କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ମୃତ ଘୋଷିତ ଦିଲ୍ଲୀପ ବଞ୍ଚିଥିବା ଚର୍ଚ୍ଚା ବଢ଼ୁଥିବା ବେଳେ ଦ୍ୱନ୍ଦ୍ୱ ଦୂର ପାଇଁ ଡିଏନଏ ଟେଷ୍ଟ କରାଯାଇପାରେ । ଆଜି ହସ୍ପିଟାଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଦିଲ୍ଲୀପ ବୋଲି କହୁଥିବା ବ୍ୟକ୍ତି ୯୦-୯୫ ପ୍ରତିଶତ ଦିଲ୍ଲୀପ ସାମନ୍ତରାୟ ହିଁ ବୋଲି ସେ ସ୍ୱଷ୍ଟ ହେଉଛନ୍ତି । କାରଣ ଦିଲ୍ଲୀପଙ୍କ ସମ୍ପର୍କରେ ପଚରା ଯାଉଥିବା ପ୍ରତିଟି କଥାContinue reading “ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ନିଜକୁ ଦିଲ୍ଲୀପ ବୋଲି ପରିଚୟ ଦେଉଥିବା ବ୍ୟକ୍ତିଙ୍କର ହେବ ଡିଏନଏ ଟେଷ୍ଟ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ।”
Category Archives: News
ପୁଣି ରାଜଧାନୀ କାନ୍ଥରେ ପୋଷ୍ଟର ଲଗାଇବା ପଡ଼ିଲା ମହଙ୍ଗା । ଜିଓ ଫାଇବର ଉପରେ ୫୦ ହଜାର ଫାଇନ୍ ।
କନକ ବ୍ୟୁରୋ: ରାଜଧାନୀରେ ବେଆଇନ ଭାବେ ପୋଷ୍ଟର ମାରିଥିବା କମ୍ପାନୀ ଉପରେ ଜରିମାନା । ନୟାପଲ୍ଲୀର କିଛି କାନ୍ଥରେ ଜିଓ ଫାଇବର ପକ୍ଷରୁ ମରାଯାଇଥିବା ପୋଷ୍ଟର ପାଇଁ ୫୦ହଜାର ଟଙ୍କା ଜରିମାନା କରିଛି ବିଏମସି । ଏହାସହ ଜିଓ ଫାଇବର ନାଁରେ ମାମଲା ମଧ୍ୟ କରାଯାଇଛି । ଗତ କିଛି ଦିନ ହେଲା ରାଜଧାନୀର ବିଭିନ୍ନ ସ୍ଥାନରେ ଲଗା ଯାଇଥିବା ବେଆଇନ ପୋଷ୍ଟର ବ୍ୟାନରକୁ ନେଇ କାର୍ଯ୍ୟାନୁଷ୍ଠାନ ନେଉଛି ବିଏମସି । ହୋର୍ଡିଂ ମାରିଲେ ଭୁବନେଶ୍ୱରର ସୌନ୍ଦର୍ଯ୍ୟContinue reading “ପୁଣି ରାଜଧାନୀ କାନ୍ଥରେ ପୋଷ୍ଟର ଲଗାଇବା ପଡ଼ିଲା ମହଙ୍ଗା । ଜିଓ ଫାଇବର ଉପରେ ୫୦ ହଜାର ଫାଇନ୍ ।”
ଚଢଉ ବେଳେ ଇଡି ଟିମ୍ ଉପରେ ଅତର୍କୀତ ଆକ୍ରମଣ । ଟିଏମସି ନେତାଙ୍କ ଘର ରେଡ୍ କରିବାକୁ ଯାଇଥିଲେ ଅଧିକାରୀ ।
କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଚଢ଼ାଉ ବେଳେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଛି। ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଚଢ଼ାଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ରାସନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବନଗାଓଁର ପୂର୍ବତନ ପୌରପାଳିକା ଅଧ୍ୟକ୍ଷ ଶଙ୍କର ଆଧ୍ୟାଙ୍କ ବନଗାଓଁସ୍ଥିତ ବାସଭବନରେ ଚଢ଼ାଉ କରିବାକୁ ଯାଇଥିବାବେଳେ ଇଡି ଅଧିକାରୀଙ୍କୁ ଏକକାଳୀନ ୩୦୦ ଲୋକ ଆକ୍ରମଣ କରିଥିବା ଜଣାପଡିଛି । ଇଡି ଟିମ୍ ଟିଏମସି ନେତା ଶାହାଜାହାନContinue reading “ଚଢଉ ବେଳେ ଇଡି ଟିମ୍ ଉପରେ ଅତର୍କୀତ ଆକ୍ରମଣ । ଟିଏମସି ନେତାଙ୍କ ଘର ରେଡ୍ କରିବାକୁ ଯାଇଥିଲେ ଅଧିକାରୀ ।”
ହରିୟାଣାର ‘ଧନକୁବେର’ ପୂର୍ବ ବିଧାୟକଙ୍କ ଘରେ ଇଡି ଚଢଉ । ୫ କୋଟି ଟଙ୍କା ସହ ବିପୁଳ ବିଦେଶୀ ମାରଣାସ୍ତ୍ର ଜବତ ।
କନକ ବ୍ୟୁରୋ: ହରିୟାଣାରେ ଅକ୍ସନ ମୋଡରେ ଇଡି । ଗୁରୁବାର ବେଆଇନ୍ ଖଣି ଖନନ ମାମଲାରେ ହରିୟାଣା କଂଗ୍ରେସ ବିଧାୟକ ସୁରେନ୍ଦ୍ର ପୱାର, ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳର ପୂର୍ବ ବିଧାୟକ ଦିଲବାଗ୍ ସିଂହଙ୍କ ଘରେ ଇଡି ଚଢଉ କରିଛି । ଦିଲବାଗଙ୍କ ଘରୁ ୫ କୋଟି ନଗଦ ଟଙ୍କା ସହ ବିଦେଶୀ ମାରଣାସ୍ତ୍ର ଓ ଗୁଳି ମିଳିଛି । ଏହସହ ସୁନା ବିସ୍କୁଟ ମଧ୍ୟ ଜବତ ହୋଇଛି । ଏହାସହ ବିଦେଶରେ ଥିବା ତାଙ୍କର ଏକାଧିକ ସମ୍ପତ୍ତିରContinue reading “ହରିୟାଣାର ‘ଧନକୁବେର’ ପୂର୍ବ ବିଧାୟକଙ୍କ ଘରେ ଇଡି ଚଢଉ । ୫ କୋଟି ଟଙ୍କା ସହ ବିପୁଳ ବିଦେଶୀ ମାରଣାସ୍ତ୍ର ଜବତ ।”
ୱାର୍ଡେନ ଲକ୍ଷ୍ମୀ ମାଝୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ସିବିଆଇ ତଦନ୍ତ ଦାବିରେ ୧୨ ଘଣ୍ଟିଆ ରାୟଗଡ଼ା ବନ୍ଦ ।
କନକ ବ୍ୟୁରୋ: ରାୟଗଡାରେ ୧୨ ଘଣ୍ଟିଆ ବନ୍ଦ । ଜିଲ୍ଲା ଆଦିବାସୀ ମହାସଂଘ ଡାକରାରେ ବନ୍ଦ ପାଳନ କରାଯାଉଛି । ମା’ ଗୃହ ୱାର୍ଡନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ଜିଲ୍ଲା ଆଦିବାସୀ ମହାସଂଘ ବନ୍ଦ ପାଳନ କରୁଛି । କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ଦାବି କରୁଛି ମହାସଂଘ । ପ୍ରଥମେ ବିଜେଡି ନେତା ଭାଗିରଥି ମାଣ୍ଡାଙ୍ଗି, ପରେ ପୁରୁଷୋତମ ଗମାଙ୍ଗ ଓ ଏବେ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁକୁ ନେଇContinue reading “ୱାର୍ଡେନ ଲକ୍ଷ୍ମୀ ମାଝୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ସିବିଆଇ ତଦନ୍ତ ଦାବିରେ ୧୨ ଘଣ୍ଟିଆ ରାୟଗଡ଼ା ବନ୍ଦ ।”
ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ବଡ଼ ଟ୍ୱିଷ୍ଟ୍ । ଦୁର୍ଘଟଣାରେ ମୃତକଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ ।
କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାକୁ ନେଇ ବଡ଼ ଟ୍ୱିଷ୍ଟ । ଦୁର୍ଘଟଣାରେ ମୃତକଙ୍କ ପରିଚୟକୁ ନେଇ ଉପୁଜିଛି ବିବାଦ । ମୃତ ଘୋଷିତ ହୋଇଥିବା ଦିଲ୍ଲୀପ ସାମନ୍ତରାୟ ଜୀବିତ କି ମୃତ ତାକୁ ନେଇ ନ୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଗତ ୩୦ ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଇଥିଲା । ଦିଲ୍ଲୀପଙ୍କ ପରିବାର ଲୋକ ମୃତଦେହ ନେଇ ଅନ୍ତିମ ସଂସ୍କାର ମଧ୍ୟ କରିସାରିଛନ୍ତି । ଏହି ଘଟଣାରେ ଦୁଇContinue reading “ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ବଡ଼ ଟ୍ୱିଷ୍ଟ୍ । ଦୁର୍ଘଟଣାରେ ମୃତକଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ ।”
ଗଣତନ୍ତ୍ର ଦିବସ ପରେଡରେ ଏଥର ଝଲସିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । କର୍ତ୍ତବ୍ୟପଥରେ ଓଡ଼ିଶାର କଳାକୃତି ଦେଖିବ ସାରା ଦେଶ ।
କନକ ବ୍ୟୁରୋ: ନୂଆଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡ୍ରେ ଏଥର ଝଲସିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । କର୍ତ୍ତବ୍ୟପଥରେ ଓଡ଼ିଶାର କଳାକୃତି ଦେଖିବ ସାରା ଦେଶ । ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ସୁଯୋଗ ମିଳିଛି । ଓଡ଼ିଶାର ମେଢ଼ ମନୋନୀତ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚିଠି ଜରିଆରେ ସୂଚିତ କରାଯାଇଛି । ଏଥର ପ୍ରଜ୍ଞାପନ ମେଢ଼ରେ ରଘୁରାଜପୁରର ଶିଳ୍ପୀଗ୍ରାମର ଝଲକ ଦେଖିବାକୁContinue reading “ଗଣତନ୍ତ୍ର ଦିବସ ପରେଡରେ ଏଥର ଝଲସିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । କର୍ତ୍ତବ୍ୟପଥରେ ଓଡ଼ିଶାର କଳାକୃତି ଦେଖିବ ସାରା ଦେଶ ।”
ଚନ୍ଦକା ରାସ୍ତାରୁ ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ । ୨ ଘଣ୍ଟା ପରେ ପାତ୍ରପଡ଼ାରୁ ଉଦ୍ଧାର । ପ୍ରେମ ବ୍ୟାପାରକୁ ନେଇ ଅପହରଣ ସନ୍ଦେହ ।
କନକ ବ୍ୟୁରୋ: ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ । ଭୁବନେଶ୍ୱର ଚନ୍ଦକା ରାସ୍ତାରୁ ଉଠାଇ ନେଲେ । ଅପହରଣ ପଛରେ ସାଙ୍ଗମାନଙ୍କର ସମ୍ପୃକ୍ତି ଥିବା ଜଣାପଡିଛି । ଦାରୁଠେଙ୍ଗର ଆଶିଷ କୁମାର ବେହେରାଙ୍କୁ ବୁଲିବା ବାହାନାରେ ତାଙ୍କ ସାଙ୍ଗମାନେ ଡାକି କାରରେ ବସାଇ ଥିଲେ । ଏହାପରେ ଅଧାବାଟରେ ବନ୍ଧୁକ ଦେଖାଇ ଅପହରଣ କରିଥିଲେ । ଏହା ଦେଖି ଅନ୍ୟଜଣେ ସାଙ୍ଗ ଚଳନ୍ତା କାରରୁ ଡେଇଁ ବର୍ତି ଯାଇଥିଲେ । ଗୁରୁବାର ରାତିରେ ଦାରୁଠେଙ୍ଗ-ଚନ୍ଦକା ରାସ୍ତାରେ ଏଭଳିContinue reading “ଚନ୍ଦକା ରାସ୍ତାରୁ ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ । ୨ ଘଣ୍ଟା ପରେ ପାତ୍ରପଡ଼ାରୁ ଉଦ୍ଧାର । ପ୍ରେମ ବ୍ୟାପାରକୁ ନେଇ ଅପହରଣ ସନ୍ଦେହ ।”
ଫିଲ୍ମ ପ୍ରଯୋଜକଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ଜମିଜମା ଠକେଇ ଅଭିଯୋଗରେ ଗିରଫ ।
କନକ ବ୍ୟୁରୋ: ଫିଲ୍ମ ପ୍ରଯୋଜକ ଗିରଫ । ଓଡ଼ିଶା ଫିଲ୍ମ ପ୍ରଯୋଜକ ସଚ୍ଚିକାନ୍ତ ଜେନାଙ୍କୁ ଗିରଫ କରିଛି ନୟାପଲ୍ଲୀ ପୁଲିସ । ଜମିଜମା ଠକେଇ ଅଭିଯୋଗ ମାମଲାରେ ସଚ୍ଚିକାନ୍ତ ଗିରଫ ହୋଇଛନ୍ତି । ଏମ୍ସ ନିକଟରେ ଜମି ଦେବାକୁ କହି ୨ ଲକ୍ଷ ଟଙ୍କା ଠକେଇ ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ସଚ୍ଚିକାନ୍ତ ହେଉଛନ୍ତି ଏହି ମାମଲାର ଚତୁର୍ଥ ଅଭିଯୁକ୍ତ । ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୁଲିସContinue reading “ଫିଲ୍ମ ପ୍ରଯୋଜକଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ଜମିଜମା ଠକେଇ ଅଭିଯୋଗରେ ଗିରଫ ।”
ଓଡ଼ିଶା କ୍ରିକେଟରେ ପୁଣି ବୟସ ଜାଲିଆତି ମାମଲା । ସମ୍ପୃକ୍ତ ରଣଜୀ କ୍ରିକେଟର୍ ସୁମିତ୍ ଶର୍ମା ବହିଷ୍କୃତ ।
କନକ ବ୍ୟୁରୋ: ଓଡ଼ିଶା କ୍ରିକେଟରେ ପୁଣି ବୟସ ଜାଲିଆତି ମାମଲା । ବୟସରେ ଜାଲିଆତି କରିଥିବା ମାମଲାରେ ଓଡ଼ିଶା ରଣଜୀ କ୍ରିକେଟର୍ ସୁମିତ୍ ଶର୍ମା ବିଦା ହୋଇଛନ୍ତି । ବିଭିନ୍ନ ବୟସ ବର୍ଗ ପାଇଁ ଭିନ୍ନ ଭିନ୍ନ ସାର୍ଟିଫିକେଟ୍ ଦେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଭାରତୀୟ କ୍ରିକେଟ୍ ବୋର୍ଡ । କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ସୁମିତ୍ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ବିସିସିଆଇର କୌଣସି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିପାରିବେ ନାହିଁ । ୨୦୧୫-୧୬ରେ ଜୁନିୟର ସ୍ତରର କ୍ରିକେଟ୍Continue reading “ଓଡ଼ିଶା କ୍ରିକେଟରେ ପୁଣି ବୟସ ଜାଲିଆତି ମାମଲା । ସମ୍ପୃକ୍ତ ରଣଜୀ କ୍ରିକେଟର୍ ସୁମିତ୍ ଶର୍ମା ବହିଷ୍କୃତ ।”