue reading “ଦିବ୍ୟାଙ୍ଗ ଛୁଆ ପାଇଁ ଗର୍ଭବତୀ ସ୍ତ୍ରୀ, ପିଲାକୁ ଷ୍ଟେସନରେ ଛାଡ଼ି ଦେଇଗଲା ସ୍ୱାମୀ । ନ୍ୟାୟ ପାଇଁ ଶାଶୁ ଘର ବାହାରେ ଧାରଣାରେ ସ୍ତ୍ରୀ ।”

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି । ଶ୍ରୀଦାଣ୍ଡ, ଶ୍ରୀସେତୁ ନିକଟ ବିଶ୍ୱସ୍ତରୀୟ ଭେଣ୍ଡିଂ ଜୋନର ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ

କନକ ବ୍ୟୁରୋ : ପୁରୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଶ୍ରୀଦାଣ୍ଡ, ଶ୍ରୀ ସେତୁ ନିକଟରେ ବିଶ୍ୱସ୍ତରୀୟ ଭେଣ୍ଡିଂ ଜୋନ ସମୀକ୍ଷା କରିଛନ୍ତି । ପୂର୍ତ୍ତ ସଚିବଙ୍କ ସହ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ । ଏହା ସହ ସମଙ୍ଗରେ ହୋଇଥିବା ପାର୍କିଂ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବା ସମସ୍ତ ଗାଡ଼ି ସେଠାରେ ପାର୍କିଂ ହେବ । ସେଠାରେ ହୋଇଥିବା ଯାତ୍ରୀContinue reading “ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି । ଶ୍ରୀଦାଣ୍ଡ, ଶ୍ରୀସେତୁ ନିକଟ ବିଶ୍ୱସ୍ତରୀୟ ଭେଣ୍ଡିଂ ଜୋନର ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ”

ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆର ଜବରଦସ୍ତ  ବୋମା ବର୍ଷଣ :  ଆଉ ଏକ ଯୁଦ୍ଧର ବିଗୁଲ ବାଜିଲା କି ?

କିଛି ଘଣ୍ଟା ପୂର୍ବରୁ ହ୍ଵାଇଟ ହାଉସ ଉତ୍ତର କୋରିଆ ଉପରେ ଅଭିଯୋଗ କରିଥିଲା ​​ଯେ ୟୁକ୍ରେନ ଆକ୍ରମଣରେ ରୁଷ, ଉତ୍ତର କୋରିଆରୁ ପଠାଯାଇଥିବା କ୍ଷେପଣାସ୍ତ୍ର  ବ୍ୟବହାର କରିଛି । ଏହି ବିବୃତ୍ତି ପରେ ତୁରନ୍ତ ଉତ୍ତର କୋରିଆ ଦକ୍ଷିଣ କୋରିଆ ଉପରେ ୨୦୦ ରୁ ଅଧିକ ଗୋଳା ନିକ୍ଷେପ କରିଛି । ଦକ୍ଷିଣ କୋରିଆ କହିଛି ଯେ ଉତ୍ତର କୋରିଆ ୨୦୧୮ ସାମରିକ ଚୁକ୍ତିନାମାକୁ ଉଲ୍ଲଂଘନ କରି ସେମାନଙ୍କ ବିବାଦୀୟ ପଶ୍ଚିମ ସାମୁଦ୍ରିକ ସୀମାର ଉତ୍ତରରେ ୨୦୦Continue reading “ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆର ଜବରଦସ୍ତ  ବୋମା ବର୍ଷଣ :  ଆଉ ଏକ ଯୁଦ୍ଧର ବିଗୁଲ ବାଜିଲା କି ?”

Design a site like this with WordPress.com
Get started