ଢେଙ୍କାନାଳ ମଗଜିକୁ ଜିଆଇ ଟ୍ୟାଗ୍: ବହୁଦିନର ଦାବି ହେଲା ପୂରଣ

କନକ ବ୍ୟୁରୋ: ରାଜ୍ୟର ବହୁ ପୁରୁଣା ଉତ୍ପାଦ ଓ ହସ୍ତକଳାକୁ ମିଳିଛି ମାନ୍ୟତା । ଓଡିଶାର ୮ଟି ସାମଗ୍ରୀକୁ ଜିଆଇ ଟ୍ୟାଗ ମିଳିଛି । ୬୦୦ ବର୍ଷର ପୁରୁଣା ଢେଙ୍କାନାଳ ମଗଜି ଲଡୁ, ମୟୁରଭଂଜର କାଇଚଟଣି, ରାୟଗଡା ଲାଞ୍ଜିଆ ସଉରାଙ୍କ ଚିତ୍ରକଳା ଓ ଡଙ୍ଗରିଆ କନ୍ଧଙ୍କ ହାତବୁଣା କାପଡାଗୁନ୍ଦା ସାଲ ସହ ଖଜୁରୀ ଗୁଡ, କେନ୍ଦ୍ରପଡା ରସାବଳି, କୋରାପୁଟ କଳାଜିରା ଧାନକୁ କେନ୍ଦ୍ର ସରକାର ମାନ୍ୟତା ପ୍ରଦାନ କରିଛନ୍ତି । ଏହାସହ ରାଜ୍ୟର ଜିଆଇ ମାନ୍ୟତାପ୍ରାପ୍ତ ଉତ୍ପାଦContinue reading “ଢେଙ୍କାନାଳ ମଗଜିକୁ ଜିଆଇ ଟ୍ୟାଗ୍: ବହୁଦିନର ଦାବି ହେଲା ପୂରଣ”

ଗୁୁରୁଗ୍ରାମରେ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗୋଡଲିଙ୍କ ମହିଳା ବନ୍ଧୁ ଦିବ୍ୟା ପାହୁଜାଙ୍କୁ ଗୁଳି । ସାମ୍ନାକୁ ଆସିଲା ସିସିଟିଭି ଭିଡିଓ, ହତ୍ୟା ପରେ ବିଏମଡବ୍ଲ୍ୟୁ କାରରେ ନେଇଗଲେ ମୃତଦେହ

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ସନ୍ଦୀପ ଗୋଡଲିଙ୍କ ମହିଳା ବନ୍ଧୁ ଦିବ୍ୟା ପାହୁଜା । ଜଣେ ମଡେଲ ଭାବେ ପରିଚତ ଦିବ୍ୟା । ଫେବୃଆରୀ, ୨୦୧୬ରେ ମୁମ୍ବାଇର ଏକ ହୋଟେଲରେ ଗୋଡଲିଙ୍କୁ ଗୁରୁଗ୍ରାମ ପୁଲିସ ଏନକାଉଂଟର କରି ହତ୍ୟା କରିଥିଲା । ସେହି ସମୟରେ ଗ୍ୟାଙ୍ଗଷ୍ଟର ସନ୍ଦୀପଙ୍କ ସହ ଥିଲେ ତାଙ୍କ ଗାର୍ଲଫେଣ୍ଡ ଦିବ୍ୟା ପାହୁଜା । ପରେ ମୁମ୍ବାଇ ପୁଲିସକୁ ଦିବ୍ୟାର ଜିମା ଦିଆଯାଇଥିଲା । ୭ ବର୍ଷ ଜେଲରେ ରହିବା ପରେ ୬ ମାସContinue reading “ଗୁୁରୁଗ୍ରାମରେ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗୋଡଲିଙ୍କ ମହିଳା ବନ୍ଧୁ ଦିବ୍ୟା ପାହୁଜାଙ୍କୁ ଗୁଳି । ସାମ୍ନାକୁ ଆସିଲା ସିସିଟିଭି ଭିଡିଓ, ହତ୍ୟା ପରେ ବିଏମଡବ୍ଲ୍ୟୁ କାରରେ ନେଇଗଲେ ମୃତଦେହ”

ସଂସଦୀୟ କ୍ଷେତ୍ର ପାଇଁ ସମରସଜ୍ଜା: ୧୦ଟି ଲୋକସଭା ହେବ ନିର୍ଣ୍ଣାୟକ

କନକ ବ୍ୟୁରୋ: ୧୦ଟି ଲୋକସଭା ଆସନ ପାଇଁ ସ୍ୱତନ୍ତ୍ର ରଣନୀତି କରିଛି ବିଜେଡି । ଯେଉଁ ଆସନରେ ଜୟ-ପରାଜୟର ବ୍ୟବଧାନ ୩୦ ହଜାରରୁ କମ୍ ଭୋଟ ରହିଥିଲା । ସେହି ସବୁ ଆସନରେ ଦଳ କେମିତି ପ୍ରତିପକ୍ଷଙ୍କୁ ମାତ ଦେବ ସେଥିପାଇଁ ଫୋକସ୍ କରିଛି । ମାଡିଆସୁଛି ସାଧାରଣ ନିର୍ବାଚନ । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ମୁକାବିଲା କରିବା ପାଇଁ ଆରମ୍ଭ ହୋଇଗଲାଣି ସମରସଜା । ସଂସଦୀୟ କ୍ଷେତ୍ରର ଯିଏ ଯେତେ ଆସନ ଜିତିବ,Continue reading “ସଂସଦୀୟ କ୍ଷେତ୍ର ପାଇଁ ସମରସଜ୍ଜା: ୧୦ଟି ଲୋକସଭା ହେବ ନିର୍ଣ୍ଣାୟକ”

୨୦୨୪ ଲୋକସଭା ରଣନୀତି ନେଇ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ଇଣ୍ଡିଆ ମେଂଟ ସହ ଆସନ ଭାଗବଂଟା ନେଇ ପିସିସି ସଭାପତି ଓ ସାଧାରଣ ସମ୍ପଦକଙ୍କ ସହ ଆଲୋଚନା

କନକ ବ୍ୟୁରୋ : ୨୦୨୪ ଲୋକସଭା ରଣନୀତି ନେଇ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ଇଣ୍ଡିଆ ମେଂଟ ସହ ଆସନ ଭାଗବଂଟା ନେଇ ପିସିସି ସଭାପତି ଓ ସାଧାରଣ ସମ୍ପାଦକଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ଆଗାମୀ ଭାରତ ନ୍ୟାୟ ଯାତ୍ରାରେ ଶକ୍ତି ପଦର୍ଶନ କରିବାକୁ ଯୋଜନା କରିଛି ଦଳ । ଦିଲ୍ଲୀ ମୁଖ୍ୟାଳୟରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିିତ ହୋଇଥିଲା । ସଭାପତି ମଲ୍ଲିକାର୍ଜୁନ୍ ଖଡଗେଙ୍କ ଅଧ୍ୟକ୍ଷତାରେ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟContinue reading “୨୦୨୪ ଲୋକସଭା ରଣନୀତି ନେଇ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ଇଣ୍ଡିଆ ମେଂଟ ସହ ଆସନ ଭାଗବଂଟା ନେଇ ପିସିସି ସଭାପତି ଓ ସାଧାରଣ ସମ୍ପଦକଙ୍କ ସହ ଆଲୋଚନା”

ଲୋକସଭା ନିର୍ବାଚନରେ ଆସନ ଭାଗବଂଟାକୁ ନେଇ ବଢୁଛି କଂଗ୍ରେସ-ଟିଏମସି ବିବାଦ । ମମତା ବାନାର୍ଜୀଙ୍କୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନଙ୍କ ଟାର୍ଗେଟ

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ଆସନ ଭାଗବଂଟାକୁ ନେଇ ଇଣ୍ଡିଆ ମେଂଟରେ ଫାଟ ଦେଖାଦେଇଛି । ଯାହାକୁ ନେଇ କଂଗ୍ରେସ-ଟିଏମସି ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୪୨ ଟି ଆସନରୁ ମାତ୍ର ଦୁଇଟ ଆସନ ଦେବାକୁ କହିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯାହାକୁ ନେଇ ମମତାଙ୍କୁ କଂଗ୍ରେସ ସାଂସଦ ତଥା ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ ଟାର୍ଗେଟ କରିଛନ୍ତି । ସେContinue reading “ଲୋକସଭା ନିର୍ବାଚନରେ ଆସନ ଭାଗବଂଟାକୁ ନେଇ ବଢୁଛି କଂଗ୍ରେସ-ଟିଏମସି ବିବାଦ । ମମତା ବାନାର୍ଜୀଙ୍କୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନଙ୍କ ଟାର୍ଗେଟ”

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ୧୨ରେ ଯଜ୍ଞ ପାଇଁ ଗୁଆ ଟେକା: ୧୫ରେ ଅଙ୍କୁରାରୋପଣ, ୧୭ରେ ପୂର୍ଣ୍ଣାହୁତି

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ବାକି ଥିବା ନିର୍ମାଣ କାର୍ଯ୍ୟ ବି ଜୋରସୋରରେ ଚାଲିଛି । ଏଥିସହ ଲୋକାର୍ପଣ ଉତ୍ସବରେ ହେବାକୁ ଥିବା ଯଜ୍ଞ ପାଇଁ ନୀତି ନିର୍ଘଂଟ ଶେଷ ହୋଇଛି । ଏବେ ଅପେକ୍ଷା ସେହି ଶୁଭ ଦିନକୁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ ପ୍ରତ୍ର ବଂଟା ଚାଲିଛି, ବାକି ଥିବା ନିର୍ମାଣ କାର୍ଯ୍ୟ ଜୋର ସୋରରେ ଆଗେଇ ଚାଲିଛିContinue reading “ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ୧୨ରେ ଯଜ୍ଞ ପାଇଁ ଗୁଆ ଟେକା: ୧୫ରେ ଅଙ୍କୁରାରୋପଣ, ୧୭ରେ ପୂର୍ଣ୍ଣାହୁତି”

ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତାକୁ ନେଇ ବିବାଦ । ହିଟ-ଆଣ୍ଡ-ରନ ମାମଲାଲେ କଠୋର ଦଣ୍ଡବିଧାନକୁ ବିରୋଧ

କନକ ବ୍ୟୁରୋ : ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ଦୁଇ ଦିନ ହେବ ସାରା ଦେଶ ଠପ୍ ହୋଇଯାଇଥିଲା । ଗୃହ ସଚିବ ଅଜୟ ଭଲ୍ଲାଙ୍କ ଆଶ୍ୱସନା ପରେ ଏବେ ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ସଂସଦରେ ପାସ ହୋଇଥିବା ନୂଆ ବିଲ ଭାରତୀୟ ନ୍ୟାୟ ସଂହିତା(ବିଏନଏସ୍)ରେ ହିଣ୍ଡ-ଆଣ୍ଡ-ରନ ମାମଲାର ଦଣ୍ଡବିଧାନକୁ ବିରୋଧ କରି ଟ୍ରକ ଓ ବସ ଚାଳକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯାହାକୁ ନେଇ ଏବେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି ।Continue reading “ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତାକୁ ନେଇ ବିବାଦ । ହିଟ-ଆଣ୍ଡ-ରନ ମାମଲାଲେ କଠୋର ଦଣ୍ଡବିଧାନକୁ ବିରୋଧ”

ନେତାଙ୍କ ଚିନ୍ତା ବଢ଼ାଉଛି ଡିପ୍ ଫେକ୍ ଭିଡିଓ: ଯାଂଚ୍ କରିବ କମିଶନରେଟ ପୋଲିସ

କନକ ବ୍ୟୁରୋ: ନିର୍ବାଚନ ଆଗରୁ ଚିନ୍ତା ବଢାଇଛି ଡିପ ଫେକ୍ ଫଟୋ ଓ ଭିଡ଼ିଓ । ନେତାଙ୍କ ଫୋଟୋକୁ ଏଡିଟ କରି ଫେକ ଫୋଟୋ ଓ ଭିଡିଓ ବନାଇ ବଦନାମ କରିବାର ଆଶଙ୍କା ରହିଛି । ନେତାମାନେ ଚିନ୍ତାରେ ପଡିଥିବା ବେଳେ ଏବେଠୁ ସଜାଗ ହୋଇଛି ପୋଲିସ । କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ପାଇଁ ଦିଆଯାଇଛି ତାଲିମ । ଡିପ ଫେକ ଭିଡିଓ ଓ ଫୋଟୋ ଏବେ ନେତାଙ୍କ ପାଇଁContinue reading “ନେତାଙ୍କ ଚିନ୍ତା ବଢ଼ାଉଛି ଡିପ୍ ଫେକ୍ ଭିଡିଓ: ଯାଂଚ୍ କରିବ କମିଶନରେଟ ପୋଲିସ”

ଉଠିବ ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ: ଘର ବାହୁଡ଼ିବେ ପୁରୁଣା ନେତା

କନକ ବ୍ୟୁରୋ: ଗୋଟିଏ ପଟେ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସିବେ ରାହୁଲ । ସେଥିପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛି ରାଜ୍ୟ କଂଗ୍ରେସ । ଅନ୍ୟପଟେ ନୂଆ ପ୍ରଭାରୀ ଆସୁଥିବାରୁ ତାଙ୍କର ସ୍ୱାଗତ ପାଇଁ କଂଗ୍ରେସ ଭବନକୁ ସଜା ଯାଉଛି । ଏହି ଅବସରରେ ଦଳକୁ ଏକଜୁଟ କରିବାକୁ ଅଭିଯାନ ଆରମ୍ଭ ହୋଇଛି । ବରିଷ୍ଠ ନେତା ମହମ୍ମଦ ମୋକିମ୍, ଚିରଂଜୀବ ବିଶ୍ୱାଳ ଓ ଶ୍ରୀକାନ୍ତ ଜେନାଙ୍କ ଉପରୁ ନିଲମ୍ବନ ଉଠାଇ ଦିଆଯିବ ବୋଲି ନିଷ୍ପତିContinue reading “ଉଠିବ ବରିଷ୍ଠ ନେତାଙ୍କ ଉପରୁ ନିଲମ୍ବନ: ଘର ବାହୁଡ଼ିବେ ପୁରୁଣା ନେତା”

ରାସ୍ତାରୁ ଉଠିଲା ମୃତଦେହ: ଦ୍ୱିତୀୟ ଦିନରେ ବି ଉତ୍ତେଜନା, ରାସ୍ତାରୋକ୍ । ଶେଷରେ ସରିଲା ଦିଶାନ୍ତଙ୍କ ଅନ୍ତିମ ସଂସ୍କାର

କନକ ବ୍ୟୁରୋ: ଶେଷରେ ଶାନ୍ତ ପଡିଛି ସମ୍ବଲପୁର ଆଉ ଜଳିଛି ଦିଶାନ୍ତଙ୍କ ଜୁଇ । ଦୁଇ ଦିନର ଅସ୍ଥିରତା ଓ ଅଚଳାବସ୍ଥା ଭିତରେ ବସ୍ ଧକ୍କାରେ ମୃତ୍ୟୁବରଣ କରିଥିବା ନବମ ଶ୍ରେଣୀ ଛାତ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଛି । ମୃତ ଛାତ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ମୃତଦେହ ଘରକୁ ଅଣାଯାଇଥିଲା । ଏହାପରେ ସମ୍ବଲପୁର ମୋଦିପଡା ନିକଟରେ ଗତକାଲି ଭଳି ଆଜି ବି ସ୍ଥାନୀୟ ବାସିନ୍ଦାମାନେ ରାସ୍ତାରୋକ କରିଥିଲେ । ମୃତକଙ୍କ ପରିବାରକୁ କ୍ଷତି ପୂରଣ ଏବଂContinue reading “ରାସ୍ତାରୁ ଉଠିଲା ମୃତଦେହ: ଦ୍ୱିତୀୟ ଦିନରେ ବି ଉତ୍ତେଜନା, ରାସ୍ତାରୋକ୍ । ଶେଷରେ ସରିଲା ଦିଶାନ୍ତଙ୍କ ଅନ୍ତିମ ସଂସ୍କାର”

Design a site like this with WordPress.com
Get started