କନକ ବ୍ୟୁରୋ: ୨୦୩୦ ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ପାଇବ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ । ଭିଜନ୍-୨୦୩୦ ନକ୍ସା ଆଙ୍କି ସେହି କ୍ରମରେ ଚାଲିବ ପ୍ରକଳ୍ପ କାମ । ଓଡ଼ିଶା ସରକାରଙ୍କ ଇଡକୋ ପରିଚାଳନାରେ ଏହି କାମ ହେବ । ଗତକାଲି ବିଶ୍ୱବିଦ୍ୟାଳୟ ରଜତ ଜୟନ୍ତୀ ଓ ୨୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ଏହି ଉପରେ ଆଲୋଚନା ହୋଇଛି । ପ୍ରତିଷ୍ଠା ଦିବସ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନContinue reading “୨୦୩୦ ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ପାଇବ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ । ଭିଜନ୍-୨୦୩୦ରେ ଆଗେଇ ଚାଲିବ ପ୍ରକଳ୍ପ କାମ ।”
Category Archives: News
ପଡିଶାରେ ଧରା ପଡିଲା ଓଡିଶା ଗଞ୍ଜେଇ । ଆନ୍ଧ୍ରରେ ଧରାପଡୁଥିବା ୮୦ ଭାଗ ଗଞ୍ଜେଇ ଓଡ଼ିଶାର ।
କନକ ବ୍ୟୁରୋ: ପଡିଶା ଆନ୍ଧ୍ରରେ ଧରା ପଡୁଛି ଓଡିଶା ଗଞ୍ଜେଇ । ଓଡିଶା ସୀମାନ୍ତବର୍ତ୍ତୀ ଆନ୍ଧ୍ରରେ କଡା କଡି ଧରପଗଡ ଓ ଅପରେସନ ପରିବର୍ତ୍ତନ ଯୋଗୁଁ ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷ ଏକ ପ୍ରକାର କମି ଆସୁଥିବା ନେଇ ଆନ୍ଧ୍ର ପୁଲିସ ପକ୍ଷରୁ ସୁଚନା ଦିଆଯାଇଛି । ଓଡିଶାର ଗଞ୍ଜେଇ ମାଫିଆ ମାନେ ଆନ୍ଧ୍ରରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସହ ଆନ୍ଧ୍ରରେ ଧରା ପଡୁଥିବା ୮୦ ଭାଗ ଗଞ୍ଜେଇ ଓଡିଶାର ବୋଲି ସମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛିContinue reading “ପଡିଶାରେ ଧରା ପଡିଲା ଓଡିଶା ଗଞ୍ଜେଇ । ଆନ୍ଧ୍ରରେ ଧରାପଡୁଥିବା ୮୦ ଭାଗ ଗଞ୍ଜେଇ ଓଡ଼ିଶାର ।”
ଦୁର୍ଦ୍ଦାନ୍ତ ଅପରାଧୀ ଈଶ୍ୱର ମହାଳିକଙ୍କୁ ବାନ୍ଧିଲା ପୋଲିସ । ବିଡିଓ ପରିଚୟ ଦେଇ କରୁଥିଲା ଲୁଟ୍ ।
କନକ ବ୍ୟୁରୋ: ବାଲେଶ୍ୱରର ଦୁର୍ଦ୍ଦାନ୍ତ ଅପରାଧୀ ଇଶ୍ୱର ମହାଳିକ ଗିରଫ । ତାର ସହଯୋଗୀକୁ ବି ବାନ୍ଧିଛି ବାଲେଶ୍ୱର ପୋଲିସ । ସେମାନଙ୍କ ନିକଟରୁ ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ସାମଗ୍ରୀ, ଲୁଟ୍ ଟଙ୍କା, ଚୋରି କାମରେ ବ୍ୟବହାର ହେଉଥିବା ବାଇକ୍ ସହ ଖେଳନା ବନ୍ଧୁକ ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସାଗରିକା ନାଥ । ଈଶ୍ୱର ବିଭିନ୍ନ ଅପରାଧରେ ଦୀର୍ଘ ଦିନ ଧରି ଜେଲରେ ଥିଲା । ଗତContinue reading “ଦୁର୍ଦ୍ଦାନ୍ତ ଅପରାଧୀ ଈଶ୍ୱର ମହାଳିକଙ୍କୁ ବାନ୍ଧିଲା ପୋଲିସ । ବିଡିଓ ପରିଚୟ ଦେଇ କରୁଥିଲା ଲୁଟ୍ ।”
ପଦ୍ମଶ୍ରୀ କମଳା ପୂଜାରୀ ଏସସିବି ସ୍ଥାନାନ୍ତର । କିଡନୀ ଜନିତ ସମସ୍ୟାରେ ପୀଡ଼ିତ ଥିବାରୁ ଚାଲିଛି ଚିକିତ୍ସା ।
କନକ ବ୍ୟୁରୋ: ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ କଟକ ବଡ଼ ମେଡିକାଲ ସ୍ଥାନାନ୍ତର । ତାଙ୍କର ଜ୍ୱର ଏବଂ କାଶ କମିଯାଇଛି । ଡିଏଚ୍ଏଚ୍ରେ ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତେବେ ଛାତିରେ ସାମାନ୍ୟ ସଂକ୍ରମଣ ଥିବା ରିପୋର୍ଟରୁ ଜଣାପଡ଼ିଛି । ପୂର୍ବରୁ ସେ କିଡନୀ ଜନିତ ସମସ୍ୟାରେ ପୀଡ଼ିତ ଥିବାରୁ ଅଧିକ ଚିକିତ୍ସା ପାଇଁ ଏସ୍ସିବି ପଠାଯାଇଛି । ସେଠାରେ ନେଫ୍ରୋଲୋଜି ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ତାଙ୍କ ଚିକିତ୍ସା କରାଯିବ ।Continue reading “ପଦ୍ମଶ୍ରୀ କମଳା ପୂଜାରୀ ଏସସିବି ସ୍ଥାନାନ୍ତର । କିଡନୀ ଜନିତ ସମସ୍ୟାରେ ପୀଡ଼ିତ ଥିବାରୁ ଚାଲିଛି ଚିକିତ୍ସା ।”
କାମାକ୍ଷାନଗର ଆଳତୁମା ଗାଁ ଶ୍ମଶାନରେ ତନ୍ତ୍ର ସାଧନା ଅଭିଯୋଗ । ୬ ମାସ ତଳର ବୃଦ୍ଧାଙ୍କ ଶବ କାଢି ଖପୁରୀରେ ପୂଜାପାଠ ଅଭିଯୋଗ ।
କନକ ବ୍ୟୁରୋ: ୬ ମାସ ତଳେ ମୃତ୍ୟୁ ହୋଇଥିବା ବୃଦ୍ଧା ମହିଳାଙ୍କ ଗାତରେ ପୋତା ଯାଇଥିବା ମୁଣ୍ଡ ବାହାର କରାଯାଇ କେହି କରିଛି ପୂଜାର୍ଚ୍ଚନା । ଭୟଭୀତ ଅବସ୍ଥାରେ ଗ୍ରାମବାସୀ ଓ ପରିବାର ଲୋକେ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁରେ । ଗତ ଜୁନ ମାସ ୧୫ ତାରିଖରେ ଦ୍ରୌପଦୀ ନାଥଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ତାଙ୍କୁ ରାମିଆଳ ନଦୀକୂଳରେ ଥିବା ତାଙ୍କ ଜମିରେ ଯଥାContinue reading “କାମାକ୍ଷାନଗର ଆଳତୁମା ଗାଁ ଶ୍ମଶାନରେ ତନ୍ତ୍ର ସାଧନା ଅଭିଯୋଗ । ୬ ମାସ ତଳର ବୃଦ୍ଧାଙ୍କ ଶବ କାଢି ଖପୁରୀରେ ପୂଜାପାଠ ଅଭିଯୋଗ ।”
ସହଜ ହେବ ଚକଜମି ବିକ୍ରି । ସ୍ୱଚ୍ଛ ଓ ପ୍ରତିବନ୍ଧକ ମୁକ୍ତ ହେବ ଚକ ଜମିର ବିକ୍ରୟ, ହସ୍ତାନ୍ତର ଓ ବଣ୍ଟନ ପ୍ରକ୍ରିୟା ।
କନକ ବ୍ୟୁରୋ: ଏଣିକି ଚକ ଜମିର ବିକ୍ରୟ, ହସ୍ତାନ୍ତର, ବଣ୍ଟନ ପ୍ରକ୍ରିୟା ସ୍ୱଚ୍ଛ ଓ ପ୍ରତିବନ୍ଧକ ମୁକ୍ତ ହେବ । ରାଜ୍ୟ ସରକାର ଏହି ବଡ ନିଷ୍ପତି ନେଇଛନ୍ତି । ଓଡିଶାର ପ୍ରାୟ ୮ ହଜାର ଗାଁର ଲକ୍ଷାଧିକ ଲୋକ ଉପକୃତ ହେବେ । ପୂର୍ବରୁ ଚକବନ୍ଦୀ ନିୟମ ଉଲ୍ଲଙ୍ଘନ କରି ବିକ୍ରୟ, ହସ୍ତାନ୍ତର ଓ ବଣ୍ଟନ କରାଯାଇଥିବା ଜମି ଏବେ ବୈଧ ଭାବେ ଗଣନା ହେବ । ପୂର୍ବରୁ ଓଡିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣContinue reading “ସହଜ ହେବ ଚକଜମି ବିକ୍ରି । ସ୍ୱଚ୍ଛ ଓ ପ୍ରତିବନ୍ଧକ ମୁକ୍ତ ହେବ ଚକ ଜମିର ବିକ୍ରୟ, ହସ୍ତାନ୍ତର ଓ ବଣ୍ଟନ ପ୍ରକ୍ରିୟା ।”
ସାରା ରାଜ୍ୟରୁ ଷ୍ଟିଅରିଂ ଛାଡିବେ ପାଖାପାଖି ୨ ଲକ୍ଷ ଡ୍ରାଇଭର । ସମସ୍ୟା ସମାଧାନ ନହେଲେ ସ୍ଥିତି ଭୟାବହ ହେବ ବୋଲି ଚେତାବନୀ ।
କନକ ବ୍ୟୁରୋ: ପ୍ରାୟ ୯ ମାସ ପରେ ପୁଣି ଥର ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ । ଗତବର୍ଷର ଦାବି ସହ ନୂଆ ଦଣ୍ଡ ବିଧାନ ବ୍ୟବସ୍ଥାକୁ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି । ଗତକାଲି ପ୍ରଥମ ଦିନରେ ଏହାର ଏତେଟା ପ୍ରଭାବ ପଡ଼ିନାହିଁ । କିନ୍ତୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନର ଡ୍ରାଇଭର ଆନ୍ଦୋଳନରେ ସାମିଲ ହୋଇପାରନ୍ତି । ଏଥିରେ ଓଡ଼ିଶାର ସବୁ ଡ୍ରାଇଭର ସାମିଲ ହେବେContinue reading “ସାରା ରାଜ୍ୟରୁ ଷ୍ଟିଅରିଂ ଛାଡିବେ ପାଖାପାଖି ୨ ଲକ୍ଷ ଡ୍ରାଇଭର । ସମସ୍ୟା ସମାଧାନ ନହେଲେ ସ୍ଥିତି ଭୟାବହ ହେବ ବୋଲି ଚେତାବନୀ ।”
ଓଡିଶା କ୍ରିକେଟରେ ପୁଣି ବୟସ ଜାଲିଆତି: ଓଡିଶା ରଣଜୀ ଟିମରୁ ବିଦା ହେଲେ ସୁମିତ ଶର୍ମା
କନକ ବ୍ୟୁରୋ: ଓଡ଼ିଶା କ୍ରିକେଟରେ ପୁଣି ବୟସ ଜାଲିଆତି ମାମଲା । ବୟସରେ ଜାଲିଆତି କରିଥିବା ମାମଲାରେ ଓଡ଼ିଶା ରଣଜୀ କ୍ରିକେଟ୍ ସୁମିତ୍ ଶର୍ମା ବିଦା ହୋଇଛନ୍ତି । ବିଭିନ୍ନ ବୟସ ବର୍ଗ ପାଇଁ ଭିନ୍ନ ଭିନ୍ନ ସାର୍ଟିଫିକେଟ୍ ଦେବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ଭାରତୀୟ କ୍ରିକେଟ୍ ବୋର୍ଡ । କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ସୁମିତ୍ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ବିସିସିଆଇର କୌଣସି ଘରୋଇ ଟୁର୍ଣ୍ଣାମେଂଟ ଖେଳିପାରିବେ ନାହିଁ । ୨୦୧୫-୧୬ରେ ଜୁନିୟର ସ୍ତରର କ୍ରିକେଟ୍Continue reading “ଓଡିଶା କ୍ରିକେଟରେ ପୁଣି ବୟସ ଜାଲିଆତି: ଓଡିଶା ରଣଜୀ ଟିମରୁ ବିଦା ହେଲେ ସୁମିତ ଶର୍ମା”
ଦୁଇ ଦିନରେ ସରିଲା ଭାରତ-ଦକ୍ଷିଣ ଆଫ୍ରକା ଦ୍ୱିତୀୟ ଟେଷ୍ଟ । ଘରୋଇ ଦଳକୁ ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ, ମହମ୍ମଦ ସିରାଜ, ଯଶପ୍ରିତ ବୁମରାଙ୍କ ଘାତକ ବୋଲିଂ
କନକ ବ୍ୟୁରୋ : ଦୁଇ ଦିନରେ ସରିଲା ଭାରତ-ଦକ୍ଷିଣ ଆଫ୍ରକା ଦ୍ୱିତୀୟ ଟେଷ୍ଟ । ଘରୋଇ ଦଳକୁ ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ । ମହମ୍ମଦ ସିରାଜ, ଯଶପ୍ରିତ ବୁମ୍ରାଙ୍କ ଘାତକ ବୋଲିଂ ଯୋଗୁ ମାଚ ଜିତିଛି ଭାରତ । ଦ୍ୱିତୀୟ ଇନିସରେ ଦକ୍ଷିଣ ଆଫ୍ରିକା ୧୭୬ ରନ କରିବାରେ ସକ୍ଷମ ହୋଇଥିଲା । ଭାରତକୁ ଜିତିବାକୁ ୭୯ ରନର ଆବଶ୍ୟକ ଥିଲା । ତିନିଟି ୱିକେଟ ହରାଇ ଭାରତ ମ୍ୟାଚ ଜିତି ନେଇଛି ।Continue reading “ଦୁଇ ଦିନରେ ସରିଲା ଭାରତ-ଦକ୍ଷିଣ ଆଫ୍ରକା ଦ୍ୱିତୀୟ ଟେଷ୍ଟ । ଘରୋଇ ଦଳକୁ ୭ ୱିକେଟରେ ହରାଇଲା ଟିମ ଇଣ୍ଡିଆ, ମହମ୍ମଦ ସିରାଜ, ଯଶପ୍ରିତ ବୁମରାଙ୍କ ଘାତକ ବୋଲିଂ”
ଲାକ୍ଷାଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ । ସମୁଦ୍ରରେ ସ୍କୁବା ଡ୍ରାଇଭିଂ କଲେ ନରେନ୍ଦ୍ର ମୋଦୀ
କନକ ବ୍ୟୁରୋ : ଲାକ୍ଷାଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ । ସମୁଦ୍ରରେ ସ୍କୁବା ଡ୍ରାଇଭିଂ କଲେ ନରେନ୍ଦ୍ର ମୋଦି । ସୋଶିଆଲ ମିଡିଆରେ ପ୍ରିଷ୍ଟିନ ବିଚରେ ଉଠାଇଥିବା ଫଟୋ ତାଙ୍କ ସୋଶିଆଲ ମିଡିଆରେ ସେୟାର କରିଛନ୍ତି । ଲାକ୍ଷାଦ୍ୱୀପ ଗସ୍ତ ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ସମୁଦ୍ରରେ ସ୍କୁବା ଡାଇଭିଂ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ ମୋଦି ଏସବୁ ମୂହୁର୍ତର ଫଟୋ ଓ ଭିଡ଼ିଓକୁ ନିଜ ସୋସିଆଲ ମିଡିଆ ଆକାଉଁଟ ଏକ୍ସରେContinue reading “ଲାକ୍ଷାଦ୍ୱୀପରେ ପ୍ରଧାନମନ୍ତ୍ରୀଙ୍କ ଦୁଃସାହସିକ କାର୍ଯ୍ୟ । ସମୁଦ୍ରରେ ସ୍କୁବା ଡ୍ରାଇଭିଂ କଲେ ନରେନ୍ଦ୍ର ମୋଦୀ”